ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୧୫।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଦୈନିକ ସଂକ୍ରମଣ ୨...
‘ଭାଜପା, ଆର୍ଏସ୍ଏସ୍ ଭାଷାରେ କଥା ହେଉଛନ୍ତି କପିଲ ସିବଲ’
ନୂଆଦିଲ୍ଲୀ,୧୫।୩: କଂଗ୍ରେସ ଓ୍ବାର୍କିଂ କମିଟି (ସିଡ୍ଲ୍ୟୁସି)ବୈଠକ ପରେ ପୁଣି ଥରେ କଂଗ୍ରେସରେ ଆନ୍ତଃ କନ୍ଦଳ ଦେଖାଦେଇଛି। ଦଳର ବରିଷ୍ଠ ନେତା କପିଲ ସିବଲ ଭାଜପା ଏବଂ ଆର୍ଏସ୍ଏସ୍ ଭାଷାରେ କଥା ହେଉଥିବା କହିଛନ୍ତି ଲୋକସଭା ନେତା ମାନିକାମ ଟାଗୋର। “ଭାଜପା...
ହାଇକୋର୍ଟଙ୍କ ନିଷ୍ପତ୍ତିରେ ସହମତ ନାହାନ୍ତି ଓଓ୍ବାଇସି
ନୂଆଦିଲ୍ଲୀ,୧୫।୩: ହିଜାବ ପିନ୍ଧିବା ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି, ହିଜାବ ଇସଲାମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ ଏବଂ ସ୍କୁଲ ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ...
ହିଜାବ ବିବାଦ: ପରୀକ୍ଷା ଅଧାରେ ଛାଡ଼ି ପଳାଇଆସିଲେ ଛାତ୍ରୀ
ବେଙ୍ଗାଲୁରୁ,୧୫।୩: ହିଜାବ ଉପରେ କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବି ୟାଦଗିରର ସୁରପୁରା ତହସିଲର କେମ୍ବାଭି ସରକାରୀ ପୀୟୁ କଲେଜରେ ଏହାକୁ ବିରୋଧ କରାଯାଇଛି। ଉକ୍ତ କଲେଜର ଛାତ୍ରୀମାନେ ଏହି ରାୟକୁ ବିରୋଧ କରି ଶ୍ରେଣୀଗୃହ ତ୍ୟାଗ କରିଥିବା ଜଣାପଡ଼ିଛି।...
ପାକିସ୍ତାନରେ ପଡ଼ିଥିବା ମିସାଇଲ ଉପରେ ବିବୃତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୧୫।୩: ମାର୍ଚ୍ଚ ୯ରେ ପାକିସ୍ତାନରେ ପଡିଥିବା ଭାରତୀୟ ମିସାଇଲ ସମ୍ପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ସଂସଦରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ପ୍ରତିଦିନ ହେଉଥିବା ମିସାଇଲ ରକ୍ଷଣାବେକ୍ଷଣ ଯାଞ୍ଚ ସମୟରେ ଟେକ୍ନିକାଲ ତ୍ରୁଟି ଯୋଗୁ ହଠାତ୍...
ବୁଧବାରଠାରୁ ୧୨ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ
ନୂଆଦିଲ୍ଲୀ,୧୫।୩: କରୋନା ବିରୋଧରେ ଲଢ଼େଇ ପାଇଁ ଦେଶରେ କେନ୍ଦ୍ର ସରକାର ଟିକାକରଣ ଅଭିଯାନକୁ ତ୍ୱରାନିତ କରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ୧୨ବର୍ଷରୁ ୧୪ବର୍ଷର ବୟସ୍କ ପିଲାଙ୍କୁ କରୋନା ଭ୍ୟାକ୍ସିନ ଦେବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମାର୍ଚ୍ଚ ୧୬ରୁ ଅର୍ଥାତ୍...
ଆଉ ଏକ ଇତିହାସ ରଚିବାକୁ ଯାଉଛି ଏଏପି
ଚଣ୍ଡିଗଡ଼,୧୫ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ୯୨ ଆସନରେ ବିଜୟୀ ହୋଇ ସରକାର ଗଢିବାକୁ ଯାଉଥିବା ଆମ ଆଦମୀ ପାର୍ଟି(ଏଏପି) ଏବେ ଆଉ ଏକ ଇତିହାସ ରଚିବାକୁ ଯାଉଛି । ୧୬ ମାର୍ଚ୍ଚରେ ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ...
କୋର୍ଟର ନିର୍ଦ୍ଦେଶ ପାଳନ କର
ବେଙ୍ଗାଲୁରୁ,୧୫।୩: ସ୍କୁଲ ଓ କଲେଜରେ ମୁସଲିମ୍ ଝିଅମାନେ ହିଜାବ ପିନ୍ଧିବା ଉପରେ କନର୍ର୍ାଟକ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ହିଜାବ ବିବାଦରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ହିଜାବ ଧର୍ମର ଏକ ଅଂଶ ନୁହେଁ...
ଭାଜପା ନେତାଙ୍କ ପୁଅ/ଝିଅଙ୍କୁ ଟିକେଟ୍ ନ ମିଳିବା ପାଇଁ ମୁଁ ଦାୟୀ: ମୋଦି
ନୂଆଦିଲ୍ଲୀ,୧୫।୩: ଭାଜପା ସଂସଦୀୟ ଦଳର ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ୍ବେଦକର ଇଣ୍ଟରନ୍ୟାଶନାଲ୍ ସେଣ୍ଟରରେ ପହଞ୍ଚିଥିଲେ। ରାଜନାଥ ସିଂଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ତାଙ୍କୁ ସ୍ବାଗତ କରିଥିଲେ।...
ଟିଏମ୍ସିରେ ଯୋଗ ଦେଲେ ଶତ୍ରୁଘ୍ନ ସିହ୍ନା
କୋଲକାତା,୧୫।୩: ଅଭିନେତା ଶତ୍ରୁଘ୍ନ ସିହ୍ନା ମଙ୍ଗଳବାର ଭାରତୀୟ ଜାତୀୟ କଂଗ୍ରେସ ଛାଡି ତ୍ରୁଳମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଏ ନେଇ ସିହ୍ନା ନିଜେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସିହ୍ନା ଭାରତୀୟ ଜନତା ଦଳର ଜଣେ ନେତା...
ନଡ୍ଡାଙ୍କୁ ଆଗକୁ ପଠାଇ ନିଜେ ପଛରେ ରହିଲେ ମୋଦି
ନୂଆଦିଲ୍ଲୀ,୧୫।୩: ଭାରତୀୟ ଜନତା ପାର୍ଟି (ଭାଜପା)ର ସଂସଦୀୟ ଦଳ ବୈଠକରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ଆମ୍ବେଦକର ଇଣ୍ଟରନ୍ୟାଶନାଲ୍ ସେଣ୍ଟରରେ ଆୟୋଜିତ ଏହି ବୈଠକରେ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରିବା ସହ ସହ...
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସ୍କୁଲ-କଲେଜ୍ରେ ହିଜାବ ପିନ୍ଧିବାକୁ ମିଳିବନି ଅନୁମତି
ବେଙ୍ଗାଲୁରୁ,୧୫।୩: ହିଜାବ ବିବାଦକୁ ନେଇ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍କୁଲ କଲେଜଗୁଡ଼ିକରେ ହିଜାବ ନିଷେଧାଦେଶର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଏକ ଆବେଦନକୁ ଖାରଜ କରିଛନ୍ତି। ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ।...
Archives


