ଜାତୀୟ

ଘଣ୍ଟାଏ ପରେ ସ୍ବାଭାବିକ ହେଲା ‘ଏକ୍ସ’

ଓ୍ବାଶିଂଟନ୍‌,୨୧।୧୨: ମାଇକ୍ରୋ ବ୍ଲଗିଂ ଏକ୍ସ ଘଣ୍ଟାଏ ପରେ ପୁଣି ସ୍ବାଭାବିକ ହୋଇଛି। ଗୁରୁବାର ପୂର୍ବାହ୍ଣ ୧୧ଟାରୁ ଏକ୍ସର ସର୍ଭର ଡାଉନ ଥିଲା। ଯାହାଯୋଗୁ କୌଣସି ଟ୍ବିଟ୍‌ କରିହେଉ ନ ଥିଲା କି ଟ୍ବିଟ୍‌ ଦେଖିହେଉ ନ ଥିଲା। ଘଣ୍ଟାକ ପାଇଁ ୟୁଜର୍ସମାନେ…

ରାମ ମନ୍ଦିର ଉଦ୍‌ଘାଟନୀରେ ଯୋଗ ଦେବନି କଂଗ୍ରେସ!

ନୂଆଦିଲ୍ଲୀ,୨୧।୧୦: ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ନେଇ ଅଯୋଧ୍ୟାରେ ଭବ୍ୟ ଆୟୋଜନ ଆରମ୍ଭ ହୋଇଛି। ଜାନୁୟାରୀ ୨୨ରେ ହେବାକୁ ଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୮ହଜାର ଅତିଥି ଉପସ୍ଥିତ ରହିବେ। ଏଥିରେ ବଡ ବଡ ବ୍ୟବସାୟୀ, ଶିଳ୍ପପତି, ନେତା, ସନ୍ଥ, ସେଲିବ୍ରେଟି ମଧ୍ୟ…

୪ ବର୍ଷରୁ କମ ବୟସ୍କ ପିଲାଙ୍କୁ କଫ ସିରପ ମନା, ବ୍ୟାନ କଲା ଭାରତ…

ନୂଆଦିଲ୍ଲୀ,୨୧।୧୨ : ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ ପିଲାମାନଙ୍କ ପାଇଁ କଫ ସିରପକୁ ବ୍ୟାନ କରିଛନ୍ତି । କଫ ସିରପ ଯୋଗୁଁ ବିଶ୍ୱସ୍ତରରେ ୧୪୧ ପିଲାଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନିଆଯାଇଛି। ନିୟାମକ ସଂସ୍ଥା ଶିଶୁମାନଙ୍କ ପାଇଁ…

ପୁଣି ଭାରତକୁ ଫେରିଲା ମାସ୍କ: ୨୪ ଘଣ୍ଟାରେ ୬ ମୃତ, ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୨୧।୧୨ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଥରେ ଲୋକଙ୍କୁ ଭୟଭୀତ କରିବାରେ ଲାଗିଛି। ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ପୁଣିଥରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା କାରଣରୁ ୬ ଜଣଙ୍କର ମୃତ୍ୟୁ…

ତାମିଲନାଡୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ୩ ବର୍ଷ ଜେଲ-୫୦ ହଜାର ଜରିମାନା ଦଣ୍ଡାଦେଶ…

ଚେନ୍ନାଇ,୨୧।୧୨ : ବେଆଇନ ଭାବେ ସମ୍ପତ୍ତି ଠୁଳ କରିଥିବା ମାମଲାରେ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡିଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୋନମୁଡି ଏବଂ ତାଙ୍କ ସ୍ତୀଙ୍କ କୋର୍ଟ ୫୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା…

ଭାରତ ମୁସଲମାନଙ୍କ ପାଇଁ ପାଲଟିଛି ସ୍ବର୍ଗ: ମୋଦି…

ନୂଆଦିଲ୍ଲୀ,୨୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ମୁସଲମାନମାନଙ୍କ ପାଇଁ ସ୍ବର୍ଗ ବୋଲି ବର୍ଣ୍ଣନା କରିଛନ୍ତି। ବିଦେଶୀ ଖବରକାଗଜ ‘ଫାଇନାନ୍ସିଆଲ ଟାଇମ୍ସ’କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତରରେ ପିଏମ ମୋଦି ଏଭଳି କହିଛନ୍ତି । ଦୁନିଆର ଅନ୍ୟ କେଉଁଠାରେ…

ପୋଷ୍ଟପେଡ ଫୋନ ବିଲ୍‌ ନ ଦେଲେ ହେବ ଜେଲ ଦଣ୍ଡ…

ନୂଆଦିଲ୍ଲୀ,୨୧।୧୨ : ପୋଷ୍ଟପେଡ ଫୋନ ବିଲ ପେମେଣ୍ଟରେ ବିଳମ୍ବ କଲେ ୟୁଜରଙ୍କୁ ଜେଲ ଦଣ୍ଡ ହେବ। ଏହା ଶୁଣି ୟୁଜର ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହା ସତ୍ୟ। ଯଦି ଏହା କରାଯାଏ ତେବେ ୟୁଜରଙ୍କୁ କୋର୍ଟକୁ ଯିବାକୁ ପଡିପାରେ। ଏଥିସହ, ଯଦି…

୪୮ ଘଣ୍ଟାରେ କଂଗ୍ରେସ ସଂଗ୍ରହ କଲା ୩ କୋଟି ଚାନ୍ଦା, ବିହାର-ମହାରାଷ୍ଟ୍ରରୁ ଅଧିକ ଲୋକ ସାମିଲ…

ନୂଆଦିଲ୍ଲୀ,୨୧।୧୨ : କଂଗ୍ରେସ ପାର୍ଟି ମାତ୍ର ୪୮ ଘଣ୍ଟା ମଧ୍ୟରେ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ୩ କୋଟି ଟଙ୍କା ସଂଗ୍ରହ କରିଛି। ଏପର୍ଯ୍ୟନ୍ତ ପ୍ରାୟ ୧,୧୩,୦୦୦ ଲୋକ ଦାନ କରିଛନ୍ତି। ୨୦୨୪ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପାଇଁ ସମ୍ବଳ ସଂଗ୍ରହ…

ମେସେଜ-କଲ ହେବ ଟ୍ରାକ୍‌: ମୋବାଇଲ ୟୁଜରଙ୍କ ଉପରେ ସରକାରଙ୍କ କଡ଼ା ନଜର, ଆସିଲା ନୂଆ ବିଲ୍‌…

ନୂଆଦିଲ୍ଲୀ,୨୧।୧୨: ଟେଲିକମ ବିଲ ୨୦୨୩ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଛି। ଏହି ବିଲରେ ସରକାର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଭାବ ପକାଇ ଅନେକ ପଦକ୍ଷେପ ନେବାକୁ ଅନୁମତି ପାଇଛନ୍ତି। ଟେଲିକମ ସେକ୍ଟର ମାଧ୍ୟମରେ ଜାତୀୟ ସୁରକ୍ଷା କ୍ଷତିଗ୍ରସ୍ତ…

ଇଣ୍ଟରନେଟ କାଟିଲେ ଜରିମାନା ସହ ୩ ବର୍ଷ ଜେଲ ଦଣ୍ଡ, ସରକାରଙ୍କ ନୂଆ ନିୟମ…

ନୂଆଦିଲ୍ଲୀ,୨୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପ୍ରତ୍ୟେକ ଉପଭୋକ୍ତାଙ୍କୁ ଇଣ୍ଟରନେଟ ଯୋଗାଇବାକୁ ଚାହୁଁଛନ୍ତି। ଏଥିପାଇଁ ମୋଦି ସରକାର ପ୍ରତ୍ୟେକ ଗାଁକୁ ଇଣ୍ଟରନେଟ ସହିତ ସଂଯୋଗ କରୁଛନ୍ତି। ଏହା ବ୍ୟତୀତ ପ୍ରତ୍ୟେକ ପଞ୍ଚାୟତ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର କେବୁଲ ବିଛାଯାଉଛି। ଯେଉଁମାନେ…

ରେଳ ଲାଇନ ଉପରେ ରିଲ କରିବା ପଡିଲା ମହଙ୍ଗା, ଟ୍ରେନ ଧକ୍କାରେ ୩ ନାବାଳକଙ୍କ ମୃତ୍ୟୁ…

ମୁର୍ଶିଦାବାଦ,୨୧।୧୨: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ରେଳ ଲାଇନ ଉପରେ ରିଲ୍‌ କରିବା ପଡିଲା ମହଙ୍ଗା ପଡିଛି। ହଠାତ ଟ୍ରେନ ଆସିଯିବାରୁ ରିଲ ତିଆରି କରିଥିବା ୭ ଜଣ ନାବାଳକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ନାବାଳକ ଆହତ ହୋଇଛନ୍ତି।…

ଟେଲିକମ୍‌ ବିଲ୍‌: ଗଣମାଧ୍ୟମର କଣ୍ଠରୋଧ, ପ୍ରିଭେସିରେ ହସ୍ତକ୍ଷେପ

ଭୁବନେଶ୍ୱର,୨୧ା୧୨ (ବ୍ୟୁରୋ)ଲୋକ ସଭାରେ ସୋମବାର ଆଗତ ମୋଦି ସରକାରଙ୍କ ୪୬ ପୃଷ୍ଠା ସମ୍ବଳିତ ଟେଲିକମ୍ୟୁନିକେଶନ୍ସ ବିଲ୍‌, ୨୦୨୩ ବୁଧବାର ଏକପ୍ରକାର ବିରୋଧୀ ବିହୀନ ଗୃହରେ ଧ୍ୱନିମତରେ ପାରିତ ହୋଇଛି। ଉକ୍ତ ବିଧେୟକକୁ ଟେଲି ଯୋଗାଯୋଗ ଶିଳ୍ପ ସ୍ବାଗତ କରିଥିବାବେଳେ ଆଇନଜୀବୀ, ନାଗରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?