ଜାତୀୟ

ଆଜି ପ୍ରଧାନମନ୍ତ୍ରୀଙ୍କ କାଶୀ ଗସ୍ତ, ପୂର୍ବାଞ୍ଚଳର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନିର୍ବାଚନମଣ୍ଡଳୀ ବାରାଣାସୀ ଗସ୍ତ କରିବେ। ରାଜାତାଲାବ ନିକଟ ଗଞ୍ଜାରୀରେ ପୂର୍ବାଞ୍ଚଳର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିବା ସହିତ ଏକ ସାଧାରଣ ସଭା ମଧ୍ୟ କରିବେ ଏବଂ ଆସନ୍ତା ବର୍ଷ ଲୋକ ସଭା…

ରାମନାଥଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଏକ ଦେଶ, ଏକ ନିର୍ବାଚନ ବୈଠକ

ନୂଆଦିଲ୍ଲୀ,୨୩।୯: ଦେଶରେ ଏକକାଳୀନ ନିର୍ବାଚନ ହେବାର ସମ୍ଭାବନାକୁ ବିଚାର କରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସମ୍ଭାବନା ଉପରେ ଆଗକୁ ବଢିବାର ବାହ୍ୟରେଖା ସ୍ଥିର ହେବ। ଏହା ବ୍ୟତୀତ ନିର୍ବାଚନ…

ଦ୍ୱିତୀୟ ସର୍ବାଧିକ ଫଳପ୍ରଦ ଅଧିବେଶନ

ନୂଆଦିଲ୍ଲୀ,୨୩ା୯: ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଅବସରରେ ଉଭୟ ଲୋକ ସଭା ଓ ରାଜ୍ୟ ସଭା ଧାର୍ଯ୍ୟ ସମୟଠାରୁ ଅଧିକ ସମୟ କାର୍ଯ୍ୟ କରିଛି। ସପ୍ତଦଶ ଲୋକସଭାର ଏହା ଏକମାତ୍ର ଅଧବବେଶନ, ଯେଉଁଠି ମୁଲତବୀ ଯୋଗୁ ନିମ୍ନ ସଦନର ସମୟ ଆଦୌ ବରବାଦ…

‘ମୁସଲମାନ ଆତଙ୍କବାଦୀ’ କହିଲେ ବିଧୁରୀ

ନୂଆଦିଲ୍ଲୀ,୨୩ା୯: ସଂସଦ ସ୍ବତନ୍ତ୍ର ଅଧିବେଶନରେ ଭାଜପାର ଲୋକ ସଭା ସଦସ୍ୟ ରମେଶ ବିଧୁରୀ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଛନ୍ତି। ନିମ୍ନ ସଦନରେ ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ…

ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୨୩ା୯: ଜାତିଆଣ ହିଂସା ପ୍ରଭାବିତ ମଣିପୁରରେ ସମସ୍ତ ଉତ୍ସରୁ ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର କରାଯାଇଥିବା ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। କେନ୍ଦ୍ର ଏବଂ ମଣିପୁର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତି ଡି.ଓ୍ବାଇ.…

କୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗା ପରିସର ସର୍ଭେରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ମଥୁରା କୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗା ମସ୍‌ଜିଦ ପରିସରର ସର୍ଭେ ପାଇଁ ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଆବେଦନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଶାହି ଇଦ୍‌ଗା ମସ୍‌ଜିଦ ସ୍ଥାନରେ ପୂର୍ବରୁ ହିନ୍ଦୁ ମନ୍ଦିର…

ଭାରତର ଭୁଲ୍‌ ମାନଚିତ୍ର ଦେଖାଇଲା ମୋଟୋଜିପି

ନୂଆଦିଲ୍ଲୀ,୨୩ା୯: ମୋଟରସାଇକେଲ ରେସିଂ ପ୍ରତିଯୋଗିତା ମୋଟୋଜିପି ଏହାର ସିଧାପ୍ରସାରଣ ବେଳେ ଭାରତର ଏକ ଭୁଲ୍‌ ମାନଚିତ୍ର ପ୍ରଦର୍ଶିତ କରିଥିବାରୁ ଶୁକ୍ରବାର ଏଥିପାଇଁ ଭୁଲ୍‌ ମାଗିଛି। ମୋଟୋଜିପି ଦେଖାଇଥିବା ମାନଚିତ୍ରରେ ଜମ୍ମୁ-କଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ନ ଥିଲା। ଉକ୍ତ ସ୍ପୋଟର୍‌ସ…

ବନ୍ଦେ ଭାରତ ରୁଟ୍‌ ପାର୍ଶ୍ୱରେ ବାଡ଼ ହେବ

ଚେନ୍ନାଇ,୨୩ା୯: ଆଗାମୀ ଦିନରେ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ପାଇଁ ରେଲ୍‌ଓ୍ବେ ଯୋଜନା କରୁତ୍ଛି। ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଯିବାକୁ ଥିବା ଏହି ଟ୍ରେନ୍‌ଠାରୁ ଲୋକ ଓ ଗୋରୁଗାଈଙ୍କୁ ବାହାରେ ରଖିବା ଲାଗି ରୁଟ୍‌ଗୁଡ଼ିକୁ ବାଡ଼ବନ୍ଦୀ କରିବା ପାଇଁ…

୨୫ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇପାରେ

ନୂଆଦିଲ୍ଲୀ,୨୩ା୯: ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଶୁକ୍ରବାର କୁହାଯାଇଛି। ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୧ରେ କେରଳ ଛୁଇଁବା ପରେ ଜୁଲାଇ ୮ ସୁଦ୍ଧା…

ଆଲୁମିନିୟମ କାରଖାନାରେ ବିସ୍ଫୋରଣ: ୨ ମୃତ

ହଜାରିବାଗ,୨୩ା୯: ଝାଡ଼ଖଣ୍ଡର ହଜାରିବାଗ ଜିଲାରେ ଥିବା ଏକ ଆଲୁମିନିୟମ କାରଖାନାର ବଏଲରରେ ଶୁକ୍ରବାର ବିସ୍ଫୋରଣ ଘଟି ୨ ଜଣଙ୍କ ଜୀବନ ଯାଇଛି। ଅପରାହ୍ନ ୧ଟା ପରେ ଏହି ବିସ୍ଫୋରଣ ଘଟିଥିବାବେଳେ ଏହାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏହାର ତଦନ୍ତ ଚାଲିଥିବା…

ଇଭିଏମ୍‌ ସୋର୍ସ କୋଡ୍‌ର ଅଡିଟ୍‌ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୨ା୯(ପି.ଟି.): ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ର ସୋର୍ସ କୋଡ୍‌ର ନିରପେକ୍ଷ ଅଡିଟ୍‌ କରିବା ପାଇଁ ଦାଏର ଏକ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ନିର୍ବାଚନ କମିଶନ ସାମ୍ବିଧାନିକ ନିର୍ଦ୍ଦେଶର ଆବମାନନା କରିଥିବାର କୌଣସି ସୂଚନା ନ…

ଆଲୁମିନିୟମ କାରଖାନାରେ ବିସ୍ଫୋରଣ: ୨ ମୃତ

ହଜାରିବାଗ,୨୨ା୯: ଝାଡ଼ଖଣ୍ଡର ହଜାରିବାଗ ଜିଲାରେ ଥିବା ଏକ ଆଲୁମିନିୟମ କାରଖାନାର ବଏଲରରେ ଶୁକ୍ରବାର ବିସ୍ଫୋରଣ ଘଟି ୨ ଜଣଙ୍କ ଜୀବନ ଯାଇଛି। ଅପରାହ୍ନ ୧ଟା ପରେ ଏହି ବିସ୍ଫୋରଣ ଘଟିଥିବାବେଳେ ଏହାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏହାର ତଦନ୍ତ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?