ଅଧ୍ୟକ୍ଷ ପଦରୁ କାହିଁକି ଇସ୍ତଫା ଦେଇଥିଲେ ବାପା , ଖୁଲାସା କଲେ ଝିଅ
ମୁମ୍ବାଇ,୧୨।୧୦: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ଝିଅ ତଥା ଏମ୍ପି ସୁପ୍ରିୟା ସୁଲେ ଗୁରୁବାର ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଶରଦ ପାୱାରଙ୍କ ମେ’ରେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର କାରଣ ହେଉଛି…
ଅଜିତ ପାୱାରଙ୍କ ମୁଖ୍ୟମନ୍ତ୍ରୀ ଇଚ୍ଛା ଏକ ସ୍ବପ୍ନ ହୋଇ ରହିଯିବ: ଶରଦ ପାୱାର
ମୁମ୍ବାଇ,୧୨।୧୦: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଜିତ ପାୱାରଙ୍କ ଇଚ୍ଛା କେବଳ ଏକ ସ୍ବପ୍ନ ହୋଇ ରହିଯିବ। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଗୁରୁବାର ଏଭଳି କହିଛନ୍ତି। ପୁତୁରା ତଥା ଅଜିତ ପାଓ୍ବାରଙ୍କୁ କଟାକ୍ଷ କରି ଶରଦ…
ମଣିପୁରରେ ସୁରକ୍ଷା ବାହିନୀର କୋମ୍ବିଂ ଅପରେଶନ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ଇମ୍ଫାଲ,୧୨।୧୦: ହିଂସା ପ୍ରଭାବିତ ମଣିପୁରରେ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଗୁରୁବାର ଚୁରାଚାନ୍ଦପୁର ଜିଲାର କଙ୍ଗୱାଇ ସବଡିଭିଜନର ଗୋଥୋଲ ଗ୍ରାମରେ କୋମ୍ବିଂ ଅପରେଶନ କରିଛନ୍ତି। ଏଥିରେ ଆସାମ ରାଇଫଲ୍ସ, ବିଏସଏଫ ଏବଂ ମଣିପୁର ପୋଲିସର କର୍ମଚାରୀ ସାମିଲ ଥିଲେ। ଏଥିରେ…
ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମାଙ୍କୁ ହତ୍ୟା ଧମକ
ଗୁଆହାଟୀ,୧୨।୧୦: ଆସାମର କାମରୂପ ଆଗ୍ୟାଥୁରୀ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ପୋଷ୍ଟର ଲଗାଯାଇଛି। ଏଥିରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି। କିଏ ଏହି ଅଞ୍ଚଳରେ ପୋଷ୍ଟର ରଖିଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଖବରପାଇ ଦାଦ୍ରା ପୋଲିସ ଉକ୍ତ…
ଜୟଶଙ୍କରଙ୍କୁ ମିଳିବ ‘ଜେଡ୍’ ବର୍ଗର ସୁରକ୍ଷା
ନୂଆଦିଲ୍ଲୀ,୧୨।୧୦: ବହିର୍ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି। ତାଙ୍କୁ ବର୍ତ୍ତମାନ ‘ଜେଡ୍’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ। ଏହାପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀ ‘ଓ୍ବାଇ’ ବର୍ଗର ସୁରକ୍ଷା ପାଇଥିଲେ। ସରକାରୀ ସୂତ୍ର ଅନୁଯାୟୀ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କର ସୁରକ୍ଷା…
ଅରବିନ୍ଦ କେଜ୍ରିଓ୍ବାଲ, ସଞ୍ଜୟ ସିଂଙ୍କୁ ଝଟକା
ଅହମ୍ମଦାବାଦ,୧୨।୧୧: ଗୁଜରାଟ ହାଇକୋର୍ଟରୁ ଏଏପି ନେତା ଅରବିନ୍ଦ କେଜ୍ରିଓ୍ବାଲ ଏବଂ ସଞ୍ଜୟ ସିଂଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଡିଗ୍ରୀ ମାନହାନୀ ମାମଲାରେ ଉଭୟ ଏଏପି ନେତାଙ୍କୁ ଜାରି କରାଯାଇଥିବା ସମନ ଉପରେ ରୋକ ଲଗାଇବାକୁ…
ଭାବି ବୋହୂଙ୍କ କେଦାରନାଥ ଦର୍ଶନ କଲେ ମୁକେଶ ଅମ୍ବାନୀ: ଦାନ ଦେଲେ ଏତିକି ଟଙ୍କା
ନୂଆଦିଲ୍ଲୀ,୧୨।୧୦:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ମୁଖ୍ୟ ତଥା ଶିଳ୍ପପତି ମୁକେଶ ଅମ୍ବାନୀ ଗୁରୁବାର ବଦ୍ରିନାଥ ଏବଂ କେଦାରନାଥ ଦର୍ଶନ କରିଛନ୍ତି। ଏହି ସମୟରେ ଭାବି ବୋହୂ ତଥା ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟ ଏବଂ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ଉପସ୍ଥିତ…
‘ଆଜି ଭାରତର ଶକ୍ତି ଦେଖୁଛି ସମଗ୍ର ବିଶ୍ୱ’
ନୂଆଦିଲ୍ଲୀ,୧୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ଉତ୍ତରାଖଣ୍ଡକୁ ଏକ ବଡ ଉପହାର ଦେଇ ୪୨୦୦ କୋଟି ଟଙ୍କା ମୂଲ୍ୟର ଯୋଜନା ଉଦ୍ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ। ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦୂର ପର୍ବତରେ ରହୁଥିବା ଲୋକଙ୍କ…
ରଣନୀତିକ ଭାଗିଦାରୀକୁ ଆହୁରି ଉଚ୍ଚତାକୁ ନେବାକୁ ଭାରତ-ଫ୍ରାନ୍ସ ପ୍ରସ୍ତୁତ: ରାଜନାଥ
ପ୍ୟାରିସ/ନୂଆଦିଲ୍ଲୀ,୧୨।୧୦: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସ ଗସ୍ତରେ ଅଛନ୍ତି। ପ୍ୟାରିସରେ ପଞ୍ଚମ ବାର୍ଷିକ ଭାରତ-ଫ୍ରାନ୍ସ ପ୍ରତିରକ୍ଷା ସଂଳାପରେ ପ୍ରତିରକ୍ଷା ଶିଳ୍ପ ସହଯୋଗ ବୃଦ୍ଧି ପାଇଁ ବ୍ୟାପକ ଆଲୋଚନା ହୋଇଛି। ଏହି ସମୟରେ ଫ୍ରାନ୍ସର ସଶସ୍ତ୍ର ବାହିନୀ ମନ୍ତ୍ରୀ ସେବେଷ୍ଟିୟନ…
ଆମେ କୌଣସି ଶିଶୁକୁ ହତ୍ୟା କରିପାରିବୁ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୨।୧୦: ୨୬ ସପ୍ତାହର ଗର୍ଭ ସମାପ୍ତି ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଆମେ କୌଣସି ଶିଶୁକୁ ହତ୍ୟା କରିପାରିବୁ ନାହିଁ। ଆମକୁ ଜନ୍ମିତ ଶିଶୁର ଅଧିକାର ଏବଂ ମାତାର ଅଧିକାର ମଧ୍ୟରେ ସନ୍ତୁଳନ ରକ୍ଷା…
ଇସ୍ରାଏଲ ଯୁଦ୍ଧ: ୧୦ଭାରତୀୟ ନିବେଶକ ଚିନ୍ତାରେ
ନୂଆଦିଲ୍ଲୀ,୧୨।୧୦: ଆଜିକୁ ୬ଦିନ ଧରି ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଯୁଦ୍ଧ ଜାରି ରହିଛି। ଏହା ଦ୍ୱାରା ଇସ୍ରାଏଲର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ପ୍ରାୟ ୯୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲର ଜିଡିପି ପ୍ରାୟ ୫୨୧.୬୯…
ମୋଦିଙ୍କୁ ସାକ୍ଷାତ କରିବେ ଋଷିଆ ରାଷ୍ଟ୍ରପତି ପୁଟିନ
ମସ୍କୋ,୧୨।୧୦: ଚଳିତ ବର୍ଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ଭାବ୍ୟ ବୈଠକ ସମ୍ପର୍କରେ ଋଷିଆ ଏବଂ ଭାରତ ମଧ୍ୟରେ ଆଲୋଚନା ଚାଲିଛି। ମସ୍କୋରେ ଭାରତର ରାଷ୍ଟ୍ରଦୂତ ପୱନ କପୁରଙ୍କ ଅନୁଯାୟୀ, ଏପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ଆଲୋଚନା…
Archives


