ଜାତୀୟ

‘ଅଚିନ୍ତାରେ ଶୋଇଛନ୍ତି ପ୍ରଧାନମନ୍ତ୍ରୀ’

ନୂଆଦିଲ୍ଲୀ,୨୦।୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭଳି ଲଜ୍ଜାଜନକ ଘଟଣାକୁ ବିରୋଧୀ ସଂସଦରେ ଜୋରଦାର ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତାକୁ ନେଇ ବିରୋଧୀ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ…

ଅହମ୍ମଦବାଦ ଭୟଙ୍କର ସଡକ ଦୁର୍ଘଟଣା: ଲୋକ ଗହଳିରେ ଚଢିଗଲା ଜାଗୁଆର, ୯ମୃତ

ଅହମ୍ମଦାବାଦ,୨୦।୭: ଗୁଜୁରାଟର ଅହମ୍ମଦାବାଦରେ ଅବସ୍ଥିତ ଇସ୍କନ ବ୍ରିଜରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରାତି ଅଧରେ ଇସ୍କନ ବ୍ରିଜରେ ଥାର ଗାଡି ଏବଂ…

ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରିବା ଘଟଣା: ଭିଡିଓକୁ ଶେୟାର୍‌ ନ କରିବା ସରକାରଙ୍କ ନିର୍ଦ୍ଦେଶ

ଇମ୍ଫାଲ,୨୦।୭: ମଣିପୁର ହିଂସା ଥମିବାକୁ ନାଁ ନେଉ ନ ଥିବା ବେଳେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପରେଡ କରିବା ଘଟଣାର ଭିଡିଓ ଭାଇରାଲ ହୋଇଛି। ଏ ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ତେବେ ଏ…

୨ କୁକି ମହିଳାଙ୍କୁ ଉଲଗ୍ନ ବୁଲାଇ ଗଣବଳାତ୍କାର

ମେଇତି ସମ୍ପ୍ରଦାୟକୁ ଏସ୍‌ଟି ତାଲିକାରେ ସାମିଲ ପାଇଁ ମଣିପୁର ହାଇକୋର୍ଟ ରାଜ୍ୟର ଭାଜପା ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ମେ’ ୩ରେ ଜାତିଆଣ ହିଂସା ଆରମ୍ଭ ହୋଇଥିଲା। ଏହାର ଦିନକ ପରେ କୁକି-ଜୁ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଏକ ବିଲକୁ ନେଇ…

୧୦ ବିଧାୟକ ନିଲମ୍ବିତ

ବେଙ୍ଗାଲୁରୁ,୧୯ା୭: କର୍ନାଟକ ବିଧାନସଭା ଅଧିବେଶନରେ ହଟ୍ଟଗୋଳ ହେବା ପରେ ଭାଜପାର ୧୦ ଜଣ ବିଧାୟକଙ୍କୁ ଅବଶିଷ୍ଟ ଅଧିବେଶନ ପାଇଁ ନିଲମ୍ବନ କରାଯାଇଛି । ଗୃହ ଚାଲିଥିବାବେଳେ ସେମାନେ ଉପବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିଲେ। ବିଧାନସଭା ବାଚସ୍ପତି ଗୃହର ଚଳିତ ଅଧିବେଶନରେ ଏପରି…

ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖିବାକୁ ନେଇ ମାମଲା ରୁଜୁ

ନୂଆଦିଲ୍ଲୀ,୧୯।୭: ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖିବାକୁ ନେଇ ଦିଲ୍ଲୀର ବାରଖମ୍ବା ପୋଲିସ ଷ୍ଟେଶନରେ ମାମଲା ରୁଜୁ ହୋଇଛି। ଅବନୀଶ ମିଶ୍ର ନାମକ ଜଣେ ବ୍ୟକ୍ତି ବିରୋଧୀ ମେଣ୍ଟର ୨୬ଟି ରାଜନୈତିକ ଦଳ ବିରୋଧରେ ଅଭିଯୋଗ ଆଣିଛନ୍ତି। ରାଜନୈତିକ ଲାଭ ପାଇଁ…

୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୭: ଜମ୍ମୁ କଶ୍ମୀରର କୁପୱାରା ଜିଲାର ମାଛିଲ ସେକ୍ଟରରେ ଭାରତୀୟ ସୁରକ୍ଷା ବାହିନୀ ପୁଣି ଥରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଛି। ସୁରକ୍ଷା ବାହିନୀ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କଠାରୁ ୪ ଏକେ ରାଇଫଲ, ୫ଟି ଗ୍ରେନେଡ…

କାଲିଠାରୁ ଭୟରେ କମ୍ପୁଛି ଭାଜପା: ମମତା

ନୂଆଦିଲ୍ଲୀ,୧୯।୭: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଟକ୍କର ଦେବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍‌ ନ୍ୟାଶନାଲ୍‌ ଡେଭେଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ(ଇଣ୍ଡିଆ)ଘୋଷଣା କରାଯାଇଛି। ବିରୋଧୀ ମିଳିତ ବୈଠକରେ ‘ଇଣ୍ଡିଆ’ ଗଠନ ହେବାର ଦିନକ ପରେ…

‘ଇଣ୍ଡିଆ’କୁ ନେଇ ପ୍ରଶ୍ନ ଉଠାଇଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ: ପଚାରିଲେ ‘ମେଣ୍ଟ ଯଦି ଭାଙ୍ଗିଯାଏ ତେବେ…’

ନୂଆଦିଲ୍ଲୀ,୧୯।୭: ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି କ୍ରମରେ କଂଗ୍ରେସ ନେତା ତଥା ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ୨୬ ଦଳଙ୍କ ଏହି ମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବୁଧବାର ଶର୍ମିଷ୍ଠା…

ପଦ୍ମାବତୀ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

ହାଇଦ୍ରାବାଦ୍‌,୧୯।୭: ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ପଦ୍ମାବତୀ ଏକ୍ସପ୍ରେସ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଛି। ବୁଧବାର ସନ୍ଧ୍ୟାରେ ତିରୁପତି ରେଳ ଷ୍ଟେଶନରେ ପଦ୍ମାବତୀ ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଏହି ସମୟ ମଧ୍ୟରେ କମ୍ପାର୍ଟମେଣ୍ଟରେ କୌଣସି ଯାତ୍ରୀ ନ ଥିଲେ। ଟ୍ରେନ୍‌ରେ ବଗି…

ବିରୋଧୀଙ୍କ ଦାବି ପରେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ 

ନୂଆଦିଲ୍ଲୀ,୧୯।୭: ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ। ଏହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଏହାପୂର୍ବରୁ ବୁଧବାର(ଜୁଲାଇ ୧୯) କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧିବେଶନ ସହ ଜଡ଼ିତ ଅନେକ ପ୍ରସଙ୍ଗ ଉପରେ…

କାହା ପାଖକୁ ଯିବ ମାୟାବତୀଙ୍କ ହାତୀ…

ଲକ୍ଷ୍ନୌ,୧୯।୭ : ଲୋକସଭା ନିର୍ବାଚନ ୨୦୨୪ ପାଇଁ ଶାସକ ଦଳ ଏବଂ ବିରୋଧୀ ଦଳ ନିଜର ଫାଇଦା ସ୍ଥିର କରିବା ଆରମ୍ଭ କରିଛନ୍ତି। ଉଭୟ ପାର୍ଶ୍ୱର ରାଜନୈତିକ ଦଳ ସ୍ଥିର କରାଯାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦେଶର ରାଜନୀତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?