ଜାତୀୟ

ରାଜ୍ୟ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୮।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ଫେବୃଆରୀ ୧୫ଯାଏ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଫେବୃଆରୀ ୧୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ସେହିପରି ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର…

RBI Monetary Policy: ସୁଧହାରରେ କୌଣସି ପରିବର୍ତ୍ତନ ନାହିଁ, ଜାଣନ୍ତୁ ବ୍ୟାଙ୍କ ଲୋନ୍‌ ଇଏମ୍‌ଆଇ…

ନୂଆଦିଲ୍ଲୀ,୮ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନୀତି ହାରରେ କୌଣସି ପରିବର୍ତ୍ତନ କରିନାହିଁ। ମୁଦ୍ରା ନୀତି କମିଟିର ବୈଠକ ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ନୀତି ହାର ଘୋଷଣା କରିଛନ୍ତି। ସେ କହିଛନ୍ତି, ରେପୋ ହାର ବା ସୁଧହାର…

RBI MPC: ରେପୋ ରେଟ ପୁଣି ଅପରିବର୍ତ୍ତିତ…

ମୁମ୍ବାଇ,୮।୨ : ମୁମ୍ବାଇରେ ଆରମ୍ଭ ହୋଇଥିବା ତିନି ଦିନିଆ ବୈଠକ ପରେ ଫେବୃଆରୀ ୮ ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ରେପୋ ହାର ଉପରେ ନିଷ୍ପତ୍ତି ନେଇଛି। ଗୁରୁବାର ପୂର୍ବାହ୍ନ ୧୦ ଟାରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ…

ଆଉ ଚଳିବନି ମୁନ୍ନା ଭାଇ ଏମବିବିଏସ ଭଳି ପାଠପଢ଼ା: ମେଡିକାଲ ପରୀକ୍ଷା ଉପରେ ଦିଲ୍ଲୀରୁ ରହିବ କଡ଼ା ନଜର: ଏନଏମସି ନିର୍ଦ୍ଦେଶ…

ନୂଆଦିଲ୍ଲୀ,୮।୨ : ଏମବିବିଏସ ପରୀକ୍ଷାରେ ମୁନ୍ନା ଭାଇ ଏମବିବିଏସ ଭଳି ପାଠପଢ଼ା ଉପରେ କଟକଣା ଲଗାଇବାକୁ ଜାତୀୟ ମେଡିକାଲ ସାଇନ୍ସ କମିଶନ (ଏନଏମସି) ଏକ ବଡ ନିଷ୍ପତ୍ତି ନେଇଛି। ଏନଏମସି ସମସ୍ତ ମେଡିକାଲ କଲେଜକୁ ଏମବିବିଏସ ପରୀକ୍ଷା ସମୟରେ ଭିଡିଓ ରେକର୍ଡିଂ…

ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ପ୍ରକାଶ ପାଇବ ବିଜ୍ଞପ୍ତି, ୧୫ଯାଏ ନାମାଙ୍କନ ଦାଖଲ

ଭୁବନେଶ୍ୱର,୮।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି । ଆଜିଠାରୁ ଫେବୃଆରୀ ୧୫ଯାଏ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଫେବୃଆରୀ ୧୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ସେହିପରି ୨୦ ଫେବୃଆରୀ ସୁଦ୍ଧା…

ମୋଦି ସରକାରଙ୍କ ଶ୍ୱେତପତ୍ର ବିରୋଧରେ କଂଗ୍ରେସ ଆଣିବ ବ୍ଲାକପେପର…

ନୂଆଦିଲ୍ଲୀ,୮।୨ : କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ୧୦ ବର୍ଷ ବିରୋଧରେ କେନ୍ଦ୍ର ସରକାର ଆଣିଥିବା ଶେତପତ୍ରର ଜବାବ ଦେବା ପାଇଁ ବିରୋଧୀ ଦଳ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏହାର ଜବାବରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ…

ତୁମେ ଦୁନିଆର ଯେଉଁଠି ଥିଲେ ମଧ୍ୟ ଆମେ ତୁମର ସହାୟତା କରିବୁ: ବିଦେଶରେ ଥିବା ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା…

ହାଇଦ୍ରାବାଦ,୮।୨ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରଓ୍ବେନ୍ତ ରେଡ୍ଡୀ ବିଦେଶରେ ଭାରତୀୟ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହି ପ୍ରସଙ୍ଗରେ ଧ୍ୟାନ ଦେବାକୁ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ନିବେଦନ କରିଛନ୍ତି। ବିଦେଶରେ ରହୁଥିବା ରାଜ୍ୟ…

ଭାରତ ସହ ୩୩ ଦେଶର ପର୍ଯ୍ୟଟକଙ୍କ ପାଇଁ ଭିଜାମୁକ୍ତ ସୁବିଧା ଆରମ୍ଭ କଲା ଇରାନ

ନୂଆଦିଲ୍ଲୀ, ୭।୨:ଭାରତ ଭଳି ୩୩ଟି ଦେଶର ପର୍ଯ୍ୟଟକଙ୍କ ପାଇଁ ଭିଜାମୁକ୍ତ ସୁବିଧା ଆରମ୍ଭ କରିଛନ୍ତି ଇରାନ ସରକାର। ଭାରତରେ ଥିବା ଇରାନର ଦୂତାବାସ ଏନେଇ ଆଧିକାରିକ ସୂଚନା ଦେଇଛନ୍ତି । ସର୍ତ୍ତମୂଳକ ଭାବେ ୧୫ ଦିନ ପର୍ଯ୍ୟନ୍ତ ଭାରତ ସମେତ ୩୩ଟି…

ବର୍ଷକର FDରେ ବମ୍ପର ରିଟର୍ନ ଦେଉଛି HDFC ବ୍ୟାଙ୍କ, ସୁଧହାର ବଢ଼ିଲା…

ନୂଆଦିଲ୍ଲୀ,୭।୨: ଦେଶର ସର୍ବବୃହତ ବେସରକାରୀ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ବଲ୍କ ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଉପରେ ସୁଧହାର ବଢ଼ାଇଛି। ୨ କୋଟି ଟଙ୍କାରୁ ୫ କୋଟି ଟଙ୍କାର ଏଫ୍‌ଡିକୁ ବଲ୍କ ଏଫ୍‌ଡି କୁହାଯାଇଥାଏ। ଏବେ ବ୍ୟାଙ୍କ ୭ ଦିନରୁ ନେଇ ୧୦ ବର୍ଷ ଯାଏର…

ମଝିରେ ଟିକେ ଏପଟ-ସେପଟ ହୋଇଯାଇଥିଲି, ଏବେ ଭାଜପାରେ ହିଁ ରହିବି: ନୀତୀଶ

ପାଟନା,୭।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟିଛନ୍ତି। ଏନ୍‌ଡିଏ ସହ ମେଣ୍ଟ କରିବା ପରେ ଏହା ମୋଦିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ। ଏହି ଅବସରରେ…

ଶରଦ ପାୱାର ଗୋଷ୍ଠୀକୁ ମିଳିଲା ନୂଆ ନାଁ

ନୂଆଦିଲ୍ଲୀ,୭।୨: ନିର୍ବାଚନ ଆୟୋଗଙ୍କଠାରୁ ଶରଦ ପାୱାର ଗୋଷ୍ଠୀ ଏକ ନୂଆ ନାମ ପାଇଛି। ଏଣିକି ଶରଦ ପାୱାର ଦଳ ‘ଏନସିପି- ଶରଦ ଚନ୍ଦ୍ର ପାୱାର’ ନାଁରେ ପରିଚିତ ହେବ। ଏହାପୂର୍ବରୁ ଶରଦ ପାୱାର ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କୁ ସେମାନଙ୍କ ଦଳ ପାଇଁ…

ଇତିହାସ ରଚିଲା ଉତ୍ତରାଖଣ୍ଡ: ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି ବିଲ୍‌ ପାରିତ

ଡେରାଡୁନ୍‌,୭।୨:ଉତ୍ତରାଖଣ୍ଡ ବୁଧବାର ଇତିହାସ ସୃଷ୍ଟି କରିଛି। ଉତ୍ତରଖଣ୍ଡ ବିଧାନସଭାରେ ଆଲୋଚନା ପରେ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ପାରିତ ହୋଇଛି। ଦିନସାରା ବିଧାନସଭାରେ ଏହି ବିଲ ବିଷୟରେ ଆଲୋଚନା ହୋଇଥିଲା, ଯାହା ପରେ ସିଏମ ସମ୍ବୋଧିତ କରିଥିଲେ। ସାରେ ୟୁସିସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?