ଜାତୀୟ

ଉତ୍ତରାଖଣ୍ଡ ବିଧାନସଭାର ମୌସୁମୀ ଅଧିବେଶନ ୫ ସେପ୍ଟେମ୍ବରରୁ ଆରମ୍ଭ, ଅନୁପୂରକ ବଜେଟ ଉପସ୍ଥାପନ କରିବେ ଧାମି ସରକାର

ଡେରାଡୁନ,୨୪।୮: ଉତ୍ତରାଖଣ୍ଡ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୫-୮ ପର୍ଯ୍ୟନ୍ତ ଡେରାଡୁନରେ ହେବ। ଏହି ଅଧିବେଶନରେ ସରକାର ଏକ ସପ୍ଲିମେଣ୍ଟାରୀ ବଜେଟ ମଧ୍ୟ ଉପସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ଦିଲ୍ଲୀରେ ବନ୍ଦ ରହିବ ସ୍କୁଲ, କଲେଜ, ବ୍ୟାଙ୍କ

ନୂଆଦିଲ୍ଲୀ,୨୪।୮: ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ସର୍ବସାଧାରଣ ଛୁଟି ଘୋଷଣା କରାଯାଇଛି। ସରକାରଙ୍କ ଏହି ଘୋଷଣା ପରେ ଅନେକ କାର୍ଯ୍ୟାଳୟ ବିଦ୍ୟାଳୟ-କଲେଜ, ବଜାର ଆଦି ପର୍ଯ୍ୟନ୍ତ ବନ୍ଦ ରହିବ। ଏହା ସହିତ ସରକାରଙ୍କ ଦ୍ୱାରା ଏକ…

ମଣିଶଙ୍କର ଆୟାରଙ୍କ ବୟାନକୁ ନେଇ କଂଗ୍ରେସକୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୪।୮: କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ବୟାନ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ଆକ୍ସନ ମୁଡରେ ଅଛି। ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଣିଶଙ୍କର ଆୟାରଙ୍କ ବୟାନକୁ ନେଇ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।…

ସାବଧାନ! ସାବୁନରେ ମିଶୁଛି ପଶୁ ଚର୍ବି

ଲକ୍ଷ୍ନୌ,୨୪ା୮: ଆପଣ ପ୍ରତିଦିନ ସାବୁନ ଲଗାଉଥିଲେ ହୋଇଯାଆନ୍ତୁ ସାବଧାନ। କାରଣ ଏହି ସାବୁନରେ ପଶୁ ଚର୍ବି ମିଶୁଛି। ଏପରି ଏକ ମାମଲା ୟୁପି ପୋଲିସ ଖୁଲାସା କରିଛି। ପୋଲିସ ତିନୋଟି କାରଖାନା ଉପରେ ଚଢ଼ାଉ କରି ବହୁ ପରିମାଣର ପଶୁ ଚର୍ବି…

ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ ଟେନିସ ଷ୍ଟାର୍‌ ରାଫେଲ ନାଡାଲ

ନୂଆଦିଲ୍ଲୀ,୨୪।୮: ବିଶ୍ୱର କିମ୍ବଦନ୍ତୀ ଟେନିସ ତାରକା ରାଫେଲ ନାଡାଲଙ୍କୁ ଆଇଟି କମ୍ପାନୀ ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଷ୍ଟକ ଏକ୍ସଚେଞ୍ଜ ସହିତ ଜଡିତ ଏକ ନିୟାମକପତ୍ରରେ ଇନଫୋସିସ ଏହା ପ୍ରକାଶ କରିଛି। ନାଡାଲଙ୍କ ସହ ଇନଫୋସିସ ୩ ବର୍ଷର ଚୁକ୍ତି କରିବ।…

ଜୋମାଟୋରୁ ଆରମ୍ଭ କରି କେଏଫ୍‌ସି ଯାଏ, ‘ଚନ୍ଦ୍ରୟାନ-୩’କୁ ନେଇ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ବିଜ୍ଞାପନ…

ନୂଆଦିଲ୍ଲୀ,୨୪।୮: ଭାରତର ‘ଚନ୍ଦ୍ରୟାନ-୨’ର ସଫଳତାକୁ ନେଇ ଚାରିଆଡେ ଚର୍ଚ୍ଚା। ବିକଶିତ ଦେଶଗୁଡ଼ିକକୁ ପଛରେ ପକାଇ ଭାରତ ଇତିହାସ ରଚିଥିବାରୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ। ଅନେକେ ନିଜସ୍ବ ଶୈଳୀରେ ଅଭିନନ୍ଦନ ଜଣାଉଛନ୍ତି। ଏହି କ୍ରମରେ ପଛରେ ସ୍ବତନ୍ତ୍ର ବିଜ୍ଞାପନ କରି ଚର୍ଚ୍ଚାକୁ…

ୟୁପିରେ କେହି ‘ଯାଦବ’ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ: ରାଜଭର

ନୂଆଦିଲ୍ଲୀ,୨୪।୮: ଏନଡିଏରେ ଯୋଗଦେବା ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ ପ୍ରକାଶ ରାଜଭର ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍‌ କରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ସେ ପୁଣି ଥରେ ଏସପି ମୁଖ୍ୟଙ୍କୁ ଟାର୍ଗେଟ କରି…

‘ହିସାବ କିତାବ ଆଉ ବେଶି ଦୂର ନୁହେଁ’, ଭାରତୀୟ କୁସ୍ତି ମହାସଂଘର ନିଲମ୍ବନକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ମମତା

କୋଲକାତା,୨୪।୮: ବିଶ୍ୱ କୁସ୍ତିର ସର୍ବୋଚ୍ଚ ସଂସ୍ଥା ୟୁଡବ୍ଲୁଡବ୍ଲୁ ନିର୍ଦ୍ଦାରିତ ସମୟରେ ନିର୍ବାଚନ ନ କରିବାକୁ ନେଇ ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)କୁ ଗୁରୁବାର ନିଲମ୍ବିତ କରି ଦିଆଯାଇଛି। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି…

ଖୁବ୍‌ଶୀଘ୍ର ମହାକାଶକୁ ଯିବ ମାନବ ଯାନ: ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୨୪ା୮: ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ମୁଖ୍ୟ ଏସ. ସୋମନାଥ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହାକୁ କିପରି ବର୍ଣ୍ଣନା କରିବି ମୋ’ ପାଖରେ ଶବ୍ଦ ନାହିଁ। ଏହା ସହିତ ସେ ସ୍ପେସ୍‌ ଏଜେନ୍ସିର ପରବର୍ତ୍ତୀ ମିଶନ ବିଷୟରେ କହିଥିଲେ।…

‘ଚନ୍ଦ୍ରୟାନ-୩’କୁ ନେଇ ସ୍ବତନ୍ତ୍ର ଭାବେ ଶୁଭେଚ୍ଛା ଜଣାଇଲା ଅମୂଲ

ଚନ୍ଦ୍ରୟାନ-୩ ଅଗଷ୍ଟ ୨୩ରେ ଜହ୍ନରେ ସଫଳତାର ସହ ଲ୍ୟାଣ୍ଡିଂ କରିଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ଭାରତର ଚର୍ଚ୍ଚା ହେଉଥିବା ବେଳେ ଅନେକ ଦେଶ ଶୁଭେଚ୍ଛା ଜଣାଉଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହା ଟ୍ରେଣ୍ଡ କରୁଛି। ଏହି କ୍ରମରେ ଅମୁଲ ଗ୍ରୁପ୍‌…

ବିଳମ୍ବ ହେବାରୁ ପ୍ଲାଟଫର୍ମ ଭିତରେ କାର୍‌ ପୂରାଇଦେଲେ ମନ୍ତ୍ରୀ

ଲକ୍ଷ୍ନୌ,୨୪।୮: ୟୁପିର ପଶୁପାଳନ ମନ୍ତ୍ରୀ ଧରମପାଲ ସିଂ ବିଳମ୍ବ ହେବାରୁ ଟ୍ରେନ ଚଢିବା ପାଇଁ ରେଳ ପ୍ଲାଟଫର୍ମ ଭିତରେ ନିଜ କାରକୁ ପୁରାଇ ଦେଇଛନ୍ତି। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଦେଖି ସେଠାରେ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ୟୁପି…

୨୦୨୪ ନିର୍ବାଚନରେ କାହିଁକି ମେଣ୍ଟରୁ ଦୂରେଇ ରହିବାକୁ ଘୋଷଣା କରିଥିଲେ ମାୟାବତୀ, କହିଲେ କାରଣ

ଲକ୍ଷ୍ନୌ,୨୪।୮: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଶାସକ ଦଳ ଭାଜପା ନେତୃତ୍ୱାଧୀନ ମେଣ୍ଟ ନିଜକୁ ମଜବୁତ କରିବାରେ ବ୍ୟସ୍ତ ଅଛି। ଏଥି ସହିତ ଏହି ନିର୍ବାଚନରେ ଲୋକ ସଭାରେ ସର୍ବାଧିକ ଆସନ ବିଶିଷ୍ଟ ରାଜ୍ୟ ଉତ୍ତରପ୍ରଦେଶ ଉପରେ ରହିଛି। ୟୁପିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri