ଜାତୀୟ

ଜନ୍ମ ନିୟନ୍ତ୍ରଣ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟାର୍ଗେଟରେ ନୀତୀଶ କୁମାର, କହିଲେ-‘କେତେ ତଳକୁ ଖସିଯିବେ’

ମଧ୍ୟପ୍ରଦେଶ,୮।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ଜନ୍ମ ନିୟନ୍ତ୍ରଣ ମନ୍ତବ୍ୟ ଉପରେ ଆକ୍ରମଣ କରି ଲଜ୍ଜିତ ହେବା ଉଚିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଅହଂକାରୀ ଗଠବନ୍ଧନର ଜଣେ ବଡ ନେତା, ଯିଏ…

ନାନ୍‌-ରୁଟି-ତନ୍ଦୁରୀ ଚିକେନ ବନ୍ଦ, ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି…

ନୂଆଦିଲ୍ଲୀ,୮।୧୧ : କୁହାଯାଏ ଦିଲ୍ଲୀର ଲୋକମାନେ ଖାଦ୍ୟକୁ ବହୁତ ଭଲ ପାଆନ୍ତି। ଦିଲ୍ଲୀର ପ୍ରାୟ ପ୍ରତ୍ୟେକ ଢାବା, ହୋଟେଲ ଏବଂ ରେଷ୍ଟୁରାଣ୍ଟ କିଛି ବିଶେଷ ଖାଦ୍ୟ ପାଇଁ ପ୍ରସିଦ୍ଧ। ସେହିଭଳି, କନ୍ନଟ ପ୍ଲେସ ଅଞ୍ଚଳର କିଛି ଢାବା ସେମାନଙ୍କର ସୁସ୍ବାଦୁ ତନ୍ଦୁର…

ମହୁମାଛି ଜଗିବେ ଭାରତ-ବାଂଲାଦେଶ ସୀମା, ବିଏସଏଫର ‘ମିଶନ ହନି’…

ନୂଆଦିଲ୍ଲୀ,୮।୧୧ : ବିଏସଏଫ ଯବାନମାନେ ଭାରତ-ବାଂଲାଦେଶ ସୀମା ଜଗିବା ଦାୟିତ୍ୱ ଏବେ ମହୁମାଛିଙ୍କୁ ଦେଇଛନ୍ତି। ଏନେଇ ‘ମିଶନ ହନି’ ପରୀକ୍ଷଣ ଆକାରରେ ଏକ ଅଗ୍ରଗାମୀ ପ୍ରକଳ୍ପ ଆରମ୍ଭ କରାଯାଇଛି ଯାହା ମହୁମାଛି ଏବଂ ମିଶନ ହନିକୁ ପ୍ରୋତ୍ସାହିତ କରିବ । ସୀମାନ୍ତ…

ଚେତାଶୂନ୍ୟ ମହିଳାଙ୍କ ଅପରେଶନ ଅଧାରେ ଛାଡି ପଳାଇଲେ ଡାକ୍ତର, ଚା’ ନ ମିଳିବାରୁ ରାଗିଗଲେ…

ନାଗପୁର,୮।୧୧ : ମହାରାଷ୍ଟ୍ରର ନାଗପୁରରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଏଠାରେ ସରକାରୀ ଡାକ୍ତରଖାନାର ଡାକ୍ତର ପରିବାର ଯୋଜନା (ଭାସେକ୍ଟୋମି) ଅପରେଶନ ଛାଡି ପଳାଇ ଯାଇଥିଲେ। ପ୍ରକୃତରେ କୁହାଯାଉଛି ଡାକ୍ତର ଚା’ ମାଗିଥିଲେ କିନ୍ତୁ ତାଙ୍କୁ ଚା’ ମିଳି ନ…

ଆଲାଦ୍ଦିନଙ୍କ ପରି କୁହୁକ ଗାଲିଚାରେ ବୁଲିଲେ ଯୁବକ, ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୮।୧୧ : ଅନେକେ ଆଲାଦ୍ଦିନଙ୍କୁ ଭେଟିବା ଏବଂ ତାଙ୍କ ଯାଦୁକରୀ କୁହୁକ ଗାଲିଚା ଉପରେ ଯାତ୍ରା କରିବାର ସ୍ବପ୍ନ ଦେଖିଥାଇ ପାରନ୍ତି। ସମ୍ପ୍ରତି ଗୁରୁଗ୍ରାମର ଜଣେ ଯୁବକ ଆଲାଦ୍ଦିନ ପରି ପୋଷାକ ପରିଧାନ କରି ରାସ୍ତାରେ ବୁଲି କରି ନିଜରକୁହୁକ ଗାଲିଚାରେ…

ମୂଷା ପିଇଦେଲେ ୬୦ ବୋତଲ ମଦ, ଗିରଫ କଲା ପୋଲିସ…

ଭୋପାଳ,୮।୧୧ : ମଧ୍ୟପ୍ରଦେଶର ଛିନ୍ଦୱାଡା କୋତୱାଲୀ ପୋଲିସ ଷ୍ଟେଶନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ପୋଲିସ ଷ୍ଟେଶନରେ ଥିବା ମଦ ବୋତଲକୁ ଖାଲି କରିଥିବା ଅଭିଯୋଗରେ ଏକ ମୂଷାକୁ ଗିରଫ କରାଯାଇଛି। ମଦ୍ୟପ ମୂଷା ବର୍ତ୍ତମାନ କୋର୍ଟରେ ହାଜର ହେବ!…

ଜମ୍ମୁ-କଶ୍ମୀରରୁ ନେଇ ଆସାମ ପର୍ଯ୍ୟନ୍ତ ଏନ୍‌ଆଇଏର ଚଢାଉ, ମାନବ ଚାଲାଣ ସହ ଜଡିତ ମାମଲାରେ ହେଉଛି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ୮।୧୧: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଜମ୍ମୁ-କଶ୍ମୀରରୁ ନେଇ ତାମିଲନାଡୁ ପର୍ଯ୍ୟନ୍ତ ଚଢାଉ ଜାରି ରହିଛି। ଜମ୍ମୁ-କଶ୍ମୀର ଜମ୍ମୁ ଏବଂ ସାମ୍ବା ସହରର ଅନେକ ସ୍ଥାନରେ ଏନ୍‌ଆଇଏ ପକ୍ଷରୁ ଚଢାଉ କରାଯାଇଛି। ଆସାମର ଗୁଆହାଟୀରେ ମଧ୍ୟ ଏହି ଚଢାଉ ଚାଲିଛି। ନକଲି…

ଘର ଭଡା ପାଇଁ ଇଣ୍ଟରଭ୍ୟୁ! ପ୍ରଶ୍ନ UPSC ଠୁ ବି କଠିନ

ବେଙ୍ଗାଲୁର,୮।୧୧: ଭଡା ନେବା ପୂର୍ବରୁ ପ୍ରଥମେ ଘର ଦେଖିବା ପରେ ପସନ୍ଦ ଆସିଲେ ଆପଣ ଘର ମାଲିକଙ୍କୁ ଟଙ୍କା ଦେଇ କଥା ଫଇସଲା କରିଥା’ନ୍ତି। କିନ୍ତୁ ଘର ପାଇଁ ଯଦି ଆପଣଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ପଡେ? ଏପରି ଘଟଣା ଘଟିଛି ଦେଶର…

ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ ପରିବାର, କେନାଲରେ ଖସିଲା କାର୍‌, ୫ ମୃତ

ବେଙ୍ଗାଲୁରୁ,୮।୧୧: କର୍ନାଟର ମାଣ୍ଡ୍ୟା ଜିଲାର ପାଣ୍ଡବପୁର ନିକଟରେ ମଙ୍ଗଳବାର ଏକ କାର୍‌ କେନାଲରେ ଖସିଯିବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଉଦ୍ଧାର କାର୍ଯ୍ୟ ଚଳାଇଛି। ମାଣ୍ଡ୍ୟାସବ ଡିଭିଜନାଲ ଅଫିସର ନନ୍ଦୀଶ କହିଛନ୍ତି,…

ଦୀପାବଳି ପୂର୍ବରୁ ଏହି ରାଜ୍ୟ ସରକାର କର୍ମଚାରୀଙ୍କୁ ଦେଲେ ଉପହାର, ବଢାଇଲେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୮।୧୧: ଦୀପାବଳି ପୂର୍ବରୁ ଆସାମ ସରକାର ନିଜ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି ଏବଂ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସରକାର ମହଙ୍ଗା ଭତ୍ତାକୁ ୪ପ୍ରତିଶତ ବୃଦ୍ଧି କରିଛନ୍ତି, ଏହା ପରେ ବର୍ତ୍ତମାନ ରାଜ୍ୟ ସରକାରୀ କର୍ମଚାରୀଙ୍କ…

ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ

କୋଲକାତା,୮।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ତୃଣମୂଳ କଂଗ୍ରେସ (ଟିଏମସି)ର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ଅଡୁଆ ବନ୍ଦ ହେବାର ନାଁ ନେଉନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣି ଥରେ ସମନ ଜାରି କରିଛି। ଗୁରୁବାର ତାଙ୍କୁ ପଚରାଉଚରା କରାଯିବ।…

ନଡ଼ାପୋଡ଼ି ତୁରନ୍ତ ବନ୍ଦକର

ନୂଆଦିଲ୍ଲୀ,୮ା୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଥିବାବେଳେ ପଡୋଶୀ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନ ତୁରନ୍ତ ନଡ଼ାପୋଡ଼ି ବନ୍ଦ ରଖିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ଯୋଗୁ ଲୋକଙ୍କୁ ମରିବାକୁ ଛାଡ଼ିଦିଆଯାଇପାରିବ ନାହିଁ। ଏହା ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?