ମୁମ୍ବାଇରେ ୬୯ କିଲୋଗ୍ରାମ ସୁନା, ୩୩୬ କିଲୋଗ୍ରାମ ରୁପାରେ ନିର୍ମିତ ଗଣେଶ ମୂର୍ତ୍ତି, ୩୬୦ କୋଟି ଟଙ୍କାର ବୀମା …

ମୁମ୍ବାଇ,୧୮।୯ : ମହାରାଷ୍ଟ୍ରରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ଜିଏସବି ସେବା ମଣ୍ଡଳ ୧୯ ସେପ୍ଟେମ୍ବରରୁ ଗଣପତି ପୂଜା ପାଇଁ ସବୁଠାରୁ ଦାମୀ ଗଣେଶ ପ୍ରତିମା ସ୍ଥାପନ କରିଛନ୍ତି। ଏହା ମୁମ୍ବାଇର ସବୁଠାରୁ ଧନୀ ମଣ୍ଡଳ ଭାବରେ ଜଣାଶୁଣା ୍‌। ଏଥର ବୋର୍ଡ ଗଣପତି ପୂଜା ପାଇଁ ସୁନା ଓ ରୂପା ବର୍ଷା କରିଛି।

ଭଗବାନ ଗଣେଶଙ୍କ ଏହି ପ୍ରତିମା ୬୯ କିଲୋଗ୍ରାମ ସୁନା ଏବଂ ୩୩୬ କିଲୋଗ୍ରାମ ରୂପାରେ ନିର୍ମିତ। ବୋର୍ଡର ଜଣେ ପ୍ରତିନିଧୀ ଗଣମାଧ୍ୟମକୁ କହିଛନ୍ତି ସେମାନେ ମଧ୍ୟ ୩୬୦.୪୫ କୋଟି ଟଙ୍କା ବୀମା ନେଇଛନ୍ତି।

ଚଳିତ ବର୍ଷ ଆମେ ୬୯ତମ ଗଣେଶ ଉତ୍ସବ ପାଳନ କରିବାକୁ ଯାଉଛୁ। ଗଣେଶଙ୍କ ଏହି ପ୍ରତିମୂର୍ତ୍ତି ପାଇଁ ୩୬ କିଲୋଗ୍ରାମ ରୂପା ଏବଂ ୨୫୦ ଗ୍ରାମ ସୁନାର କୁଣ୍ଡଳ ମଧ୍ୟ ତିଆରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ପାଇଁ ନିଶାଦ୍ରବ୍ୟ କାରବାରରେ ଲଗାମ ଅପରିହାର୍ଯ୍ୟ

ନିଶାଦ୍ରବ୍ୟ ସମାଜକୁ ପଙ୍ଗୁ କରିଦିଏ। ସମାଜ, ଦେଶ ତଥା ସମଗ୍ର ପୃଥିବୀର ବିକାଶ ପାଇଁ ନିଶାଦ୍ରବ୍ୟ କାରବାରରେ ଲଗାମ ଅପରିହାର୍ଯ୍ୟ। ଏଥିରୁ ଦୂରେଇ ରହିବା ପାଇଁ...

କରୁଣାନିଧି- ଜୟାଲଳିଥାଙ୍କ ବିନା ତାମିଲନାଡୁ ରାଜନୀତି ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୬।୪: ତାମିଲନାଡୁ ରାଜନୀତିରେ ପ୍ରଥମଥର ଲାଗି ଦ୍ରାବିଡ ଆନ୍ଦୋଳନର ମହତ୍ୱପୂର୍ଣ୍ଣ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧି ଓ ଜେ ଜୟାଲଳିଥାଙ୍କ...

ଆର୍‌ଏସ୍‌ଏସ୍‌ ଖୋଲିବ ସୈନିକ ସ୍କୁଲ

ନୂଆଦିଲ୍ଲୀ,୨୯।୭: ଆର୍‌ଏସ୍‌ଏସ୍‌ ପକ୍ଷରୁ ଉତ୍ତରପ୍ରଦେଶରେ ସୈନିକ ସ୍କୁଲ ଖୋଲାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଠାରେ ଶିକ୍ଷାର୍ଥୀଙ୍କୁ ସେନା ଅଧିକାରୀ ହେବା ପାଇଁ ତାଲିମ୍‌ ଦିଆଯିବ।...

ମୋଦିଙ୍କ ନେତୃତ୍ୱ: ଓଡ଼ିଶା ପାଇଁ ସକାରାତ୍ମକ ଦୃଷ୍ଟିଭଙ୍ଗୀ

ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରି ଓଡ଼ିଆ ଅସ୍ମିତାର ପ୍ରତୀକ ପାଲଟି ଯାଇଛନ୍ତି। ସେ ପ୍ରଥମ...

ଡାର୍କ ଓ୍ବେବ୍‌ରେ ନକଲି ଟିକା

ନୂଆଦିଲ୍ଲୀ, ୧୫ା୧୨: କୋଭିଡ୍‌-୧୯ ମହାମାରୀରୁ ବର୍ତ୍ତିବା ପାଇଁ ଟିକା ଏକମାତ୍ର ଆଶା ହୋଇଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ସାଇବର ଅପରାଧୀ। କୌଣସି ବିଶ୍ୱସ୍ତ ସର୍ଚ୍ଚ ଇଞ୍ଜିନ...

ପ୍ରତିବନ୍ଧକ ବିରୋଧରେ ଧାରଣାରେ ବସିବେ ମମତା

କୋଲକାତା, ୧୨ା୪- ନିର୍ବାଚନ ଆୟୋଗ (ଇସି) ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ବିରୋଧରେ କୋଲକାତାସ୍ଥିତ...

କଶ୍ମୀର: ୨୬ ଗୃହବନ୍ଦୀଙ୍କ ଉପରୁ ପିଏସ୍‌ଏ ହଟିଲା

ଶ୍ରୀନଗର,୧୧ା୧(ପି.ଟି.): ଇଣ୍ଟରନେଟ ବନ୍ଦ ଏବଂ ଉପତ୍ୟକାରେ କଟକଣାକୁ ନେଇ ସୁପ୍ରିମକୋର୍ଟ ସରକାରଙ୍କୁ ସମାଲୋଚନା କରିବା ପରେ ଜମ୍ମୁ-କଶ୍ମୀର ପ୍ରଶାସନ ଅଟକ ଥିବା ୨୬ ଜଣଙ୍କ ଉପରୁ...

କରୋନା ଟିକା ଯୋଗୁ ଓ୍ବାର୍ଡ ବୟଙ୍କ ହୋଇନି ମୃତ୍ୟୁ: ପୋଷ୍ଟମୋର୍ଟମ ରିପୋର୍ଟ

ମୋରାଦାବାଦ୍‌,୧୮।୧: କରୋନା ଟିକା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶ ମୋରାଦାବାଦ୍‌ରେ ଜିଲା ହସ୍ପିଟାଲରେ କାମ କରୁଥିବା ୪୬ ବର୍ଷ ବୟସ୍କ ଓ୍ବାର୍ଡ...

Advertisement
Archives

Model This Week