୨୦ ହଜାର ବସ୍ତି ପିଲା ଚିହ୍ନଟ, ଥଇଥାନ ପାଇଁ ଚାଲିଛି ଯୋଜନା
ନୂଆଦିଲ୍ଲୀ,୨୭ା୩: ବର୍ତ୍ତମାନ ସାରା ଦେଶରେ ପ୍ରାୟ ୨୦ ହଜାର ବସ୍ତି ପିଲାଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ଥଇଥାନ ପାଇଁ ପ୍ରକ୍ରିୟା ଜାରି ରହିଥିବା ଏନ୍ସିପିସିଆର ଅଧ୍ୟକ୍ଷା ପ୍ରିୟଙ୍କା କାନୁନ୍ଗୋ କହିଛନ୍ତି। ସେ କହିଛନ୍ତି, ଭାରତର ରାସ୍ତାଘାଟର ପିଲାମାନଙ୍କ ପାଇଁ ଏକ...
ଆୟୁର୍ବେଦିକ ଡାକ୍ତର ଏଲୋପାଥିକ ପ୍ରତିପକ୍ଷଙ୍କ ଭଳି ଦରମା ପାଇବାକୁ ଯୋଗ୍ୟ…
ନୂଆଦିଲ୍ଲୀ, ୨୭।୩ : ଏନଆରଏଚଏମ୍/ଏନଏଚଏମ୍ ଯୋଜନା ଅନୁଯାୟୀ ଆୟୁର୍ବେଦିକ ଡାକ୍ତରମାନେ ଏଲୋପାଥିକ ମେଡିକାଲ ଅଫିସର ଏବଂ ଦନ୍ତ ଚିକିତ୍ସା ଅଧିକାରୀଙ୍କ ସହିତ ସମାନ ଦରମା ସମାନତା ପାଇବାକୁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଆଦେଶକୁ ସମର୍ଥନ କରିଛନ୍ତି। ଜଷ୍ଟିସ...
ସ୍କୁଲ ଛାତ୍ରଙ୍କ ଲଢ଼େଇ ବେଳେ ଗୁଳି କରି ଦେଲେ
ନୂଆଦିଲ୍ଲୀ,୨୭।୩: ଜାତୀୟ ରାଜଧାନୀର ଏକ ସ୍କୁଲ ବାହାରେ ଦୁଇ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କକୁ ନେଇ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗୁଳି ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତାଙ୍କ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲ ଜବତ ହୋଇଥିବା...
୧ ଏପ୍ରିଲ୍ରୁ ୮୦୦ ଔଷଧର ଦାମ୍ ବୃଦ୍ଧି…
ନୂଆଦିଲ୍ଲୀ, ୨୭।୩ : ଦେଶରେ ପେଟ୍ରୋଲ-ଡିଜେଲ ଏବଂ ଏଲପିଜିର ଦାମ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୧ରୁ ବହୁ ଜରୁରୀ ଔଷଧର ମୂଲ୍ୟ...
ଭାଜପା ସହ ମେହେବୁବାଙ୍କର ରହିଛି ଭଲ ସମ୍ପର୍କ: ଶିବସେନା
ମୁମ୍ବାଇ,୨୭ ।୩: ମହାରାଷ୍ଟ ରାଜନୀତିରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମୁହାଁମୁହିଁ ହୋଇଛନ୍ତି । ଶିବସେନା ନେତା ସଞ୍ଜୟ ରାଉତ ପୁଣିଥରେ ଭାଜପାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମେହେବୁବା ମୁଫତିଙ୍କ ଦଳ ସହ ଭାଜପାର ଭଲ...
୪୦ ହଜାର କୋଟି ଡଲାର ରପ୍ତାନୀ ଲକ୍ଷ୍ୟ ହାସଲ କରିଛି ଭାରତ…
ନୂଆଦିଲ୍ଲୀ, ୨୭।୩ : ଭାରତବାସୀ ଲୋକାଲ ରୁ ଆଜି ଗ୍ଲୋବାଲସ୍ତରରେ ପହଞ୍ଚିଛନ୍ତି। ଦେଶ ଏବେ ୪୦ ହଜାର କୋଟି ରପ୍ତାନୀ ଲକ୍ଷ୍ୟ ହାସଲ କରିଛି। ୮୭ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏସମ୍ପର୍କରେ...
ଚିତୁର ସଡ଼କ ଦୁର୍ଘଟଣା ୭ ମୃତ, ୪୫ ଆହତ
ଚିତୁର,୨୭ ।୩: ଆନ୍ଧ୍ରପ୍ରଦେଶର ଚିତୁରରେ ଶନିବାର ରାତିରେ ହାଇଥିବା ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହେବା ସହ ୪୫ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ତିରୁପତିଠାରୁ ୨୫ କିଲୋମିଟର ଦୂର ବକରାପେଟାରେ ହୋଇଛି...
ପୁଣି ବଢ଼ିଲା ମୃତ୍ୟୁସଂଖ୍ୟା…
ନୂଆଦିଲ୍ଲୀ, ୨୭।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୪୨୧ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୪୯ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି।...
ବୀରଭୁମର ନିର୍ମାଣାଧିନ ଘରୁ ମିଳିଲା ୪୦ ଦେଶୀ ବୋମା
କୋଲକାତା,୨୭ ।୩: ପଶ୍ଚିମବଙ୍ଗ ବିରଭୂମ ଜିଲା ରାମପୁରହାଟର ମାରଗ୍ରାମରେ ଶନିବାର ୪୦ ଦେଶି ବୋମା ଜବତ କରାଯାଇଛି । ସେଠାକାର ପୋଲିସ ଅଧିକ୍ଷକ(ଏସପି) ନଗେନ୍ଦ୍ର ନାଥ ତ୍ରିପାଠି କହିଛନ୍ତି, ଏହି ବୋମାକୁ ୪ଟି ବାଲଟିରେ ଲୁଚାଇ ଏକ ନିର୍ମାଣାଧିନ ଘରର...
ଆତଙ୍କବାଦୀଙ୍କୁ ଆଶ୍ରୟ ଦେଲେ ସମ୍ପତ୍ତି ବାଜ୍ୟାପ୍ତ ହେବ
ଶ୍ରୀନଗର,୨୭।୩: ଜାଣିଶୁଣି ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଥିବା ଗୃହ ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ଜମ୍ମୁ-କଶ୍ମୀର ପୋଲିସ ଶନିବାର ଘୋଷଣା କରିଛି। ଆତଙ୍କବାଦ ଉଦ୍ଦେଶ୍ୟରେ ବ୍ୟବହୃତ ସମ୍ପତ୍ତିକୁ ଶ୍ରୀନଗର ପୋଲିସ ଜବତ କରିବ ବୋଲି କେତେକ ମହଲରେ ଭୁଲ୍ ତଥ୍ୟ...
ରାଜୌରିରେ ଲଗାତାର ଦୁଇଟି ବିସ୍ଫୋରଣ, ଲୋକେ ଭୟଭିତ
ଜମ୍ମୁ,୨୭ ।୩: ଜମ୍ମୁ-କଶ୍ମୀରର ରଜୌରି ଜିଲାରେ ଏକ ଜନଗହଳି ସ୍ଥାନରେ ଶନିବାର ଲଗାତାର ଦୁଇଟି ବିସ୍ଫୋରଣ ହୋଇଛି । ଫଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ପୋଲିସ କହିଛି ଘଟଣା ସମ୍ପର୍କରେ ସୂଚନା ମିଳିବାପରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ...
‘ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ଆଶାନୁରୂପ ନୁହେଁ’
ନୂଆଦିଲ୍ଲୀ,୨୭।୩: ରାଷ୍ଟ୍ରର ଇତିହାସ ଓ ଭାଗ୍ୟ ‘୩ପି’ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ତାହା ହେଲା ନିୟମାବଳୀ, ଜନତା ଓ ସଂସଦ (ପ୍ରିନ୍ସିପଲ୍, ପିପୁଲ୍, ପାର୍ଲାମେଣ୍ଟ) ବୋଲି ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଶନିବାର କହିଛନ୍ତି। ନିୟମାବଳୀ ଓ...
Archives


