ଜାତୀୟ

ରିଲ କରୁ କରୁ ସଡ଼କ ଉପରେ ଶୋଇ ପଡ଼ିଲେ ଯୁବତୀ, ଟ୍ରାଫିକ ଜାମ, ୟୁଜର୍ସ କହିଲେ…

ନୂଆଦିଲ୍ଲୀ,୧।୧୨: ପ୍ରତିଦିନ ସୋସିଆଲ ମିଡିଆରେ ହଜାର ହଜାର ରିଲ ତିଆରି ହୁଏ, କିନ୍ତୁ କିଛି ଏପରି ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ, ବିଚଳିତ ଏବଂ କ୍ରୋଧିତ ମଧ୍ୟ କରିଥାଏ। ଏପରି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ନିଆଁ ପରି ବ୍ୟାପିଛି, ଯେଉଁଥିରେ…

କମିଲା ଗ୍ୟାସ ଦର, ଜାଣନ୍ତୁ ଦିଲ୍ଲୀରୁ ଲକ୍ଷ୍ନୌ ପର୍ଯ୍ୟନ୍ତ କେତେ ହେଲା ସିଲିଣ୍ଡରର ଦାମ

ନୂଆଦିଲ୍ଲୀ,୧।୧୨: ଡିସେମ୍ବର ୧ରେ ଭାରତରେ ଅନେକ ପରିବର୍ତ୍ତନ ଆସିଥିଲା। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଏଲପିଜି ସିଲିଣ୍ଡରର ମୂଲ୍ୟ। ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ହ୍ରାସ ହୋଇନଥିବା ରିପୋର୍ଟ କରାଯାଇଛି। ତଥାପି, ବାଣିଜି୍ୟକ ସିଲିଣ୍ଡରର ମୂଲ୍ୟ ୧୦ଟଙ୍କା ହ୍ରାସ କରାଯାଇଛି,…

ଆଜିଠାରୁ ସଂସଦର ଶୀତକାଳିନ ଅଧିବେଶନ, ବିରୋଧିଙ୍କ ଟାର୍ଗେଟରେ SIR

ନୂଆଦିଲ୍ଲୀ,୧।୧୨(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ଦିନକ ପୂର୍ବରୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ। ଭୋଟର ତାଲିକାର ଏସ୍‌ଆଇଆର୍‌ ଉପରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି। ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର…

ଭୋଟର ତାଲିକା ସଂଶୋଧନ ସମୟସୀମା ସପ୍ତାହେ ବୃଦ୍ଧି

ନୂଆଦିଲ୍ଲୀ,୧।୧୨: ଦେଶର ୯ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀକୁ ନିର୍ବାଚନ କମିଶନ (ଇସି) ସପ୍ତାହେ ବୃଦ୍ଧି କରିଛନ୍ତି। ତଦନୁଯାୟୀ ଚୂଡ଼ାନ୍ତ ଭୋଟର ତାଲିକା ଫେବୃଆରୀ ୧୪ରେ ପ୍ରକାଶ…

ଟ୍ରେନ୍‌ରୁ ଠେଲିଦେବାରୁ ନୌସେନା ଅଫିସର ସ୍ତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧।୧୨: ନୌସେନାର ଜଣେ ଅଫିସରଙ୍କ ସ୍ତ୍ରୀ ଆରତୀ ଯାଦବଙ୍କୁ ଚଳନ୍ତା ଟ୍ରେନ୍‌ରୁ ଠେଲିଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଗତ ୨୬ ତାରିଖରେ ଉତ୍ତରପ୍ରଦେଶର ସମ୍‌ହୋନ୍‌ ଏବଂ ଭର୍ଥନା ଷ୍ଟେଶନ ମଧ୍ୟବର୍ତ୍ତୀ ରେଳଲାଇନ୍‌ରୁ ୩୦ ବର୍ଷୀୟା ଆରତୀଙ୍କ ମୃତଦେହ ମିଳିଥିଲା। ସରକାରୀ ରେଲ୍‌ଓ୍ବେ…

ଭାରତୀୟ ଯୁବକଙ୍କୁ ଏପରି ପରାମର୍ଶ ଦେଲେ ଏଲନ୍ ମସ୍କ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୦।୧୧: ସ୍ପେସ୍ ଏବଂ ଟେକ୍ ବିଲିୟନେୟାର ଇଲନ୍ ମସ୍କ ନିକଟରେ ଭାରତୀୟ ଉଦ୍ୟୋଗୀମାନଙ୍କୁ ଏକ ବିବାଦୀୟ ପରାମର୍ଶ ଦେଇଛନ୍ତି। “ବିଦ୍ରୋହୀ ହୁଅ” (Be a bully) ବୋଲି ପରାମର୍ଶ ଦେବା ସହିତ ସେ କହିଛନ୍ତି ଯେ ଯିଏ ନିଏ ତାହା ଠାରୁ…

ଭଡାଘରେ ରହୁଛନ୍ତି କି? ସରକାର ଆଣିଲେ ନୂଆ ନିୟମ, ଘର ମାଲିକଙ୍କୁ ଦେବାକୁ ପଡିବ…

ନୂଆଦିଲ୍ଲୀ,୩୦।୧୧:କେନ୍ଦ୍ର ସରକାର ଘର ଭଡ଼ା ନିୟମ 2025 କାର୍ଯ୍ୟକାରୀ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ଭଡ଼ା ଘର ବଜାରକୁ ଅଧିକ ସୱଚ୍ଛ ଏବଂ ସଂଗଠିତ କରିବା। ଏହା ଘର ପାଇବାକୁ ସହଜ କରିବ ଏବଂ ମନଇଚ୍ଛା ଭଡ଼ା ବୃଦ୍ଧି, ଅଧିକ…

ଭାରତୀୟ ରେଲଓ୍ବେର ବଡ଼ ନିଷ୍ପତ୍ତି, ୩ ମାସ ବନ୍ଦ ରହିବ ଟ୍ରେନ ଚଳାଚଳ

ନୂଆଦିଲ୍ଲୀ,୩୦।୧୧: ଶୀତରତୁ ଆସିବା ସହ ଥଣ୍ଡା ବଢିବାରେ ଲାଗିଛି। ମାତ୍ରାଧିକ ଶୀତଫଳରେ ରାତିରେ କୁହୁଡିର ମାତ୍ରା ବଢିବାରେ ଲାଗିଛି। ଏହି କୁହୁଡିକୁ ଆଖି ଆଗରେ ରଖି ରେଳବାଇ ପକ୍ଷରୁ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି। ଚନ୍ଦୌସୀ ଦେଇ ଯାଉଥିବା ତିନି ଯୋଡ଼ା ଟ୍ରେନ୍କୁ…

ଆସନ୍ତାକାଲି ବନ୍ଦ ରହିବ ବ୍ୟାଙ୍କ୍‌, ଚେକ୍‌ କରନ୍ତୁ ହଲିଡେ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୧:ଆଜି ନଭେମ୍ବର ମାସର ଶେଷ ଦିନ। ଆସନ୍ତାକାଲି ଡିସେମ୍ବର ମାସ ଆରମ୍ଭ। ବର୍ଷର ଏହି ଶେଷ ମାସରେ ବ୍ୟାଙ୍କ ଛୁଟି ବହୁତ ରହିଛି। ଯଦି ଆପଣ କୌଣସି ବ୍ୟାଙ୍କିଂ ସମ୍ବନ୍ଧୀୟ କାମ ପାଇଁ ଡିସେମ୍ବରରେ କୌଣସି ବ୍ୟାଙ୍କ ଶାଖାକୁ ଯିବାକୁ ଯୋଜନା…

‘କେତେଜଣ ଭାରତୀୟ ଲୋକ ନିଜ ଭାଷା ଜାଣନ୍ତି ନାହିଁ’, କାହିଁକି ଏମିତି କହିଲେ ମୋହନ ଭାଗବତ

ନୂଆଦିଲ୍ଲୀ,୩୦।୧୧: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ରବିବାର ଭାରତୀୟ ଭାଷା ଏବଂ ମାତୃଭାଷାର ହ୍ରାସ ପାଉଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି। ଭାଗବତ କହିଛନ୍ତି ଯେ ପରିସ୍ଥିତି ଏପରି ଏକ ସ୍ଥାନରେ ପହଞ୍ଚିଛି ଯେଉଁଠାରେ କେତେଜଣ ଭାରତୀୟ ନିଜ…

୧୨ ରାଜ୍ୟରେ ଜାରି SIR ପ୍ରକ୍ରିୟାକୁ ନେଇ ବଡ଼ ନିଷ୍ପତ୍ତି, BLOଙ୍କୁ ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୩୦।୧୧: ନିର୍ବାଚନ କମିଶନ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାର ସମୟସୀମା ବୃଦ୍ଧି କରିଛନ୍ତି। କମିଶନ ତାଙ୍କର ପୂର୍ବ ନିର୍ଦ୍ଦେଶକୁ ବାତିଲ କରିଛନ୍ତି ଏବଂ ସଂଶୋଧନ ପ୍ରକ୍ରିୟାକୁ ପୁନଃନିର୍ଦ୍ଧାରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।…

ସୋନିଆ-ରାହୁଲଙ୍କ ନାଁରେ ପୁଣି ଏକ ନୂଆ ମାମଲା

ନୂଆଦିଲ୍ଲୀ,୩୦ା୧୧: ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ନ୍ୟାଶନାଲ ହେରାଲ୍ଡ ମାମଲାରେ ଏକ ନୂତନ ଏଫ୍‌ଆଇଆର ଦାୟର କରିଛି। ଏଥିରେ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri