ହିଜାବ ଜରୁରୀ ଧର୍ମୀୟ ପ୍ରଥା ନୁହେଁ
ବେଙ୍ଗାଲୁରୁ,୨୨।୨: ହିଜାବ ଏକ ଅତ୍ୟାବଶ୍ୟକ ଧର୍ମୀୟ ପ୍ରଥା ନୁହେଁ ବୋଲି କର୍ନାଟକ ସରକାର ହାଇକୋର୍ଟରେ ସୋମବାର ପୁଣିଥରେ ଦୋହରାଇଛନ୍ତି। ଧର୍ମୀୟ ନିର୍ଦ୍ଦେଶନାମା ଶିକ୍ଷାନୁଷ୍ଠାନ ବାହାରେ ରହିବା ଉଚିତ। ସମ୍ବିଧାନ ପ୍ରଣୟନ ସଭାରେ ଡ. ବି.ଆର୍, ଆମ୍ବେଡ୍କର ଏହା କହିଥିଲେ ବୋଲି...
ବାପା ଦୋଷୀ ସାବ୍ୟସ୍ତ ହେବାପରେ ପ୍ରବଳ ରାଗିଗଲେ ତେଜସ୍ବୀ
ନୂଆଦିଲ୍ଲୀ,୨୨।୨: ଗୋ-ଖାଦ୍ୟ ଦୁର୍ନୀତିର ୫ମ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲଦଣ୍ଡ ମିଳିଛି। ଏଥିସହ ଲାଲୁଙ୍କ ଉପରେ ୬୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ। ଫେବୃଆରୀ ୧୫ରେ...
ଖୋଲିବ ଶ୍ରୀନଗର- ଲେହ ଜାତୀୟ ରାଜପଥ
ଶ୍ରୀନଗର,୨୨।୨: ଲଦାଖକୁ ସଂଯୋଗ କରୁଥିବା ୪୩୪ କି.ମି ବିଶିଷ୍ଟ ଏକମାତ୍ରା ଶ୍ରୀନଗର-ଲେହ ଜାତୀୟ ରାଜପଥ ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି। ଭିଷଣ ବରଫପାତ କାରଣରୁ ଚଳିତବର୍ଷ ଜାନୁୟାରୀରୁ ଏହି ରାଜପଥ ବନ୍ଦ ଥିଲା। କିନ୍ତୁ ବର୍ତ୍ତମାନ ତୁଷାରପାତ କମିବା ଫଳରେ ସଡ଼କରେ...
ବୈବାହିକ ବଳାତ୍କାର ମାମଲା ରାୟ ସଂରକ୍ଷିତ
ନୂଆଦିଲ୍ଳୀ: ୨୨।୨: ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା କରିବା ମାମଲାର ଶୁଣାଣି ସୋମବାର ଦିଲ୍ଳୀ ହାଇକୋର୍ଟରେ ହୋଇଥିବାବେଳେ ଏ ପ୍ରସଙ୍ଗର ରାୟ କୋର୍ଟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ୍ ରାଜୀବ ଶକଧର ଏବଂ ଜଷ୍ଟିସ୍ ସି. ହରି ଶଙ୍କରଙ୍କ ଦ୍ୱାରା ଗଠିତ...
ରାମ ରହିମଙ୍କୁ ଜେଡ ପ୍ଲସ ସୁରକ୍ଷା
ଚଣ୍ଡିଗଡ଼,୨୨ ।୨: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂ ହତ୍ୟା ମାମଲରେ ସିଧା ସଳଖ ସମ୍ପୃକ୍ତ ନୁହେଁ । ସେ ବାସ୍ତବିକ ଭାବେ ହତ୍ୟା କରି ନାହାନ୍ତି । ହରିୟାଣା ସରକାର କହିଛନ୍ତି ରାମ ରହିମଙ୍କୁ...
ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା
ନୂଆଦିଲ୍ଲୀ,୨୨।୨: ଦିଲ୍ଲୀର ନରେଲା ଅଞ୍ଚଳରେ ଏକ ଦୋକାନରୁ ୧୪ ବର୍ଷୀୟା ଝିଅଙ୍କ ଗଳିତ ମୃତଦେହ ମିଳିଛି। ଉକ୍ତ ନାବାଳିକାଙ୍କୁ ୯ ଦିନ ପୂର୍ବରୁ ଅପହରଣ କରାଯାଇଥିଲା। ତାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ପୋଲିସ କହିଛି। ଏହି ମାମଲାରେ ସୋମବାର...
ବୁଧବାର କର୍ନାଟକ ବନ୍ଦ
ବେଙ୍ଗାଲୁରୁ,୨୨ ।୨: ସାଂପ୍ରଦୟିକ ଭାବେ ସମ୍ବେଦନଶୀଳ କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳ କର୍ମୀ ହର୍ଷଙ୍କ ହତ୍ୟା ପରେ ସେଠାରେ ଉତ୍ତେଜନା ଲାଗି ରହିଛି । ତାଙ୍କର ଶବଯାତ୍ରା ସମୟରେ ଲୋକଙ୍କ ରାଗ ବଢିଯିବାରୁ ପଥରମାଡ କରାଯାଇଥିଲା । ଫଳରେ ଜଣେ...
ଯୋଗୀଙ୍କ ବିରୋଧରେ ୪୪୦ ଭୋଲ୍ଟ କରେଣ୍ଟ ପ୍ରବାହିତ ହେଉଛି: ଅଖିଳେଶ
ହାର୍ଦୋଇ,୨୨।୨: ଉତ୍ତରପ୍ରଦେଶରେ ଶାସକ ଭାଜପା ବିରୋଧରେ ୪୪୦ ଭୋଲ୍ଟର କରେଣ୍ଟ ପ୍ରବାହିତ ହେଉଛି ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଡାକିଥିବାରୁ ଅଖିଳେଶ ଏହାର ସମାଲୋଚନା...
ଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଆମେରିକା ଆଇନ ସଂସ୍ଥା
ଲଣ୍ଡନ,୨୨।୨:ଉତ୍ତରପ୍ରଦେଶ ପୋଲିସ ୨୦୧୭ରୁ ୨୦୨୧ ମଧ୍ୟରେ ବେଆଇନ ଭାବେ ଏନ୍କାଉଣ୍ଟରରେ କେତେଜଣ ଅପରାଧୀଙ୍କୁ ହତ୍ୟା କରିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭୂମିକା ରହିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅନ୍ତର୍ଜାତୀୟ ଅପରାଧ ଓ ମାନବାଧିକାର ଆଇନଜୀବୀମାନଙ୍କର ସ୍ବତନ୍ତ୍ର ସଂଗଠନ...
ବିଭେଦ ସୃଷ୍ଟି କରୁଛି ଭାଜପା ସରକାର: ସୋନିଆ
ରାଏବରେଲି,୨୨।୨: ଭାଜପା ନେତୃତ୍ୱାଧୀନ ସରକାର ଲୋକଙ୍କ ମଧ୍ୟରେ ବିଭେଦର ମଞ୍ଜି ବୁଣିବା ବ୍ୟତୀତ ଅନ୍ୟ କିଛି କରୁନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର କହିଛନ୍ତି। ରାଏବରେଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିବା ସୋନିଆ କହିଥିଲେ,...
ଚିନ୍ତାରେ ଲାଲୁ, ବଢିଲା ସୁଗାର-ବିପି
ପାଟନା,୨୨ ।୨: ଗୋଖାଦ୍ୟ ଦୁର୍ନିତି ମାମଲରେ ସୋମବାର ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଓ ୬୦ଲକ୍ଷ ଟଙ୍କା ଜରିମାନା କରାଯିବା ପରେ ଚିନ୍ତିତ ହୋଇ ପଡିଛନ୍ତି ଲାଲୁ ।...
ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଖିଳେଶଙ୍କ ନାଁରେ ମାମଲା
ଲକ୍ଷ୍ନୌ,୨୧।୨: ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ସମାଜବାଦୀ ପାର୍ଟି(ଏସ୍ପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଏସ୍ପି ମୁଖ୍ୟ ତାଙ୍କ ନିର୍ବାଚନମଣ୍ଡଳୀ ଇଟାଓ୍ବା ଜିଲାର ସୈଇଫଇରେ ଖବରଦାତାଙ୍କ ସହ...
Archives


