ଜାତୀୟ

‘ନୀରବର ଅର୍ଥ ଶାନ୍ତ, ଏତେ ଛୋଟ ମାମଲାରେ କିଏ ନିଲମ୍ବିତ କରେ’, ଅଧୀରଙ୍କ ନିଲମ୍ବନକୁ ନେଇ କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୧।୮: ଲୋକ ସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ପ୍ରସଙ୍ଗ ମଧ୍ୟ ରାଜ୍ୟ ସଭାରେ ଉଠିଛି। ରାଜ୍ୟ ସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର କହିଛନ୍ତି ଯେ, ଆପଣ ଆମ ନେତାଙ୍କୁ ନିରବ ମୋଦିଙ୍କ ନାମ ନେଇଥିବାରୁ…

‘ଆସାମ ରାଇଫଲ୍ସକୁ ହଟା ନ ଯାଉ’, ମୋଦିଙ୍କୁ ପତ୍ର ଲେଖିଲେ କୁକି ବିଧାୟକ, ମୋତେଇ ସମ୍ପ୍ରଦାୟ କରୁଛି ବିରୋଧ

ଇମ୍ଫାଲ,୧୧।୮: ମଣିପୁରରେ ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଚାଲିଥିବା ଜାତିଗତ ହିଂସା ମଧ୍ୟରେ ଦେଶର ସର୍ବ ପୁରାତନ ଅର୍ଦ୍ଧସାମରିକ ବାହିନୀ ଆସାମ ରାଇଫଲ୍ସକୁ ନେଇ ବିବାଦ ଆରମ୍ଭ ହୋଇଛି। ବିରୋଧୀ ଏପରି ଯେ ରାଜ୍ୟର ଦୁଇ ପ୍ରମୁଖ ସମ୍ପ୍ରଦାୟ…

ମୁନ ମିଶନ: ଚନ୍ଦ୍ରାୟନ-୩ ପରେ ରୁଷିଆର ଲୁନା-୨୫ ଲଞ୍ଚ, ଇସ୍ରୋ ଜଣାଇଲା ଶୁଭେଚ୍ଛା

ନୂଆଦିଲ୍ଲୀ,୧୧।୮: ଭାରତ ପରେ ଏବେ ରୁଷିଆ ଲୁନର ମିଶନ ଲୁନା-୨୫ ଲଞ୍ଚ କରିଛି। ୪୭ ବର୍ଷ ପରେ ରୁଷିଆ ଏହାକୁ ପଠାଇଛି। ଶୁକ୍ରବାର ଲଞ୍ଚ ହେବାକୁ ଥିବା ଏହି ଚନ୍ଦ୍ରାୟନ ମିଶନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ରୁଷିଆ ମହାକାଶ…

ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ୟାନେଲରେ ସିଜେଆଇଙ୍କୁ ରଖିବାକୁ ଦାବି କରିଥିଲେ ଆଡଭାନୀ

ନୂଆଦିଲ୍ଲୀ,୧୧।୮: ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୦ ଗୁରୁବାର ପାର୍ଲାମେଣ୍ଟରେ ଏକ ବିଲ ଉପସ୍ଥାପନ ହୋଇଥିଲା, ଯେଉଁଥିରେ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ଏକ ହାଇ ପାଓ୍ବାର କମିଟି ପାଇଁ ବ୍ୟବସ୍ଥା ରହିଛି, କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ…

ମଣିପୁରରେ କେହି ପ୍ରଧାନମନ୍ତ୍ରୀ ମୋଦି, ଶାହଙ୍କୁ ଦୋଷୀ ବୋଲି କହୁନାହାନ୍ତି: ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟୀ,୧୧।୮: ଗତ ଚାରି ମାସ ଧରି ମଣିପୁରରେ ହିଂସା ଚାଲିଛି। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ସାକ୍ଷାତକାରରେ କହିଛନ୍ତି ଯେ ହିଂସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ…

ମଣିପୁର ଆଦିବାସୀ ମ୍ୟାନମାରର ଲୋକେ ନୁହଁନ୍ତି

ନୂଆଦିଲ୍ଲୀ,୧୧।୮: ଗୁରୁବାର ରାଜ୍ୟ ସଭା ପ୍ରକ୍ରିୟା ସମୟରେ ଏକ ଏନଡିଏ ସହଯୋଗୀ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) ଏମପିଙ୍କ ମାଇକ ବନ୍ଦ ହେବାପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ଏମଏନଏଫ ଏମପି ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ ଏହାପୂର୍ବରୁ…

ନୂଆ ଏରିସ ଭାରିଆଣ୍ଟ ଉପରେ ଡବ୍ଲୁଏଚ୍‌ଓର ନଜର, ଭାରତକୁ ଆସିସାରିଛି ଏକ ମାମଲା

ଜେନେଭା/ନୂଆଦିଲ୍ଲୀ,୧୧।୮: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) କରୋନାର ଓମିକ୍ରନ ଭାରିଆଣ୍ଟରୁ ଉତ୍ପନ୍ନ ଏରିସ ଉପରେ ଯାଞ୍ଚ ଆରମ୍ଭ କରିଛି। ବର୍ତ୍ତମାନ ଡବ୍ଲୁଏଚ୍‌ଓଏହାକୁ ଭାରିଆଣ୍ଟ ଅଫ ଇଣ୍ଟ୍ରେସ ବର୍ଗରେ ଅନ୍ତର୍ଭୁକ୍ତ କରିଛି। ଏହା ଜାଣିବାକୁ ମିଳିଛି ଯେ ଗତ ଏପ୍ରିଲରୁ ବର୍ତ୍ତମାନ ପର୍ଯ୍ୟନ୍ତ…

ରାଜସ୍ଥାନ ଯାଉଥିବା ଟ୍ରେନ୍‌ ଆଉ ଦିଲ୍ଲୀ ଷ୍ଟେଶନ ଆସିବ ନାହିଁ

ନୂଆଦିଲ୍ଲୀ,୧୧ା୮: ଦିଲ୍ଲୀରେ ରହୁଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ରାଜସ୍ଥାନ ଏବଂ ଏଠାରୁ ଯାଉଥିବା ଟ୍ରେନ୍‌ ଧରିବାକୁ ନୂଆଦିଲ୍ଲୀ ଷ୍ଟେଶନକୁ ଆସିବାକୁ ପଡ଼ିବ ନାହିଁ। ରେଳ ମନ୍ତ୍ରଣାଳୟ ସେହି ପାର୍ଶ୍ୱକୁ ଯାଉଥିବା ଟ୍ରେନ୍‌ ପାଇଁ ଏକ ରେଳ ଷ୍ଟେଶନକୁ ପୁନଃ ନିର୍ମାଣ କରିବାକୁ ଯାଉଛି।…

ଲୋକ ସଭାରୁ ଅଧୀର ରଞ୍ଜନଙ୍କ ନିଲମ୍ବନ ଉପରେ ସଂସଦୀୟ ବୈଠକ ଡାକିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୧।୮: ଲୋକ ସଭାରୁ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ପ୍ରସଙ୍ଗରେ କଂଗ୍ରେସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ସରକାରଙ୍କ ସହ ଲଢିବାକୁ ପ୍ରସ୍ତୁତ ହୋଉଥିବା ଜଣାପଡିଛି। କଂଗ୍ରେସ ସଂସଦୀୟ କମିଟିର ସଭାପତି ସୋନିଆ ଗାନ୍ଧୀ ଶୁକ୍ରବାର ସକାଳେ ଦଳର ଏମ୍‌ପିମାନଙ୍କର…

ଖାଦ୍ୟପେୟ,ପ୍ୟାକେଜିଂ ଉଦ୍ୟୋଗକୁ ଗୋଟିଏ ପ୍ଲାଟ୍‌ଫର୍ମ ତଳେ ଆଣିବା ପାଇଁ ଇଣ୍ଡିଆ ଏକ୍ସପୋର ଆୟୋଜନ

ନୂଆଦିଲ୍ଲୀ,୧୧ା୮: ଗୋଟିଏ ପ୍ଲାଟଫର୍ମରେ ଖାଦ୍ୟ, ସ୍ବାସ୍ଥ୍ୟ, ପ୍ୟାକେଜିଂ ଏବଂ ପ୍ରକ୍ରିୟାକରଣ ଶିଳ୍ପ ଆଣିବା ପାଇଁ ୧୭ରୁ ୧୯ଅଗଷ୍ଟ ମଧ୍ୟରେ ଏଫ୍‌ଆଇ ଇଣ୍ଡିଆ ଏକ୍ସପୋ ଆୟୋଜିତ ହେବ। ବାଣିଜ୍ୟ ଶୋ ଏଫ୍‌ ଇଣ୍ଡିଆ ଗ୍ରାହକ ଏବଂ ଶିଳ୍ପର ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ପ୍ରିମିୟମ…

ଆଜିଠୁ ନୁହରେ ଖୋଲିବ ସ୍କୁଲ

ଚଣ୍ଡିଗଡ,୧୧।୮: ଜୁଲାଇ ୩୧ରେ ହରିୟାଣାର ନୁହରେ ହିଂସା ପରେ କର୍ଫ୍ୟୁ ଲାଗୁ କରାଯିବା ସହ ସ୍କୁଲ ଏବଂ କଲେଜ ବନ୍ଦ ରହିଥିଲା। କିନ୍ତୁ ଆଜିଠାରୁ ସମସ୍ତ ବିଦ୍ୟାଳୟ ଖୋଲିବାକୁ ଯାଉଛି। ଏହା ସହିତ ବସ୍‌ ସେବା ମଧ୍ୟ ସମ୍ପୂର୍ଣ୍ଣ ପୁନରୁଦ୍ଧାର ହେବ।…

ଏହି ପ୍ରସିଦ୍ଧ କଲେଜର ନାଁ ବଦଳିଲା, ଏବେ ଆଇଆଇଏମ୍‌ ଭାବରେ ହେବ ପରିଚିତ

ମୁମ୍ବାଇ,୧୧ା୮: ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ସଂଶୋଧନ) ବିଲ୍‌ ୨୦୨୩ ଲୋକ ସଭା ଏବଂ ରାଜ୍ୟ ସଭାରୁ ଅନୁମୋଦନ ଲାଭ କରିଛି। ବର୍ତ୍ତମାନ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ (NITIE) ଆନୁଷ୍ଠାନିକ ଭାବରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?