ଜାତୀୟ

ଚାଇନା-ପାକିସ୍ତାନ ସୀମାରେ ମେଗା ସମରାଭ୍ୟାସ ଆୟୋଜନ କରିବ ବାୟୁସେନା

ନୂଆଦିଲ୍ଲୀ,୧।୮: ଚାଇନା ଏବଂ ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ମେଗା ସମରାଭ୍ୟାସ ଆୟୋଜନ କରିବ। ବାୟୁସେନା ସମରାଭ୍ୟାସ ସେପ୍ଟେମ୍ବର ୪ରୁ ଆରମ୍ଭ ହେବ, ଯାହାକି ୧୧ ଦିନ ଧରି ଚାଲିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ବାୟୁସେନାର ୱେଷ୍ଟର୍ଣ୍ଣ କମାଣ୍ଡ ଏହି…

ଆଦିତ୍ୟ-ଏଲ୍‌୧ ଲଞ୍ଚ ପାଇଁ ଆମେ ପ୍ରସ୍ତୁତ: ଏସ ସୋମନାଥ

ବେଙ୍ଗାଲୁରୁ,୧।୮: ଚନ୍ଦ୍ରୟାନ-୩ ମିଶନର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧ ଲଞ୍ଚ କରିବାକୁ ଯାଉଛି। ଆଜିଠାରୁ ଆଦିତ୍ୟ- ଏଲ୍‌୧ ଲଞ୍ଚ ପାଇଁ କାଉଣ୍ଟଡାଉନ ଆରମ୍ଭ ହେବ ବୋଲି ଇସ୍ରୋ ଚେୟାରମ୍ୟାନ ଏସ…

ଚନ୍ଦ୍ରରେ ସଲ୍‌ଫର ଥିବା ସ୍ପଷ୍ଟକଲା ରୋଭର

ବେଙ୍ଗାଲୁରୁ,୧ା୯:ଚନ୍ଦ୍ରର ଦକ୍ଷିଣ ମେରୁରେ ସଲ୍‌ଫର (ଗନ୍ଧକ) ଏବଂ ଅନ୍ୟାନ୍ୟ ଉପାଦାନ ରହିଥିବା ରୋଭର ପ୍ରଜ୍ଞାନ ପୁଣିଥରେ ସ୍ପଷ୍ଟ କରିଛି। ଏଥର ଭିନ୍ନ ପ୍ରଯୁକ୍ତିରେ ରୋଭର ଉପରୋକ୍ତ ଉପାଦାନ ରହିଥିବା ଜାଣିବାକୁ ପାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ…

ସୋରୋସ୍‌ ଖୋଲିଲେ ଆଦାନୀ ପେଡ଼ି

ନୂଆଦିଲ୍ଲୀ,୧ା୯(ପି.ଟି.):ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ସମୂହ ବିରୋଧରେ ନୂଆ ଅଭିଯୋଗ ଆସିଛି। ଆଦାନୀ ଗ୍ରୁପ୍‌ ଶେୟାରରେ ଆଦାନୀଙ୍କ ପରିବାର ସହଯୋଗୀମାନେ ଗୋପନୀୟ ଭାବେ ବହୁ କୋଟି ଟଙ୍କା ନିବେଶ କରିଥିଲେ। ମରିସସ୍‌ରେ ଥିବା ଓପାକ୍‌ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ ଜରିଆରେ ଏହି ବୃହତ୍‌…

କଳ୍ପନାଜଳ୍ପନା ଭିତରେ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ,୧ା୯(କୁଲଦୀପ ସିଂ):ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଚାଲିବ ବୋଲି ଗୁରୁବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ମୋଦି ସରକାରଙ୍କ ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ପଛର କାରଣକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବାରେ…

ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ପଶୁପଲ ସହ ତୁଳନା କଲେ ଭାଜପା ନେତା

ମୁମ୍ବାଇ,୧।୮: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିରୋଧୀ ‘ଇଣ୍ଡିଆ’ ମିଳିତ ମେଣ୍ଟକୁ ‘ଏଜେଣ୍ଡା-ବିହୀନ’ ବୋଲି କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହିଷ୍କାର କରିବା ଏହାର ଏକମାତ୍ର ଉଦ୍ଦେଶ୍ୟ ବୋଲି କହିଛି। ଏଥି ସହିତ ଭାରତୀୟ ଜନତା ପାର୍ଟିର ମହାରାଷ୍ଟ୍ର ୟୁନିଟ…

ଗୋଟିଏ ପରିବାରର ୩ ଜଣଙ୍କୁ ପିଟି ପିଟି ହତ୍ୟା

ରାଞ୍ଚି, ୩୧ା୮: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଉପକଣ୍ଠ ଓର୍ମାଞ୍ଝି ଥାନା ଅଧୀନ ଝାଞ୍ଝି ଟୋଲା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୨ଜଣ ମହିଳାଙ୍କ ସମେତ ୩ଜଣଙ୍କୁ ପ୍ରାୟ ୧୦ଜଣ ବ୍ୟକ୍ତି ପିଟିପିଟି ମାରି ଦେଇଥିବା ଅଭିଯୋଗ…

ରାଜସ୍ଥାନ ନିର୍ବାଚନ ୨୦୨୩: ଏହିଦିନ ଜାରି ହୋଇପାରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା

ଜୟପୁର,୩୧।୮: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଦଳ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ୨୦୦ ବିଧାନସଭା ଆସନ ଲାଗି ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲାଣି।ଗତ ତିନି ଦିନ ଧରି ସ୍କ୍ରିନିଂ କମିଟିର ସଭାପତି ଗୋରବ…

ଅମରନାଥ ଯାତ୍ରା ଶେଷ: ବାବାଙ୍କ ଦର୍ଶନ କଲେ ୪.୪୨ ଲକ୍ଷ ଭକ୍ତ

ନୂଆଦିଲ୍ଲୀ,୩୧।୮: ଛରି ମୁବାରକ ପୂଜା ସହିତ ଅମରନାଥ ବାର୍ଷିକ ଯାତ୍ରା ସମାସ୍ତା ହୋଇଛି। ଏଥର ପ୍ରାୟ ସାଢେ ଚାରି ଲକ୍ଷ ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିଥିଲେ। ଗୁରୁବାର ସକାଳେ ଅମରନାଥ ଯାତ୍ରାର ଛରି ମୁବାରକ ପବିତ୍ର ଗୁମ୍ଫାରେ ପହଞ୍ଚିଥିଲା। ପବିତ୍ର…

ବନ୍ଦେ ଭାରତ, ହମ ସଫର ଏକ୍ସପ୍ରେସରେ ଯାତ୍ରା କରିପାରିବେ କେନ୍ଦ୍ର ସରକାରଙ୍କ କର୍ମଚାରୀ

ନୂଆଦିଲ୍ଲୀ,୩୧।୮: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟାଳୟ ସ୍ମାରକପତ୍ର ଅନୁଯାୟୀ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ହାଇ ସ୍ପିଡ ଟ୍ରେନ ‘ବନ୍ଦେ ଭାରତ’ ଏବଂ…

ଏମିତି ପ୍ରଦୂଷଣ ବଢିଲେ କମ ହେବ ଜୀବନର ୫.୩ ବର୍ଷ ଆୟୁଷ! ନୂଆ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୩୧।୮: ସାରା ବିଶ୍ୱରେ ଏବେ ପ୍ରଦୂଷଣ ଏକ ଜ୍ୱଳନ୍ତ ପ୍ରସଙ୍ଗ। ଏଡାଦ୍ୱାରା ଲୋକଙ୍କ ଜୀବନ ବହୁ ପରିମାଣରେ ପ୍ରଭାବିତ ହେଉଛି। ସିକାଗୋ ବିଶ୍ୱିଦ୍ୟାଳୟର ଏକ ରିପୋର୍ଟରେ କୁହାଯାଇଛି କି ବାୟୁ ପ୍ରଦୂଷଣ ଦକ୍ଷିଣ ଏସିଆରେ ରହୁଥିବା ଲୋକଙ୍କ ଜୀବନରେ ୫.୧ ବର୍ଷ…

ସ୍ତ୍ରୀଙ୍କୁ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କା ଭରଣପୋଷଣ ଦେବେ ଉମର ଅବଦୁଲ୍ଲା

ନୂଆଦିଲ୍ଲୀ,୩୧।୮: ନ୍ୟାଶନାଲ୍‌ କନଫରେନ୍ସ ଉପାଧ୍ୟକ୍ଷ ଉମର ଅବଦୁଲ୍ଲା ସ୍ତ୍ରୀ ପାୟଲଙ୍କୁ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କାର ଭରଣପୋଷଣ ଦେବେ। ଓମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୁଅର ଶିକ୍ଷା ପାଇଁ ଅବଦୁଲ୍ଲାଙ୍କୁ ମାସକୁ ୬୦,୦୦୦ଟଙ୍କା ଦେବାକୁ ପଡିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri