ଜାତୀୟ

ଆରମ୍ଭ ହେଲା ଶରଦ ପାଓ୍ବାରଙ୍କ ଖରାପ ଦିନ: ଅଠାଓ୍ବଲେ

ନୂଆଦିଲ୍ଲୀ,୯।୭: ମହାରାଷ୍ଟ୍ରରେ ଏନସିପିରେ ଫାଟ ପରେ ରାଜନୀତି ହୋଇଛି ସରଗରମ। ଏହି ରାଜାନୈତିକ ଘଟଣାକ୍ରମ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବିରୋଧୀ ଦଳ ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଛି। ଏବେ ରାଷ୍ଟ୍ରୀୟ ରିପବ୍ଲିକାନ ପାର୍ଟିର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ…

ଦିଲ୍ଲୀରେ ୪୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା: ଗଲାଣି ୧୨ ଜୀବନ

ନୂଆଦିଲ୍ଲୀ,୯।୭: ଗତ ଦୁଇଦିନ ହେଲା ଉତ୍ତର ଭାରତର ବିଭିନ୍ନ ଭାଗରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏପରି କି ଆସନ୍ତା ଦୁଇଦିନ ଅଞ୍ଚଳରେ ବର୍ଷା ଲାଗି ରହିବ…

ଦିଲ୍ଲୀରେ ଲାଗୁ ହେବ ଗୁଜରାଟ ‘ଆଇନ’! ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରସ୍ତାବ ଦେଲେ ଏଲଜି

ନୂଆଦିଲ୍ଲୀ,୯।୭: ଦିଲ୍ଲୀରେ ଖୁବଶୀଘ୍ର ଗୁଜରାଟ ‘ଆଇନ’ ଲାଗୁ ହେବାକୁ ଯାଉଛି। ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ‘ଦ ଗୁଜରାଟ ପ୍ରିଭେନଶନ ଅଫ ଆଣ୍ଟି-ସୋସିଆଲ ଆକ୍ଟିଭିଟିଜ ଆକ୍ଟ(ପିଏଏସଏଏ)୧୯୮୫’କୁ ରାଷ୍ଟ୍ରୀୟ ରାଜଧାନୀରେ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ…

ତିନି ଦିନ ପରେ ପୁଣିଥରେ ଆରମ୍ଭ ହେଲା ଅମରନାଥ ଯାତ୍ରା, ଖରାପ ପାଗଯୋଗୁ ରହିଥିଲା ସ୍ଥଗିତ

ନୂଆଦିଲ୍ଲୀ,୯।୭: ଜମ୍ମୁ-କଶ୍ମୀରରେ ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ୩ ଦିନ ପାଇଁ ବନ୍ଦ କରି ଦିଆଯାଇଥିଲା। ତୀର୍ଥଯାତ୍ରୀଙ୍କର ପଂଜତରଣି ଓ ଶେଷନାଗ ଆଧାର ଶିବିରରେ ରହିବାର ବ୍ୟବସ୍ଥା କରାଯାଇଥିଲା। ଏବେ ୩ ଦିନ ପରେ ଅର୍ଥାତ୍‌ ରବିବାର ପୁଣିଥରେ ଏହି…

ୟୁସିସିକୁ ନେଇ ପ୍ରତିକ୍ରିୟା ଦେଲେ ଶଶି ଥରୁର, କହିଲେ ହିନ୍ଦୁ କୋଡ ବିଲ ଆଶିବାକୁ ବି ଲାଗିଥିଲା ୯ ବର୍ଷ

ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ ସମାନ ନାଗରିକ ସଂହିତା ଉପରେ ସାରା ଦେଶରେ ଆଲୋଚନା ଜାରି ରହିଛି। ଅନୁମାନ କରାଯାଉଛି କି ଏହି ମାସରେ ଆରମ୍ଭ ହେବାକୁ ଯାଉଥିବା ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଏହାକୁ ଉପସ୍ଥାପନ କରିପାରନ୍ତି।…

ଭାରତରୁ ଖ୍ରୀଷ୍ଟିଆନ ଧର୍ମକୁ ଶେଷ କରିବା ନେଇ ଚିନ୍ତା କରିବା ଏକ ବଡ଼ ଭୁଲ: ଆର୍କବିଶପ କ୍ଲେମିସ…

ଥିରୁଭାନନ୍ତପୁରମ,୯।୭ : ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ କେରଳ କ୍ୟାଥୋଲିକ ବିଶପ ପରିଷଦର ସଭାପତି କାର୍ଡିନାଲ ମାର୍‌ ବାସିଲିଓସ କ୍ଲେମିସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏଥି ସହିତ ସେ କହିଛନ୍ତି ଭାରତରୁ ଖ୍ରୀଷ୍ଟିଆନ ଧର୍ମକୁ ହଟାଇ ପାରିବେ ବୋଲି କେହି…

ଆହୁରି ୨-୩ଟି ବୈଠକ ପରେ ନିଆଯିବ ନିଷ୍ପତ୍ତି: ଚିରାଗ ପାସଓ୍ବାନ

ପାଟନା,୯।୭: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଅଧ୍ୟକ୍ଷ ଚିରାଗ ପାସଓ୍ବାନ ଏନଡିଏରେ ଯୋଗଦେବାକୁ ନେଇ ଯେଉଁ ଆଲୋଚନା ହେଉଛି ତାକୁ ନେଇ ନିଜର ମତ ରଖିଛନ୍ତି ଚିରାଗ। ରବିବାର ସେ କହିଛନ୍ତି ଆହୁରି…

ଜିଏସଟି ମାମଲାରେ ଇଡି ଦେବ ସିଧାସଳଖ ଦଖଲ, ବ୍ୟବସାୟୀ ସଂଗଠନର ଚିନ୍ତା ବଢ଼ିଲା…

ନୂଆଦିଲ୍ଲୀ,୯।୭ : କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜୁଲାଇ ୭ ରେ ଏକ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ ପିଏମଏଲଏକୁ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ମାମଲାରେ କାର୍ଯ୍ୟ କରିବାକୁ କ୍ଷମତା ଦିଆଯାଇଛି। ତାହା ହେଉଛି, ଯଦି ଜିଏସଟିରେ କ କୌଣସି…

ଲାହୁଲ-ସ୍ପିଟିି ଗାଁରେ ଅଚାନକ ତୁଷାରପାତ

ଲାହୁଲ-ସ୍ପିଟି,୯।୭: ହିମାଚଳ ପ୍ରଦେଶ ଲାହୁଲ-ସ୍ପିଟି ଜିଲାର ଲୋସାର ଗାଁରେ ରବିବାର ଅଚାନକ ତୁଷାରପାତ ହୋଇଛି। ଏପଟେ କିନ୍ତୁ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ବର୍ଷା ହେଉଥିବା ବେଳେ ଏଭଳି ତୁଷାରପାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରବିବାର ସକାଳେ ହଠାତ ଏହି ଗାଁ…

ନର ହତ୍ୟାକାରୀଙ୍କ ସହିତ ହାତ ମିଳାଉଛନ୍ତି ରାହୁଲ: ସ୍ମୃତି ଇରାନୀ…

ଭୋପାଳ,୯।୭ : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରବିବାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପହଞ୍ଚିଛନ୍ତି। ଏହି ସମୟ ରାହୁଲ ଗାନ୍ଧୀ ଟିଏମସି ସହିତ ହାତ ମିଳାଇଥିବାରୁ ସେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ…

ଯୁବକଙ୍କୁ ମାଡ଼ ମାରି ପାଦ ଚଟାଇଲେ

ଗ୍ବାଲିୟର,୯ା୭: ମଧ୍ୟପ୍ରଦେଶର ସିଧିରେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା ଘଟଣାକୁ ନେଇ ରାଜ୍ୟରେ ଅସନ୍ତୋଷ ଲାଗି ରହିଛି। ଏଭଳିସ୍ଥିତିରେ ମଧ୍ୟପ୍ରଦେଶର ଗ୍ବାଲିୟର ଜିଲାରେ ଏକ ଚଳନ୍ତା କାର୍‌ରେ ଜଣେ ଯୁବକଙ୍କୁ ମାଡ଼ ମରି ପାଦ ଚଟାଇବାର ଭିଡିଓ ସାମନାକୁ ଆସିଛି।…

ଏନଡିଏରେ ସାମିଲ ହେବେ ଜୟନ୍ତ ଚୌଧୁରୀ: ଆରଏଲଡିକୁ ଭାଜପାର ରାଜନୈତିକ ଆମନ୍ତ୍ରଣ, ଚାରଣି ନୁହେଁ ଯେ ଓଲଟି ଯିବୁ ବୋଲି କହିଲେ ଚାରୁ……

ଲକ୍ଷ୍ନୌ,୯।୭ : ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନର ସମୟ ପାଖେଇ ଆସୁଥିବାରୁ ଭାଜପା ଏହାର ସମୀକରଣକୁ ସୁଧାରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ପଶ୍ଚିମ ଉତ୍ତରପ୍ରଦେଶର ରାଜନୀତିରେ ଜୟନ୍ତ ଚୌଧୁରୀଙ୍କୁ କ୍ରମାଗତ ସଙ୍କେତ ମାଧ୍ୟମରେ ନୂତନ ବାର୍ତ୍ତା ଦେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri