ଜାତୀୟ

୩ ରାଜ୍ୟରେ ଭାଜପାର କାଠ କଣ୍ଢେଇ ସରକାର: କଂଗ୍ରେସ…

ନୂଆଦିଲ୍ଲୀ,୧୩।୧୨ : ଭାରତୀୟ ଜନତା ପାର୍ଟି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ୩ ଜଣ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବା ପରେ ତିନି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ସିଏମ ଚୟନକୁ ନେଇ କଂଗ୍ରେସ କଡାସମାଲୋଚନା କରିଛି। କଂଗ୍ରେସର ଜାତୀୟ...

କାମସୂତ୍ରର ନୂତନ ଲେଖକ ହୋଇପାରିଛନ୍ତି ନୀତୀଶ: ଗିରିରାଜଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ,୧୩।୧୨ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ନୀତୀଶ ଯେଉଁ ଦିନ ସେ ମହିଳାମାନଙ୍କୁ ଅପମାନିତ କରିଥିଲେ, ତାଙ୍କର ଅନ୍ତ ସେ ଦିନ ହୋଇଥିଲା।...

ପୁଣି ଘଟିଲା ୨୨ ବର୍ଷ ପୁରୁଣା ଘଟଣା, ଏବେ ସଂସଦ ଭିତର ହେଲା ଧୂଆଁ ଧୂଆଁ…

ନୂଆଦିଲ୍ଲୀ,୧୩।୧୨ : ୨୨ ବର୍ଷ ତଳେ ୨୦୦୧ରେ ସଂସଦ ଭବନରେ ହୋଇଥିବା ଆକ୍ରମଣର ପୂନରାବୃତ୍ତି ହୋଇଛି। ଲୋକସଭାରେ ୩ ଯୁବକ ହଠାତ ଭିଜିଟର ଗ୍ୟାଲେରୀରୁ ଡେଇଁ ପଡି ତା’ପରେ ସିଟ ଉପରେ ଠିଆ ହୋଇ ଜୋତା ଖୋଲି. ସେଥିରୁ ବୋମା...

ଶିବରାଜଙ୍କୁ ଶପଥ ଗ୍ରହଣ ସ୍ଥଳ ବାହାରେ ରୋକା ଗଲା, ସମର୍ଥକ ଦେଲେ ସ୍ଲୋଗାନ…

ଭୋପାଳ,୧୩।୧୨ : ମଧ୍ୟପ୍ରଦେଶରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଡ. ମୋହନ ଯାଦବ ମୁକୁଟ ପିନ୍ଧିଛନ୍ତି। ସେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଶିବରାଜ ସିଂ ଚୌହାନଙ୍କ ସମର୍ଥକମାନେ ତାଙ୍କ କନଭେନକୁ ଅଟକାଇଥିଲେ। ଏହି ସମୟରେ...

ଲୋକସଭା ସୁରକ୍ଷାରେ ତ୍ରୁଟି, ଭିଜିଟର ଗ୍ୟାଲେରୀରୁ ଡେଇଁଲେ ଯୁବକ,ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୩।୧୨ : ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନରେ ଲୋକସଭା ସୁରକ୍ଷାରେ ତ୍ରୁଟି ଦେଖାଦେଇଛି। ୨ ଜଣ ଯୁବକ ହଠାତ ଭିଜିଟର ଗ୍ୟାଲେରୀରୁ ଡେଇଁପଡିଥିଲେ। ଏହି କାରଣରୁ ଗୃହରେ ବିଶୃଙ୍ଖଳା ଦେଖାଦେଇଥିଲା। ତେବେ ସୁରକ୍ଷା କର୍ମୀ ଏହି ଯୁବକଙ୍କୁ ଧରିଥିଲେ। ସମସ୍ତ...

ମୃତଦେହ ରାସ୍ତାରେ ରଖି ବିରୋଧ କଲେ ଜେଲ ସହ ଜରିମାନା: ସରକାର ଆଣୁଛନ୍ତି ନୂଆ ଆଇନ…

ଚଣ୍ଡିଗଡ,୧୩।୧୨ : ଏଣିକି ଲୋକେ ମୃତଦେହକୁ ରାଜପଥ କିମ୍ବା ରାସ୍ତାରେ ରଖି ବିରୋଧ କରିପାରିବେ ନାହିଁ। ଆସନ୍ତା ବିଧାନସଭା ଅଧିବେଶନରେ ହରିୟାଣା ସରକାର ଏକ ନୂତନ ବିଲ ଆଣୁଛନ୍ତି। ଯାହା ଅନ୍ତର୍ଗତ ଏଭଳି କରିବା ଏକ ଆଇନଗତ ଅପରାଧ ହେବ।...

ବିମାନ ଭଡା ପୁଣି ବେଲଗାମ, ଦିଲ୍ଲୀରୁ ମୁମ୍ବାଇ ଭଡା ହେଲା ୫ ଗୁଣା…

ନୂଆଦିଲ୍ଲୀ/ମୁମ୍ବାଇ,୧୩।୧୨ : ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ବିମାନ ଭଡା ପ୍ରାୟ ୫ ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଦିଲ୍ଲୀରୁ ମୁମ୍ବାଇ ଯିବାକୁ ହେଲେ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହି କ୍ଷେତ୍ରର ଭଡା...

କହିବାର ସ୍ବାଧିନତା ରହିଛି ବୋଲି ମନ ଇଛା କିଛି କହି ହେବ ନାହିଁ: ହାଇକୋର୍ଟ…

ମୁମ୍ବାଇ,୧୩।୧୨ : ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି ବୋଲି ଏହାର ଯଥାର୍ଥ ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏହାର ପରିଣାମ ବିପଦଜନକ ହୋଇପାରେ। କହିବାର ସ୍ବାଧିନତା...

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ

ଭୋପାଳ,୧୩।୧୨: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଭାଜପା ନେତା ମୋହନ ଯାଦବ। ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୋତିଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ହୋଇଥିବା ଏହି...

ଶପଥ ଗ୍ରହଣ ସମାରୋହ ପୂର୍ବରୁ ସିନ୍ଧିଆଙ୍କୁ ଭେଟିଲେ ମୋହନ ଯାଦବ

ଭୋପାଳ,୧୩।୧୨: ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ମୋହନ ଯାଦବ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ମୋହନ ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଅନ୍ୟପଟେ, ଶପଥ ଗ୍ରହଣ ଉତ୍ସବରେ...

ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ୨୦୦୧ ଆକ୍ରମଣରେ ଶହୀଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୩।୧୨: ଆଜି ସଂସଦର ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ସଂସଦ ଗୃହରେ ପହଞ୍ଚିଛନ୍ତି। ଏଠାରେ ସେ ସଂସଦ ଉପରେ ୧୩ ଡିସେମ୍ବର ୨୦୦୧ରେ ହୋଇଥିବା ଆକ୍ରମଣରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ...

ଧୀରଜ ସାହୁଙ୍କ ହ୍ବାଇଟ୍‌ ହାଉସରେ ରହୁଥିଲେ ଇନ୍ଧିରା ଗାନ୍ଧୀ

ରାଞ୍ଚି,୧୩।୧୨: କଂଗ୍ରେସ ରାଜ୍ୟ ସଭା ଏମ୍‌ପି ଧୀରଜ ସାହୁଙ୍କ ଘରେ ଆୟକର ଚଢାଉରେ ନଗଦ ୩୫୪ କୋଟି ଟଙ୍କା ଜବତ କରାଯାଇଛି। କୌଣସି ଆଇନ ପ୍ରଣୟନକାରୀ ସଂସ୍ଥା ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଏ ପର୍ଯ୍ୟନ୍ତ ଜବତ ହୋଇଥିବା ଏହା ହେଉଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri