ଜାତୀୟ

ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତା ଏବଂ ଏଚ୍‌ଆର୍‌ ମୁଖ୍ୟଙ୍କ ଆତଙ୍କବାଦ ନିରୋଧୀ ଆଇନ ୟୁଏପିଏରେ ଗିରଫ ମାମଲା: ଦିଲ୍ଲୀ ପୋଲିସକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୧୦: ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଏବଂ ଏଚ୍‌ଆର୍‌ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଆତଙ୍କବାଦ ନିରୋଧୀ ଆଇନ ୟୁଏପିଏରେ ଗିରଫ କରାଯିବାକୁ ବିରୋଧ କରି ସେମାନେ କରିଥିବା ଆବେଦନ ଆଧାରରେ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ଜବାବ ମାଗିଛନ୍ତି। ପ୍ରବୀର ଓ ଅମିତ…

ଆରଆରଟିଏସ କରିଡରର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, କହିଲେ ମୁଁ ପିଲାଦିନ ରେଳ ପ୍ଲାଟଫର୍ମରେ ବିତାଇଛି

ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସାହିବାବାଦ ରାପିଡଏକ୍ସ ଷ୍ଟେଶନରେ ଦେଶକୁ ଦିଲ୍ଲୀ-ଗାଜିଆବାଦ-ମେରଠ ଆରଆରଟିଏସ କରିଡର ଉପହାର ଦେଇଛନ୍ତି। ସାହିବାବାଦ ଏବଂ ଦୁହାଇ ଡିପୋ ମଧ୍ୟରେ ଚାଲିବାକୁ ଥିବା ପ୍ରଥମ ରାପିଡଏକ୍ସ ଟ୍ରେନକୁ ସବୁଜ ପତାକା ଦେଖାଛନ୍ତି। ଏହିପରି ଭାବରେ ଦେଶରେ…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଭୋପାଳ,୨୦।୧୦: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି, ଯେଉଁଥିରେ ୮୫ ଟି ଆସନ ପାଇଁ ନାମ ଘୋଷଣା କରାଯାଇଛି। ତିନୋଟି ବିଧାନସଭା ଆସନ ମଧ୍ୟ ଅଛି ଯେଉଁଥିରେ ପୂର୍ବରୁ ଘୋଷିତ…

ପୁଅ ନାଁରେ ବଳାତ୍କାର ଅଭିଯୋଗ, ପିତାଙ୍କ କଟିଲା ଟିକେଟ୍‌

ଭୋପାଳ,୨୦।୧୦: ମଧ୍ୟପ୍ରଦେଶ କଂଗ୍ରେସ କମିଟି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ବାଦନାଗର ବିଧାୟକ ମୁର୍ଲି ମୋରୱାଲଙ୍କ ଟିକେଟ କାଟି ଦିଆଯାଇଛି। ମୋରୱାଲଙ୍କ ପୁଅ କଂଗ୍ରେସ ନେତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା, ଯାହା ପରେ ତାଙ୍କ…

ହିଂସାଗ୍ରସ୍ତ ମଣିପୁରରେ ସୁରକ୍ଷା ବାହିନୀଙ୍କ ବଡ କାର୍ଯ୍ୟାନୁଷ୍ଠାନ, ସର୍ଚ୍ଚ ଅପରେଶନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳି ଜବତ

ଇମ୍ଫାଲ,୨୦।୧୦: ମଣିପୁରର ଇମ୍ଫାଲ ପୂର୍ବ ଜିଲାରେ ସୁରକ୍ଷା ବାହିନୀଙ୍କ ସର୍ଚ୍ଚ ଅପରେଶନ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଗୁରୁବାର ଇମ୍ଫାଲ ପୂର୍ବ ଜିଲାର ସାଗୋଲମାଙ୍ଗ ପୋଲିସ ଷ୍ଟେଶନ ସୀମା ଅନ୍ତର୍ଗତ ଶାନ୍ତିପୁର, ଖାମେନଲୋକ ଏବଂ ୱାକନ…

ମୁଖ୍ୟମନ୍ତ୍ରୀଙ୍କ ଆଗରେ ହାତ ଯୋଡି ନ୍ୟାୟ ମାଗିଲେ ମା’-ଝିଅ

ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶର ହାଥରସରେ ଭାଜପା ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ହଠାତ୍‌ ଏକ ରୋଚକ ଘଟଣା ଘଟିଛି। ଦୁଇଜଣ ମହିଳା ମଞ୍ଚରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାମ୍ନାରେ ହାତ ଯୋଡି ନ୍ୟାୟ ମାଗିଥିଲେ। ଏହି କାର୍ଯ୍ୟକ୍ରମରେ ନାରୀ ଶକ୍ତି…

ହୀରାନନ୍ଦାନିଙ୍କ ମୁଣ୍ଡରେ ବନ୍ଧୁକ ରଖାଯାଇ ଚିଠିରେ କରାଯାଇଛି ଦସ୍ତଖତ:ମହୁଆ ମୋଇତ୍ରା

ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବା ପାଇଁ ଟିଏମସି ଏମ୍‌ପି ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି ବୋଲି ହୀରାନନ୍ଦାନି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ବଦନାମ…

ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ଦୟାକରି ମୋ ପାଇଁ ବସୁନ୍ଧରା ରାଜେଙ୍କୁ ନ ଦିଆଯାଉ

ଜୟପୁର,୨୦।୧୦: ରାଜସ୍ଥାନ ବିଧାନସଭା ନିର୍ବାଚନ ଘୋଷଣା ପରେ ରାଜନୈତିକ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ଭାଜପାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ପକ୍ଷପାତିତା ନେଇ ଦଳକୁ ଟାର୍ଗେଟ୍‌…

ପୂର୍ବତନ ଅଧିନାୟକଙ୍କ ନାଁରେ ମାମଲା:ପାଣ୍ଠି ଦୁରୁପଯୋଗ ଅଭିଯୋଗ

ହାଇଦ୍ରାବଦ୍‌,୨୦।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜହରୁଦ୍ଦିନ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଆଜହରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଆଜହରଙ୍କ ସହ ପୋଲିସ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ପୂର୍ବତନ ଅଧିକାରୀଙ୍କ ବିରୋଧରେ ମାମଲା…

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢ଼ାଇଲେ ରାଜ୍ୟ ସରକାର, ଅକ୍ଟୋବର ୧ ତାରିଖରୁ ହେବ ଲାଗୁ

ନୂଆଦିଲ୍ଲୀ,୧୯।୧୦: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ଦିଲ୍ଲୀ ସରକାର ଦୁର୍ଗା ପୂଜା ଅବସରରେ ସାଧାରଣ ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି କରିଛନ୍ତି। ଶ୍ରମିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ନୂଆ ମଜୁରୀ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ନୂଆ…

ବ୍ରେନ୍‌ଡେଡ୍‌ ଘୋଷଣା ପରେ ୪ ଦିନର ଶିଶୁ କଲେ ଅଙ୍ଗଦାନ

ସୁରଟ,୧୯ା୧୦: ଗୁଜରାଟର ସୁରଟରେ ଜଣେ ୪ ଦିନର ବ୍ରେନ୍‌ଡେଡ୍‌ ନବଜାତ ଅଙ୍ଗଦାନ କରିଛନ୍ତି। ଏହି ଅମୂଲ୍ୟ ଦାନ କେତେଜଣ ଶିଶୁଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି। ଡାକ୍ତର ଶିଶୁର ୨ କିଡ୍‌ନୀ, ୨ କାର୍ନିଆ, ଲିଭର…

ରାପିଡ ଏକ୍ସ ଟ୍ରେନର ନାମ ହେବ ‘ନମୋ ଭାରତ’, ମୋଦି ଦେଖାଇବେ ସବୁଜ ପତାକା

ନୂଆଦିଲ୍ଲୀ,୧୯।୧୦: ଦେଶର ପ୍ରଥମ ରାପିଡଏକ୍ସ ଟ୍ରେନ ‘ନାମୋ ଭାରତ’ ନାମରେ ପରିଚିତ ହେବ। ଅକ୍ଟୋବର ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଗାଜିଆବାଦ ଦେଇ ଦିଲ୍ଲିରୁ ମେରୁଟ ପର୍ଯ୍ୟନ୍ତ କରିଡରର କାମ ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?