ଭାରତ-ଚାଇନା କମାଣ୍ଡରସ୍ତରୀୟ ବୈଠକ ମାର୍ଚ୍ଚ ୧୧ରେ…
ଲଦାଖ,୧୦।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ୧୫ ତମ ରାଉଣ୍ଡ ସାମରିକ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏପର୍ଯ୍ୟନ୍ତ ଦୁଇ ଦେଶ...
ଯୋଗୀ ଆଦିତ୍ୟନାଥଙ୍କ ବଡ଼ ରେକର୍ଡ
ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭାର ୪୦୩ ବିଧାନସଭା ଆସନରେ ଭୋଟ ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି। ଫଳରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣିଥରେ ସରକାର ଗଠନ କରୁଥିବା ଟ୍ରେଣ୍ଡ କହୁଛି। ପୁନର୍ବାର...
ଆସନ ବଞ୍ଚାଇ ପାରିଲେ ନାହିଁ ଦୁଇ ଥର ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୦।୩: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପଟିଆଲା ଅର୍ବାନରେ ପରାସ୍ତ ହୋଇଛନ୍ତି। ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କୁ ଆମ ଆଦମି ପାର୍ଟି (ଏଏପି) ପ୍ରାର୍ଥୀ ଅଜିତ ପାଲ ସିଂ କୋହଲି ହରାଇ ଦେଇଛନ୍ତି। କେବଳ ଏହି ଆସନରେ ନୁହେଁ ପୂରା...
ଆଜି ଇସ୍ତଫା ଦେଇପାରନ୍ତି ଚନ୍ନି
ଅମୃତସର,୧୦।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ ସିଂହ ଚନ୍ନି ଇସ୍ତଫା ଦେଇପାରନ୍ତି। ଗୋଟିଏ ପଟେ ଗୁରୁବାର ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଚନ୍ନି ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ସେ ଚଣ୍ଡିଗଡ଼ ସ୍ଥିତ ନିଜ ସରକାରୀ ବାସଭବନରେ...
ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଫଳାଫଳ…
ନୂଆଦିଲ୍ଲୀ,୧୦।୩ : ଉତ୍ତରପ୍ରଦେଶ, ମଣିପୁର, ଗୋଆ ମଣିପୁର ଏବଂ ଉତ୍ତରାଖଣ୍ଡ ଆଦି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ କେବଳ ଲୋକ ସଭା ନିର୍ବାଚନ ପାଇଁ ରାଜନୈତିକ ଦଳର ଦିଗ ନିର୍ଣ୍ଣୟ କରିବ ନାହିଁ, ବରଂ ରାଷ୍ଟ୍ରପତି ନିର୍ବାଚନ ଦୃଷ୍ଟିରୁ...
‘ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ହେବେ ’
ନୂଆଦିଲ୍ଲୀ,୧୦।୩: ଆମ ଆଦମି ପାର୍ଟି (ଏଏପି)କୁ ପଞ୍ଜାବରେ ସ୍ପଷ୍ଟ ବହୁମତ ମିଳିବା ନିଶ୍ଚିତ। କାରଣ ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ଅପରାହ୍ନ ୧୧ଟା ପର୍ଯ୍ୟନ୍ତ ଗଣତି ସୁଦ୍ଧା ୯୧ ଆସନରେ ଆଗୁଆ ରହିଛି ଏଏପି। ଦିଲ୍ଲୀ ପରେ ଦ୍ୱିତୀୟ...
ଯୋଗୀଙ୍କ ହାତରେ ପୁଣି ଉତ୍ତରପ୍ରଦେଶ ଡୋର…
ଲକ୍ଷ୍ନୌ,୧୦।୩ : ଉତ୍ତରପ୍ରଦେଶରେ ଭାଜପା ଆଗୁଆ ରହିଛି। ଉତ୍ତରପ୍ରଦେଶରେ ୨୬୩ ଆସନରେ ଭାଜପା ଆଗୁଆ ଥିବାବେଳେ ଏସ୍ପି ୧୨୫ ରେ ଆଗୁଆ ରହିଛି। ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୬ ରେ ଆଗୁଆ ଥିବାବେଳେ...
ରାଘବଙ୍କ ଭବିଷ୍ୟବାଣୀ: କଂଗ୍ରେସର ସ୍ଥାନ ନେବ ଏଏପି
ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାସଭା ନିର୍ବାଚନ ଫଳାଫଳ ବାହାରିବାକୁ ଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁଯାୟୀ, ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଟ୍ରେଣ୍ଡରେ, ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଦଳ ଏପର୍ଯ୍ୟନ୍ତ...
ୟୁପିରେ ଭାଜପା ୨୬୦ ପ୍ଲସ
ନୂଆଦିଲ୍ଲୀ,୧୦।୩: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଜପା ସରକାରକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ମିଳିବାକୁ ଯାଉଛି। ଭୋଟ ଗଣତିର ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୬୦ରୁ ଅଧିକ ଆସନରେ ଆଗୁଆ ଅଛି ଭାଜପା। ଆଶାନୁଯାୟୀ, ଭାଜପାକୁ କଡ଼ା ଟକ୍କର ଦେଇଛି...
ଭାଜପାର ସ୍କୋର୍ ୪-୧, ୟୁପି-ଉତ୍ତରାଖଣ୍ଡ-ମଣିପୁର-ଗୋଆରେ ବହୁମତ ମୁହାଁ…
ଲକ୍ଷ୍ନୌ/ଡେରାଡୁନ୍/ପଣଜୀ/ଇମ୍ଫାଲ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ୫ ରାଜ୍ୟ ମଧ୍ୟରେ ଭାଜପାର ସ୍କୋର ୪-୧ ରହିଛି। ଉତ୍ତରପ୍ରଦେଶ, ମଣିପୁର, ଗୋଆ ଏବଂ ଉତ୍ତରାଖଣ୍ଡରେ ଭାଜପା ଆଗୁଆ ରହି ବହୁମତ ମୁହାଁ ହୋଇଛି।...
ଶେଷ ମୁହାଁ ତୃତୀୟ ଲହର…
ନୂଆଦିଲ୍ଲୀ, ୧୦।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୪ ହଜାର...
ପଛରେ ଚାଲିଛନ୍ତି ୩ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୦।୩: ନିକଟରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ଆସନରେ ପଛୁଆ ଚାଲିଥିବା ଜଣାପଡ଼ିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ଦୁଇଟି ଆସନରେ ପଛୁଆ ଚାଲିଛନ୍ତି।...
Archives


