ସାପ ମିଛ, ଗିରଫ ବି ମିଛ, ମୁଁ ପୋଲିସକୁ ସହଯୋଗ କରିବି: ଏଲ୍‌ଭିଶ

ନୂଆଦିଲ୍ଲୀ,୩ା୧୧: ୟୁଟ୍ୟୁବର ଏଲ୍‌ଭିଶ ଯାଦବ ବିଷାକ୍ତ ସାପ ଏବଂ ରେଭ୍‌ ପାର୍ଟି କରିବା ପ୍ରସଙ୍ଗରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ X’ ରେ ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ମୁଁ ଏଲ୍‌ଭିଶ ଯାଦବ। ମୁଁ ସକାଳେ ଉଠିଲି ଏବଂ ଦେଖିଲି ପୂରା ଗଣମାଧ୍ୟମରେ ମୋ’ ବିରୋଧରେ କି ପ୍ରକାର ଖବର ପ୍ରସାରିତ ହେଉଛି। ଏଲ୍‌ଭିଶଙ୍କୁ ଗିରଫ କରାଯାଇଛି, ଏଲ୍‌ଭିଶ ଡ୍ରଗ୍ସ କାରବାର କରି ଧରାପଡିଛନ୍ତି। ଏହିପରି କଥା ମୋ ବିରୋଧରେ ପ୍ରଚାର ପ୍ରସାର ହେଉଛି। ମୋ ବିରୋଧରେ କରାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ୟୁପି ପୋଲିସ, ସମଗ୍ର ପ୍ରଶାସନ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀଙ୍କୁ ଅନୁରୋଧ କରିବି, ଯଦି ମୋର ଏଥିରେ ଗୋଟିଏ ପ୍ରତିଶତ ଯୋଗଦାନ ଥାଏ ତେବେ ମୁଁ ସବୁକିଛି ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। ମିଡିଆ ମୋ ନାମରେ ଅପପ୍ରଚାର କରିବା ଉଚିତ ନୁହେଁ। ଯାହା ବି ଅଭିଯୋଗ ହେଉଛି ମୋର କୌଣସି ସମ୍ପର୍କ ନାହିଁ। ଯଦି ଏହା ପ୍ରମାଣିତ ହୁଏ ତେବେ ମୁଁ ଏଥିପାଇଁ ପ୍ରସ୍ତୁତ ରହିଛି। ପୋଲିସକୁ ସହଯୋଗ କରିବି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସ ଏତେ ସିଟ୍‌ କେମିତି ଜିତିଲା, ତାହାର ତଦନ୍ତ ହେଉ’

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ମନ୍ତ୍ରୀ ତଥା ମହାରାଷ୍ଟ୍ର ନେତା ରାମଦାସ ଅଠୱାଲେ ଇଭିଏମ ଉପରେ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।...

ଜଳ ସଙ୍କଟକୁ ନେଇ ଜଳ ବୋର୍ଡ ଅଫିସରେ ଭଙ୍ଗାରୁଜା

ନୂଆଦିଲ୍ଲୀ,୧୬।୬: ଦିଲ୍ଲୀରେ ଜଳ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ଅନେକ ସ୍ଥାନରେ ଲୋକମାନେ ପାଣି ଟାଙ୍କି ପଛରେ ଦୌଡ଼ୁଥିବା ଦେଖାଯାଉଛି। ଏ ବିଷୟରେ ଲୋକଙ୍କ କ୍ରୋଧ...

‘ଇଭିଏମକୁ ନେଇ ପ୍ରଚାର କରାଯାଉଛି ଗୁଜବ,’ ଏଲୋନ ମସ୍କ-ରାହୁଲ ଗାନ୍ଧୀଙ୍କ ଅଭିଯୋଗର କଡା ଜବାବ ଦେଲେ ଇସି

ନୂଆଦିଲ୍ଲୀ,୧୬।୬: ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) କୁ ନେଇ ବିବାଦ ଉପରେ ରବିବାର କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ECI) ସ୍ପଷ୍ଟ ଭାବେ କହିଛନ୍ତି ଯେ ଇଭିଏମ...

ବାଚସ୍ପତି ପଦକୁ ନେଇ ସଂଘର୍ଷ! ଜେଡିୟୁ ପ୍ରସ୍ତୁତ, ହେଲେ ଟିଡିପିକୁ ନେଇ ଫସିଛି ପେଞ୍ଚ, ଭାଜପାର ବଢୁଛି ଟେନସନ

ନୂଆଦିଲ୍ଲୀ,୧୬।୬: ଜୁନ ୨୬ରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ବାଚସ୍ପତି ପଦବୀ ସମ୍ପର୍କରେ ଏନଡିଏ ଏବଂ ଇଣ୍ଡିଆ ସହ ଜଡିତ ଦଳ...

ସର୍ବାଧିକ ଆୟ କରୁଥିବା ପ୍ରଥମ ୫ ଷ୍ଟେଶନ ମଧ୍ୟରେ ଓଡ଼ିଶାର ୪ ଷ୍ଟେସନ

ଭୁବନେଶ୍ୱର,୧୬।୬: ପୂର୍ବତଟ ରେଳପଥର ସର୍ବାଧିକ ଆୟ କରୁଥିବା ୨୦ଟି ଷ୍ଟେଶନ ତାଲିକାରେ ପ୍ରଥମ ୫ଟି ଷ୍ଟେଶନ ମଧ୍ୟରୁ ଓଡ଼ିଶାର ୪ଟି ଷ୍ଟେଶନ ସ୍ଥାନ ପାଇଛି ।...

ଜନସେବା କାର୍ଯ୍ୟକ୍ରମରେ ୪୦ଲକ୍ଷ ଲୋକଙ୍କୁ ଏକତ୍ରିତ କରି ଲିମ୍‌‌କା ବୁକ୍‌‌ ରେକର୍ଡ କଲା ରେଳ ମନ୍ତ୍ରଣାଳୟ-

ନୂଆଦିଲ୍ଲୀ,୧୬।୬: ଜନସେବା କାର୍ଯ୍ୟକ୍ରମରେ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳ ମନ୍ତ୍ରଣାଳୟକୁ ଲିମ୍‌‌କା ବୁକ୍‌‌ ଅଫ୍‌‌ ରେକର୍ଡରେ ସ୍ଥାନ ମିଳିଛି । ରେଳ...

ପୁଣି ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା, କାର ଧକ୍କାରେ ୫ ଆହତ

ମୁମ଼୍ବାଇ, ୧୬।୬: ମହାରାଷ୍ଟ୍ରରେ ହିଟ ଆଣ୍ଡ ରନ ମାମଲା ପୁଣିଥରେ ସାମ୍ନାକୁ ଆସିଛି । ପୁଣେ ପୋର୍ସେ ଘଟଣାକୁ ଲୋକେ ଏପର୍ଯ୍ୟନ୍ତ ଭୁଲି ନଥିବା ବେଳେ...

‘ଦୟାକରି ଭେଟିବାକୁ ଆସନ୍ତୁ’, କାହିଁକି ଶାହାରୁଖ ଖାଁଙ୍କୁ ଏମିତି ଅପିଲ କଲେ କଂଗ୍ରେସ ନେତା? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୬: କଂଗ୍ରେସ ନେତା ଜାରିଟା ଲୌଟଫ୍ଲାଙ୍ଗ ଏକ ଭିଡିଓ ଶେୟାର କରି ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ସେ ଶାହାରୁଖଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri