ଜାତୀୟ

ମଣିପୁର ଘଟଣାରେ ଦୋଷୀଙ୍କୁ ମିଳିପାରେ ଫାଶୀ: ବିରେନ ସିଂ

ଇମ୍ଫାଲ,୨୦।୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାବା ଘଟଣାରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆଶ୍ୱାସନା ଦେଇଛନ୍ତି। ଗୁରୁବାର ଏହି ମାମଲାରେ ପ୍ରଥମ…

ନଜରରେ ୧୧ ଦଳର ୯୧ ଏମ୍‌ପି

ନୂଆଦିଲ୍ଲୀ,୨୦ା୭: ୬୫ଟି ଦଳ ଭାଜପା କିମ୍ବା କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟରେ ଯୋଗଦେଇଥିବାବେଳେ ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ନିରପେକ୍ଷ ରହିବା ପାଇଁ ଅନୂ୍ୟନ ୧୧ ଦଳ ନିଷ୍ପତ୍ତି ନେଇଛନ୍ତି। ଏହି ଦଳଗୁଡ଼ିକର ୯୧ ଜଣ ସାଂସଦ ଅଛନ୍ତି। ଭାଜପା ନେତୃତ୍ୱାଧୀନ…

ମଣିପୁର ହିଂସାକୁ ନେଇ ଗୃହ ମୁଲତବି

ନୂଆଦିଲ୍ଲୀ,୨୦।୭: ମୌସୁମୀ ଅଧିବେଶନରେ ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ତେବେ ଏହି କାରଣରୁ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି କରାଯାଇଛି। ଏଥିସହ ରାଜ୍ୟସଭାକୁ ମଧ୍ୟ ମଧ୍ୟାହ୍ନ ୧୨ଟା ଯାଏଁ ଏବଂ ରାଜ୍ୟସଭାକୁ…

କର୍ନାଟକ ବିଧାନସଭାରେ ୧୦ ଜଣ ବିଧାୟକଙ୍କୁ ନିଲମ୍ବନ କରାଯିବା ନେଇ ସରକାରଙ୍କୁ ଘେରିଲା ଭାଜପା

ବେଙ୍ଗାଲୁରୁ,୨୦।୭: କର୍ନାଟକ ବିଧାନସଭାରେ ୧୦ ଜଣ ବିଧାୟକଙ୍କୁ ନିଲମ୍ବନ କରାଯିବା ନେଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛି ଭାଜପା। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ କଂଗ୍ରେସ ସରକାରଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି ଏବଂ ଏହାକୁ ଗଣତନ୍ତ୍ରର ହତ୍ୟା କରାଯାଇଥିବା…

କୁକି ମହିଳାଙ୍କୁ ଉଲଗ୍ନ କରିବା ଘଟଣା: ସରକାର କାର୍ଯ୍ୟାନୁଷ୍ଠାନ ନ ନେଲେ ଆମେ କରିବୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୭: ମଣିପୁରରେ କୁକି ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ପରେଡ କରିବା ଘଟଣାରେ ଚିିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଏହି ଚିତ୍ରଗୁଡ଼ିକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛୁ। ହିଂସା ପ୍ରଭାବିତ ଅଞ୍ଚଳରେ ମହିଳାମାନଙ୍କୁ ସାମଗ୍ରୀ…

ମଣିପୁର ଘଟଣା ଲଜ୍ଜାଜନକ, ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ: ମୋଦି

ନୂଆଦିଲ୍ଲୀ,୨୦।୭: ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଇବାରେ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା କୌଣସି ସଭ୍ୟ ସମାଜ ପାଇଁ ଲଜ୍ଜାଜନକ ଘଟଣା। ଏଭଳି ଘଟଣା ମୋତେ…

ମୌସୁମୀ ଅଧିବେଶନ: ଗୃହ ବାତିଲ ପାଇଁ ଯୋଜନା କରିଛନ୍ତି ବିରୋଧୀ!

ନୂଆଦିଲ୍ଲୀ,୨୦।୭: ସଂସଦ ଆରମ୍ଭରୁ ମଣିପୁର ହିଂସାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ତେବେ ଏହାରି ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିରୋଧୀ ଗୃହ ଚଲାଇ ଦେବେ ନାହିଁ ବୋଲି ମୁଁ ଜାଣିଥିଲି।…

ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଇମ୍ଫାଲ,୨୦ା୭: ମଣିପୁରରେ ୨ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରାଯାଇଛି। ଦୀର୍ଘ ଅଢ଼େଇ ମାସ ଧରି ଭାଜପା ଶାସିତ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଂଘର୍ଷ ଲାଗିରହିଥିବାବେଳେ ୨ ଜଣ ଆଦିବାସୀ ମହିଳାଙ୍କୁ…

ମୌସୁମୀ ଅଧିବେଶନ ଆରମ୍ଭରୁ ହଙ୍ଗାମା: ମଣିପୁର ହିଂସା ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ,୨୦।୭: ମୌସୁମୀ ଅଧିବେଶନ ଆରମ୍ଭରୁ ହଙ୍ଗାମା। ଦୁଇ କୁକି ମହିଳାଙ୍କ ଉଲଗ୍ନ ଭିଡିଓ ଭାଇରାଲ ହେବାପରେ ସଂସଦରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏନେଇ ସଂସଦରେ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କେଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍ଗେ। ସେ କହିଛନ୍ତି, ସବୁ ବିରୋଧୀ ମିଶି…

ଇଂଲଣ୍ଡ ଖସି ପଳାଉଥିଲେ ଅମ୍ରିତପାଲଙ୍କ ସ୍ତ୍ରୀ: ଧରିଲା ପୋଲିସ

ନୂଆଦିଲ୍ଲୀ,୨୦।୭: ଆସାମର ଦିବ୍ରୁଗଡ ଜେଲରେ ଦଣ୍ଡ ଭୋଗୁଥିବା ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂଙ୍କ ସ୍ତ୍ରୀ କିରଣଦୀପ କୌରଙ୍କୁ ପୁଣି ଥରେ ଇଂଲଣ୍ଡ ଯିବାକୁ ଅଟକାଯାଇଛି। ଇଂଲଣ୍ଡ ପାଇଁ କିରଣଦୀପ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠୁ ପୋଲିସ ତାଙ୍କୁ…

ମୌସୁମୀ ଅଧିବେଶନ: ମଣିପୁର ଆଦିବାସୀ ମହିଳାଙ୍କୁ ନିର୍ଯାତନା ଘଟଣା ଉପରେ ଚର୍ଚ୍ଚା କରିବାକୁ ଦାବି କଲେ ବିରୋଧୀ

ନୂଆଦିଲ୍ଲୀ,୨୦।୭: ନୂଆ ସଂସଦ ଭବନରେ ଗୁରୁବାର ଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ମୌସୁମୀ ଅଧିବେଶନ ଆରମ୍ଭ ହେଉଣୁ ମଣିପୁର ଆଦିବାସୀ ମହିଳାଙ୍କୁ ନିର୍ଯାତନା ଘଟଣାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଘଟଣା ସମ୍ପର୍କରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ଇମ୍ରାନ…

ଭୁସ୍ଖଳନରେ ୫ ମୃତ: ଅନେକ ଫସି ରହିଥିବା ଆଶଙ୍କା

ପୁନେ,୨୦।୭: ମହାରାଷ୍ଟ୍ରର ରାଇଗଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଇଗଡରେ ଭୂସ୍ଖଳନରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ଅନେକ ଲୋକ ସେଠାରେ ଫସି ରହିଛନ୍ତି। ୩୦ରୁ ଅଧିକ ପରିବାର ଫସି ରହିଥିବାର ଭୟ ରହିଛି। ଏହି ଦୁର୍ଘଟଣା ରାଇଗଡ଼ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?