ଜାତୀୟ

ବ୍ୟବସାୟିକ ସିଲିଣ୍ଡର ଯୋଗାଣ ବନ୍ଦ

ନୂଆଦିଲ୍ଲୀ/ମୁମ୍ବାଇ,୧୦ା୩: ଇରାନ ଯୁଦ୍ଧ ପାଇଁ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ଇନ୍ଧନ ପରିବହନ ବାଧାପ୍ରାପ୍ତ ହୋଇଛି। ଫଳରେ ଭାରତର ବିଭିନ୍ନ ସହରରେ ରନ୍ଧନ ଗ୍ୟାସ୍‌ ଅଭାବ ଦେଖାଦେଇଛି। ମୁମ୍ବାଇରେ ବ୍ୟବସାୟିକ ଏଲ୍‌ପିଜି ଯୋଗାଣକୁ ବନ୍ଦ କରିଦିଆଯାଇଛି। ଆଗକୁ ଗ୍ୟାସ୍‌ ନ ମିଳିବା ଆଶଙ୍କାରେ…

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା ପାଇଁ ଶର୍ଜିଲ ୬ ସପ୍ତାହ ଜାମିନରେ ଯିବାକୁ ଅଦାଲତରେ ଆବେଦନ କରିଥିଲେ। ଅତିରିକ୍ତ…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର ଚିତା ସଂରକ୍ଷଣ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କେନ୍ଦ୍ର ପରିବେଶ…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କୁ ପରାସ୍ତ କରିଛି। ଏପରିକି…

ଦିଲ୍ଲୀ-ମଞ୍ଚେଷ୍ଟର ଇଣ୍ଡିଗୋ ବିମାନ ଅଧାବାଟରୁ ଫେରିଲା

ନୂଆଦିଲ୍ଲୀ,୯ା୩: ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଥିଲା ବେଳେ ଦିଲ୍ଲୀରୁ ମଞ୍ଚେଷ୍ଟର ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇ୍ସର ଏକ ବିମାନ ଅଧାବାଟରୁ ଫେରିଆସିଛି। ଉତ୍ତେଜନାକୁ ନେଇ ଶେଷ ମୁହୂର୍ତ୍ତରେ ହଠାତ୍‌ ବାୟୁସୀମା କଟକଣା ଜାରି ଯୋଗୁ ବିମାନଟି ଦିଲ୍ଲୀ ଫେରଆସିଥିବା…

ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି: ଏଲପିଜି ସିଲିଣ୍ଡରର ବୁକିଂ ସମୟ ବଢିଲା, ଏଣିକି…

ନୂଆଦିଲ୍ଲୀ,୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଘରୋଇ ଗ୍ୟାସ ସିଲିଣ୍ଡର (LPG) ପାଇଁ ବୁକିଂ ଅବଧିକୁ ୨୧ଦିନରୁ ୨୫ ଦିନକୁ ବୃଦ୍ଧି କରିଛି। ସୂତ୍ର ଅନୁସାରେ ଏହାକୁ ୨୧ ଦିନରୁ ୨୫ ଦିନକୁ…

ବିପଜ୍ଜନକ ମୋଡ଼ରେ ଇରାନ-ଆମେରିକା ଯୁଦ୍ଧ: ଏହି ସମୟରେ ଭାରତ ପାଇଁ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ଚାରିଆଡେ ଚହଳ

ନୂଆଦିଲ୍ଲୀ,୯।୩: ପଶ୍ଚିମ ଏସିଆର ପରିସ୍ଥିତି ବଢ଼ୁଥିବା ଉତ୍ତେଜନା ଯୋଗୁ ନିରନ୍ତର ଖରାପ ହେଉଛି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ପ୍ରତିଶୋଧମୂଳକ ଆକ୍ରମଣରେ ଏପର୍ଯ୍ୟନ୍ତ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି,…

ଟିମ୍ ଇଣ୍ଡିଆର ଓ୍ବିକେଟ ପଡିବା ପରେ ଖୁସିରେ ନାଚିଲେ ଯୁବକ, ପିଟିପିଟି ମାରିଦେଲେ ଲୋକେ

ପାଟନା,୯ା୩: ବିହାରର ହାଜିପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା T୨୦ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ସମୟରେ ଏହି ହତ୍ୟା ମାମଲା ସାମ୍ନାକୁ ଆସିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ…

ଜଳବାୟୁ ପରିବର୍ତ୍ତନ: ମହିଳା ଅଧିକ ପ୍ରଭାବିତ

ନୂଆଦିଲ୍ଲୀ,୯ା୩(ପି.ଟି.): ଜଳବାୟୁ ପରିବର୍ତ୍ତନ ମହିଳାମାନଙ୍କ ଉପରେ ଗମ୍ଭୀର ପ୍ରଭାବ ପକାଉଛି। ପ୍ରଭାବିତ ମହିଳାମାନଙ୍କୁ ସହାୟତା ପାଇଁ ଯେଉଁ ପାଣ୍ଠି ବ୍ୟବସ୍ଥା କରାଯାଉଛି, ତାହା ଆବଶ୍ୟକତାର ଏକ ଛୋଟ ଭାଗ ବୋଲି ୟୁନାଇଟେଡ୍‌ ନେଶନ୍ସ ଗ୍ଲୋବାଲ କମ୍ପାକ୍ଟ ନେଟ୍‌ଓ୍ବର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍‌ଆଇ)ର ଅଧ୍ୟକ୍ଷ…

ଡାର୍କଓ୍ବେବ୍‌ ଡ୍ରଗ୍ସ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୯ା୩(ପି.ଟି.): ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ରବିବାର ଏକ ଡାର୍କଓ୍ବେବ୍‌ ଭିତ୍ତିକ ନିଶାଦ୍ରବ୍ୟ ଚୋରାକାରବାର ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବହୁ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ ଜବତ କରିଛି, ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ…

ରାଷ୍ଟ୍ରପତି ଛିଡ଼ା ହୋଇଥିବା ବେଳେ ଆପଣ କାହିଁକି ବସିଛନ୍ତି?…ଫଟୋ ଦେଖାଇ PM ମୋଦିଙ୍କ ଉପରେ ବର୍ଷିଲେ ମମତା

କୋଲକାତା,୮।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। କୋଲକାତାରେ ଆୟୋଜିତ ଏକ ମଞ୍ଚରୁ ମମତା ଏକ ଫଟୋ ଜାରି କରି ପ୍ରଧାନମନ୍ତ୍ରୀଙ୍କୁ…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି । କଇଁଚି ସାହାଯ୍ୟରେ ନାକ କାଟିବା ପରେ କଟା ନାକକୁ ନେଇ ଘଟଣାସ୍ଥଳରୁ ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?