ଯଦି କଶ୍ମୀରରୁ ଧାରା ୩୭୦ ହଟିପାରିଲା, ତେବେ ଯେକୌଣସି ଦିନ ପିଓକେରେ ତ୍ରିରଙ୍ଗା ଉଡ଼ିପାରେ; କେନ୍ଦ୍ରମନ୍ତ୍ରୀ କହିଲେ ‘ଅସମ୍ଭବ ନୁହେଁ’
ନୂଆଦିଲ୍ଲୀ,୧୭।୧୨: ଗତ କିଛି ଦଶନ୍ଧି ଧରି ପାକିସ୍ତାନ ଜମ୍ମୁ-କଶ୍ମୀରର ଏକ ଅଂଶ ଦଖଲ କରିଛି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ଭାରତ କବ୍ଜା କରି ପୁଣିଥରେ ଭାରତରେ ସାମିଲ ହେବ କି? ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ…
ମାତ୍ର ୬୦୦ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର, ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୧୭।୧୨ : କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ସଂସଦକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାବେଳେ କହିଛନ୍ତି ଗରିବ ପରିବାରକୁ ଶସ୍ତା ଦାମରେ ଏଲପିଜି ଗ୍ୟାସ ସିଲିଣ୍ଡର ଯୋଗାଇବାରେ ସରକାର ଅନ୍ୟ ଦେଶ ତୁଳନାରେ ପ୍ରଭାବଶାଳୀ ହୋଇଛନ୍ତି। ପଡୋଶୀ ଦେଶ ପାକିସ୍ଥାନ, ନେପାଳ…
କଂଗ୍ରେସର ୨୦୨୪ ବିଜୟ ଲକ୍ଷ୍ୟ, ପୁଣି ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବେ ରାହୁଲ…
ନୂଆଦିଲ୍ଲୀ,୧୭।୧୨ : ଦେଶର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ପାଇଁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଡିସେମ୍ବର ୨୧ ରେ ଦଳର କାର୍ଯ୍ୟ କମିଟିର ବୈଠକ ଡାକିଛନ୍ତି। ସାମ୍ପ୍ରତିକ ନିର୍ବାଚନରେ ବିଫଳତା, ସଂସଦର ଉଲ୍ଲଂଘନ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ…
ଭାଜପା ସହ ଲଢ଼େଇ: ଲୋକଙ୍କଠାରୁ ଦାନ ସଂଗ୍ରହ କରିବ କଂଗ୍ରେସ, ସୋମବାରଠାରୁ କ୍ରାଉଡ ଫଣ୍ଡିଂ ଅଭିଯାନ…
ନୂଆଦିଲ୍ଲୀ,୧୭।୧୨ : ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ସହିତ ଲଢ଼େଇ କରିବା ପାଇଁ କଂଗ୍ରେସ ଦଳ ଏକ ଦାନ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି। ଦଳ ପକ୍ଷରୁ ସାଧାରଣ ଲୋକଙ୍କ ଦାନ ସହାୟତା ଲୋଡିଛି। ଦଳର ୧୩୮ ବର୍ଷର ଏକ…
୨୦୨୪ ନିର୍ବାଚନ ପୂର୍ବରୁ ହ୍ରାସ ପାଉଛି କି କଂଗ୍ରେସର ମନୋବଳ? ଚିଦାମ୍ବରମଙ୍କ ବୟାନରୁ ସ୍ପଷ୍ଟ ହେଲା ‘ଡର’
ନୂଆଦିଲ୍ଲୀ,୧୭।୧୨: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସ ନେତାମାନଙ୍କର ଚିନ୍ତା ବଢ଼ୁଥିବା ନଜର ଆସୁଛି। ନିକଟରେ ୫ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳରେ ଛତିଶଗଡ଼ ଏବଂ ରାଜସ୍ଥାନରେ ଭାଜପା ସରକାର ଗଢ଼ିଛି। ସେହିଭଳି ମଧ୍ୟପ୍ରଦେଶ ଏବଂ ମିଜୋରାମରେ…
Video: ପ୍ରଧାନମନ୍ତ୍ରୀଙ୍କ ମହାନତା, ଗାଡ଼ି ଅଟକାଇ ଆମ୍ବୁଲାନ୍ସକୁ ଛାଡ଼ିଲେ ବାଟ
ନୂଆଦିଲ୍ଲୀ, ୧୭ା୧୨: ରବିବାର ଉତ୍ତର ପ୍ରଦେଶର ଏକ ରୋଡ ଶୋ’ରେ ଯୋଗ ଦେବାକୁ ଯିବା ସମୟରେ ନିଜ ଗାଡ଼ି ଅଟକାଇ ଏକ ଆମ୍ବୁଲାନ୍ସକୁ ରାସ୍ତ ଦେଇ ନିଜର ମାନବିକତା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମ୍ବୁଲାନ୍ସକୁ ଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାରକେଡ…
ସ୍ତ୍ରୀଙ୍କ ସହିତ ସପ୍ତାହରେ ୨ ଥର ହେଉଛି ଶାରୀରିକ ସମ୍ପର୍କ, ସ୍ବାମୀ ହେଲେ କୋର୍ଟଙ୍କ ଦ୍ୱାରସ୍ଥ…
ଅହମଦାବାଦ,୧୭।୧୨ : ଗୁଜରାଟ ହାଇକୋର୍ଟରେ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଯଦିଓ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନେଇ ମାମଲା ହାଇକୋର୍ଟରେ ପହଞ୍ଚିଛି, କିନ୍ତୁ ବିବାଦର କାରଣ କୌଣସି ପାରିବାରିକ ବିବାଦ ନୁହେଁ। ବିବାଦର କାରଣ ହେଉଛି ସ୍ତ୍ରୀ ସପ୍ତାହରେ…
ଅସନ୍ତୁଷ୍ଟ କମଲନାଥ ନିଜ ଭବିଷ୍ୟତ ନେଇ ଚିନ୍ତିତ, ଏବେ କରିବେ କ’ଣ…
ଭୋପାଳ,୧୭।୧୨ : ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ମଧ୍ୟ ଦଳର ସଭାପତି କମଲ ନାଥ ଇସ୍ତଫା ଦେଇ ନ ଥିବା ବେଳେ ଦଳ ସେଠାରେ ପରିବର୍ତ୍ତନ ଆଣିଛି। କଂଗ୍ରେସ ନେତା ଜିତୁ ପଟୱାରୀଙ୍କୁ ମଧ୍ୟପ୍ରଦେଶ କଂଗ୍ରେସର ସଭାପତି କରାଯାଇଛି। କଂଗ୍ରେସ ଦଳର…
ଏମପି ଫର୍ମୂଲାରେ ଲୋକସଭା ନିର୍ବାଚନ ଲଢ଼ିବ କଂଗ୍ରେସ…
ନୂଆଦିଲ୍ଲୀ,୧୭।୧୨ : ମଧ୍ୟପ୍ରଦେଶ(ଏମପି)ରେ ବିଧାନସଭା ନିର୍ବାଚନରେ ଆପଣେଇଥିବା ରାଜନୈତିକ ଫର୍ମୂଲାରେ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନ ଳଢ଼ିବାକୁ ଯୋଜନା କରିଛି। ଏନେଇ ପ୍ରମୁଖ ରଣନୀତି ପ୍ରସ୍ତୁତ କରାଯାଉଛି। କେବଳ ଜାତି ସମୀକରଣ ଦୃଷ୍ଟିରୁ ନୁହେଁ ବରଂ ବୟସ ଦୃଷ୍ଟିରୁ ଯୁବବର୍ଗମାନଙ୍କୁ ସୁଯୋଗ…
ପାର୍ଲାମେଣ୍ଟରେ ସ୍ମୋକ୍ ବମ୍ ପକାଇବା ଘଟଣା: ପୋଲିସ ହାତରେ ଲାଗିଲା ନୂଆ ସୁରାକ
ନୂଆଦିଲ୍ଲୀ,୧୭ା୧୨: ଦିଲ୍ଲୀ ସମେତ ସମଗ୍ର ଦେଶରେ ବୁଧବାର ହଇଚଇ ସୃଷ୍ଟି ହୋଇଥିଲା। ଯେତେବେଳେ ଦୁଇଜଣ ଲୋକ ପାର୍ଲାମେଣ୍ଟରେ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ। ପ୍ରକୃତରେ ଦୁଇଜଣ ଲୋକ ଦର୍ଶକ ଗ୍ୟାଲେରିରୁ ପାର୍ଲାମେଣ୍ଟ ହଲ୍କୁ ଡେଇଁ ହଳଦିଆ ରଙ୍ଗର କିଛି ସ୍ପ୍ରେ…
ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା: ଭାରତ ପାଇଁ ଡେବ୍ୟୁ କରୁଛନ୍ତି ସାଇ ସୁଦର୍ଶନ
ଜୋହାନ୍ସବର୍ଗ,୧୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଜୋହାନ୍ସବର୍ଗରେ ଖେଳାଯାଉଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରାମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଇ…
୫୫ ଲକ୍ଷ ମୋବାଇଲ ଫୋନ ସଂଯୋଗ -୧.୩୨ ଲକ୍ଷ ହ୍ୟାଣ୍ଡସେଟ ବ୍ଲକ…
ନୂଆଦିଲ୍ଲୀ,୧୭।୧୨ : ଅନଲାଇନ ଠକେଇ ଦେଶରେ ଏକ ବଡ ସମସ୍ୟା ସୃଷ୍ଟି କରିଛି। ନକଲି ସିମର ନେଟୱାର୍କ ଭାରତରେ ବ୍ୟାପକ ପରିମାଣରେ ଚାଲିଛି। ଲୋକମାନେ ନକଲି ଡକ୍ୟୁମେଣ୍ଟ ସହିତ ସିମ କାର୍ଡ ପାଉଛନ୍ତି, ତାପରେ ଏହି ସିମ କାର୍ଡ ବ୍ୟବହାର କରି…

