ଜାତୀୟ

ଜମ୍ମୁ କଶ୍ମୀରରେ ଭୂକମ୍ପ: ଲୋକେ ଭୟଭୀତ

ଶ୍ରୀନଗର,୧୬।୧: ଜମ୍ମୁ କଶ୍ମୀରରେ କିଶ୍ଟଓ୍ବାରରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ,ସକାଳ ୮.୫୩ରେ କିଶ୍ଟଓ୍ବାରରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା…

ଆଜିଠାରୁ ଆରମ୍ଭ ହେବ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପୂଜାବିଧି: ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ଜାଣନ୍ତୁ

ଅଯୋଧ୍ୟା,୧୬।୧: ଭବ୍ୟ ରାମମନ୍ଦିରରେ ରାମଲାଲାଙ୍କୁ ପ୍ରାଣ ପ୍ରତିଷ୍ଠା ରୀତିନୀତି ଆଜିଠାରୁ ଆରମ୍ଭ ହୋଇ ଜାନୁୟାରୀ ୨୧ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୧୮ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଗତ ୭୦ ବର୍ଷ ଧରି ପୂଜାପାଠ କରୁଥିବା ବର୍ତ୍ତମାନର ପ୍ରତିମାକୁ ମଧ୍ୟ…

KYC ସମ୍ପୂର୍ଣ୍ଣ ନ ଥିଲେ ୩୧ରୁ ଫାସ୍‌ଟାଗ୍‌ ଅଚଳ

ବୈଧ ବାଲାନ୍ସ ଥାଇ ମଧ୍ୟ KYC ସମ୍ପୂର୍ଣ୍ଣ ହୋଇ ନ ଥିଲେ ଜାନୁଆରୀ ୩୧ ପରେ ବ୍ୟାଙ୍କଗୁଡ଼ିକ ଫାସ୍‌ଟାଗ୍‌କୁ ଅକାମୀ କରିଦେବେ କିମ୍ବା ଏହାକୁ କଳା ତାଲିକାଭୁକ୍ତ କରିବେ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହା ଘୋଷଣା…

ଓଡ଼ିଆରେ ଉପଲବ୍ଧ ହେବ ପାଣିପାଗ ସୂଚନା

ନୂଆଦିଲ୍ଲୀ,୧୬ା୧:ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପ୍ରତିଷ୍ଠାର ୧୫୦ତମ ବର୍ଷ ଅବସରରେ କୃଷକମାନଙ୍କ ପାଇଁ ପାଣିପାଗ ପୂର୍ବାନୁମାନ ପୋର୍ଟାଲ ‘ପଞ୍ଚାୟତ ମୌସମ ସେବା’ର ଶୁଭାରମ୍ଭ କରାଯାଇଛି। ଏହା ଚାଷୀଙ୍କୁ ଠିକ୍‌ ସମୟରେ ପାଣିପାଗ ଏବଂ କୃଷି କାର୍ଯ୍ୟ ସମ୍ପର୍କିତ ଯୋଜନା ସମ୍ପର୍କରେ ସତର୍କ…

ଝିଅ ବେଶରେ ବାନ୍ଧବୀଙ୍କ ପାଇଁ ପରୀକ୍ଷା ଦେଇ ଯୁବକ ଗିରଫ

ନୂଆଦିଲ୍ଲୀ,୧୬ା୧:ପଞ୍ଜାବ ଫରିଦକୋଟ୍‌ର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ଯୁବକ ଝିଅ ବେଶ ଧାରଣ କରି ତାଙ୍କ ବାନ୍ଧବୀଙ୍କ ପାଇଁ ପରୀକ୍ଷା ଦେଉଥିବାବେଳେ ଧରାପଡ଼ିଛନ୍ତି। ଏହି ଘଟଣା ପରୀକ୍ଷା କେନ୍ଦ୍ରରେ ହାସ୍ୟରୋଳ ସୃଷ୍ଟି କରିଥିଲା। କୋଟକପୁରାର ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ଗତ ୭…

ମଣିପୁରରୁ ନାଗାଲାଣ୍ଡ ପହଞ୍ଚିଲା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’

ନୂଆଦିଲ୍ଲୀ,୧୫।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସୋମବାର ମଣିପୁରର ସେକମାଇରୁ ଆରମ୍ଭ ହୋଇଛି। ଏହି ସମୟରେ ତାଙ୍କୁ ସ୍ବାଗତ କରିବାକୁ ବାଟରେ ଠିଆ ହୋଇଥିବା ଲୋକଙ୍କ ସହ କଥା ହୋଇଛନ୍ତି। ରାହୁଲ ଗାନ୍ଧୀ କିଛି ବାଟ…

‘ରାହୁଲ ଗାନ୍ଧୀ ଏହାକୁ ମନେ ରଖିବା ଉଚିତ୍‌’, ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ କହିଲେ ଟିଏମସି ନେତା

କୋଲକାତା,୧୫।୧: ରବିବାର (ଜାନୁୟାରୀ ୧୪ ରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ପଶ୍ଚିମବଙ୍ଗକୁ ସାମିଲ କରିବା ଉପରେ ବରିଷ୍ଠ ତୃଳମୂଳ କଂଗ୍ରେସ (ଟିଏମସି) ନେତା ତଥା ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ପଶ୍ଚିମବଙ୍ଗରେ…

ଟୁ-ଫିଙ୍ଗର ଟେଷ୍ଟ କରିବାକୁ ନେଇ ଡାକ୍ତରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ଶିମ୍‌ଲା,୧୫।୧ : ବଳାତ୍କାରର ଶିକାର ହୋଇଥିବା ଜଣେ ନାବାଳିକାଙ୍କ ଟୁ-ଫିଙ୍ଗର ଟେଷ୍ଟ କରିଥିବା ପାଲାମପୁର ସିଭିଲ୍‌ ହସ୍ପିଟାଲର ଡାକ୍ତରମାନଙ୍କୁ ହିମାଚଳପ୍ରଦେଶ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ଡାକ୍ତରଙ୍କ ତ୍ରୁଟି ପାଇଁ ରାଜ୍ୟ ସରକାର ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ…

ମଙ୍ଗଳବାର ସୁନ୍ଦରକାଣ୍ଡ ପାଠ କରିବେ କେଜ୍‌ରିଓ୍ବାଲ, ସୋସିଆଲ ମିଡିଆରେ ଦେଲେ ସୂଚନା

ନୂଆଦିଲ୍ଲୀ,୧୫।୧: ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ସୁନ୍ଦରକାଣ୍ଡ ପାଠ କରିବାକୁ ନିଷ୍ପତ୍ତି ନେଇଛି। ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏଏପି ଏହି ଘୋଷଣା କରିଛି। ଏହି ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଧୋନିଙ୍କୁ ମିଳିଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୧୫।୧: ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନିମନ୍ତ୍ରଣ ମିଳିଛି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସହିତ ଜଡିତ ଲୋକ ଧୋନିଙ୍କୁ ନିମନ୍ତ୍ରଣ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଏହି ରାଜ୍ୟରେ ବନ୍ଦ ରହିବ ମଦ ଦୋକାନ, ଘୋଷଣା କଲେ ସରକାର

ଚଣ୍ଡିଗଡ,୧୫।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ସେହି ଦିନ ହରିୟାଣାରେ ମଦ ଦୋକାନ ବନ୍ଦ ରହିବ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସୋମବାର ଏହି ଘୋଷଣା କରିଛନ୍ତି।…

ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଫୋନରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜେ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ପୁଟିନ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?