ଜାତୀୟ

ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଗୋଏଲ…

ନୂଆଦିଲ୍ଲୀ,୨୧।୧୧ : ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅରୁଣ ଗୋଏଲ ସୋମବାର ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ତାଙ୍କୁ ଶନିବାର ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଶୁକ୍ରବାର ଦିନ ସ୍ବେଚ୍ଛାକୃତ ଅବସର ନେଇଥିଲେ।…

ଗଣ ବଳାତ୍କାର ହତ୍ୟା ମାମଲା: ସୁପ୍ର୍ରିମ୍‌କୋର୍ଟଙ୍କ ଖଲାସ ଆଦେଶକୁ ଚ୍ୟାଲେଞ୍ଜ କରିବେ ଦିଲ୍ଲୀ ସରକାର…

ନୂଆଦିଲ୍ଲୀ,୨୧।୧୧ : ଚାୱଲାରେ ୨୦୧୨ରେ ହୋଇଥିବା ଗଣ ବଳାତ୍କାର ଏବଂ ହତ୍ୟା ମାମଲାରେ ତିନିଜଣ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ସୁପ୍ର୍ରିମ୍‌କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାର। ସୁପ୍ରିମକୋର୍ଟରେ ଏକ ସମୀକ୍ଷା…

କେଜ୍‌ରିଓ୍ବାଲ୍‌ଙ୍କ ସଭାରେ ମୋଦି ମୋଦି ନାରା: ରାଗିକି ମୁଖ୍ୟମନ୍ତ୍ରୀ କହିଲେ…

ଅହମ୍ମଦାବାଦ,୨୧।୧୧: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ପ୍ରଚାର ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆମ ଆଦମୀ ପାର୍ଟିର ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପଞ୍ଚମହଲ ଅଞ୍ଚଳରେ ପହଞ୍ଚିଥିଲେ। ଏହି ସମୟରେ ଭାଜପା କର୍ମୀମାନେ ମଧ୍ୟ ତାଙ୍କ…

୫ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୧।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି। ଦୈନିକ ସଂକ୍ରମଣ ୫…

ସୋନିଆଙ୍କୁ ରାହୁଲ ପଚାରିଲେ ମୁଁ ସୁନ୍ଦର କି, ଜବାବ ମିଳିଲା ଏମିତି

ନୂଆଦିଲ୍ଲୀ,୨୧।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ନିଜ ବ୍ୟକ୍ତିଗତ ଜୀବନକୁ ଅନେକ ଖୁଲାସା କରିଛନ୍ତି। ନିକଟରେ ଏହି ଯାତ୍ରା ସମୟର ଏକ ଫଟୋ ଭାରାଲ ହୋଇଥିଲା। ଫଟୋରେ ସେ ତାଙ୍କ ମା’ଙ୍କ ଜୋତାର ଫିତା ବାନ୍ଧୁଥିବାର ନଜର…

‘ଇନ୍ଦିରା ଗାନ୍ଧୀଙ୍କ କ୍ଷମତା ଯାଇଛି, ଦିନେ ମୋଦି ବି ଯିବେ, ତେଣୁ ପରିସ୍ଥିତି ଖରାପ କରନା…’କାହିଁକି ରାଜ୍ୟପାଳ ମଲିକ କହିଲେ ଏମିତି

ନୂଆଦିଲ୍ଲୀ,୨୧ ।୧୧: ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ରବିବାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ମନେରଖିବା ଉଚିତ ଯେ ଶାସନ କ୍ଷମତା ଚିରସ୍ଥାୟୀ ନୁହେଁ ଏହା ଆସେ ଆଉ ଯାଏ । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି,…

ପୂର୍ବତନ ନୌସେନା ଅଧିକାରୀଙ୍କୁ ହତ୍ୟା

ବରୁଇପୁର,୨୧।୧୧ : ଦିଲ୍ଲୀର ଶ୍ରଦ୍ଧା ଓ୍ବାଲ୍‌କର ବୀଭତ୍ସ ହତ୍ୟାକାଣ୍ଡ ଅନୁରୂପ ଅପରାଧ ପଶ୍ଚିମବଙ୍ଗରେ ସାମ୍‌ନାକୁ ଆସିଛି। ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍‌-ଇନ ପାର୍ଟନର ହତ୍ୟା କରିବା ପରେ ଶରୀରକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ। ଦକ୍ଷିଣ ୨୪ ପ୍ରଗଣାର ବାରୁଇପୁର…

ହିନ୍ଦୀରେ ଡାକ୍ତରୀ ପଢ଼ା: ଜ୍ଞାନକୁ ସୀମିତ କରିବ

ନୂଆଦିଲ୍ଲୀ,୨୧ା୧୧(ପି.ଟି.): ମଧ୍ୟପ୍ରଦେଶ ସରକାର ଛାତ୍ରୀଛାତ୍ରଙ୍କୁ ହିନ୍ଦୀରେ ଡାକ୍ତରୀ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପରି କରିବା ଦ୍ୱାରା ପ୍ରାରମ୍ଭରେ ଗ୍ରାମାଞ୍ଚଳର ଛାତ୍ରୀଛାତ୍ର କିଛି ସୁବିଧା ପାଇପାରନ୍ତି। କିନ୍ତୁ ଏହା ସେମାନଙ୍କ ଅଭିବୃଦ୍ଧିର ପରିସର ଓ ଜ୍ଞାନକୁ ସୀମିତ କରିଦେବ ବୋଲି ଡାକ୍ତରମାନେ…

ଛତିଶଗଡ଼ରେ ଦଳ ବଦଳ ପ୍ରକ୍ରିୟା ଆରମ୍ଭ, ଭାଜପାରେ ଯୋଗଦେଲେ ଶହ ଶହ କଂଗ୍ରେସ କର୍ମୀ

ରାୟପୁର,୨୧ ।୧୧: ଛତିଶଗଡ଼ରେ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆହୁରି ପ୍ରାୟ ବର୍ଷେ ସମୟ ରହିଛି । ହେଲେ ଏବେଠାରୁ ନେତା ଓ କର୍ମୀମାନେ ଦଳ ବଦଳ ପ୍ରକ୍ରୟା ଆରମ୍ଭ କରି ସାରିଲେଣି । ଏହାରି ଭିତରେ ଭାରତୀୟ ଜନତା…

ପାରାଚ୍ୟୁଟ୍‌ରେ ଫେରିବେ ମହାକାଶଚାରୀ

ଲକ୍ଷ୍ନୌ,୨୧।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗଗନୟାନ ମିଶନକୁ ସଫଳ କରିବା ଦିଗରେ ଆଗେଇ ଚାଲିଛି। ୧୦,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ପେସ୍‌କ୍ରାଫ୍ଟ ମିଶନ ୨୦୨୪ରେ ଶେଷ ହେବା ନେଇ ବୈଜ୍ଞାନିକମାନେ ଆଶାବାଦୀ। ଗଗନୟାନ ମିଶନର ସଫଳ ରୂପାୟନ…

ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଦୁର୍ଘଟଣା, ୪୮ ଗାଡ଼ି କ୍ଷତିଗ୍ରସ୍ତ, ୫୦ରୁ ଅଧିକ ଆହତ

ପୁଣେ,୨୧ ।୧୧: ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଥିବା ଏକ ପୋଲ ନିକଟରେ ଟ୍ରକ୍‌ରେ ପିଟି ହେବା ଫଳରେ ୪୮ଟି ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଗୁରୁତର…

ବିହାର ବୈଶାଳୀରେ ବସ୍ତି ଭିତରେ ପଶିଲା ଟ୍ରକ୍ ମହିଳା ଶିଶୁ ସମେତ ୧୨ ମୃତ, ଶୋକ ପ୍ରକାଶ କଲେ ମୋଦି

ପାଟନ,୨୧ ।୧୧: ବିହାର ବୈଶାଳୀ ଜିଲାର ମହନାରରେ ରବିବାର ରାତିରେ ଏକ ଅନିୟନ୍ତ୍ରିତ ଟ୍ରକ୍ ରାସ୍ତା କଡରେ ଥିବା ଏକ ବସ୍ତିରେ ପଶିିଯିବା ଫଳରେ ଏଥିରେ ୭ ଶିଶୁଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri