ଜାତୀୟ

ବଜେଟରେ ୨୦୪୭ର ବିକଶିତ ଭାରତର ମୂଳଦୁଆକୁ ମଜଭୂତ କରିବାର ରହିଛି ଗ୍ୟାରେଣ୍ଟି: ମୋଦି

ନୂଆଦିଲ୍ଲୀ,୧।୨: ଗୁରୁବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତରୀଣ ବଜେଟ ଉପସ୍ଥାପନ କରାଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରରେ ଷଷ୍ଠ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବିଭାଗର ପ୍ରତ୍ୟେକ ବିଭାଗର ଲୋକଙ୍କର ଅନେକ ଆଶା ଥିଲା, ଅଧିକାଂଶ…

ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ୍‌ ସରକାର ନା ହେବ ରାଜନୈତିକ ଖେଳ? କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ…

ରାଞ୍ଚି,୧।୨: ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ବଢ଼ିବାରେ ଲାଗିଛି। ମହାମେଣ୍ଟର ବିଧାୟକମାନଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଥିବା ବେଳେ ସ୍ବତନ୍ତ୍ର ବିମାନ ରାଞ୍ଚିରେ ପହଞ୍ଚିଛି। ବିଧାୟକମାନେ ସର୍କିଟ୍‌ ହାଉସ୍‌ରେ ଉପସ୍ଥିତ ଥିବା ବେଳେ ଜେଏମ୍‌ଏମ୍‌ର…

ଜେଲରେ ରାତି କାଟିବେ ସୋରେନ, ଆସନ୍ତା କାଲି ସ୍ବତନ୍ତ୍ର କୋର୍ଟ ଦେବେ ରାୟ

ନୂଆଦିଲ୍ଲୀ,୧।୨: ଜମି ଘୋଟାଲା ମାମଲାରେ ଜଡିତଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନ୍ୟାୟିକ ହେପାଜତକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ହେମନ୍ତ ସୋରେନ ଗୋଟିଏ ଦିନ ପାଇଁ ଜେଲରେ ରାତି କଟାଇବେ। ତାଙ୍କୁ ହୋଟୱାର ଜେଲକୁ ନିଆଯିବ। ଏଥିପାଇଁ…

ହେମନ୍ତ ସୋରେନ ଗିରଫ ପରେ ୪ ବିଧାୟକଙ୍କ ମୋବାଇଲ ସୁଇଚ୍ ଅଫ, ଝାଡ଼ଖଣ୍ଡରେ ବଡ଼ ରାଜନୈତିକ ହଲଚଲ ଆଶଙ୍କା

ନୂଆଦିଲ୍ଲୀ,୧।୨: ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡର ରାଜନୈତିକ ଦୃଶ୍ୟପଟ୍ଟ ଅନିଶ୍ଚିତା ଆଡକୁ ଠେଲି ହୋଇଯାଇଛି। ଶାସକ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଏହାର ବିଧାୟକଙ୍କ ଘୋଡା କାରବାର ଭୟରେ ୪୩ ବିଧାୟକଙ୍କୁ ହାଇଦ୍ରାବାଦ କିମ୍ବା…

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ହିନ୍ଦୁ ସେନାର ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୧।୨: ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କୁ ଜୀବନରେ ମାରିଦେବାକୁ ଧମକପୂର୍ଣ୍ଣ ଚିଠି ମିଳିଛି। ତାଙ୍କର ପୂର୍ବ ଦିଲ୍ଲୀସ୍ଥିତ ବାସଭବନକୁ କେହି ଦୁର୍ବୃତ୍ତ ଏକ ପାର୍ସଲ ପଠାଇଥିଲେ। ଏଥିରେ ଧମକପୂର୍ଣ୍ଣ ଚିଠି ସହ ତିନୋଟି ଗୁଳି…

ଝାଡ଼ଖଣ୍ଡ ରାଜଭବନ ନିଦରୁ ଉଠନ୍ତୁ, ସରକାର ଗଠନ ଲାଗି ଆମକୁ ଆମନ୍ତ୍ରଣ କରନ୍ତୁ: ଚମ୍ପାଇ ସୋରେନ

ରାଞ୍ଚି,୧।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ଦେବା ପରେ ରାଜନୈତିକ ହଲଚଲ ଆରମ୍ଭ ହୋଇଛି। ଏବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ସରକାର ଗଠନ ଲାଗି ରାଜ୍ୟପାଳଙ୍କ ଡାକରାକୁ ଅପେକ୍ଷା କରିଛି। ହେଲେ ଏଥିରେ ବିଳମ୍ବ ହେଉଥିବାରୁ ଦଳର ନେତାମାନେ…

ରେଳ ବଜେଟ: ଓଡିଶାକୁ ୧୦,୫୩୬ କୋଟି ଅନୁଦାନ

ନୂଆଦିଲ୍ଲୀ,୧।୨: ଗୁରୁବାର ଲୋକସଭାରେ ଅନ୍ତରୀଣ ବଜେଟ ଆଗତ ହୋଇଥିଲା ବେଳେ ରେଳ ପାଇଁ ଓଡ଼ିଶାକୁ ୧୦,୫୩୬ କୋଟି ଟଙ୍କା ଅନୁଦାନ ମିଳିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନ ଦେଇଛନ୍ତି। ସେ କହିଛନ୍ତି, ଚଳିତ ଆର୍ଥିକ…

ସରକାରୀ ଜମି କବଜା କରୁଥିବା ବଡ଼ ସିଣ୍ଡିକେଟରେ ସାମିଲ ଥିଲେ ହେମନ୍ତ ସୋରେନ, ଇଡି ଡକ୍ୟୁମେଣ୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ,୧।୨: ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିବା ପରେ ଜମି ଘୋଟାଲା ନେଇ ବଡ଼ ଖୁଲାସା ହୋଇଛି। ଇଡି ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ ହେମନ୍ତ ସୋରେନ ଏକ ବଡ଼ ସିଣ୍ଡିକେଟର ଅଂଶ ଯାହାକି ସରକାରୀ ଜମି…

ଆସନ୍ତା ୧୪ରେ ଆବୁଧାବିରେ ହିନ୍ଦୁ ମନ୍ଦିର ଉଦ୍‌ଘାଟନ କରିବେ ମୋଦି

ଆବୁଧାବି/ନୂଆଦିଲ୍ଲୀ,୧।୨: ଫେବୃଆରୀ ୧୪ରେ ୟୁଏଇର ରାଜଧାନୀ ଆବୁଧାବିରେ ପ୍ରଧାନମନ୍ତ୍ରୀ ମୋଦି ବିଏପିଏସ୍‌ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଏପିଏସ୍‌ ହିନ୍ଦୁ ମନ୍ଦିରରେ ସାରା ବିଶ୍ୱରୁ କୂଟନୀତିଜ୍ଞମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର କୂଟନୀତିଜ୍ଞମାନଙ୍କୁ ଧନ୍ୟବାଦ ଜଣାଇବା…

12th Fail ଫିଲ୍ମ ଦେଖି ପ୍ରଭାବିତ ହେଲେ ଏଭରେଷ୍ଟ ବିଜୟିନୀ ଶୀତଲ, ଭଙ୍ଗାଗୋଡରେ ଚଢିଲେ ୧୯ହଜାର ଫୁଟ୍‌ ଶୃଙ୍ଗ

ନୂଆଦିଲ୍ଲୀ,୧।୨: କୌଣସି କାମ ଅସମ୍ଭବ ନୁହେଁ। ଯେତେ କଠିନ ହେଲେ ମଧ୍ୟ ଅସମ୍ଭବକୁ ସମ୍ଭବ କରିବା ପାଇଁ ପଛଘୁଞ୍ଚା ଦେବା ଅନୁଚିତ। ଯେଉଁଠି ଥକି ପଡିବ ସେଇଠି ହିଁ ଆରମ୍ଭ ହୋଇଥାଏ ଅସଲ ପରିଶ୍ରମ। ତେଣୁ ଜୀବନର ପ୍ରତିଟି ମୂହୁର୍ତ୍ତରେ ନିଜକୁ…

ମହିଳାଙ୍କ ଘରେ ସ୍ପାଏ କ୍ୟାମେରା ଲଗାଇ ଗିରଫ ହେଲେ ଦନ୍ତ ବିଭାଗ ଛାତ୍ର

ଚେନ୍ନାଇ,୧।୨: ମହିଳାଙ୍କ ଘରେ ସ୍ପାଏ କ୍ୟାମେରା ଲଗାଇ ଗିରଫ ହେଲେ ଡାକ୍ତରୀ ଛାତ୍ର। ଚେନ୍ନାଇର ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଘରେ ଗୁପ୍ତ ଭାବେ ସୁଟିଂ କରୁଥିବା ଅଭିଯୋଗରେ ଜଣେ ଦନ୍ତ ବିଭାଗର ଛାତ୍ରଙ୍କୁ ଗିରଫ କରାଯାଇଛି। ମହିଳା ଜଣକ ଅନେକ…

ଅର୍ଥମନ୍ତ୍ରୀ ଏ ଶୀତଋତୁରେ ଲୋକଙ୍କ ଉପରେ ଥଣ୍ଡାପାଣି ଢାଳିଦେଲେ: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକ ସଭାରେ ୨୦୨୪ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହା ସୀତାରମଣଙ୍କ ଷଷ୍ଠ ଏବଂ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଚୂଡ଼ାନ୍ତ ବାର୍ଷିକ ବଜେଟ୍‌। ଏହି ବଜେଟ୍‌କୁ ନେଇ ବିରୋଧୀମାନେ ନାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?