ଜାତୀୟ

ଭାରତ ବିରୋଧରେ କଠୋର ହେବ କି ଆମେରିକାର ଆଭିମୁଖ୍ୟ, ଟ୍ରମ୍ପଙ୍କ ହଁରେ ଲୁଚି ରହିଛି ଉତ୍ତର…

ନୂଆଦିଲ୍ଲୀ/ଓ୍ବାଶିଂଟନ,୮ା୯: ଭାରତ ବିରୋଧରେ ଆମେରିକାର ଆଭିମୁଖ୍ୟ କଠୋର ହେବ କି ରବିବାର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି  ହଁ, ସେ ପୂର୍ବ ତୁଳନାରେ ରୁଷିଆ ଉପରେ ପ୍ରତିବନ୍ଧକ ବୃଦ୍ଧି କରିପାରିବେ। ଟ୍ରମ୍ପଙ୍କ ଏହି ହଁର…

ଜନ୍ମଦିନ ପାଳିବାକୁ ଡାକି ଯୁବତୀଙ୍କୁ ଗଣବଳାତ୍କାର: ଦୁଇ ଅଭିଯୁକ୍ତ ଫେରାର

କୋଲକାତା,୭ା୯: କୋଲକାତାର ରିଜେଣ୍ଟ ପାର୍କ ଅଞ୍ଚଳରେ ଶୁକ୍ରବାର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଜନ୍ମଦିନ ଉତ୍ସବ ନାଁରେ ଦୁଇ ଜଣ ପରିଚିତ ବ୍ୟକ୍ତି ଦ୍ୱାରା ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନାନୁସାରେ, ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ଚନ୍ଦନ ମଲ୍ଲିକ…

ପରକୀୟା ପ୍ରୀତି ଜଣାପଡ଼ିବାରୁ ସ୍ୱାମୀଙ୍କୁ ହତ୍ୟା କଲେ ତୃତୀୟ ସ୍ତ୍ରୀ; ଦ୍ୱିତୀୟ ସ୍ତ୍ରୀ କୂଅରୁ ମିଳିଲା ମୃତଦେହ

ଭୋପାଳ,୭ା୯: ମଧ୍ୟପ୍ରଦେଶର ଅନୁପପୁର ଜିଲାର ସାକାରିଆ ଗାଁରେ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ବସ୍ତା ଓ କମ୍ବଳରେ ବନ୍ଧା ଅବସ୍ଥାରେ ମିଳିଛି। ପ୍ରଥମେ ଏକ ସାଧାରଣ ହତ୍ୟା ମାମଲା ପରି ଲାଗୁଥିବା ଏହି ଘଟଣା ପରେ ଏକ ବିଶ୍ୱାସଘାତକତା ଓ…

SBI ଗ୍ରାହକଙ୍କ ପାଇଁ ବଡ଼ ଖବର; କାମ କରିବନି ଅନଲାଇନ ପେମେଣ୍ଟ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୭।୯: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିିଆଇ)କୁ ନେଇ ବଡ଼ ଖବର। ଆଜି ବନ୍ଦ ରହିବ ଅନଲାଇନ ପେମେଣ୍ଟ ସିଷ୍ଟମ। ଏନେଇ ସୂଚନା ଦେଇଛି ଏସବିଆଇ। ଭାରତୀୟ ଷ୍ଟେଟ ବ୍ୟାଙ୍କ ଘୋଷଣା କରିଛି ଯେ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଂ, YONO Lite…

ଦିଲ୍ଲୀ ଯାଉଛନ୍ତି ନବୀନ-ମନମୋହନ, ରାଜ୍ୟ ରାଜନୀତିରେ ବଡ଼ ହଲଚଲ!

ଭୁବନେଶ୍ୱର, ୭।୯: ଓଡ଼ିଶାର ରାଜନୈତିକ ମହଲରେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। କାରଣ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକା ସାଥିରେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଗସ୍ତ ଉପରାଷ୍ଟ୍ରପତି ନିର୍ବାଚକୁ…

ଆଜି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ: କ’ଣ କରିବେ, କ’ଣ କରିବେନି?

ନୂଆଦିଲ୍ଲୀ/ ଭୁବନେଶ୍ୱର, (ସୁଚିସ୍ମିତା ସାହୁ) ୭ା୯: ୨୦୨୫ର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ରବିବାର ହେବାକୁ ଯାଉଛି। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଏହା ଏକ ବିରଳ ମୁହୂର୍ତ୍ତ, ଯେଉଁଥିରେ ଚନ୍ଦ୍ର ପୃଥିବୀର ଛାଇ ଦେଇ ଗତି…

ବଡ଼ ଘୋଷଣା: ଓଡ଼ିଶାରେ ଏହିଦିନଠୁ ଲାଗୁ ହେବ ଏସ୍‌ଆଇଆର୍‌!

ନୂଆଦିଲ୍ଲୀ,୭ା୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଲାଗିରହିଥିବାବେଳେ ଭାରତର ନିର୍ବାଚନ କମିଶନ (ଇସିଆଇ) ୨୦୨୬ ଜାନୁଆରୀ ୧ରୁ ସାରା ଦେଶରେ ଏସ୍‌ଆଇଆର୍‌ ଆରମ୍ଭ କରିପାରନ୍ତି। ଏହାର ପ୍ରଥମ ପଦକ୍ଷେପ ସ୍ବରୂପ…

ରୋପ୍‌ଓ୍ବେ ଛିଣ୍ଡି ଚାଲିଗଲା ୬ ଜୀବନ

ହାଲୋଲ,୬ା୯: ଗୁଜରାଟର ପଞ୍ଚମହଲ ଜିଲା ଅଧୀନ ପଭଗଡ଼ ହିଲ୍‌ରେ ଶନିବାର ଏକ ଅଘଟଣ ଘଟିଛି। ଏକ କାର୍ଗୋ ରୋପ୍‌ଓ୍ବେର କେବୁଲ ତାର ଛିଣ୍ଡିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ପୋଲିସ ଏବଂ ଅଗ୍ନିଶମ ବାହୀନି ନିୟୋଜିତ…

ଶାଳୀଙ୍କ ହାତ ଧରି ଡିଜେ ଗୀତରେ ନାଚୁଥିଲେ ଭିଣୋଇ, ଶଳାଙ୍କ ମୁଣ୍ଡକୁ ଚଢିଗଲା ରାଗ, ତା’ ପରେ…

ମିର୍ଜାପୁର,୬।୯: ଖୁସିର ମାହୋଲ ଭୟଙ୍କର ହୋଇଗଲା ହଠାତ୍‌ ଯେତେବେଳେ ଜଣେ ଶଳା ତାଙ୍କ ଭିଣୋଇଙ୍କୁ ହିଁ ହତ୍ୟା କରିଦେଲେ। ଶାଳୀଙ୍କ ହାତ ଧରିବା କାରଣରୁ ନିଜ ଭିଣୋଇଙ୍କୁ ହତ୍ୟା କଲେ ଶଳା। ଗୋଟିଏ ବିବାହ ଉତ୍ସବରେ ବରଯାତ୍ରୀରେ ଯିବା ସମୟରେ ଝିଅଘର…

ଜେଜେଙ୍କ ପାଖରେ ରହିବି ନାହିଁ… ପ୍ରଥମ ଶ୍ରେଣୀରେ ପଢୁଥିବା ପୂର୍ବିଙ୍କ କଥା ଶୁଣି ପୋଲିସ କାବା!

ଲକ୍ଷ୍ନୌ,୬।୯: ଉତ୍ତର ପ୍ରଦେଶର ଏଟାହରୁ ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଆପଣ ବିଶ୍ୱାସ କରିବେ ନାହିଁ। ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଗୋଟିଏ ଛୋଟ ଝିଅର ବୟାନ ସମଗ୍ର ପୋଲିସ ବିଭାଗ ଏବଂ ତାଙ୍କ ପରିବାରକୁ ଚାପରେ ପକାଇ ଦେଇଛି। ଝିଅର…

ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଅର୍ଥମନ୍ତ୍ରୀ, କହିଲେ ଆମେ ରୁଷିଆରୁ ତେଲ କିଣିଛୁ କିଣିବୁ, ଏ ନିଷ୍ପତ୍ତି …

ନୂଆଦିଲ୍ଲୀ,୬ା୯: ରୁଷିଆରୁ ତେଲ ନ କିଣିବା ପାଇଁ ଆମେରିକା ଭାରତ ଉପରେ ଲଗାତର ଚାପ ପକାଉଛି। ଏଥିପାଇଁ ଭାରତୀୟ ସାମଗ୍ରୀ ଉପରେ ଜରିମାନା ସ୍ବରୂପ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ ଲଗାଯାଇଥିଲା। ଏହା ସହିତ ଭାରତ ଉପରେ ଶୁଳ୍କ ଏବେ…

India-US Relations: ସତରେ କ’ଣ ପୁଣିଥରେ ମୋଦି-ଟ୍ରମ୍ପଙ୍କ ସମ୍ପର୍କ ହେବ ମଧୁର? କ୍ୱାଡ ସମ୍ମିଳନୀ ହୋଇପାରେ ନୂଆ ସମ୍ପର୍କର ଆରମ୍ଭ ମଞ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ଗତ କିଛି ମାସ ଧରି ଉତ୍ତେଜନାପୂର୍ଣ୍ଣ ଦେଖାଦେଇଛି, କିନ୍ତୁ କ’ଣ ଦୁଇ ନେତାଙ୍କ ମଧ୍ୟରେ ବନ୍ଧୁତା ପୁଣିଥରେ ଟ୍ରାକକୁ ଫେରିପାରିବ? ଏବେ ଏହି ପ୍ରଶ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri