ଜାତୀୟ

ୟୁକ୍ରେନ୍‌ରେ ୧,୧୦୦ ଭାରତୀୟ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୦ା୧୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନ୍‌ରେ ପାଠ ପଢ଼ୁଥିବା ବହୁ ଛାତ୍ରୀଛାତ୍ର ସ୍ବଦେଶକୁ ଫେରିଆସିଥିଲେ। କିନ୍ତୁ ଏବେ ବି ସେଠାରେ ପ୍ରାୟ ୧,୧୦୦ ଜଣ ଭାରତୀୟ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରୀ ଛାତ୍ରୀଛାତ୍ର ବୋଲି ଶୁକ୍ରବାର ଲୋକ…

ବେତୁଲ ବୋରୱେଲରେ ଖସି ପଡିଥିବା ଶିଶୁ ତନ୍ମୟଙ୍କ ମୃତ୍ୟୁ, ସାଢେ ଚାରି ଦିନ ଚାଲିଥିଲା ରେସକ୍ୟୁ ଅପରେଶନ

ଭୋପାଳ,୧୦ ।୧୨: ମଧ୍ୟ ପ୍ରଦେଶର ବେତୁଲରେ ମଙ୍ଗଳବାର ସନ୍ଧ୍ୟାରୁ ବୋର ୱେଲରେ ଖସି ପଡିଥିବା ଶିଶୁ ତନ୍ମୟଙ୍କୁ ଉଦ୍ଧାର କରାଯାଇଛି ସତ । ହେଲେ ସେ ଶେଷରେ ଜୀନ ଯୁଦ୍ଧରେ ହାରି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏନଡିଆରଏଫ ଟିମ…

ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଲାଗି ଓଡ଼ିଶା ଏଯାଏ ପ୍ରସ୍ତାବ ଦେଇନି: ରିଜିଜୁ

ନୂଆଦିଲ୍ଲୀ,୧୦ା୧୨: ଓଡ଼ିଶା ହାଇକୋର୍ଟର ବେଞ୍ଚ୍‌ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ଏପର୍ଯ୍ୟନ୍ତ ସବିଶେଷ ପ୍ରସ୍ତାବ ଦାଖଲ କରି ନ ଥିବା କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ଲୋକ ସଭାକୁ ସୂଚନା ଦେଇଛନ୍ତି। କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକାଙ୍କ ଏକ ଲିଖିତ…

ସୁନା କି ରୂପା ନୁହେଁ, ବ୍ୟାଙ୍କକ୍‌ରୁ ୨ କୋକିଶିଆଳି ଚୋରାଚାଲାଣ ବେଳେ ଗିରଫ ହେଲେ ବ୍ୟକ୍ତି

ଚେନ୍ନାଇ, ୯।୧୨: ସୁନା-ରୂପା-ଡ୍ରଗ୍ସ ଆଦି ଚୋରା ଚାଲାଣ ବିଷୟରେ ଶୁଣିଥାଇପାରନ୍ତି। ହେଲେ ଚେନ୍ନାଇ ବିମାନବନ୍ଦରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଦୁଇଟି ଜୀବନ କୋକିଶିଆଳି ସହ ଗିରଫ କରାଯାଇଛି। ସେ ବ୍ୟାଙ୍କକ୍‌କୁ ସେମାନଙ୍କୁ ନେଇ ଭାରତ…

ଜୀବନରେ ଯାହା ବି ହୁଅ, ମାତୃଭୂମି-ମାତୃଭାଷା-ମା’ଙ୍କୁ କେବେହେଲେ ଭୁଲ ନାହିଁ: ରାଷ୍ଟ୍ରପତି

ଡେରାଡୁନ,୯।୧୨: ଜୀବନରେ ମାତୃଭୂମି, ମାତୃଭାଷା ଏବଂ ମା’ର ଗୁରୁତ୍ୱ ଅଧିକ। ଯାହାଙ୍କ ପାଖରେ ମମତା ନାହିଁ, ତାଙ୍କୁ ଜ୍ଞାନୀ ବୋଲି କହିଲେ, ଅଜ୍ଞ କିଏ ହେବ। ଏଣୁ ପରବର୍ତ୍ତୀ ଜୀବନରେ ଯେଉଁ ପଦବୀରେ ରୁହନ୍ତୁ ନା କାହିଁକି, ଛାତ୍ରମାନଙ୍କୁ ସେମାନଙ୍କ ମୂଳକୁ…

ଶାହାଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ: ଏହି ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ,୯।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ସଂସଦ ଭବନରେ ମାନ ଶାହାଙ୍କୁ ଭେଟିବା ସହ ଅନେକ ପ୍ରସଙ୍ଗରେ ଦୁହେଁ ଆଲେଚନା କରିଥିଲେ। ପଞ୍ଜାବ ଏକ ସୀମାବର୍ତ୍ତୀ ରାଜ୍ୟ। ତେଣୁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ…

କଂଗ୍ରେସକୁ ଝଟ୍‌କା: ମେୟର ନିର୍ବାଚନ ପୂର୍ବରୁ ୨କାଉନସିଲର ଏଏପିରେ ସାମିଲ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀରେ ନଗର ନିଗମ ନିର୍ବାଚନର ଫଳାଫଳ ଆସିବାର ତୃତୀୟ ଦିନରେ ହିଁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ମେୟର ନିର୍ବାଚନ ପୂର୍ବରୁ ଶୁକ୍ରବାର କଂଗ୍ରେସର ୨ଜଣ କାଉନସିଲର ଦଳ ଛାଡ଼ି ଆମ ଆଦମୀ ପାର୍ଟି(ଏଏପି) ରେ ସାମିଲ ହୋଇଛନ୍ତି।…

ପ୍ରେମିକାଙ୍କ ଘରୁ ମିଳିଲା ପ୍ରେମିକଙ୍କ ଝୁଲନ୍ତା ମୃତଦେହ

ପାଟନା,୯ା୧୨: ବିହାରର ମୋତିହାରୀରେ ଜଣେ ନାବାଳକଙ୍କୁ ହତ୍ୟା କରାଯାଇଛି। ନାବାଳକଙ୍କ ମୃତଦେହ ତାଙ୍କ ପ୍ରେମିକାଙ୍କ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ମୃତଦେହ ଉଦ୍ଧାର ପରେ ଗାଁରେ ଏହି ଖବର ପ୍ରଚାରିତ ହୋଇଥିଲା। ଏହି ଘଟଣାଟି ପୂର୍ବ ଚମ୍ପାରଣ ଜିଲା ଘୋଡ଼ାସହାନ ଥାନା…

ଫଡନଭିସଙ୍କୁ ଭେଟିଲେ ଶ୍ରଦ୍ଧାଙ୍କ ପିତା, କହିଲେ ଶୀଘ୍ର ମିଳୁ ନ୍ୟାୟ

ମୁମ୍ବାଇ/ନୂଆଦିଲ୍ଲୀ,୯ ।୧୨: ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲାଙ୍କୁ ଦିଲ୍ଲୀ ପୋଲିସ କୋର୍ଟରେ ହାଜର କରାଇଛି । ସେ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥିତ ହୋଇଥିଲେ । ଏହି ସମୟରେ ଦିଲ୍ଲୀ ପୋଲିସର ତୃତୀୟ ବାଟାଲିୟନ ନିକଟରେ…

ବାତ୍ୟା ‘ମାଣ୍ଡୋସ୍‌’କୁ ନେଇ ଚେନ୍ନାଇ ଏୟାରପୋର୍ଟରୁ ବାତିଲ ହେଲା ବିମାନ

ଚେନ୍ନାଇ,୯।୧୨: ଖରାପ ପାଗ ଯୋଗୁ ତାମିଲନାଡୁର ବିମାନ ଉପରେ ପ୍ରଭାବ ପଡ଼ିଛି। ଶୁକ୍ରବାର ଚେନ୍ନାଇ ବିମାନବନ୍ଦରରେ ଖରାପ ପାଗ ଯୋଗୁ ଅନେକ ବିମାନକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ଏନେଇ ବିମାନବନ୍ଦରର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରୁ ଚେନ୍ନାଇ ଉପକୂଳ ନିକଟରେ…

ମଧ୍ୟରାତ୍ରରେ ସ୍ଥଳ ଭାଗ ଛୁଇଁବ ମାଣ୍ଡୋସ

ଚେନ୍ନାଇ,୯।୧୨: ବାତ୍ୟା ମାଣ୍ଡୋସ୍‌ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଶୁକ୍ରବାର ମଧ୍ୟରାତ୍ରରେ ପୁଡ଼ୁଚେରୀ ଓ ଶ୍ରୀହରିକୋଟା ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେତିକିବେଳେ ଘଣ୍ଟା ପ୍ରତି ୮୫ କି.ମି. ବେଗରେ…

ଶନିବାର ବସିବ ବିଧାୟକ ଦଳର ବୈଠକ

ଅହମ୍ମଦାବାଦ,୯।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପାର ଐତିହାସିକ ବିଜୟ ହୋଇଛି। ଏହାପରେ ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ସପ୍ତାହରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରିବା ପାଇଁ ଭାଜପା ଯୋଜନା କରିଛି। ବର୍ତ୍ତମାନ ଦଳ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?