ଜାତୀୟ

ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଲାଗିଲା ନିଆଁ

ଆଗ୍ରା,୨୫।୧୦:ଆଗ୍ରା-ଝାନସୀ ରେଲଓ୍ବେ ଟ୍ରାକରେ ପାତାଲକୋଟ ଏକ୍ସପ୍ରେସରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଏକ୍ସପ୍ରେସ ଟ୍ରେନ୍‌ଟି ଫିରୋଜପୁର ପଞ୍ଜାବରୁ ଛିନ୍ଦାୱାଡା ଯାଉଥିଲା। ଏହି ସମୟ ମଧ୍ୟରେ ଟ୍ରେନର ଦୁଇଟି ବଗି ପାଉଁଶ ହୋଇଯାଇଥିଲା। ନିଆଁ ଲାଗିବା ପରେ ଲୋକେ ଚିତ୍କାର କରିଥିଲେ। ଟ୍ରେନରେ ନିଆଁ…

ନୃଶଂସର ସୀମା ଟପିଲା: ପରିବାର ଆଗରେ ଯୁବକଙ୍କ ଉପରେ ୮ ଥର ଟ୍ରାକ୍ଟର ଚଢାଇ ମାରିଲେ

ଜୟପୁର,୨୫।୧୦: ଭରତପୁରରେ ବୟନାର ସଦର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଥିରେ ଥିବା ଆଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଜମି ବିବାଦ ପୁଣି ଥରେ ହତ୍ୟା ହେବାର କାରଣ ପାଲଟିଛି। ଗୋଟିଏ ଗୋଷ୍ଠୀର ଲୋକମାନେ ଅନ୍ୟ…

ନଭେମ୍ବର ପହିଲାରୁ ଏସବୁ ବଡ଼ ପରିବର୍ତ୍ତନ, ବ୍ୟବସାୟୀଙ୍କ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୨୫।୧୦ : ପ୍ରତ୍ୟେକ ମାସ କିଛି ପରିବର୍ତ୍ତନ ସହିତ ଆରମ୍ଭ ହୋଇଥାଏ। ଆଗକୁ ନଭେମ୍ବର ମାସ ଆରମ୍ଭ ହେବ। ନଭେମ୍ବର ପହିଲାଠାରୁ ବ୍ୟବସାୟ ସମ୍ବନ୍ଧୀୟ କ୍ଷେତ୍ରରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଯାହା ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ।…

ଭାଜପାକୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା

ହାଇଦ୍ରାବାଦ୍‌,୨୫।୧୦: ପୂର୍ବତନ ବିଧାୟକ ରାଜ ଗୋପାଳ ରେଡ୍ଡୀ ଭାରତୀୟ ଜନତା ପାର୍ଟି (ଭାଜପା) ଛାଡିଛନ୍ତି। ସେ ପୁଣି କଂଗ୍ରେସରେ ଯୋଗଦେବେ। ନିକଟରେ ଶେଷ ହୋଇଥିବା ଉପ-ନିର୍ବାଚନରେ ସେ ମୁନୁଗୋଡେ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତଥାପି ସେ ସଫଳତା ପାଇଲେ ନାହିଁ।…

ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ଖୁସି ଖବର, ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା…

ନୂଆଦିଲ୍ଲୀ,୨୫।୧୦ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦୀପାବଳି ପୂର୍ବରୁ ଦେଶର ଚାଷୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ବୁଧବାର କହିଛନ୍ତି କେନ୍ଦ୍ର ସରକାର ସାର ଉପରେ ଗୋଟିଏ ଟଙ୍କା ମଧ୍ୟ ବୃଦ୍ଧି କରିବେ ନାହିଁ।…

ପରିବାରର ମହିଳା ମୁଖ୍ୟଙ୍କୁ ପ୍ରତିବର୍ଷ ମିଳିବ ୧୦,୦୦୦ ଟଙ୍କା

ଜୟପୁର,୨୫।୧୦: ରାଜସ୍ଥାନରେ କଂଗ୍ରେସ ସରକାର ଆସିଲେ ପରିବାରର ମହିଳା ମୁଖ୍ୟଙ୍କୁ ପ୍ରତିବର୍ଷ ୧୦,୦୦୦ ଟଙ୍କା ସମ୍ମାନ ପ୍ରଦାନ କରାଯିବ। ଜୁଞ୍ଜୁନୁରେ ଏକ ସାଧାରଣ ସଭାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହା ଘୋଷଣା କରିଛନ୍ତି। ନିଜ ସମ୍ବୋଧନରେ ଗେହଲଟ କହିଛନ୍ତି, ଆମେ…

ରାହୁଲ ନେଲେ ସତ୍ୟପାଲଙ୍କ ଇଣ୍ଟରଭ୍ୟୁ, ଦେଖନ୍ତୁ ଶେୟାର ହୋଇଥିବା ଭିଡିଓ…

ନୂଆଦିଲ୍ଲୀ,୨୫।୧୦ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ ହୋଇଥିବା ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ପୁଲୱାମା ଆକ୍ରମଣ, ଜମ୍ମୁ-କଶ୍ମୀରର ସ୍ଥିତି ଏବଂ ଆଦାନୀ ସମ୍ପର୍କରେ…

ରାଜକୁମାର ରାଓଙ୍କୁ ନ୍ୟାଶନାଲ ଆଇକନ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫।୧୦: ଭାରତର ନିର୍ବାଚନ ଆୟୋଗ ଏଥର ଅଭିନେତା ରାଜକୁମାର ରାଓଙ୍କୁ ନିଜର ନ୍ୟାଶନାଲ ଆଇକନ କରିବାକୁ ନିଷ୍ପତ୍ତି ନେଇଛି। ଆୟୋଗ ଗୁରୁବାର (୨୬ ଅକ୍ଟୋବର)ରେ ରାଜକୁମାର ରାଓଙ୍କୁ ଆଇକନ ଭାବରେ ନିଯୁକ୍ତ କରିବ। ନ୍ୟାଶନାଲ ଆଇକନ ଲୋକମାନଙ୍କୁ ଭୋଟ ବିଷୟରେ ସଚେତନ…

ପୂର୍ବତନ ସ୍ବରାଷ୍ଟ୍ରମନ୍ତ୍ରୀ ସୁଶୀଲ କୁମାର ଶିନ୍ଦେ ରାଜନୀତିରୁ ନେଲେ ଅବସର…

ମୁମ୍ବାଇ,୨୫।୧୦ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ର କଂଗ୍ରେସର ଜଣେ ବରିଷ୍ଠ ନେତା ସୁଶୀଲ କୁମାର ଶିନ୍ଦେ ବର୍ତ୍ତମାନ ସକ୍ରିୟ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର, ମହାରାଷ୍ଟ୍ରର ସୋଲାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମ ସହିତ କଥାବାର୍ତ୍ତା…

ଆନ୍ଧ୍ରପ୍ରଦେଶର ପାରମ୍ପରିକ ଲାଠିଯାତ୍ରାବେଳେ ଅଘଟଣ: ୩ମୃତ, ୫୦ଆହତ

କୁର୍ନୁଲ, ୨୫।୧୦: ଆନ୍ଧ୍ରପ୍ରଦେଶର ପାରମ୍ପରିକରି ଲାଠି ଯାତ୍ରା ବେଳେ ଘଟିଯାଇଛି ଅଘଟଣ। ଆନ୍ଧ୍ରର ଲୋକପ୍ରିୟ ଯାତ୍ରା ବନି ଫେଷ୍ଟିଭାଲରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ ଲୋକଙ୍କୁ…

ଏନସିଇଆରଟିର ପୁସ୍ତକରେ ଏବେ ଇଣ୍ଡିଆ ପରିବର୍ତ୍ତେ ଲେଖାଯିବ ଭାରତ

ନୂଆଦିଲ୍ଲୀ,୨୫।୧୦: ନ୍ୟାସନାଲ କାଉନସିଲ ଅଫ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଯଥା ଏନସିଇଆରଟିର ପୁସ୍ତକରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯିବ। ପୁସ୍ତକରେ ଆବଶ୍ୟକୀୟ ପରିବର୍ତ୍ତନ ସଂପର୍କରେ ପ୍ୟାନେଲର ପ୍ରସ୍ତାବକୁ ଏନସିଇଆରଟି ଅନୁମୋଦନ କରିଛି। ପ୍ୟାନେଲର ସଦସ୍ୟ ମଧ୍ୟରୁ ଜଣେ ସିଆଇ…

ଆସୁଛି ଏମରଜେନ୍ସି ଆଲର୍ଟ, ଜୋରରେ ଭାଇବ୍ରେଟ୍‌ ହେଉଛି ମୋବାଇଲ, ଜାଣନ୍ତୁ ଏମିତି କାହିଁକି ହେଉଛି

ଭୁବନେଶ୍ୱରଳ୨୫।୧୦: ଅଚାନକ ବାଜିଉଠୁଛି ମୋବାଇଲ । ପପ୍‌ଅପ୍‌ ମେସେଜ ଭାବରେ ମୋବାଇଲ ସ୍କ୍ରିନରେ ଆସୁଛି ହାଇଆଲର୍ଟ ମେସେଜ । ଘୁଁ ଘୁଁ କମ୍ପନ ସହ ଆଲର୍ଟ ମେସେଜରେ ଥରି ଯାଉଛି । ହଠାତ ଏପରି ଆଲର୍ଟ ମେସେଜ ଦେଖି ଲୋକେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?