ଜାତୀୟ

ଭାରତରେ ଆଗକୁ ମିଳିବନି ପିଇବା ପାଣି, ୨୦୨୫ରୁ ଅନୁଭୁତ ହେବ ପ୍ରଭାବ…

ଜେନେଭା/ନୂଆଦିଲ୍ଲୀ,୨୬।୧୦ : ମିଳିତ ଜାତିସଂଘ ଏହାର ଏକ ରିପୋର୍ଟରେ ଚେତାବନୀ ଦେଇଛି ଭୂତଳ ଜଳ ହ୍ରାସ ନେଇ ଭାରତ ସଙ୍କଟ ଆଡକୁ ଗତି କରୁଛି। ରିପୋର୍ଟରେ କୁହାଯାଇଛି ଗଙ୍ଗା ଅବବାହିକାର କିଛି ଅଞ୍ଚଳ ଏହି ଟିପିଂ ପଏଣ୍ଟ ଅତିକ୍ରମ କରିସାରିଛନ୍ତି ଏବଂ…

ଦେଖାଗଲା ଆଗ୍ରୋଲାଣ୍ଡ ମହାଦ୍ୱୀପ

ନୂଆଦିଲ୍ଲୀ: ସମୁଦ୍ର ଗର୍ଭରେ ଏପରି କିଛି ଜିନିଷ ଲୁଚି ରହିଛି, ଯାହାର କଳ୍ପନା ଆମେ କେବେ ବି କରି ନ ଥିବା। ନିକଟରେ ବୈଜ୍ଞାନିକମାନେ ଏକ ମହାଦ୍ୱୀପର ସନ୍ଧାନ ପାଇଛନ୍ତି, ଯାହା କେବେ ଅଷ୍ଟ୍ରେଲିଆ ଥିଲା। ଏହା ପ୍ରାୟ ୧୫ କୋଟି…

୩ ଦିନ ପରେ ରିସର୍ଚ୍ଚ ଜାହାଜ ‘ସମୁଦ୍ର କୌସ୍ତୁଭ’ ଉଦ୍ଧାର

ପାରାଦୀପ,୨୬ା୧୦(ଶରତ ରାଉତ)ପାରାଦୀପ ତଟଠାରୁ ୩୫ ନଟିକାଲ ମାଇଲ (୬୩ କିମି) ସମୁଦ୍ରରେ ବିପଦରେ ରହିଥିବା ରିସର୍ଚ୍ଚ ଜାହାଜ ‘ସମୁଦ୍ର କୌସ୍ତୁଭ’ ବୁଧବାର ସାରେ ପାରାଦୀପ ପାଖରେ ପହଞ୍ଚତ୍ଛି। ଯେଉଁ ସ୍ଥାନରେ ସମୁଦ୍ର କୌସ୍ତୁଭ ରହିଛି ତାକୁ ଆଙ୍କରେଜ ଅଞ୍ଚଳ ବୋଲି କୁହାଯାଇଛି।…

୨୮ବର୍ଷ ପରେ ମିଳିଲା ଚାକିରି

ନୂଆଦିଲ୍ଲୀ, ୨୬।୧୦(ପି.ଟି.)ଭାରତୀୟ ଡାକ ବିଭାଗରେ ଚାକିରି ପାଇଁ ୧୯୯୫ ମସିହାରେ ଆବେଦନ କରିଥିଲେ। ହେଲେ ବିଭାଗୀୟ ତ୍ରୁଟି ଯୋଗୁ ତାଙ୍କୁ ଚାକିରି ମିଳି ପାରି ନ ଥିଲା। ଏବେ ସୁପ୍ରିମକୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଚାକିରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତର…

ବହିରୁ ‘ଇଣ୍ଡିଆ’ ହଟାଇ ‘ଭାରତ’ ରଖାଯାଉ

୨୦୨୩ ଜୁଲାଇ ୧୮ରେ ୨୭ ବିରୋଧୀ ଦଳ ଏକାଠି ହୋଇ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲ୍ୟୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ନାମରେ ଏକ ବ୍ଲକ୍‌ ଗଠନ କରିବା ପରଠୁ ଭାଜପା ନେତା ଓ କେନ୍ଦ୍ରୀୟ ମନ୍ତ୍ରୀମାନେ ଏହି ଶବ୍ଦ ଉଚ୍ଚାରଣ କରୁନାହାନ୍ତି। ଜି୨୦…

ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାକୁ ଅନୁମୋଦନ କରାଯାଇଛି । ଏହି ସହଯୋଗ ବୁଝାମଣାପତ୍ର (ଏମ୍‌ଓସି ୨୦୨୩ ଜୁଲାଇରେ ସ୍ୱାକ୍ଷର କରାଯାଇଥିଲା । ଏଥିରେ ଭାରତ ପକ୍ଷରୁ…

ଚଳିତ ରବିଋତୁପାଇଁ ଫସ୍‌‌ଫେଟ୍‌‌ ଓ ପଟାସ୍‌‌ ସାର ଉପରେ ରିହାତି ଦେବାନେଇ କେନ୍ଦ୍ର କ୍ୟାବିନେଟ୍‌‌ର ମଞ୍ଜୁରି

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟ ଏବଂ ପଟାସ (ପିଆଣ୍ଡକେ) ସାର ଉପରେ ରବି ଋତୁ ୨୦୨୩-୨୪ (୦୧.୧୦.୨୦୨୩ରୁ ୩୧.୦୩.୨୦୨୪) ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି (ଏନବିଏସ) ହାର ନିର୍ଦ୍ଧାରଣ କରିବା ପାଇଁ…

ଲୁଚି ଛପି ମହିଳା ବିକ୍ରି କରିଦେଲେ ୧୦୦ କୋଟି ଟଙ୍କାର ପୋୖତ୍ରିକ ଜମି, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୫/୧୦: ପରିବାରର ୧୦୦ କୋଟି ଟଙ୍କାର ଜମି ବିକ୍ରି ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ୫୮ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣକ ତାଙ୍କର ଭାଇଙ୍କୁ ନ ଜଣାଇ ଗୋଟିଏ ଜମିର କିଛି ଅଂଶକୁ ୧୦୦ କୋଟି ଟଙ୍କାରେ ବିକ୍ରି…

ଦୁଇଜଣ ପୂର୍ଣ୍ଣକାଳୀନ ନିର୍ଦେଶକ ରଖିବାକୁ ଘରୋଇ ବ୍ୟାଙ୍କ ଗୁଡିକୁ କହିଲେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୨୫।୧୦: ଦେଶର ଘରୋଇ ବ୍ୟାଙ୍କ ଏବଂ ବିଦେଶୀ ବ୍ୟାଙ୍କ ଗୁଡିକର ଭାରତୀୟ ଶାଖା ଗୁଡିକରେ ଦୁଇ ଜଣ ଲେଖାଏଁ ପୂର୍ଣ୍ଣକାଳୀନ ନିର୍ଦେଶକ ରଖିବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ଦୁଇ ନିର୍ଦେଶକଙ୍କ ବ୍ୟତୀତ ପରିଚାଳନା ନିର୍ଦେଶକ(ଏମଡି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ…

ବେଲୁନ ବିକ୍ରେତାକୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା ବେଳେ ତିନି ଥର ଓଲଟିଲା ସ୍କର୍ପିଓ, ଭାଇରାଲ ହେଉଛି ଲୋମଟାଙ୍କୁରା ଭିଡିଓ

ମେରୁଟ,୨୬।୧୦: ଉତ୍ତରପ୍ରଦେଶର ମେରୁଟରେ ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ସାମ୍ନାକୁ ଆସିଛି। ଦ୍ରୁତ ଗତି ଯୋଗୁ ଏକ ସ୍କର୍ପଓ ଚାଳକ ହଠାତ ଭାରସାମ୍ୟ ହରାଇ ଜଣେ ବେଲୁନ୍‌ ବିକ୍ରେତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଏହାପରେ ସେଠାରୁ ଖସିବାକୁ ଚେଷ୍ଟା…

ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଭେଟିଲେ କଙ୍ଗନା: କହିଲେ ‘ହମାସ ହେଉଛି ଆଧୁନିକ ରାବଣ’

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଡିଭା କଙ୍ଗନା ରାଣାଓ୍ବତ ବୁଧବାର ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନଙ୍କୁ ଭେଟି ହମାସ ସହ ଲଢ଼େଇରେ ଇସ୍ରାଏଲର ସମର୍ଥନ କରିଛନ୍ତି। ଆତଙ୍କବାଦ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ବିଜେତା ହେବ ବୋଲି ସେ କହିଛନ୍ତି। ତେବେ ‘ଏକ୍ସ(ପୂର୍ବରୁ ଟୁଇଟର)’ରେ…

ରାଜଭବନ ସମ୍ମୁଖରେ ଫିଙ୍ଗାଗଲା ‘ପେଟ୍ରୋଲ ବୋମା’

ଚେନ୍ନାଇ,୨୫।୧୦: ତାମିଲନାଡ଼ୁ ରାଜଭବନ ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ପେଟ୍ରୋଲ ବୋମା ଫିଙ୍ଗା ଯାଇଛି। ସୁରକ୍ଷାକର୍ମୀମାନେ ବୋମା ପକାଇଥିବା ଜଣେ ବ୍ୟକ୍ତିଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ଘଟଣା ପଛରେ ଉଦ୍ଦେଶ୍ୟକୁ ଜାଣିବା ଲାଗି ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?