ଜାତୀୟ

୨୦୨୪ ନିର୍ବାଚନ ପୂର୍ବରୁ ସୋନିଆଙ୍କ ଯୋଜନା ଚବିଶ…

ନୂଆଦିଲ୍ଲୀ,୧୨।୭ : ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ପୁଣି ଥରେ କ୍ଷମତା ହାସଲ କରିବା ପାଇଁ ଦ୍ୱାର ଦ୍ୱାର ଅଭିଯାନ ସହିତ…

୧୧ ଥର ନୋଟିସ ପରେ ହାଜର ହେଲେନି ପଶ୍ଚିମବଙ୍ଗ ମନ୍ତ୍ରୀ, ଇଡ଼ି ୧୨ ଥର ପାଇଁ ପଠାଇଲା ନୋଟିସ…

କୋଲକାତା,୧୨।୭ : ପଶ୍ଚିମବଙ୍ଗର ଆଇନ ମନ୍ତ୍ରୀ ମଳୟ ଘଟକଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଡକାଯାଇଛି। କୋଇଲା ଦୁର୍ନୀତିରେ ତାଙ୍କୁ ପଚରାଉଚରା ପାଇଁ ସମନ କରାଯାଇଛି। ଅନୁସନ୍ଧାନକାରୀ ଏଜେନ୍ସି ତାଙ୍କୁ ଜୁଲାଇର ତୃତୀୟ ସପ୍ତାହରେ ଦିଲ୍ଲୀ କାର୍ଯ୍ୟାଳୟ ସମ୍ମୁଖରେ ହାଜର ହେବାକୁ କହିଛନ୍ତି।…

ବିଳମ୍ବ ହେଲା ଆସିବାରେ ତୁମର: ଫିଲ୍ମ ଷ୍ଟାଇଲରେ ବିଚାରପତିମାନଙ୍କୁ ସ୍ବାଗତ କଲେ ଚନ୍ଦ୍ରଚୂଡ଼…

ନୂଆଦିଲ୍ଲୀ,୧୨।୭ : ସୁପ୍ରିମକୋର୍ଟ ରେ ଦୁଇଜଣ ନୂତନ ବିଚାରପତି ନିଯୁକ୍ତି ପାଇଛନ୍ତି। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଓକିଲ କଲପତି ଭେଙ୍କଟାରମଣ ବିଶ୍ୱନାଥନଙ୍କୁ ନିଯୁକ୍ତି ଦିଆଯାଇଛି। ଉଭୟ ବିଚାରପତିଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ…

ଗୁଜରାଟ, ପଶ୍ଚିମବଙ୍ଗ ରାଜ୍ୟ ସଭା ଆସନ ପାଇଁ ଭାଜପା ଜାରି କଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୧୨।୭: ଭାରତୀୟ ଜନତା ପାର୍ଟି (ଭାଜପା) ଗୁଜରାଟ ଏବଂ ପଶ୍ଚିମବଙ୍ଗର ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଜ୍ୟ ସଭା ପାଇଁ ହେବାକୁ ଥିବା ଦ୍ୱି ବର୍ଷୀୟ ନିର୍ବାଚନ ପାଇଁ ଭାଜପାର ପ୍ରାର୍ଥୀ ତାଲିକାରେ ମୋଟ ତିନୋଟି…

ସୁପ୍ରିମକୋର୍ଟରେ ପହଞ୍ଚିଲେ ‘ଆଦିପୁରୁଷ’ ନିର୍ମାତା

ନୂଆଦିଲ୍ଲୀ,୧୨।୭: ଆହ୍ଲାବାଦ ହାଇକୋର୍ଟରେ ହାଜର ହେବା ବିରୋଧରେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତା ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ଓକିଲ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ମୁଖ୍ୟ ବିଚାରପତିଙ୍କ ନିକଟରେ ରଖିବାକୁ ଚେଷ୍ଟା କରିଥିଲେ, ହେଲେ ଆସନ୍ତାକାଲି ତାଙ୍କ ସମ୍ମୁଖରେ ଶୁଣାଣି ରଖିବାକୁ ପ୍ରଧାନ…

ରାତ୍ରୀ ଭୋଜନ ପାଇଁ ବିରୋଧୀ ଦଳଙ୍କୁ ଡକାଇଛନ୍ତି ସୋନିଆ, ଏଏପିକୁ ମଧ୍ୟ କରାଯାଇଛି ନିମନ୍ତ୍ରଣ

ନୂଆଦିଲ୍ଲୀ,୧୨।୭: କଂଗ୍ରେସ ଦ୍ୱାରା ଡକାଯାଇଥିବା ବିରୋଧୀ ଦଳର ବୈଠକ ପାଇଁ ଆମ ଆଦମୀ ପାର୍ଟି(ଏଏପି)ସମେତ ୨୪ ଟି ଦଳ ନିମନ୍ତ୍ରଣ କରାଯାଇଛି। କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ମଧ୍ୟ ବୈଠକର ଗୋଟିଏ ଦିନ ପୂର୍ବରୁ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି।…

ଟମାଟୋ ମାରିଲା ଡବଲ ସେଞ୍ଚୁରୀ: କିଲୋପିଛା ଦାମ ଟପିବ ୨୫୦…

ନୂଆଦିଲ୍ଲୀ,୧୨।୭ : ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ପାଇବା ପରେ ଆଉ କମିବାର ନା ନେଉନି। ଭାରତୀୟ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ଦାମ ଡବଲ ସେଞ୍ଚୁରୀ ଅର୍ଥାତ, ୨୦୦ ଟଙ୍କାରେ ପହଞ୍ଚିଛି। ବଜାର ବିଶେଷଜ୍ଞମାନେ କହିଛନ୍ତି ଟମାଟୋ ମୂଲ୍ୟରେ…

ଖୁବ୍‌ଶୀଘ୍ର ନୂଆ ଘରକୁ ସିଫ୍ଟ ହେବେ ରାହୁଲ

ନୂଆଦିଲ୍ଲୀ,୧୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୀଘ୍ର ଏକ ନୂଆ ଘର ମିଳିପାରେ। ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କ ପାଇଁ ଏକ ନୂଆ ଘର ଖୋଜିବା ଶେଷ ହୋଇଛି। ଖୁବ୍‌ଶୀଘ୍ର ସେ ନୂଆ ଘରକୁ ସିଫ୍ଟ କରିବେ। ଯେଉଁ ଘରକୁ ରାହୁଲ ଗାନ୍ଧୀ…

ଏନସିପିରେ ବିଦ୍ରୋହ ପରେ ଅମୋଲ କୋହ୍ଲେଙ୍କୁ ବଡ଼ ଦାୟିତ୍ୱ ଦେଲେ ଶରଦ ପାୱାର

ମୁମ୍ବାଇ.୧୨।୭: ଏନସିପିରେ ଅଜିତ ପାୱାରଙ୍କ ବିଦ୍ରୋହ ପରେ ବର୍ତ୍ତମାନ ଦଳ ଦୁଇ ଭାଗରେ ବିଭକ୍ତ ହୋଇଛି। ଉଭୟ ଦଳର ବରିଷ୍ଠ ନେତାମାନେ ସେମାନଙ୍କ ସହ ଉପସ୍ଥିତ ଥିବା ବିଧାୟକ, ଏମ୍‌ପି ଏବଂ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ବିଭିନ୍ନ ଦାୟିତ୍ୱ ଏବଂ ପଦବୀ ପ୍ରଦାନ…

ରାହୁଲ ହେବେ ବର, ଅନ୍ୟମାନେ ହେବେ ବରଯାତ୍ରୀ: ୨୦୨୪ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ତାରିକ ଅନଓ୍ବରଙ୍କ ସୂଚନା…

ନୂଆଦିଲ୍ଲୀ,୧୨।୭ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ଜୁନ ମାସରେ ବିହାରର ରାଜଧାନୀ ପାଟନାରେ ବିରୋଧୀ ଦଳର ପ୍ରଥମ ପର୍ଯ୍ୟାୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଦ୍ୱିତୀୟ…

ଭାରତୀୟ ନୌସେନାକୁ ମିଳିବ ରାଫାଲ-ଏମ୍‌…

ନୂଆଦିଲ୍ଲୀ,୧୨।୭ : ଅନ୍ୟ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇପାରେ। ଏହା ଅନ୍ତର୍ଗତ ଭାରତୀୟ ନୌସେନାକୁ ଫ୍ରାନ୍ସର କମ୍ପାନୀ ଡାସଲ୍ଟ ଆଭିଏଶନରୁ ୨୬ ରାଫାଲ-ମେରାଇନ (ରାଫାଲ-ଏମ) ଯୁଦ୍ଧ ବିମାନ ମିଳିବ। ଚଳିତ ମାସ ଶେଷରେ ପ୍ରଧାନମନ୍ତ୍ରୀ…

ଲୋକ ସଭା ନିର୍ବାଚନରେ ରାହୁଲଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କୁ ଟକ୍କର ଦେଇପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୧୨।୭: କର୍ନାଟକ ବିଧାନସଭା ନିର୍ବାଚନରେ ଜିତିବା ପରେ ବର୍ତ୍ତମାନ ୨୯୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ମିଶନ ମୋଡରେ କାମ କରୁଛି। କର୍ନାଟକରେ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ କିଛି ରାଲି କରିଥିଲେ। ଏହି ସମାବେଶ କଂଗ୍ରେସ ସପକ୍ଷରେ ଏକ ଭଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri