ଇନ୍ଦ୍ରମଣି ପାଣ୍ଡେ ହେବେ ବିମ୍ଷ୍ଟେକ୍ ମହାସଚିବ
ନୂଆଦିଲ୍ଲୀ,୨୨ା୧୦: ବରିଷ୍ଠ କୂଟନୀତିଜ୍ଞ ଇନ୍ଦ୍ରମଣି ପାଣ୍ଡେ ୭ ରାଷ୍ଟ୍ର ବିଶିଷ୍ଟ ବେ ଅଫ୍ ବେଙ୍ଗାଲ ଇନିସିଏଟିଭ୍ ଫର୍ ମଲ୍ଟି-ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ କୋଅପରେଶନ୍ (ବିମ୍ଷ୍ଟେକ୍)ର ନୂଆ ମହାସଚିବ ହେବେ। ଏନେଇ ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ,…
ପୋଷାକ ଭଳି ଦଳ ପରିବର୍ତ୍ତନ କରୁଛନ୍ତି ନୀତୀଶ କୁମାର: ଚିରାଗ ପାସଓ୍ବାନ…
ପାଟନା,୨୧।୧୦ : ଇଣ୍ଡିଆ ମେଣ୍ଟକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏଲଜେପି ସୁପ୍ରିମୋ ଚିରାଗ ପାସୱାନ କଡ଼ା ସମାଲୋଚନା କରିଛନ୍ତି। ଶନିବାର ବିହାରର ଔରଙ୍ଗାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଚିରାଗ ପାସୱାନ ନିତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟରେ ଯୋଗଦେବା…
ନେତା ସାଜିଲେ ଅଭିନେତା, ରାମଲୀଳାରେ ଦଶରଥ ଭୂମିକାରେ ବିଧାୟକ,ଭିଡ଼ିଓ ଭାଇରାଲ…
ଡେରାଡୁନ,୨୧।୧୦ : ଦେଶରେ ବହୁ ଅଭିନେତା ରାଜନେତା ହୋଇଛନ୍ତି। ଉତ୍ତରାଖଣ୍ଡର ହାଲଡୱାନିରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ କାଲାଢୁଙ୍ଗୀ ବିଧାୟକ ବଂଶୀଧର ଭଗତ ରାମଲୀଳା ମଞ୍ଚରେ ଅଭିନୟ କରିଥିଲେ। ଦଶରଥଙ୍କ ରୂପରେ ବିଧାୟକଙ୍କୁ ଦେଖି ଦର୍ଶକମାନେ ମଧ୍ୟ କରତାଳି…
ୟେମେନ-ଓମାନ ମୁହାଁ ସାମୁଦ୍ରିକ ଝଡ଼ ‘ତେଜ’ , ଅକ୍ଟୋବର ୨୫ରେ ଲ୍ୟାଣ୍ଡଫଲ ପୂର୍ବାନୁମାନ, ଭିଡ଼ିଓରେ ଭୟଙ୍କର ରୂପ..
ନୂଆଦିଲ୍ଲୀ,୨୧।୧୦ : ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର କହିଛି ଦକ୍ଷିଣ ପଶ୍ଚିମ ଆରବ ସାଗରରେ ଘୂର୍ଣ୍ଣିବଳୟ ‘ତେଜ’ ତୀବ୍ର ହୋଇଛି ଏବଂ ବର୍ତ୍ତମାନ ୟେମେନର ସୋକୋଟ୍ରା ଉପରେ କେନ୍ଦ୍ରିତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର…
Rajasthan Election 2023: କଂଗ୍ରେସର ୩୩ ଜଣିଆ ପ୍ରାର୍ଥୀ ତାଲିକା ଜାରି, ସର୍ଦ୍ଦାରପୁରରୁ ଗେହଲଟ-ଟୋଙ୍କରୁ ସଚିନ…
ଜୟପୁର,୨୧।୧୦ : ରାଜସ୍ଥାନରେ ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବର୍ତ୍ତମାନ କଂଗ୍ରେସ ଏହାର ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ ୩୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ପ୍ରଥମ ତାଲିକାରେ ଥିବା…
NEET PG CUT OFF LIST-2023: ଜାରି ହେବା ପରେ ଅଣ୍ଡା ଦେଖାଇଲେ ଉଦୟାନିଧି ,ଦେଖନ୍ତୁ ଭାଇରାଲ ଭିଡିଓ……
ଚେନ୍ନାଇ,୨୧।୧୦ : ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟାନିଧି ଷ୍ଟାଲିନ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଏନଇଇଟି) ପିଜି କଟ ଅଫ ପ୍ରତିଶତ ହ୍ରାସ କରି ଶୂନ କରିବା ପ୍ରସଙ୍ଗରେ କଟାକ୍ଷ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଷ୍ଟାଲିନ ମଧ୍ୟ…
‘ଗଲୱାନ୍ ଘାଟିରେ ପଛକୁ ଫେରିନାହିଁ ଚୀନ, ଏବେ ମଧ୍ୟ ସୀମାରେଖା ଉପରେ ବସି ରହିଛି’: ପେଣ୍ଟାଗନ ରିପୋର୍ଟରେ ବଡ଼ ଦାବି
ନୂଆଦିଲ୍ଲୀ, ୨୧/୧୦: ଲଦାଖର ଗଲୱାନ୍ ଘାଟିରେ ଭାରତ ସହିତ ହିଂସାତ୍ମକ ବିବାଦ ପରେ ଚୀନ ସେନା ଏବେ ମଧ୍ୟ ସେଠାରେ ବସି ରହିଛି, ଯେଉଁଠାରେ ହିଂସା ହୋଇଥିଲା। ଆମେରିକା ପେଣ୍ଟାଗନର ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି…
୩ ମାସର ଶିଶୁକନ୍ୟା ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଅଭିଯୁକ୍ତଙ୍କୁ କହିବାର ସୁଯୋଗ ନ ଦେଇ କିପରି ହେଲା ଫାଶୀ ଦଣ୍ଡାଦେଶ…
ନୂଆଦିଲ୍ଲୀ,୨୧।୧୦ : ତିନି ମାସର ଶିଶୁକନ୍ୟାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ କରାଯାଇଥିବା ଜଣେ ବ୍ୟକ୍ତିଙ୍କ ଦଣ୍ଡକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହି ମାମଲାକୁ ଏକ ନୂତନ ଶୁଣାଣି ପାଇଁ ପଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଶୁଣାଣି ସମୟରେ ଅଭିଯୁକ୍ତଙ୍କୁ…
ପେଣ୍ଡାଲର ନାଁ ‘ଋତୁବତୀ’
କୋଲକତା,୨୧।୧୦: ଋତୁସ୍ରାବ ନାରୀ ପାଇଁ ଏକ କଠିନ ସପ୍ତାହ। ମାସକ ମଧ୍ୟରେ ଏହି ୭ଦିନ ତାକୁ ଗର୍ଭଧାରଣ ପରି ପୀଡା ଅନୁଭୂତ ହୋଇଥାଏ। ଏହି ଯନ୍ତ୍ରଣାଦାୟକ କଷ୍ଟ ନାରୀ ପାଇଁ ସମସ୍ୟା ହୋଇଥିଲେ ମଧ୍ୟ ସମାଜର କେତେକ ସ୍ଥାନରେ ଏହାକୁ ଅଛୁଆଁ…
ପୁରା ବିଶ୍ୱରେ ଚାଲିବ ଭାରତର ଦବଦବା, ଏହି କମ୍ପାନୀ ଦେଲା ବଡ଼ ବୟାନ
ନୂଆଦିଲ୍ଲୀ, ୨୧।୧୦: ମାନୁଫାଚରିଂ ଜଗତରେ ଭାରତ ଏକ ବଡ଼ ଖେଳାଳି ରୂପରେ ଆଗକୁ ବଢି ଚାଲିଛି। ଆପଲ୍ ଏବଂ ଗୁଗୁଲ ଭଳି ଅନେକ ବଡ଼ କମ୍ପାନୀ ସେମାନଙ୍କର ଉତ୍ପାଦ ଭାରତରେ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ଆପଲ ଏହାର ଆଇଫୋନ ଭାରତରେ ନିର୍ମାଣ…
ରାହୁଲ ଗାନ୍ଧୀ କାଗଜ ବାଘ: କବିତାଙ୍କ କଟାକ୍ଷ…
ହାଇଦ୍ରାବାଦ,୨୧।୧୦ : ସମସ୍ତ ରାଜନୈତିକ ଦଳ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାରେ ଲାଗିଛନ୍ତି। ନିଜ ନିଜ ବିଜୟ ଦାବି କରି ଦଳର ନେତାମାନେ ରାଜ୍ୟ ନିର୍ବାଚନ ରାଲିରେ ସମ୍ବୋଧିତ କରୁଛନ୍ତି। କଂଗ୍ରେସର ବିଜୟରେ ଆତ୍ମବିଶ୍ୱାସ ପ୍ରକାଶ କରି ରାହୁଲ…
‘ଭାରତରେ ଥିଲେ ମହୁଆ, ଦୁବାଇରେ ଲଗଇନ୍ ହୋଇଥିଲା ପାର୍ଲିଆମେଣ୍ଟ ଆଇଡି’: ନିଶିକାନ୍ତ ଦୁବେ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ(ଟିଏମସି) ଏମପି ମହୁଆ ମୋଇତ୍ରା ଏବଂ ଭାଜପା ଏମପି ନିଶିକାନ୍ତଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ସଂସଦରେ ମହୁଆ ପ୍ରଶ୍ନ କରିବା ପାଇଁ ଟଙ୍କା ନେଉଥିବା ଅଭିଯୋଗ ଲଗାଇବା ପରେ ଏବେ ନିଶିକାନ୍ତ ମହୁଆଙ୍କ ଉପରେ ଆହୁରି ଗମ୍ଭୀର…

