ଜାତୀୟ

୯୦୦୦ ଶିକ୍ଷକଙ୍କର କଟିବ ଦରମା

ଲକ୍ଷ୍ନୌ,୨୨।୧୦: ଉତ୍ତରପ୍ରଦେଶର ସରକାରୀ ବିଦ୍ୟାଳୟରେ ଶିକ୍ଷାର ଗୁଣବତ୍ତା ଯାଞ୍ଚ କରିବା ପାଇଁ କରାଯାଇଥିବା ଏକ ସ୍ବତନ୍ତ୍ର ଯାଞ୍ଚ ଅଭିଯାନରେ ୯୦୦୦ ଶିକ୍ଷକ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ସେମାନଙ୍କଠାରୁ…

ସେନାଙ୍କ ସହ ଦଶହରା ପାଳିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଅରୁଣାଚଳ ପ୍ରଦେଶର ତୱାଙ୍ଗର ଏକ ଫରୱାର୍ଡ ବେସରେ ସେନା କର୍ମଚାରୀଙ୍କ ସହ ଦଶହରା ପାଳନ କରିବେ। ସୁରକ୍ଷା ପ୍ରତିଷ୍ଠାନର ସୂତ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ…

ସିଆଚେନ୍‌ରେ ଅଗ୍ନିବୀରଙ୍କ ମୃତ୍ୟୁ: ଶୋକବ୍ୟକ୍ତ କଲେ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୨ା୧୦: କର୍ତ୍ତବ୍ୟରେ ଥିବା ଜଣେ ଅଗ୍ନିବୀରଙ୍କ ସିଆଚେନ୍‌ରେ ମୃତ୍ୟୁ ଘଟିଥିବା ସେନାର ଲେହ ମୁଖ୍ୟାଳୟ ପକ୍ଷରୁ ରବିବାର କୁହାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଗଓ୍ବାତେ ଅକ୍ଷୟ ଲକ୍ଷ୍ମଣ ନାମକ ଏହି ଅଗ୍ନିବୀରଙ୍କ ମୃତ୍ୟୁରେ ସେନା ମୁଖ୍ୟ ଜେନେରାଲ ମନୋଜ…

ଭାଜପା ଉପରେ ବର୍ଷିଲେ କେ କବିତା

ହାଇଦ୍ରାବାଦ,୨୨।୧୦: ଆସନ୍ତା ମାସରେ ତେଲଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଆରଏସ ଏମଏଲସି ଏବଂ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ଭାଜପାକୁ ଟାର୍ଗେଟ କରିଛନ୍ତି। ଏଥର ତେଲଙ୍ଗାନାରେ ଭାଜପାର ସମସ୍ତ ଆସନ ଜବରଦଖଲ କରାଯିବ…

ମହୁଆଙ୍କ ମାମଲାରେ ନିଶିକାନ୍ତ କହିଲେ ୨୪ ଅକ୍ଟୋବର ପର୍ଯ୍ୟନ୍ତ ସଂଘର୍ଷ ବିରାମ

ନୂଆଦିଲ୍ଲୀ,୨୨।୧୦: ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ କରିବା ଘଟଣାରେ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ର ଏବେ ଭାଜପାର ଟାର୍ଗେଟରେ ଅଛନ୍ତି। ଏହି ସମୟରେ,ଭାଜପା ଏମପି ନିଶିକାନ୍ତ ଦୁବେ ରବିବାର କହିଛନ୍ତି ଯେ ଅକ୍ଟୋବର ୨୪ରେ ଦଶହରା ପର୍ଯ୍ୟନ୍ତ ସେମାନେ…

ଖାର୍ଗେଙ୍କ ଉପରେ ବର୍ଷିଲେ ନଡ୍ଡା

ନୂଆଦିଲ୍ଲୀ,୨୨।୧୦: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଭାଜପାର ନିର୍ବାଚନ ପ୍ରଚାରକୁ ନେଇ ଖୁବ ବର୍ଷିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଭାଜପା ସରକାରୀ ଯନ୍ତ୍ର ବ୍ୟବହାର କରୁଥିବାର ଖାର୍ଗେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଉପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ…

କଠିନ ସମୟ ଦେଇ ଗତି କରୁଛି ଭାରତ-କାନାଡା ସମ୍ପର୍କ: ଜୟଶଙ୍କର

ନୂଆଦିଲ୍ଲୀ,୨୨।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ମଧ୍ୟରେ ଫାଟ ଜାରି ରହିଛି। ଉଭୟଙ୍କ ମଧ୍ୟରେ ସମ୍ପର୍କ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ବର୍ତ୍ତମାନ ଲୋକଙ୍କ ଭିଜା ବନ୍ଦକୁ ନେଇ ସବୁଠାରୁ ବଡ ଚିନ୍ତା ସାଜିଛି। ଏହି ପ୍ରସଙ୍ଗରେ…

ନବଜାତ ଶିଶୁକୁ ହତ୍ୟା କରିଥିବା ମହିଳାଙ୍କୁ ଖଲାସ କଲେ କୋର୍ଟ, କହିଲେ ନାହିଁ କୌଣସି ଠୋସ ପ୍ରମାଣ

ନୂଆଦିଲ୍ଲୀ,୨୨।୧୦: ଜଣେ ନବଜାତ ଶିଶୁର ହତ୍ୟା ମାମଲାରେ ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ମହିଳାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କରି କହିଛନ୍ତି ଯେ ତାଙ୍କ ଦୋଷ ପ୍ରମାଣ କରିବାର କୌଣସି ଠୋସ ପ୍ରମାଣ ନାହିଁ। କାହାକୁ ଆଜୀବନ…

ଛେପ ପକାଇଲେ ଲକ୍ଷେ ଟଙ୍କା ଜରିମାନା, ଭାରତ ମଣ୍ଡପମ୍‌ ପରିସର ପରିଷ୍କାର ପାଇଁ ଆଇଟିପିଓ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୨।୧୦ : ନୂଆଦିଲ୍ଲୀରେ ନିର୍ମିତ ଭରେତ ମଣ୍ଡପମ୍‌ର ମହାନତା ଏବଂ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ଇଣ୍ଡିଆନ ଟ୍ରେଡ ପ୍ରମୋଶନ ଅର୍ଗାନାଇଜେଶନ(ଆଇଟିପିଓ) ଦ୍ୱାରା କଡା ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ ଏହାର ପରିସରରେ ଛେପ ପକାଇଲେ ନିୟମ ଉଲ୍ଲଂଘନକାରୀଙ୍କୁ ୧…

ଦିଅରଙ୍କୁ ବିବାହ କରିବାକୁ ମଝି ରାସ୍ତାରେ ମାର୍‌ପିଟ ଲାଗିଲେ ଦୁଇ ଭାଉଜ, ଶେଷରେ ପୋଲିସ…

ପାଟନା,୨୨।୧୦: ବିହାରର ନାଳନ୍ଦାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦିଅରଙ୍କୁ ବିବାହ କରିବାକୁ ନେଇ ଦୁଇ ଭାଉଜ ଜୋରଦାର ମାରପିଟ ଲାଗିଥିଲେ। ରାସ୍ତା ମଝିରେ ଏଭଳି ଦୃଶ୍ୟକୁ ଦେଖି ଶହ ଶହ ଲୋକ ଜମା ହୋଇଥିଲେ। ପୋଲିସ ମଧ୍ୟ…

ଫଡନାଭିସ କରିବେ କାହାର ପର୍ଦ୍ଦାଫାଶ, ଶିନ୍ଦେଙ୍କ ସରକାରରେ ଅଛନ୍ତି ବହୁ ଅପରାଧୀ: ସଞ୍ଜୟ ରାଉତ…

ମୁମ୍ବାଇ,୨୨।୧୦ : ଡ୍ରଗ ମାଫିଆ ଲଲିତ ପାଟିଲଙ୍କ ଗିରଫଦାରୀ ଯୋଗୁଁ ମହାରାଷ୍ଟ୍ରର ରାଜନୈତିକ ତାପମାତ୍ରା ବଢ଼ିବାରେ ଲାଗିଛି। ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସଙ୍କ କଡ଼ା ସମାଲୋଚନା ନେଇ ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି ଶିବସେନା…

ଆଜମଙ୍କୁ ଘାରିଛି ଏନକାଉଣ୍ଟର ଭୟ, ପୋଲିସ ଗାଡ଼ିରେ ବସିବାକୁ ମନା କଲେ..

ରାମପୁର ,୨୨।୧୦ : ଦୁଇଟି ଜନ୍ମ ପ୍ରମାଣପତ୍ର ମାମଲାରେ କୋର୍ଟ ସାତ ବର୍ଷ ଦଣ୍ଡାଦେଶ କରିବା ପରେ ଜେଲ ପଠାଯାଇଥିବା ଆଜାମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କୁ ଅନ୍ୟ ଜିଲାକୁ ସ୍ଥାନାନ୍ତର କରାଯାଇଛି। ଆଜମ ଖାନଙ୍କୁ ରବିବାର ସୀତାପୁର ଏବଂ ଅବଦୁଲ୍ଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?