ଜାତୀୟ

ଧରାପଡିଲା ୯ ପାକିସ୍ତାନୀ ଡଙ୍ଗା: ସର୍ଚ୍ଚ ଅପରେସନ ଜାରି

ଅହମ୍ମଦାବାଦ,୧୧।୨: ଗୁଜୁରାଟର କଚ୍ଛ ଜିଲାରେ ଥିବା ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରେ ଗୁରୁବାର ସକାଳେ ସୀମା ସୁରକ୍ଷା ବାହିନୀ ନଅଟି ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗା ଜବତ କରିଛି। ହରାମି ନାଲା କ୍ରିକ ଅଞ୍ଚଳରେ ଏହି ଡଙ୍ଗା ଜବତ ହୋଇଥିବା ସୂଚନା ମିଳିଛି।...

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ୨୦୧୭ ତୁଳନାରେ ହୋଇଛି ୩ ପ୍ରତିଶତ କମ୍ ମତଦାନ

ନୂଆଦିଲ୍ଲୀ,୧୧ ।୨: ଉତ୍ତର ପ୍ରଦେଶ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ନିର୍ବାଚନ କମିଶନ ପକ୍ଷରୁ ବହୁ ସଂଖ୍ୟାରେ ମତଦାନ ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରାଯାଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବହୁ ବ୍ୟବସ୍ଥା...

ଭୁଶୁଡିଲା ଆପାର୍ଟମେଣ୍ଟ ଛାତ

ଗୁରୁଗ୍ରାମ,୧୦।୨: ଗୁରୁଗ୍ରାମରେ ଏକ ଅଘଟଣ ଘଟିଛି। ଏଠାରେ ନିର୍ମାଣାଧୀନ ଆପାର୍ଟମେଣ୍ଟ ଛାତ ଭୁଶୁଡ଼ିବା କାରଣରୁ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏଥିସହିତ, ଅନେକ ତଳେ ଫସିଯିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଫସି ରହିଥିବା...

କେନ୍ଦ୍ରର ବିଜ୍ଞାପନ ଖର୍ଚ୍ଚ: ୫ ବର୍ଷରେ ୨,୬୦୨ କୋଟି

ନୂଆଦିଲ୍ଲୀ,୧୦ା୨: କେନ୍ଦ୍ର ସରକାର ଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ ବିଜ୍ଞାପନ ବାବଦକୁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅନ୍ୟ ବିଜ୍ଞାପନ ଖର୍ଚ୍ଚକୁ ମିଶାଇଲେ ଏହା ପ୍ରାୟ ୨,୬୦୨ କୋଟି ଟଙ୍କା ହେବ...

ମାଲ୍ୟାଙ୍କୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୨: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଅଦାଲତରେ ହାଜର ହୋଇ ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ଗୁରୁବାର ଶେଷ ସୁଯୋଗ ଦେଇଛନ୍ତି। ଫେବୃୟାରୀ ୨୪ରେ ସର୍ବୋଚ୍ଚ ଅଦାଲତ ଦଣ୍ଡ ଶୁଣାଇବା ପୂର୍ବରୁ ତାଙ୍କୁ କୋର୍ଟରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ...

ଓମ ବିରଲାଙ୍କ କାର୍ଯ୍ୟକାଳ ମଧ୍ୟରେ ରେକର୍ଡ: ତୃତୀୟ ଥର ଲାଗି ପ୍ରଶ୍ନକାଳ ମଧ୍ୟରେ ସମସ୍ତ ୨୦ ପ୍ରଶ୍ନର ହେଲା ସମାଧାନ

ନୂଆଦିଲ୍ଲୀ,୧୧ ।୨: ଲୋକ ସଭାରେ ତୃତୀୟ ଥର ଲାଗି ପ୍ରଶ୍ନକାଳ ସମୟରେ ଗୋଟିଏ ଦିନରେ ସମସ୍ତ ୨୦ ପ୍ରଶ୍ନର ସମାଧାନ ହୋଇଛି, ଯାହା ଏକ ରେକର୍ଡ । ତୃତୀୟ ଥର ଲାଗି ଓମ ବିରଲାଙ୍କ କାର୍ଯ୍ୟକାଳ ମଧ୍ୟରେ ଏଭଳି ହୋଇଛି...

ଟଳିନି ବିପଦ, ଦେଶର ୧୪୧ ଜିଲାରେ ଏବେବି କରୋନା ସଂକ୍ରମଣ ୧୦ ପ୍ରତିଶତରୁ ଅଧିକ

ନୂଆଦିଲ୍ଲୀ,୧୧ ।୨: କରୋନା ସଂକ୍ରମଣକୁ ନେଇ ଏବେ ରାଷ୍ଟ୍ରୀୟ ସ୍ତରରେ ଏକ ଚିତ୍ର ସାମ୍ନାକୁ ଆସିଛି । ଗୋଟିଏ ପଟେ ଯେଉଁଠି ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି ଅନ୍ୟପଟେ ଦେଶର ୧୪୧ ଜିଲାରେ ଏବେବି ୧୦...

ଉଠିଲା ୭ ଦିନିଆ କ୍ୱାରାଣ୍ଟାଇନ୍‌ ନିୟମ

ନୂଆଦିଲ୍ଲୀ,୧୧।୨(ପି.ଟି.):କୋଭିଡ୍‌ ସଂକ୍ରମଣ କମିଥିବାରୁ କେନ୍ଦ୍ର ସରକାର ଭାରତ ଆସୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛନ୍ତି। ବିଦେଶୀ ଯାତ୍ରୀଙ୍କ ପାଇଁ ୭ ଦିନିଆ ବାଧ୍ୟତାମୂଳକ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ ଅଷ୍ଟମ ଦିନରେ ଆର୍‌ଟି-ପିସିଆର୍‌ ପରୀକ୍ଷାକୁ ବାଦ୍‌ ଦିଆଯାଇଛି।...

୧୦ ଲକ୍ଷ ଲୋକରେ ୨୧ ବିଚାରପତି

ନୂଆଦିଲ୍ଲୀ,୧୧।୨(ପି.ଟି.):ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୨୧ ଜଣ ବିଚାରପତି ରହିଛନ୍ତି। ଗୁରୁବାର ରାଜ୍ୟ ସଭାରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଥିଲେ,...

କ୍ରିପ୍ଟୋକରେନ୍ସି ଆର୍ଥିକ ସ୍ଥିରତା ପ୍ରତି ବିପଦ

ମୁମ୍ବାଇ,୧୧।୨:ମୁଦ୍ରାନୀତି ଘୋଷଣା ଅବସରରେ ଆର୍‌ବିଆଇ ଗଭର୍ନର କ୍ରିପ୍ଟୋକରେନ୍ସି ନିବେଶକମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ଡିଜିଟାଲ ମୁଦ୍ରାରେ ପୁଞ୍ଜି ଲଗାଉଥିବା ବ୍ୟକ୍ତି ମନେରଖିବା ଉଚିତ ଯେ, ସେମାନେ ନିଜ ରିସ୍କରେ ନିବେଶ କରୁଛନ୍ତି। ଏହା ଆଧାରଭୂତ ସମ୍ପତ୍ତି (ଅଣ୍ଡରଲେଇଙ୍ଗ୍‌ ଆସେଟ୍‌)...

‘ନ୍ୟାୟ ଆଶା ନାହିଁ’

ଲକ୍ଷ୍ନୌ,୧୦।୨: ଲଖିମପୁର ଖେରି ଚାଷୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ୪ ମାସ ପରେ ଜାମିନ ମିଳିଛି। ଆଲାହାବାଦ୍‌ ହାଇକୋର୍ଟ ଗୁରୁବାର ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ଗତ ବର୍ଷ ଅକ୍ଟୋବର...

‘ଦେଶ ନା ଧର୍ମ’ ଗୁରୁତ୍ୱପୂର୍ଣ୍ଣ କିଏ

ଚେନ୍ନାଇ,୧୦।୨: ଦେଶରେ ବଢ଼ୁଥିବା ଧାର୍ମିକ ଅସହଯୋଗ ଉପରେ ଉଦବେଗ ପ୍ରକାଶ କରି ମାଡ୍ରାସ ହାଇକୋର୍ଟ ଗୁରୁବାର ପ୍ରଶ୍ନ କରିଛନ୍ତି, କେଉଁଟା ବେଶୀ ଗୁରୁତ୍ୱପୂର୍ଣ୍ଣ ଦେଶ ନା ଧର୍ମ। “ କିଛି ଶକ୍ତି ସ୍କୁଲ, କଲେଜର ଡ୍ରେସ କୋଡ୍‌ ସମ୍ବନ୍ଧୀୟ ବିବାଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri