ଜାତୀୟ

ମୋଦିଙ୍କ ଲୋକ ସଭା ସ୍ପିଚ ପୂର୍ବରୁ ଭାଜପା ସେୟାର କଲା ପୁରୁଣା ଭିଡିଓ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବର ଜବାବ ଦେବା ପୂର୍ବରୁ ବିରୋଧୀଙ୍କୁ ଟାର୍ଗେଟ କରି ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଏକ ପୁରୁଣା ଭିଡିଓ ସେୟାର କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକ ସଭାରେ ପୁରୁଣା…

କଂଗ୍ରେସ ହାତ ଛାଡିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ

ରାୟପୁର,୧୦।୮: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଅରବିନ୍ଦ ନେତମ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାକୁ ଅଲ ଇଣ୍ଡିଆ କଂଗ୍ରେସ କମିଟି ତଥା ରାଜ୍ୟ କଂଗ୍ରେସ ସଭାପତି ଦୀପକ ବାଜଙ୍କ ନିକଟକୁ ପଠାଇଛନ୍ତି। ଏଆଇସିସିକୁ ପଠାଯାଇଥିବା…

କ୍ୟାନସର ପୀଡ଼ିତା ସ୍ତ୍ରୀଙ୍କୁ ନିଜ ହାତରେ ଖୁଆଇଦେଲେ ନବଜୋତ୍‌ ସିଂ ସିଦ୍ଧୁ

ନୂଆଦିଲ୍ଲୀ,୧୦ା୮: ରୋଡ୍‌ ରେଜ୍‌ ମାମଲାରେ ଜେଲରୁ ବାହାରିବା ପରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁ ଆଜିକାଲି ଏକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ଡକ୍ଟର…

ଶାହାଙ୍କ ନୂଆ ରେକର୍ଡ଼; ସଂସଦର ୫୮ ବର୍ଷର ଇତିହାସରେ ଦେଲେ ସବୁଠାରୁ ଲମ୍ବା ଭାଷଣ

ନୂଆଦିଲ୍ଲୀ, ୧୦। ୮: ସଂସଦରେ ମୋଦି ସରକାରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଉପରେ ଦୁଇ ଦିନ ଧରି ଚର୍ଚ୍ଚା ହେଉଛି। ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି। ପ୍ରସ୍ତାବ ଆଲୋଚନାର ଜବାବରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା…

ସଂସଦର ମର୍ଯ୍ୟାଦା ବଜାୟ ରଖିବା ଜରୁରୀ: ଦେବେଗୌଡା

ନୂଆଦିଲ୍ଲୀ,୧୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଗୁରୁବାର ସଂସଦୀୟ ପ୍ରକ୍ରିୟାରେ ବ୍ୟାଘାତ ନେଇ ଦୁଃଖ ପ୍ରକାଶ କରିଛନ୍ତି। ୯୦ ବର୍ଷୀୟ ଜେଡିଏସ ସୁପ୍ରିମୋ କହିଛନ୍ତି, ସଂସଦରେ ସମସ୍ତେ ସମ୍ମାନ ଓ ମର୍ଯ୍ୟାଦା ବଜାୟ ରଖିଲେ ହିଁ ଗଣତନ୍ତ୍ର ରକ୍ଷା ହୋଇପାରିବ। ଆଜିକାଲି…

ଲକ୍ଷ୍ନୌରୁ ବାରାଣସୀ ପହଞ୍ଚିବା ହେଲା ସହଜ

ଲକ୍ଷ୍ନୌ,୧୦।୮: ଆଜି ଲକ୍ଷ୍ନୌରୁ ବାରାଣସୀ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଆଜି ଅତ୍ୟନ୍ତ ଶୁଭ ଦିନ। କାରଣ ଆଜିଠାରୁ ଲକ୍ଷ୍ନୌଏବଂ ବାରାଣସୀକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଲକ୍ଷ୍ନୌରୁ ବାରାଣସୀକୁ ପହଞ୍ଚିବାକୁ ମାତ୍ର ୫୫ ମିନିଟ୍‌ ଲାଗିବ। ଆଜି ଏହି ବିମାନକୁ…

କାହାର ସଦସ୍ୟତା ରଦ୍ଦ କରିବାକୁ ଅଧିକାର ସରକାରଙ୍କର ନାହିଁ: ଅଠଓ୍ବାଲେ

ନୂଆଦିଲ୍ଲୀ,୧୦।୮: ଦିଲ୍ଲୀ ଅର୍ଡିନାନ୍ସ ବିଲ ଚୟନ କମିଟିକୁ ପଠାଯିବା ପରେ ‘ନକଲି ଦସ୍ତଖତ’ ନେଇ ବିବାଦରେ ଅଛନ୍ତି ରାଜ୍ୟ ସଭା ଏମ୍‌ପି ରାଘବ ଚଢା। ପାର୍ଲାମେଣ୍ଟର ଚାରିଜଣ ଏମ୍‌ପି ରାଘବ ଚଢାଙ୍କୁ ନିୟମ ଉଲ୍ଲଂଘନ କରିଥିବା ଏବଂ ବିନା ଅନୁମତିରେ ଚୟନ…

ନିର୍ବାଚନ କମିଶନ ନିଯୁକ୍ତିରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ,୧୦ା୮: ଦେଶର ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ ଆୟୋଗ (ଇସି )ଙ୍କ ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠର ନିଷ୍ପତ୍ତି ବଦଳାଇବାକୁ କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଏକ ବିଲ୍‌ ଆଗତ କରିଛନ୍ତି। ସିସି ଏବଂ ଇସି ନିଯୁକ୍ତି ପାଇଁ ଗଠିତ…

‘ଚାଇନା ଉପରେ ଆଲୋଚନା ହେଉ, ଏହାର ମୂଳୋତ୍ପାଟନ କରାଯାଉ’: ଓଓ୍ବାଇସି

ନୂଆଦିଲ୍ଲୀ,୧୦।୮: ମୋଦି ସରକାର ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ଥର ଲାଗି ଗୁରୁବାର ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ଯାଉଛନ୍ତି। ଗୁରୁବାର ଦ୍ୱିତୀୟ କାର୍ଯ୍ୟକାଳରେ ମୋଦି ସରକାର ପ୍ରଥମ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି। ସରକାରଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ…

ଅଧୀର ରଞ୍ଜନଙ୍କ ଉପରେ ବର୍ଷିଲେ ସିନ୍ଧିଆ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୀରବ ମୋଦିଙ୍କ ସହ ତୁଳନା କରିବାକୁ ନେଇ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଉପରେ ବର୍ଷିଛନ୍ତି। ସିନ୍ଧିଆ କହିଛନ୍ତି,…

ଜରୁରୀ ଅବତରଣ କଲା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଶିମଲା,୧୦।୮: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବର୍ତ୍ତମାନ ଉପର ଶିମଲା ଗସ୍ତରେ ଅଛନ୍ତି। ଯେଉଁଠାରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡିଛି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରଟି ରାମପୁରର ବିଥଲରେ ଅବତରଣ କରିବାର ଥିଲା, କିନ୍ତୁ…

ଶାହାଙ୍କୁ ଉପଦେଶ ଦେଲେ କପିଲ ସିବ୍ବଲ

ନୂଆଦିଲ୍ଲୀ,୧୦।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ବିବୃତ୍ତି ଦେବା ପରେ ରାଜ୍ୟ ସଭା ଏମପି କପିଲ ସିବଲ ପ୍ରତିକ୍ରିୟା ଦେଇଛନ୍ତି। ଶାହାଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ଅମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?