Posted inଜାତୀୟ

ଶନିବାର ବସିବ ବିଧାୟକ ଦଳର ବୈଠକ

ଅହମ୍ମଦାବାଦ,୯।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପାର ଐତିହାସିକ ବିଜୟ ହୋଇଛି। ଏହାପରେ ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ସପ୍ତାହରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରିବା ପାଇଁ ଭାଜପା ଯୋଜନା କରିଛି। ବର୍ତ୍ତମାନ ଦଳ ପକ୍ଷରୁ ବିଧାୟକ ଦଳର ବୈଠକ ଡକାଯିବ। ଯେଉଁଥିରେ ବିଧାୟକ ଦଳର ନେତାଙ୍କୁ ଚୟନ କରାଯିବ। ଆଶା କରାଯାଉଛି, ଦଳ ପୁଣିଥରେ ଭୂପେନ୍ଦ୍ରଭାଇ ପଟେଲଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇପାରେ। ଡିସେମ୍ବର ୧୨ରେ ଭାଜପା ପକ୍ଷରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ। ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଶନିବାର ସକାଳ ୧୦ଟାରେ ଭାଜପା ପକ୍ଷରୁ ଦଳର ବିଧାୟକ ବୈଠକ ଡକାଯାଇଛି। ଏହି ବୈଠକ ଗାନ୍ଧୀନଗର ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୨ ହଜାର ଟଙ୍କାରେ ୨ ମାସର ଶିଶୁ ବିକ୍ରି କଲେ ପ୍ରବାସୀ ଶ୍ରମିକ

ହାଇଦ୍ରାବାଦ,୨୮।୫: କରୋନା ମହାମାରୀ ଯୋଗୁ ଭାରତରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ତେଲଙ୍ଗାନାରେ ଜଣେ ପ୍ରବାସୀ ଶ୍ରମିକ ଖାଇବାକୁ ନ ପାଇ ନିଜର...

କାନ୍ଦି କାନ୍ଦି ଜେଲ ଗଲେ ଆଇଏଏସ ଛବି ରଞ୍ଜନ

ରାଞ୍ଚି,୬।୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କୋର୍ଟ ରାଞ୍ଚିର ପୂର୍ବତନ ଡେପୁଟି କମିଶନର ଆଇଏଏସ ଛବି ରଞ୍ଜନଙ୍କୁ ଶୁକ୍ରବାର ବିଚାର ବିଭାଗୀୟ ହେପାଜତରେ ଜେଲ ପଠାଇ ଦେଇଛନ୍ତି। ବେଆଇନ...

ଡ୍ରେନ ସଫା ନ ହେବାରୁ କଣ୍ଟ୍ରାକ୍ଟର ଉପରେ ଅଳିଆ ପକାଇଲେ ବିଧାୟକ

ମୁମ୍ବାଇ,୧୩।୬: ଜଣେ କଣ୍ଟ୍ରାକ୍ଟରକୁ ରାସ୍ତାରେ ଜମା ହୋଇଥିବା ବର୍ଷା ପାଣିରେ ବସାଇ ଅଳିଆ ପକାଇଛନ୍ତି ସିବ ସେନାର ଜଣେ ବିଧାୟକ। ଠିକ୍‌ ସମୟରେ ଡ୍ରେନ ସଫା...

ସୋମବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ,୧୩।୯-ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଏନ୍‌ଡିଏ ପକ୍ଷରୁ ହରିବଂଶ ନାରାୟଣ ସିଂଙ୍କୁ ପ୍ରର୍ଥୀ କରାଯାଇ ଥିବାବେଳେ ମିଳିତ ବିରୋଧୀ ପକ୍ଷରୁ ଆର୍‌ଜେଡି...

ଛୁଆଙ୍କୁ ଗଛରେ ବାନ୍ଧି ନିର୍ଯାତନା

ବେଙ୍ଗାଲୁରୁ,୨୬।୧୦: ବେଙ୍ଗାଲୁରୁର ଏକ ସରକାରୀ ସ୍କୁଲ ପରିସରରେ ପିଲାଙ୍କୁ ନିର୍ଯାତନା ଦିଆଯିବା ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପିଲାଙ୍କୁ ଗଛରେ ବାନ୍ଧି ପିଟିବା...

ଫୁଡ୍‌ ଆପ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଥିଲା ଡ୍ରଗ୍ସ, ୮ ଡ୍ରପ୍‌ ଆଉଟ୍‌ ଛାତ୍ର ଗିରଫ…

ନୂଆଦିଲ୍ଲୀ, ୮।୯ : ନିଶା ନିବାରଣ ଟାସ୍କ ଫୋର୍ସ ପକ୍ଷରୁ ରାଜଧାନୀ ଦିଲ୍ଲୀରେ ଚଢ଼ାଉ କରାଯାଇଛି। ଏଥିରେ ବହୁ ପରିମାଣର ଡ୍ରଗ୍ସ ଧରାପଡିଛି। ପୋଲିସ ପକ୍ଷରୁ...

ଏନ୍‌ଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ..

ନୂଆଦିଲ୍ଲୀ,୧୮।୮: ନ୍ୟାଶନାଲ ଡିଫେନ୍ସ୍‌ ଏକାଡେମୀ(ଏନ୍‌ଡିଏ) ପରୀକ୍ଷା ଛାତ୍ରୀମାନେ ଦେଇପାରିବେ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ଦ୍ୱାରା ଚଳିତ ବର୍ଷ ସେପ୍ଟେମ୍ବର ୫ରେ...

‘ମଥୁରାକୁ ମୁଜାଫରନଗର ହେବାକୁ ଦିଅ ନାହିଁ’

ମଥୁରା,୨୮।୧୨: “କାହାକୁ ତୀର୍ଥଯାତ୍ରୀଙ୍କ ସହରର ଶାନ୍ତି ଭଙ୍ଗ କରିବାକୁ ଦିଅ ନାହିଁ। ଏମାନଙ୍କୁ ଭୋଟ ମିଳୁନାହିଁ। ଏଣୁ ଯେଉଁଠାରେ ଲୋକେ ଶାନ୍ତିରେ ପ୍ରାର୍ଥନା କରୁଛନ୍ତି, ସେଠାକାର...

Advertisement
Archives

Model This Week