ମିଶନ ୨୦୨୪: ବିଧାନସଭା ଫର୍ମୁଲାରେ ଭାଜପା, ସିନିୟର ନେତାଙ୍କୁ ଲୋକ ସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି
ନୂଆଦିଲ୍ଲୀ,୬।୧: ଲୋକ ସଭା ନିର୍ବାଚନ ହେବାର ୬ମାସରୁ କମ ସମୟ ରହିଛି। ଏଭଳି ପରିସ୍ଥିତିରେ ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଏଥିରେ ଦଳର ବରିଷ୍ଠ ନେତାମାନଙ୍କୁ ମଇଦାନକୁ ଓହ୍ଲାଇବାକୁ ଭାଜପା ପ୍ରସ୍ତୁତ…
ସୁଭାଷ ଚନ୍ଦ୍ର ବୋଷଙ୍କୁ ‘ଦେଶର ପୁତ୍ର’ ଘୋଷଣା କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୬।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ‘ଦେଶର ପୁତ୍ର’ ଘୋଷଣା ଦାବି କରୁଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅମର ଏବଂ ତାଙ୍କର ମହାନତା ଦେଖାଇବା…
ନିଜ ପୁଅକୁ ଜେଲ ପଠାଇଲେ ଭାଜପା ବିଧାୟକ, କହିଲେ ଅପରାଧୀଙ୍କର କୌଣସି ସମ୍ପର୍କ ନ ଥାଏ
ଭୋପାଳ,୬।୧: ମଧ୍ୟପ୍ରଦେଶର ଗ୍ବାଲିଅର ଜିଲାର ପିଛୋର ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ପ୍ରୀତମ ଲୋଧି ସାଧାରଣ ଜନତା ତଥା ଜନ ପ୍ରତିନିଧୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ନିଜର ଲୁଣ୍ଠିତ ପୁଅର କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିଧାୟକ…
ହ୍ବାଟସ୍ ଆପ ୟୁଜର୍ସଙ୍କୁ ଦେଲା ନୂଆ ଫିଚର, ବଦଳିଯିବ ଆପର ରଙ୍ଗ
ନୂଆଦିଲ୍ଲୀ,୬।୧: ସୋସିଆଲ ମିଡିଆର ନାମୀ କମ୍ପାନୀ ହ୍ବାଟସ ଆପ ନୂଆ ବୈଶିଷ୍ଟ୍ୟ ଉପରେ କାର୍ଯ୍ୟ ଜାରି ରଖିଛି। ପ୍ରଥମେ ନଆ ଫିଚରଗୁଡିକ ବିଟା ଟେଷ୍ଟରମାନଙ୍କ ପାଇଁ ଜାରି କରାଯାଏ, ତାପରେ ସେଗୁଡିକ ସାଧାରଣ ଲୋକଙ୍କ ପାଇଁ ଲାଇଭ କରାଯାଏ। ଏହି ସମୟରେ,…
ରାଶନ ଘୋଟାଲା ମାମଲାରେ ଗିରଫ ହେଲେ ଟିଏମସି ନେତା
କୋଲକାତା,୬।୧: ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ରାଶନ ଘୋଟାଲା ମାମଲାରେ ଇଡି ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତା ତଥା ପୂର୍ବତନ ବେନଗାଁବ ପୌରପାଳିକାର ଅଧ୍ୟକ୍ଷ ଶଙ୍କର ଆଧ୍ୟାଙ୍କୁ ଗିରଫ କରିଛି। ଶଙ୍କର ଆଧ୍ୟାଙ୍କୁ ବଙ୍ଗଳାର ଉତ୍ତର ୨୪ପ୍ରଗଣାରୁ ଗିରଫ କରାଯାଇଛି। ନ୍ୟୁଜ ଏଜେନ୍ସି ଏଏନଆଇ…
ଖାଦ୍ୟରୁ ବାହାରିଲା ଅସରପା, ମହିଳା ଭିଡିଓ କରିବାରୁ ବାଡେଇଲେ ହୋଟେଲ କର୍ମଚାରୀ
ବେଙ୍ଗାଲୁରୁ,୬।୧: ବେଙ୍ଗାଲୁରୁରୁ ଏକ ଚମକାଇବା ଭଳି ଖବର ଆସିଛି। ଗୁରୁବାର ଏଠାରେ ଥିବା ଏକ ହୋଟେଲରେ ଜଣେ ମହିଳାଙ୍କୁ ଦିଆଯାଉଥିବା ଖାଦ୍ୟରେ ଏକ ଅସରପା ମିଳିଥିଲା। ଯେଉଁ ମହିଳାଙ୍କ ସହ ଏହି ଘଟଣା ଘଟିଛି ସେ ବୃତ୍ତି ଅନୁଯାୟୀ ଜଣେ ଓକିଲ।…
ଇଡି ଚାର୍ଜସିଟରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନାଁ
ରାୟପୁର,୬।୧: ‘ମହାଦେବ ବେଟିଂ ଆପ’ ମାମଲାରେ ପ୍ରବର୍ତ୍ତନ ନିଦ୍ଦେଶାଳୟ (ଇଡି) ର ଚାର୍ଜସିଟରେ ଏକ ବଡ଼ ଖୁଲାସା କରାଯାଇଛି। ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନାମ ମଧ୍ୟ ଚାର୍ଜସିଟରେ ସାମିଲ ହୋଇଛି। ଇଡି ୫ ଅଭିଯୁକ୍ତଙ୍କ ଏକ ଚାର୍ଜସିଟ ଦାଖଲ…
ଯୋଧପୁର-ଭୋପାଳ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ
କୋଟା,୬।୧: ରାଜସ୍ଥାନରୁ ଏକ ବଡ ଖବର ଆସୁଛି । ଯୋଧପୁର-ଭୋପାଳ ଯାତ୍ରୀବାହୀ ଟ୍ରେନର ଦୁଇଟି କୋଚ ଶୁକ୍ରବାର ବିଳମ୍ବିତ ରାତିରେ କୋଟା ଜଙ୍କସନ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଘଟଣା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ଅନେକ ଯାତ୍ରୀ…
ଆଉ ଏକ ଇତିହାସ ରଚିବାକୁ ନିକଟତର ହେଲାଣି ଭାରତ, ଆଜି ସୂଯର୍ୟଙ୍କୁ ‘ହ୍ୟାଲୋ’ କହିବ ଆଦିତ୍ୟ ଏଲ-୧
ବେଙ୍ଗାଲୁରୁ,୬।୧: ଚନ୍ଦ୍ରରେ ଅବତରଣ କରିବା ପରେ ଭାରତ ଅନ୍ୟ ଏକ ଇତିହାସ ସୃଷ୍ଟି କରିବାକୁ ଅତି ନିକଟତର ହୋଇଛି। ସୂର୍ଯ୍ୟ ମିଶନରେ ଥିବା ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ର ଆଦିତ୍ୟ ଏଲ -୧ ଶନିବାର ଅପରାହ୍ନ ୪ଟାରେ ଗନ୍ତବ୍ୟ…
ନିଲାମ ହେଲା ଗ୍ୟାଙ୍ଗ୍ଷ୍ଟର ଦାଉଦ ଇବ୍ରାହିମ୍ଙ୍କ ସମ୍ପତ୍ତି: ୧୫ ହଜାରର ପ୍ଲଟ ୨ କୋଟିରୁ ଅଧିକ ଟଙ୍କାରେ ବିକ୍ରି
ମୁମ୍ବାଇ,୫।୧: ଗ୍ୟାଙ୍ଗ୍ଷ୍ଟର ଦାଉଦ୍ ଇବ୍ରାହିମ୍ଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୨ଟି ସମ୍ପତ୍ତି ଶୁକ୍ରବାର ନିଲାମ ଜରିଆରେ ବିକ୍ରି ହୋଇଛି। ୧୭୦.୯୮ ବର୍ଗମିଟରର କୃଷି ଜମି୨.୦୧ କୋଟିରେ ବିକ୍ରି ହୋଇଛି, ଯାହାର ରିଜର୍ଭ ପ୍ରାଇସ୍ ୧୫,୪୪୦ ଟଙ୍କା ଥିଲା। ସେହିପରି ୧୭୩୦…
ଶରଦ ପାଓ୍ବାରଙ୍କ ସମ୍ପର୍କୀୟଙ୍କ କମ୍ପାନୀରେ ଇଡି ଚଢ଼ାଉ
ନୂଆଦିଲ୍ଲୀ,୫।୧: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କର ୨୫ ହଜାର କୋଟି ଟଙ୍କା ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଏନ୍ସିପି ନେତା ଶରଦ ପାଓ୍ବାରଙ୍କ ଭାଇଙ୍କ ନାତି ତଥା ବିଧାୟକ ରୋହିତ ପାଓ୍ବାରଙ୍କ ମାଲିକାନାରେ ଥିବା କମ୍ପାନୀରେ…
ଶୁଣାଣିବେଳେ ସିଜେଆଇ ଚନ୍ଦ୍ରଚୂଡଙ୍କ ସାମ୍ନାରେ ଦୁଇଟି ହ୍ବିସ୍କି ବୋତଲ ରଖିଲେ ବରିଷ୍ଠ ଓକିଲ, ଆଉ ତା’ ପରେ…
ଆଦିଲ୍ଲୀ,୫।୧: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କ ଶୁଣାଣିରେ ଦେଇଥିବା ପ୍ରମୁଖ ରାୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଏହି ଟିପ୍ପଣୀ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥାଏ। ତେବେ ଶୁକ୍ରବାର ହେଉଥିବା ଏକ ମାମଲାର ଶୁଣାଣି ସମୟରେ…

