ଜାତୀୟ

ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖରେ ତୁଷାରପାତ, ବର୍ଷା ସମ୍ଭାବନା: ଏହି ସବୁ ରାଜ୍ୟକୁ ସତର୍କ କଲା ଆଇଏମ୍‌ଡି

ନୂଆଦିଲ୍ଲୀା,୨୫।୧: ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏପରିକି ବୁଧବାର ରାତିରେ ହାଲୁକା ବର୍ଷା ହେବାରୁ ଥଣ୍ଡା ଆହୁରି ବଢିଯାଇଛି। ଆଇଏମ୍‌ଡି ସୂଚନା ମୁତାବକ, ଜାନୁଆରୀ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ହିମାଳୟ ନିକଟବର୍ତ୍ତୀ ହିମାଚଳ…

ଦୁଇ ଦିନ ପାଇଁ ବନ୍ଦ ହେଲା ଭାରତ ଯୋଡୋ ଯାତ୍ରା, ଦିଲ୍ଲୀ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ,୨୫।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରାରୁ ଦୁଇ ଦିନ ବିରତି ନେବା ପରେ ଗୁରୁବାର (ଜାନୁଆରୀ ୨୫) ଦିଲ୍ଲୀରେ ପହଞ୍ଚିଛନ୍ତି। ଶୁକ୍ରବାର (ଜାନୁଆରୀ ୨୬) ଏବଂ ଶନିବାର (ଜାନୁୟାରୀ ୨୭) ରେ ଦୁଇ ଦିନିଆ ବିରତି…

ନୀତୀଶଙ୍କ ସବୁ କାର୍ଯ୍ୟକ୍ରମ ବାତିଲ, ରାଜନୀତିରେ ହଇଚଇ

ପାଟନା,୨୫।୧: ଏବେ ବିହାରରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଇଣ୍ଡି ଆଲାଇନ୍ସ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାର୍ଟି ଜେଡିୟୁ ଏହାର ଏକ ଅଂଶ ହୋଇ ରହିବ କି ନାହିଁ ତାହା ଉପରେ ସନ୍ଦେହ ଘନୀଭୂତ ହୋଇଛି। ଏହାର କାରଣ ହେଉଛି…

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଜୟପୁର ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୨୪।୧: ଦୁଇ ଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଜୟପୁରରେ ପହଞ୍ଚିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏବଂ ରାଜ୍ୟପାଳ କଲରାଜ ମିଶ୍ର ତାଙ୍କୁ ସ୍ବାଗତ କରିଥିଲେ। ମାକ୍ରୋନ ମୁଖ୍ୟ ଅତିଥି ଭାବରେ ଗଣତନ୍ତ୍ର ଦିବସ…

ନୀତୀଶଙ୍କ ପ୍ରତି ମୁଭମେଣ୍ଟ ଉପରେ ଭାଜପାର ନଜର, ବିହାର ରଣନୀତିକୁ ନେଇ ପ୍ରଧାନମନ୍ତ୍ରୀ, ଶାହା, ନଡ୍ଡାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୫।୧: ବିହାରର ଘଟଣାକ୍ରମକୁ ନେଇ ରଣନୀତି ଉପରେ ବୁଧବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। କେନ୍ଦ୍ର ସରକାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ…

ଗତ ବର୍ଷ କଂଗ୍ରେସରେ ଯୋଗ ଦେଇଥିବା ଜଗଦୀଶ ଶେଟ୍ଟାର ଭାଜପାକୁ ଫେରିଲେ

ବେଙ୍ଗାଲୁରୁ,୨୫।୧: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ଫେରିଛନ୍ତି। ଗତ ବିଧାନସଭା ନିର୍ବାଚନରେ ଟିକେଟ ନ ପାଇବାରୁ ଅସନ୍ତୋଷ ହୋଇ କଂଗ୍ରେସରେ ଯୋଗ ଦେଇଥିଲେ। ସେ ରାଜଧାନୀରେ ଭାଜପା ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର…

ବିନା ବିଶ୍ରାମରେ ୧୮ ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ଦେଲେ ବାଳକ ରାମ

ଅଯୋଧ୍ୟା,୨୪।୧: ଥଣ୍ଡା ଶୀତରେ ‘ଶିଶୁ ରାମ’ ଭକ୍ତମାନଙ୍କୁ ୧୮ ଘଣ୍ଟା ପର୍ଯ୍ୟନ୍ତ ବିନା ବିଶ୍ରାମରେ ଦର୍ଶନ ଜାରି ରଖିଥିଲେ। ନିଜର ନୂଆ ମନ୍ଦିରରେ ରହିବାର ତୃତୀୟ ଦିନରେ ସମସ୍ତଙ୍କର ପ୍ରିୟ ବାଳକ ରାମ ସକାଳ ୪ଟାରୁ ନିଦରୁ ଉଠିଲେ ଏବଂ ପରେ…

ପ୍ରଥମ ଦିନ ରାମଲାଲାଙ୍କୁ ଦାନରେ ମିଳିଛି ୩ କୋଟି ୧୭ ଲକ୍ଷ ଟଙ୍କା, ଆଜିଠୁ ବଦଳିଲା ଦର୍ଶନ ସମୟ

ଅଯୋଧ୍ୟା,୨୫।୧: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରକୁ ଭକ୍ତମାନେ ମନଖୋଲି ଦାନ କରୁଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ପ୍ରଥମ ଦିନ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ୩ କୋଟି ୧୭ ଲକ୍ଷ ଟଙ୍କା ଦାନ ଦେଇ ଏକ ନୂଆ ରେକର୍ଡ କରିଛନ୍ତି।…

ବିହାରରେ ଗଠବନ୍ଧନ ଛାଡ଼ି ପୁଣି ଭାଜପା ସହ ହାତ ମିଶାଇ ପାରନ୍ତି ନୀତୀଶ କୁମାର:ରିପୋର୍ଟ

ନୂଆଦିଲ୍ଲୀ,୨୫ା୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁନର୍ବାର ଶିବିର ବଦଳାଇବାର ଆଲୋଚନା ହେଉଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନୀତୀଶ କୁମାର ଶେଷ ମୁହୂର୍ତ୍ତରେ ୟୁ-ଟର୍ନରେ ମାରି ଆସନ୍ତା ଲୋକସଭା ନିର୍ବାଚନରେ ​​ଭାଜପା ସହ ହାତ ମିଶାଇ ପାରନ୍ତି। ଗତ ଦୁଇ…

‘ଆପଣମାନେ ମୋ ପରିବାର, ଆପଣଙ୍କ ସ୍ବପ୍ନ ପୂରା କରିବା ମୋର ସଂକଳ୍ପ’

ନୂୂଆଦିଲ୍ଲୀ,୨୫ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଭୁ ରାମଙ୍କ ନାମ ନେଇଛନ୍ତି। ବୁଲନ୍ଦସହରରେ ୧୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ମୂଳଦୁଆ ପକାଇବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ…

ବିହାରରେ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ସାମିଲ ହେବେ ନାହିଁ ଇଣ୍ଡିଆ ସହଯୋଗୀ ନୀତିଶ କୁମାର

ନୂଆଦିଲ୍ଲୀ,୨୫।୧: ସବୁକିଛ ଠିକ ଚାଲୁନାହିଁ ଇଣ୍ଡିଆ ମେଣ୍ଟରେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ପଞ୍ଜାବର ଭଗବନ୍ତ ମନ ଏକାକୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ବିହାରରୁ ଏହି ସଙ୍କେତ ଆସୁଥିବା ଜଣାପଡୁଛି। ସୂଚନାନୁସାରେ, ନୀତୀଶ କୁମାର ରାହୁଲ ଗାନ୍ଧୀଙ୍କ…

ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ନୂଆ ନିୟମ! ଯେ କୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ହେବ ଉପଲବ୍ଧ…

ନୂଆଦିଲ୍ଲୀ,୨୫।୧ : ସ୍ବାସ୍ଥ୍ୟ ବୀମା ପଲିସି କିଣୁଥିବା ଲୋକଙ୍କ ପାଇଁ ଏକ ନୂଆ ନିଷ୍ପତ୍ତି ଆସିଛି। ସେମାନେ ବର୍ତ୍ତମାନ ଦେଶର ଯେକୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ପାଇବେ। ସେହି ଡାକ୍ତରଖାନା ବୀମା କମ୍ପାନୀ ତାଲିକାରେ ନ ଥିଲେ ମଧ୍ୟ କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri