ଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ମୃତ, ୮ ଆହତ

ଜୟପୁର,୧୫।୧୦: ରାଜସ୍ଥାନର ଡୁଙ୍ଗରପୁର ଜିଲାର ବିଚିୱାଡା ପୋଲିସ ଷ୍ଟେଶନ ଅଞ୍ଚଳରେ ରବିବାର ଅପରାହ୍ନରେ ଟ୍ରକ ଏବଂ ଜିପ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୮ ଜଣ ଆହତ ହୋଇଛନ୍ତି। ପୋଲିସ ଅଧିକାରୀ ମଦନଲାଲ…

ଏଏପିରେ ଯୋଗଦେଲେ ଅଭିନେତ୍ରୀ ଗୌରୀ

ନୂଆଦିଲ୍ଲୀ,୧୫।୧୦: ବିଗ ବସ ଫେମ୍‌ ତଥା ଅଭିନେତ୍ରୀ ଗୌରୀ ନାଗୌରୀ ଆମ ଆଦମୀ ପାର୍ଟି (ଏଏପି) ରେ ଯୋଗ ଦେଇଛନ୍ତି। ରାଜନୀତିରେ ପ୍ରବେଶ କରିବା ପରେ ଗୌରୀ କହିଛନ୍ତି, ମୁଁ ନାଗୌରକୁ ପରିଚୟ ଦେବାକୁ ଚାହୁଁଛି, ତେଣୁ ମୁଁ ଆମ ଆଦମୀ…

ଚିଠି ହେଲା ଭାଇରାଲ, ଇସ୍ତଫା ଖବରକୁ ଖଣ୍ଡନ କଲେ ଦିଗବିଜୟ

ନୂଆଦିଲ୍ଲୀ,୧୫।୧୦: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମପି ଦିଗବିଜୟ ସିଂଙ୍କ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ଖବର ମିଥ୍ୟା ପ୍ରମାଣିତ ହୋଇଛି। ପ୍ରକୃତରେ ସିଂଙ୍କ ଇସ୍ତଫା ସମ୍ପର୍କିତ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କୌଣସି…

ମାମୁଙ୍କୁ ଟକ୍କର ଦେବେ କଂଗ୍ରେସର ‘ହନୁମାନ’!

ଭୋପାଳ,୧୫।୧୦: କଂଗ୍ରେସ ରବିବାର ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୧୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ସେ ତାଙ୍କ ଗଡ଼ ଛିନ୍ଦୱାଡାରୁ ନିର୍ବାଚନ ଲଢିବେ। ଏହା…

ଇସ୍ତଫା ଦେଲେ ଦିଗବିଜୟ

ନୂଆଦିଲ୍ଲୀ,୧୫।୧୦: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମପି ଦିଗବିଜୟ ସିଂ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଏହାର ସୂଚନା ସେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ଥରିଲା ରାଜଧାନୀ

ନୂଆଦିଲ୍ଲୀ,୧୫।୧୦: ରାଜଧାନୀ ଦିଲ୍ଲୀରେ ରବିବାର ଅପରାହ୍ନ ୪.୮ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଫରିଦାବାଦ ଥିଲା। କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇ…

ମୁଖ୍ୟମନ୍ତ୍ରୀ ହୋଇ କମଲନାଥ ଧନ ସମ୍ପତ୍ତି ପାଇଁ କାନ୍ଦିଛନ୍ତି: ଶିବରାଜ…

ଭୋପାଳ,୧୫।୧୦ : (୦୧) ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଦାତିଆ ଜିଲାରେ ଏକ ରାଲିରେ କଂଗ୍ରେସ ରାଜ୍ୟ ମୁଖ୍ୟ କମଲ ନାଥଙ୍କୁ କଡ଼ା ସମାଲୋଚନା କରି ତାଙ୍କୁ କାନ୍ଦୁଥିବା ମୁଖ୍ୟମନ୍ତ୍ରୀ’ ବୋଲି କହିଛନ୍ତି। କମଲ ନାଥ ୨୦୧୮ ରେ…

ବିଆରଏସଙ୍କ ମନିଫେଷ୍ଟୋରେ ଉପହାର ବର୍ଷା, ୨ ବିଏଚକେ ଘର, ୪୦୦ ଟଙ୍କାରେ ସିଲିଣ୍ଡର, ୫ ଲକ୍ଷର ବୀମା

ହାଇଦ୍ରାବାଦ,୧୫।୧୦: ତେଲଙ୍ଗାନାରେ ଘୋଷଣା ହୋଇ ସାରିଛି ବିଧାନସଭା ନିର୍ବାଚନ ତାରିଖ। ଏହି ତାରିଖ ଘୋଷଣା ହେବା ପରେ ଶାସକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) ରବିବାର ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ବିଆରଏସ ମନିଫେଷ୍ଟୋରେ ଜନସାଧାରଣଙ୍କୁ ଅନେକ ଜନପ୍ରିୟ…

ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦର ନେଇ ଇଣ୍ଡିଆ ମେଣ୍ଟରେ ଫାଟ: କଂଗ୍ରେସ-ସିପିଆଇ (ଏମ) ମୁହାଁମୁହିଁ…

କୋଚି,୧୫।୧୦ : (୦୧) କେରଳର ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦର ପ୍ରକଳ୍ପର ଶ୍ରେୟକୁ ନେଇ ଇଣ୍ଡିଆ ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ମେଣ୍ଟର ସହଯୋଗୀ ସିପିଆଇ (ଏମ) ଏବଂ ବିରୋଧୀ କଂଗ୍ରେସ ଦଳ ମଧ୍ୟରେ ତୀବ୍ର ବିତର୍କ ଆରମ୍ଭ ହୋଇଛି। ଏହି ପ୍ରକଳ୍ପର…

୧୯୮୪ ଶିଖ ହିଂସା ପଛରେ କମଲ ନାଥଙ୍କ ହାତ: କୈଳାସ ବିଜୟଭର୍ଗୀୟ…

ଭୋପାଳ,୧୫।୧୦ :(୦୧) ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଛିନ୍ଦୱାଡା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଦଳ ଦ୍ୱାରା କମଲ ନାଥ ପ୍ରାର୍ଥୀ ହେବା ପରେ ଭାଜପା ନେତା କୈଳାସ ବିଜୟଭର୍ଗୀଆ ତାଙ୍କୁ ୧୯୮୪ ମସିହାରେ ହୋଇଥିବା ଶିଖ ବିରୋଧୀ ହିଂସା ପାଇଁ…

ନୀତୀଶ ଦ୍ୱିତୀୟ ଗାନ୍ଧୀ: ଜେଡିୟୁ ପୋଷ୍ଟର ଦେଖି ଭାଜପା-ଆରଜେଡି ଅସନ୍ତୁଷ୍ଟ…

ପାଟନା,୧୫।୧୦ : (୦୧) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ରାଜନୈତିକ ଦଳ ଜନତା ଦଳ (ୟୁନାଇଟେଡ) ର ସଦସ୍ୟମାନେ ପାଟନାରେ ପ୍ରଦର୍ଶିତ ପୋଷ୍ଟରରେ ଦେଶର ଦ୍ୱିତୀୟ ଗାନ୍ଧୀ ବୋଲି ବର୍ଣ୍ଣନା କରିଛନ୍ତି। ସମାନତା ତଥା ସାମାଜିକ ସଂସ୍କାରକୁ ପ୍ରୋତ୍ସାହିତ କରିବା…

ବିନା ହେଲମେଟରେ ଗାଡ଼ି ଚଳାଇଲେ ଅଧୀର ରଂଜନ: ପଚାରିବାରୁ କହିଲେ, ପୋଲିସ ଦଣ୍ଡ ଦେଲେ ଅସୁବିଧା ନାହିଁ

ନୂଆଦିଲ୍ଲୀ,୧୫।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାର ବ୍ରହ୍ମପୁର ନିକଟରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ବିନା ହେଲମେଟରେ ବାଇକ ଚଲାଇବାର ଏକ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଇରାଲ ହୋଇଥିବା ଏହି ଭିଡିଓରେ କଂଗ୍ରେସ ନେତାମାନେ କାର୍ଯ୍ୟକର୍ତ୍ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?