ଜାତୀୟ

‘ପ୍ରଧାନମନ୍ତ୍ରୀଙ୍କ ଇତିହାସ ବିଷୟରେ ସମସ୍ତେ ଜାଣନ୍ତି’

ନୂଆଦିଲ୍ଲୀ,୧୧।୮: ସଂସଦରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଅସନ୍ତୁଷ୍ଟ ବିରୋଧୀ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ସମାଜବାଦୀ ପାର୍ଟି ଏମ୍‌ପି ଏସଟି ହାସନ କହିଛନ୍ତି,ପ୍ରଧାନମନ୍ତ୍ରୀ ମୋଦି କେବଳ ବିରୋଧୀଙ୍କୁ ସମାଲୋଚନା…

ଅଧୀର ରଞ୍ଜନଙ୍କ ଭାଷଣରୁ ହଟାଗଲା ବିବାଦୀୟ ଅଂଶ: ବିରୋଧ ପାଇଁ ପ୍ରସ୍ତୁତ କଂଗ୍ରେସ

ନୂଆଦିଲ୍ଲୀ,୧୦ା୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବା ସହ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଗୁରୁବାର ଗୃହରୁ ନିଲମ୍ବିତ କରାଯାଇଛି। ପ୍ରଥମ ଥର ପାଇଁ ଲୋକ ସଭାର କଂଗ୍ରେସ ନେତାଙ୍କୁ ନିଲମ୍ବନ ଆଦେଶ…

ମୌସୁମୀ ଅଧିବେଶନର ଆଜି ଶେଷ ଦିନ

ନୂଆଦିଲ୍ଲୀ,୧୧।୮: ଲୋକ ସଭାର ମୌସୁମୀ ଅଧିବେଶନର ଶୁକ୍ରବାର ଅର୍ଥାତ୍‌ ଆଜି ଶେଷ ଦିନ। ମଣିପୁର ଉପରେ ଆଲୋଚନା ପ୍ରସଙ୍ଗରେ ଏଥର ପୁରା ଅଧିବେଶନ ଅଶାନ୍ତ ହୋଇପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅସାମ୍ବିଧାନିକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତା ଅଧୀର ରଂଜନ…

ଏଲ୍‌ଓସିରେ ଭାରତର ପ୍ରଥମ ଡାକଘର

କେରନ,୧୧/୮(ପି.ଟି.):ଭାରତର ପ୍ରଥମ ଡାକଘର ଜମ୍ମୁ-କଶ୍ମୀରର କୁପଓ୍ବାରା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଅବସ୍ଥିତ। କିଷନଗଞ୍ଜ ନଦୀ କୂଳରେ ଥିବା ଏହି ଡାକଘରର ପିନ୍‌ କୋଡ୍‌ ୧୯୩୨୨୪। ପାକ୍‌ ଅଧିକୃତ କଶ୍ମୀର ଏହାଠାରୁ ମାତ୍ର କେଇ ଫୁଟ୍‌ ଦୂରରେ ରହିଛି। ସୀମା…

ଆସିଲା ନୂଆ ନିୟମ: ଔଷଧ ବିଜ୍ଞାପନ କରିପାରିବେ ନାହିଁ ଡାକ୍ତର

ନୂଆଦିଲ୍ଲୀ,୧୧।୮: ଜାତୀୟ ଚିକିତ୍ସା ଆୟୋଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ଡାକ୍ତରଙ୍କ ପାଇଁ କିଛି ନୂତନ ନିୟମ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇଛି। ଡାକ୍ତରମାନେ କୌଣସି ଔଷଧ କିମ୍ବା କମ୍ପାନୀର ବିଜ୍ଞାପନ କରିପାରିବେ ନାହିଁ । ଯଦି ଏପରି ମାମଲା ସାମ୍ନାକୁ ଆସେ,…

ମୋଦିଙ୍କ ଭାଷଣକୁ ଆଫ୍ରିକୀୟ-ଆମେରିକୀୟ ଅଭିନେତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ,୧୧।୮: ମଣିପୁର ପ୍ରସଙ୍ଗରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଗୃହରେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିବୃତି ରଖିଥିଲେ। ଦ୍ୱିତୀୟାର୍ଦ୍ଧରେ ସେ ମଣିପୁର ସ୍ଥିତି ଉପରେ କହିଥିଲେ, ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ…

ଥରିଲା ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ

ପୋର୍ଟ ବ୍ଲେୟାର, ୧୧।୮: ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ୪.୩ ତୀବ୍ରତାର ଭୂକମ୍ପ ଘଟିଛି। ଏହାପୂର୍ବରୁ ଜୁଲାଇ ୨୮ରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ୫.୮…

‘ନେପାଳରୁ ଆମଦାନୀ କରାଯିବ ଟମାଟୋ’

ନୂଆଦିଲ୍ଲୀ,୧୦ା୮: ଦେଶରେ ଦିନକୁ ଦିନ ଟମାଟୋ ମୂଲ୍ୟ ଆକାଶଛୁଆଁ ହେଉଛି। ଦର ନିୟନ୍ତ୍ରଣ ପାଇଁ ନେପାଳରୁ ଟମାଟୋ ଆମଦାନୀ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ପାର୍ଲାମେଣ୍ଟରେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନେପାଳରୁ ଆସୁଥିବା ଟମାଟୋ ଶୁକ୍ରବାର ବାରାଣସୀ, ଲକ୍ଷ୍ନୌ,…

କଂଗ୍ରେସରୁ ଇସ୍ତଫା ଦେଲେ ବର୍ଷୀୟାନ ଆଦିବାସୀ ନେତା ଅରବିନ୍ଦ

ରାୟପୁର,୧୦ା୮: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ବର୍ଷୀୟାନ ଆଦିବାସୀ ନେତା ଅରବିନ୍ଦ ନେତମ୍‌ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷେ ନଭେମ୍ବରରେ ସର୍ବ ଆଦିବାସୀ ସମାଜ ନେତୃତ୍ୱରେ ନୂଆ ରାଜନୈତିକ ଦଳ ଗଢ଼ିବା ପାଇଁ ସେ ପ୍ରସ୍ତୁତି…

ମଣିପୁରରେ ପୁଣି ଲଜ୍ଜା

ଇମ୍ଫାଲ,୧୦ା୮: ମଣିପୁରରେ ପୁଣି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ମଣିପୁର ହିଂସା ବେଳେ ମେ’ ୩ତାରିଖରେ ଚୁରାଚାନ୍ଦପୁର ଅଞ୍ଚଳର ଜଣେ ୩୭ ବର୍ଷୀୟ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ବିଷ୍ଣୁପୁର ମହିଳା ଥାନାରେ ଏତଲା ଦାଏର ହୋଇଛି। ଉତ୍ତ୍ୟକ୍ତ ଲୋକେ…

କାଟ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ, ପ୍ରଧାନମନ୍ତ୍ରୀ କହିଲେ ୨୦୨୮ରେ ଭଲ ପ୍ରସ୍ତୁତି ସହ ଆସିବ

ନୂଆଦିଲ୍ଲୀ,୧୦।୮: ମୋଦି ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଗୁରୁବାର ଲୋକ ସଭାରେ ବିଫଳ ହୋଇଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣରେ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ। ବିରୋଧୀ କହିଛନ୍ତି ଯେ,…

ଲୋକ ସଭାରୁ ଗୋଟିଏ ଦିନ ପାଇଁ ସସ୍‌ପେଣ୍ଡ ହେଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ,୧୦।୮: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକ ସଭାରୁ ଗୋଟିଏ ଦିନ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ଯେପର୍ଯ୍ୟନ୍ତ ପ୍ରାଇଭେଲିଜ କମିଟିରେ ମାମଲା ବିଚାରାଧୀନ ଅଛି ଏବଂ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ ଗୃହରୁ ନିଲମ୍ବିତ ରହିବେ। ସଂସଦୀୟ ବ୍ୟାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?