ଜାତୀୟ

କୃଷି ଆନ୍ଦୋଳନକୁ ନେଇ କରିପାରିବେନି ଟ୍ବିଟ୍‌! ଏଲନ ମସ୍କ କହିଲେ…

ନୂଆଦିଲ୍ଲୀ,୨୨।୨: ଦେଶର ବିଶିଷ୍ଟ ବ୍ୟକ୍ତିଙ୍କର ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଏନେଇ ଏକ୍ସ ମୁଖ୍ୟ ତଥା ସିିଇଓ ଏଲନ ମସ୍କ ଟ୍ବିଟରରେ ସୂଚନା ଦେଇଛନ୍ତି। ତେବେ ଭାରତ ସରକାର ଏକ୍ସର ଏପରି ଅଭିଯୋଗରେ…

ଏଥର ଇଡି ସାମ୍ନାରେ ହାଜର ହେବେ କି କେଜ୍‌ରିଓ୍ବାଲ? ପଠାଗଲା ୭ମ ସମନ

ନୂଆଦିଲ୍ଲୀ,୨୨।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୭ମ ସମନ ଜାରି କରିଛି। ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡ଼ିତ ମାମଲାରେ ତାଙ୍କୁ ପଚରାଉଚରା କରାଯିବ। ଫେବୃଆରୀ ୨୬ରେ ଇଡି ସମ୍ମୁଖରେ ହାଜର ହେବାକୁ କୁହାଯାଇଛି। ନିକଟରେ ଇଡି…

କୃଷକର ପୁଅ ଡରିବ ନାହିଁ, ସିବିଆଇକୁ ୪-୫ କୁର୍ତ୍ତା ପାଇଜାମା ଛଡ଼ା କିଛି ବି ମିଳିବ ନାହିଁ: ଚଢ଼ାଉକୁ ନେଇ କହିଲେ ମଲିକ

ନୂଆଦିଲ୍ଲୀ,୨୨।୨: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଉଛି। ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏହି ଚଢ଼ାଉ ହେଉଛି। ଏହାକୁ ନେଇ ମଲିକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏକଛତ୍ରବାଦୀ…

ପ୍ରଧାନମନ୍ତ୍ରୀ ମୋତେ ଫୋନ୍‌ କରିଥିଲେ, କାହିଁକି ଏପରି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୨ା୨: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟ ପରିସରରେ ଗୁରୁବାର ଆୟୁଷ ସମଗ୍ର କଲ୍ୟାଣ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ସେ କରୋନା ମହାମାରୀ ସମୟରେ ନିଜର ଅଭିଜ୍ଞତା ଶେୟାର କରିଛନ୍ତି। ସେ କହିଛନ୍ତି, କରୋନା ହେବା…

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦିଲ୍ଲୀରେ କଂଗ୍ରେସ-ଏଏପି ମଧ୍ୟର ହେଲା ସହମତି: ରିପୋର୍ଟ

ନୂଆଦିଲ୍ଲୀ,୨୧।୨: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ଏଏପି ମିଳିତ ମଞ୍ଚକୁ ନେଇ ଏକ ସହମତି ପ୍ରକାଶ ପାଇଥିବା ଜଣାପଡିଛି। ସୂଚନାନୁସାରେ, ଏଏପି ଦିଲ୍ଲୀର ୪ ଟି ଆସନରେ ଏବଂ କଂଗ୍ରେସ ୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। କଂଗ୍ରେସ ଏବଂ ଏଏପି ର…

ମହିଳା ନୁହେଁ ପୁରୁଷ କରିଥା’ନ୍ତି ଅଧିକ ଶପିଂ: ରିପୋର୍ଟ

ନୂଆଦିଲ୍ଲୀ,୨୨।୨: ଯେତେବେଳେ ଶପିଂ କଥା ମନକୁ ଆସେ, ସେଠାରେ ଯୁବତୀ କିମ୍ବା ମହିଳାଙ୍କ ନାଁ ନିଆଯାଏ। ଆପଣ ନିଶ୍ଚିତ ଭାବରେ ସବୁଠି ଶୁଣିଥିବେ ଯେ, ମହିଳାମାନେ ଅଧିକ ଶପିଂ କରନ୍ତି। ଅନଲାଇନ ହେଉ କି ଅଫଲାଇନ୍‌ ସବୁଠି ଅଧିକ ଶପିଂ ମହିଳାମାନେ…

‘ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର’

ନବରଙ୍ଗପୁର,୨୨ା୨: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ନବରଙ୍ଗପୁରରେ ପହଞ୍ଚିଛନ୍ତି। ଏଠାରେ ଆୟୋଜିତ ଏକ ସଭାରେ ସମ୍ବୋଧିତ କରି ସେ କହିଛନ୍ତି, ‘ଓଡ଼ିଶାକୁ ବି ଡବଲ ଇଞ୍ଜିନ ସରକାର ଦରକାର’। ସେ ଆହୁରି ମଧ୍ୟ କହିଛନ୍ତି, ଭାଜପା ଏମିତି ଏକ…

ମନ୍ଦିରରୁ ଟ୍ୟାକ୍ସ ଆଦାୟ କରିବ କଂଗ୍ରେସ ସରକାର, ବର୍ଷିଲା ଭାଜପା

ବେଙ୍ଗାଲୁରୁ,୨୨।୨: ମନ୍ଦିରମାନଙ୍କ ଉପରେ ଟ୍ୟାକ୍ସ ଲଗାଇବେ କଂଗ୍ରେସ ସରକାର। ଏଣିକି ରାଜ୍ୟରେ ଥିବା ସମସ୍ତ ହିନ୍ଦୁ ମନ୍ଦିର ଟିକସ ଦେବେ । ମନ୍ଦିର ଠାରୁ ୧୦ ପ୍ରତିଶତ ଟିକସ ଆଦାୟ କରିବାକୁ ଯାଉଛନ୍ତି ସିଦ୍ଧରମୈୟା ସରକାର । ଏନେଇ ବୁଧବାର ‘କର୍ନାଟକ…

ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ଇଡି ଚଢାଉ

ନୂଆଦିଲ୍ଲୀ,୨୨।୨: ଦେଶର ବୃହତ୍ତମ ଅନୁସନ୍ଧାନକାରୀ ସଂସ୍ଥା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗୁରୁବାର ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘର ସମେତ ୩୦ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରୀରେ କିରୁ ଜଳ ବିଦ୍ୟୁତ…

ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ ସିଂ

ନବରଙ୍ଗପୁର,୨୨।୨: ଓଡିଶାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ। ଭାଜପାର କୋର୍‌ କମିଟି ବୈଠକରେ ସେ ଯୋଗ ଦେବାର ସୂଚନା ରହିଛି। ସୂଚନାଥାଉ କି, ନବରଙ୍ଗପୁରର କାର୍ଯ୍ୟକ୍ରମ ପରେ ବ୍ରହ୍ମପୁର ଓ…

ଦରମାଠାରୁ ୧୧୯ ଗୁଣା ଅଧିକ ଟଙ୍କା ରୋଜଗାର କରିଛନ୍ତି ଏହି ଆଇଏଏସ୍‌ ଅଫିସର୍‌: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୨।୧: ଏକ ଦୁର୍ନୀତି ମାମଲାରେ ବିହାର କ୍ୟାଡରର ଆଇଏଏସ ଅଧିକାରୀ ରମେଶ ଅଭିଷେକଙ୍କ ଉପରେ ତଦନ୍ତ ଏଜେନ୍ସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଙ୍ଗଳବାର ତାଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରିବା ପରେ ସିବିଆଇ ତାଙ୍କ ପରିସରରେ ଖୋଜାଖୋଜି କରିଥିଲା। ରମେଶ…

ମାଲାମାଲ ହେବେ ରଣଜୀ କ୍ରିକେଟର୍‌: ରଣଜୀ ଟ୍ରଫି ଚାମ୍ପିଅନ୍‌ ହେଲେ ପ୍ରତି ଖେଳାଳିଙ୍କ ମିଳିବ ୧ କୋଟି, ବିଏମଡବ୍ଲୁ କାର

ହାଇଦ୍ରାବାଦ୍‌,୨୨।୨: ରଣଜୀ ଟ୍ରଫି ୨୦୨୩-୨୪ର ପ୍ଲେଟ ଗ୍ରୁପ ଫାଇନାଲ ମ୍ୟାଚରେ ହାଇଦ୍ରାବାଦ ମେଘାଳୟକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ତିଳକ ବର୍ମାଙ୍କ ଅଧିନାୟକତ୍ୱରେ ହାଇଦ୍ରାବାଦ ଦଳ ପାଇଁ କେ ନୀତେଶ ରେଡ୍ଡୀ ଏବଂ ପ୍ରଜ୍ଞା ରେଡ୍ଡୀ ଶତକ ହାସଲ କରିଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?