ଜାତୀୟ

ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ,୪।୧୧: ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ ଏବଂ ବିହାର ସମେତ ଉତ୍ତର ଭାରତରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପ୍ରାୟ ୨୦ସେକେଣ୍ଡ ପାଇଁ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ବୋଲି କୁହାଯାଉଛି।…

ଓଭରହେଡ୍‌ ତାରରେ ନିଆଁ: ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ-ଜୟନଗର ଏକ୍ସପ୍ରେସ୍‌

ପାଟନା,୪ା୧୧: ପୁରୀ-ଜୟନଗର ସାପ୍ତାହିକ ଏକ୍ସପ୍ରେସ୍‌ର ଯାତ୍ରୀମାନେ ଶୁକ୍ରବାର ସକାଳେ ଏକ ଅଗ୍ନି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପାଟନା-ହାଓଡ଼ା ମୁଖ୍ୟ ରେଳ ଲାଇନର ସିମୁଲତାଲା ଓ ଗୋର୍ପାରନ ରେଳଷ୍ଟେଶନ ମଧ୍ୟରେ ଟ୍ରେନ୍‌ଟି ଯାଉଥିବାବେଳେ ଓଭରହେଡ୍‌ ତାରରେ ନିଆଁ ଲାଗିଯାଇଥିଲା। ଟ୍ରେନ୍‌ର ବେଗ ଅଧିକ…

ତେଲଙ୍ଗାନାରେ ଲଢ଼ିବେନି ଶର୍ମିଲା

ହାଇଦ୍ରାବାଦ,୪ା୧୧ : ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀଙ୍କ ଝିଅ ତଥା ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟିର ଅଧ୍ୟକ୍ଷା ଓ୍ବାଇ.ଏସ୍‌. ଶର୍ମିଲା ନଭେମ୍ବର ୩୦ରେ ହେବାକୁ ଥିବା ତେଲଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ…

ସୁପ୍ରିମକୋର୍ଟ ‘ତାରିଖ ପେ ତାରିଖ’ କୋର୍ଟ ନୁହେଁ

ନୂଆଦିଲ୍ଲୀ,୪ା୧୧: ସୁପ୍ରିମକୋର୍ଟରେ ବିଚାରାଧୀନ ସଦ୍ୟ ପ୍ରସଙ୍ଗଗୁଡ଼ିକର ଶୁଣାଣି ପାଇଁ ଆଉ ଅଧିକ ସମୟ ନ ମାଗିବାକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଶୁକ୍ରବାର ଓକିଲମାନଙ୍କୁ ପରାମର୍ଶ ଦେଇଛନ୍ତି। ହିନ୍ଦୀ ଫିଲ୍ମ ‘ଦାମିନୀ’ରେ ଅଭିନେତା ସନ୍ନି ଦେଓଲଙ୍କ ଡାଇଲଗ୍‌କୁ ମନେପକାଇ…

ନେପାଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ, ତିବ୍ରତା ୬.୪

ନୂଆଦିଲ୍ଲୀ, ୩। ୧୧: ନେପାଳରେ ଶୁକ୍ରବାର ରାତି ୧୧.୩୨ରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଥିବାବେଳେ ଗଭୀରତା ୧୦କିମି ଥିବା…

ଇଡିର ବଡ଼ ଦାବି: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ମହାଦେବ ବେଟିଂ ଆପ୍‌ ପ୍ରମୋଟର୍ସ ଦେଇଛନ୍ତି ୫୦୮ କୋଟି

ରାୟପୁର,୩।୧୧: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିବାଦରେ ଛନ୍ଦି ହୋଇଛନ୍ତି। ୟୁଏଇର ମହାଦେବ ବେଟିଂ ଆପ୍‌ର ପ୍ରମୋଟରମାନେ ମୁଖ୍ୟମନ୍ତ୍ରୀଙ୍କୁ ଏଯାବତ ୫୦୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ବଡ଼ ଦାବି…

ଜ୍ଞାନବାପି ସର୍ଭେ ଶେଷ କରି ନଭେମ୍ବର ୧୭ ସୁଦ୍ଧା ଶେଷ କରି ରିପୋର୍ଟ ଦାଖଲ କର

ନୂଆଦିଲ୍ଲୀ,୩ା୧୧: ଜ୍ଞାନବାପି ମସ୍‌ଜିଦ ପରିସରର ବିଜ୍ଞାନ ଭିତ୍ତିକ ସର୍ଭେ ନଭେମ୍ବର ୧୭ ସୁଦ୍ଧା ଶେଷ କରି ରିପୋର୍ଟ ଦାଖଲ କରିବାକୁ ଉତ୍ତରପ୍ରଦେଶ ବାରାଣସୀର ଏକ ଅଦାଲତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ସମୟ ବଢ଼ାଇବାକୁ ଏଏସ୍‌ଆଇ କରିଥିବା…

ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ‘ପେନସନ ଭେଟି’ ଦେଇପାରନ୍ତି ମୋଦି ସରକାର, ଯୋଜନାରେ ବଡ଼ ପରିବର୍ତ୍ତନ ନେଇ…

ନୂଆଦିଲ୍ଲୀ,୩।୧୧: ମୋଦି ସରକାର ଚଳିତ ବର୍ଷ ଶେଷ ଆଡକୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇପାରନ୍ତି । ତଦନୁଯାୟୀ ସରକାର ନ୍ୟାଶନାଲ ପେମେଣ୍ଟ ସିଷ୍ଟମ(ଏନ୍‌ପିଏସ୍‌) ନିୟମରେ ବଡ଼ ପରିବର୍ତ୍ତନ କରିପାରନ୍ତି, ଯାହାଦ୍ୱାରା କର୍ମଚାରୀଙ୍କୁ ଏକ ନିର୍ଦ୍ଧାରିତ ପେନସନ୍‌ ରାଶିର ଗ୍ୟାରେଣ୍ଟି ମିଳିଯିବ।…

ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୧୧: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ଭାରତ-ପ୍ରଶାନ୍ତ ମହାସାଗରରେ ତାଙ୍କର ନବମ ସରକାରୀ ଗସ୍ତର ଅଂଶ ଭାବରେ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ତାଙ୍କର ଭାରତ ଗସ୍ତ ପରେ ଅଷ୍ଟିନ ଦକ୍ଷିଣ କୋରିଆ ଏବଂ ଇଣ୍ଡୋନେସିଆ ଗସ୍ତ…

ସୁପ୍ରିମକୋର୍ଟ ଗଲେ ସଞ୍ଜୟ 

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀ ମଦ ନୀତି ସହ ଜଡିତ ଟଙ୍କା ହେରଫେର ମାମଲାରେ ଗିରଫ ହେବା ବିରୋଧରେ ଆମ ଆଦମୀ ପାର୍ଟି (ଏଏପି) ଏମପି ସଞ୍ଜୟ ସିଂ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସିଂଙ୍କ ଆବେଦନକୁ ୨୦ ଅକ୍ଟୋବରରେ ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିଲେ।…

ମିଛର କାରଖାନା ଖୋଲିଛନ୍ତି ମୋଦି: ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ,୩।୧୧: ନଭେମ୍ବର ୭ରେ ଛତିଶଗଡ ବିଧାନସଭାର ୨୦ଟି ଆସନରେ ନିର୍ବାଚନ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ଶାସକ କଂଗ୍ରେସର ବରିଷ୍ଠ ନେତାମାନେ ଏହି ଅଭିଯାନରେ ନିଜର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ସଭାପତି…

ବିବାହିତ ମହିଳାଙ୍କୁ ବର୍ଷକୁ ୧୨ ହଜାର ଟଙ୍କା ସହ ୫ଶହ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

ରାୟପୁର,୩।୧୧: ଛତିଶଗଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ କୁ ନେଇ ଭାରତୀୟ ଜନତା ପାର୍ଟି ଶୁକ୍ରବାର ନିଜର ମନିଫେଷ୍ଟୋ ଜାରି କରିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାୟପୁରରେ ଥିବା ଭାଜପା କାର୍ଯ୍ୟାଳୟର କୁଶଭାଉ ଠାକରେ କମ୍ପ୍ଲେକ୍ସରେ ଭାଜପାର ରିଜୋଲ୍ୟୁସନ ଚିଠି ଉନ୍ମୋଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?