ଜାତୀୟ

ବିବାହର ୧୬ ଦିନ ପରେ ବାପଘର ବୁଲିବାକୁ ଆସି ମନ୍ଦିରରେ ପ୍ରେମିକଙ୍କୁ ବାହା ହୋଇଗଲେ…

ପାଟନା,୨୯ା୬: ବିବାହର ୧୬ ଦିନ ପରେ ବାପଘରକୁ ବୁଲିବାକୁ ଆସି ଜଣେ ନବବଧୂ ନିଜ ପ୍ରେମିକଙ୍କୁ ବିବାହ କରି ନେଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ କନ୍ୟା ଜଣକଙ୍କ କହିଛନ୍ତି, ସେ ନିଜ ପ୍ରେମିକଙ୍କ ସହିତ ସ୍ବଇଚ୍ଛାରେ…

ମଣିପୁର ପରିଦର୍ଶନ କରିବାକୁ ପହଞ୍ଚିଲେ ରାହୁଲ, ଇମ୍ଫାଲ ବିମାନବନ୍ଦର ସମ୍ମୁଖରେ ଅଟକାଇଲା ପୋଲିସ

ଇମ୍ଫାଲ,୨୯।୬: ହିଂସା ପ୍ରଭାବିତ ମଣିପୁର ପରିଦର୍ଶନ କରିବାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ ପୋଲିସ ଆଗକୁ ବଢିବାକୁ ରୋକିଛି। ଇମ୍ଫାଲ ବିମାନବନ୍ଦର ସମ୍ମୁଖରେ ବିଷ୍ଣୁପୁର ଚେକପୋଷ୍ଟରେ ରାହୁଲ ଗାନ୍ଧୀଙ୍କୁ ଅଟକାଇ ଦିଆଯାଇଛି। ଇମ୍ଫାଲ ବିମାନବନ୍ଦରରେ ଅବତରଣ କରିବା ପରେ…

ଟି.ଏସ୍‌. ସିଂଦେଓ ହେଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୨୯ା୬: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧୀ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ତଥା ସ୍ବାସ୍ଥ୍ୟମନ୍ତ୍ରୀ ଟି.ଏସ୍‌. ସିଂଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ ଏନେଇ ବୁଧବାର…

ଆଗ୍ରା-ମଥୁରାରେ ଖୁବଶୀଘ୍ର ଆରମ୍ଭ ହେବ ହେଲିକପ୍ଟର ସେବା, ଯୋଗୀ ସରକାର ଦେଲେ ମଞ୍ଜୁରୀ

ଲକ୍ଷ୍ନୌ,୨୯।୬: ତାଜ ନଗରୀ ଆଗ୍ରା ଏବଂ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାରେ ପର୍ଯ୍ୟଟନକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ସରକାର। ଅଯୋଧ୍ୟାରେ, ବର୍ତ୍ତମାନ ତାଜମହଲ ଏବଂ ମଥୁରାର ମନ୍ଦିରଗୁଡିକୁ ଆକାଶରୁ ଦେଖିବାକୁ ସୁଯୋଗ…

ଛତିଶଗଡ଼ ବିଧାନସଭା ନିର୍ବାଚନ ନେଇ କଂଗ୍ରେସର ରଣନୀତି ଆଲୋଚନା

ନୂଆଦିଲ୍ଲୀ, ୨୯ା୬: ଚଳିତ ବର୍ଷ ଶେଷ ଭାଗରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବୁଧବାର କଂଗ୍ରେସର ଶୀର୍ଷନେତାମାନଙ୍କର ବୈଠକ ବସି ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି। ଏଆଇସିସି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ଚନ୍ଦ୍ରଶେଖର ଆଜାଦ ଗୁଳିକାଣ୍ଡ ଘଟଣା, ୪ ଅଟକ, ମିଳିଲା ଆକ୍ରମଣକାରୀଙ୍କ କାର

ଲକ୍ଷ୍ନୌ,୨୯।୬: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆକ୍ରମଣ ମାମଲାରେ ଉତ୍ତର ପ୍ରଦେଶ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୪ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ଏହା ସହିତ ସାହାରନପୁର ପୋଲିସ ମଧ୍ୟ ଏହି ଆକ୍ରମଣରେ…

କଂଗ୍ରେସକୁ ଚେତାବନୀ ଦେଲା ଫୋନ ପେ

ବେଙ୍ଗାଲୁରୁ,୨୯।୬: କର୍ନାଟକର ବୋମ୍ମଇ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିବାକୁ କଂଗ୍ରେସ କ୍ୟୁଆର କୋଡ ବ୍ୟବହାର କରିଛି। ଏବେ ମଧ୍ୟପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିରୋଧରେ କଂଗ୍ରେସ ସମାନ ରଣନୀତି ଆପଣେଇଛି। ଏହି ସମୟରେ ଡିଜିଟାଲ ପେମେଣ୍ଟ କମ୍ପାନୀ…

ମଣିପୁର ହିଂସାରେ ଚାଇନାର ହାତ, ଚୁପ କାହିଁକି ଅଛନ୍ତି ପ୍ରଧାନମନ୍ତ୍ରୀ: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨୯।୬: ମଣିପୁରରେ ପ୍ରାୟ ୫୫ ଦିନରୁ ଅଧିକ ସମୟ ହେବ ହିଂସା ଲାଗି ରହିଛି। ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି। ମଣିପୁର ହିଂସାକୁ ନେଇ ଉଦ୍ଧବ ବାଲାସାହେବଙ୍କ ଶିବସେନାର ନେତା ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ…

ଇଦର ଶୁଭକାମନା ଜଣାଇ ମୋଦି ଲେଖିଲେ ‘ଇଦ ମୁବାରକ’

ନୂଆଦିଲ୍ଲୀ,୨୯।୬: ସାରା ଦେଶରେ ଗୁରୁବାର ମୁସଲମାସ ସମ୍ପ୍ରଦାୟ ବକରିଦ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଦେଶବାସୀଙ୍କୁ ଇଦ-ଉଲ-ଅଜହାର ଶୁଭକାମନା ଜଣାଇଛନ୍ତି। ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଅବସରରେ ସୁଖ ଓ ସମୃଦ୍ଧି…

ପୁଣି ଅଡୁଆରେ ମେହେବୁବା ମୁଫତି

ଶ୍ରୀନଗର,୨୯।୬: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତା ମେହେବୁବା ମୁଫତିଙ୍କ ଅଡୁଆ ବଢିବାରେ ଲାଗିଛି। ଜଣେ ସାମାଜିକ ଓ ରାଜନୈତିକ କର୍ମୀ ମୁଫତିଙ୍କ ବିରୋଧରେ ଜମ୍ମୁର ନଓ୍ବାବାଦ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ଏଥିରେ ମୁଫତି ସେନାଙ୍କୁ ନେଇ ଭୁଲ…

କୁଏତ ପ୍ରିନ୍ସଙ୍କୁ ପତ୍ର ଲେଖି ଶୁଭକାମନା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଦ-ଉଲ-ଅଜହା ବା ବକରିଦ ଅବସରରେ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନ ଆପଣ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦେଉ। ଏହାସହ ଆମ ସମାଜରେ ଏକତା ଓ ସଦଭାବନାର ଭାବନାକୁ ବି…

ହିଂସାଗ୍ରସ୍ତ ରାଜ୍ୟ ମଣିପୁରରେ ରାହୁଲ ଖୋଲିବେ ‘ପ୍ରେମର ଦୋକାନ’

ଇମ୍ଫାଲ,୨୯।୬: ଗତ ପ୍ରାୟ ୫୫ ଦିନରୁ ଅଧିକ ସମୟ ହେବ ମଣିପୁରରେ ହିଂସା ଥମିବାର ନାମ ନେଉନାହିଁ। ସେଠାକାର ଦୁଇ ସ୍ଥାନୀୟ ଜାତି ମୌତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଭଳି ସଂଘର୍ଷ ଜାରି ରହିଛି। ଏପଟେ କେନ୍ଦ୍ର ସରକାରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri