ଜାତୀୟ

‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦି ଦେଲେ ଖୁସି ଖବର

ନୂଆଦିଲ୍ଲୀ,୩୦।୧୧: ରବିବାର (୩୦ ନଭେମ୍ବର) ‘ମନ କି ବାତ’ କାର୍ଯ୍ୟକ୍ରମର ୧୨୮ତମ ଏପିସୋଡରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ନଭେମ୍ବର ମାସ ଭାରତ ପାଇଁ ଅନେକ ଐତିହାସିକ ଏବଂ ପ୍ରେରଣାଦାୟକ ସଫଳତାରେ ପରିପୂର୍ଣ୍ଣ ଥିଲା। ସେ…

ଶ୍ରୀଲଙ୍କାରେ ପ୍ରଳୟ ରଚିବା ପରେ ଭାରତ ମୁହାଁ ବାତ୍ୟା ଡିଟ୍‌ଓ୍ବା: ଆଜି ସନ୍ଧ୍ୟାରେ ଲାଣ୍ଡଫଲ

ପୁଡୁଚେରୀ,୩୦।୧: ବାତ୍ୟା ଡିଟ୍‌ଓ୍ବା ଶ୍ରୀଲଙ୍କାରେ ପ୍ରଳୟ ରଚିଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଘଟି ରବିବାର ମୃତ୍ୟୁସଂଖ୍ୟା ୧୫୧ରେ ପହଞ୍ଚିଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୨୦,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ବେଳେ ୭୮,୦୦୦ ଲୋକ ସରକାରୀ…

ବିଏଲ୍‌ଓ, ସୁପରଭାଇଜରଙ୍କ ପାରିଶ୍ରମିକ ବଢ଼ିଲା

ନୂଆଦିଲ୍ଲୀ,୩୦ା୧୧: ନିର୍ବାଚନ କମିଶନ ଶନିବାର ବୁଥ୍‌ସ୍ତରୀୟ ଅଫିସର (ବିଏଲ୍‌ଓ)ମାନଙ୍କ ପାରିଶ୍ରମିକକୁ ୬,୦୦୦ ଟଙ୍କାରୁ ୧୨,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ବିଏଲ୍‌ଓ ସୁପରଭାଇଜରମାନଙ୍କ ପାରିଶ୍ରମିକ ୧୨,୦୦୦ ଟଙ୍କାରୁ ୧୮,୦୦୦ ଟଙ୍କାକୁ ବଢ଼ାଇ ଦିଆଯାଇଛି। ପ୍ରତି ନିର୍ବାଚନ ସହ ଜଡ଼ିତ ପୂରା ପ୍ରକ୍ରିୟା…

ବାତ୍ୟା ଡିଟ୍‌ଓ୍ବା: ରବିବାର ସକାଳେ ଛୁଇଁବ ସ୍ଥଳଭାଗ

ଚେନ୍ନାଇ,୨୯ା୧୧: ବାତ୍ୟା ଡିଟ୍‌ଓ୍ବା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବାବେଳେ ରବିବାର ଭୋର ସୁଦ୍ଧା ଉତ୍ତର ତାମିଲନାଡୁ, ପଣ୍ଡିଚେରୀ ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଭାଗରେ ପହଞ୍ଚିବା ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି…

ଉପକୂଳ ଦେଇ ମାଡ଼ି ଆସୁଛି ବାତ୍ୟା: ପ୍ରବଳ ବର୍ଷା ସହ ଜାରି ରହିଛି ପବନ

ଚେନ୍ନାଇ,୨୯ା୧୧: ବାତ୍ୟା ଡିଟ୍‌ଓ୍ବା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରୁଥିବା ବେଳେ ଉତ୍ତର ତାମିଲନାଡୁ ଏବଂ ପଣ୍ଡିଚେରୀ ଉପକୂଳ ଦିଗରେ ଅଗ୍ରସର ହେଉଛି। ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି। ବାତ୍ୟା ମୁକାବିଲା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ଦିଗରେ ପ୍ରସ୍ତୁତି…

ଭାରତ ଉପରେ ପ୍ରଭାବ ପକାଇଲାନି ଟ୍ରମ୍ପଙ୍କ ଟାରିଫ୍‌, ଦ୍ରୁତଗତିରେ ବୃଦ୍ଧି ପାଇଲା…

ନୂଆଦିଲ୍ଲୀ,୨୯ା୧୧: ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ଟାରିଫ୍‌(ଶୁଳ୍କ) ସତ୍ତ୍ୱେ ଭାରତୀୟ ରପ୍ତାନିରେ ବୃଦ୍ଧି ଘଟୁଛି। ବାଣିଜ୍ୟ ମନ୍ତ୍ରଣାଳୟ ଏକ ସଂସଦୀୟ କମିଟିକୁ ସୂଚନା ଦେଇଛି ଯେ, ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଭାରତର ବାହାରକୁ ଯାଉଥିବା ଶିପ୍‌ମେଣ୍ଟ ଗତବର୍ଷର ସମାନ…

ଚିରାଗ ପାସଓ୍ବାନଙ୍କ ବଡ଼ ବୟାନ, କହିଲେ ବାବ୍ରି ମସ୍‌ଜିଦ୍‌ ପ୍ରସଙ୍ଗ କେବଳ ଏକ…

ନୂଆଦିଲ୍ଲୀ,୨୯ା୧୧: ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଟିଏମ୍‌ସି ବିଧାୟକ ହୁମାୟୁନ କବୀରଙ୍କ ଘୋଷଣା ପରେ ଜାତୀୟ ରାଜନୀତି ଉଷ୍ମ ହୋଇଛି। ନେତାମାନଙ୍କ ପ୍ରତିକ୍ରିୟା ନିରନ୍ତର ଆସୁଛି। କେନ୍ଦ୍ର ମନ୍ତ୍ରୀ ଏବଂ ଏଲ୍‌ଜେପି (ରାମ ବିଳାସ) ମୁଖ୍ୟ ଚିରାଗ ପାସଓ୍ବାନ ମଧ୍ୟ…

ପୁଣି ଥରେ ଚର୍ଚ୍ଚାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ଗଣବିବାହ ସମ୍ମିଳନୀରେ ବିବାହ କରିବେ ପୁଅ, କାରଣ ଜାଣିଲେ…

ଭୋପାଳ,୨୯ା୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ପୁଣି ଥରେ ସରଳତାର ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରକୃତରେ ମୋହନ ଯାଦବ ତାଙ୍କ ସାନ ପୁଅ ଡକ୍ଟର ଅଭିମନ୍ୟୁ ଯାଦବଙ୍କୁ ଏକ ଗଣ ବିବାହ ସମ୍ମିଳନୀରେ ବିବାହ କରାଇବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମ…

ବାତ୍ୟା ପାଇଁ ହାଇ-ଆଲର୍ଟ: ସ୍କୁଲ ବନ୍ଦ, ଟ୍ରେନ-ବିମାନ ଚଳାଚଳ ବାତିଲ୍‌

ଚେନ୍ନାଇ,୨୯।୧୧:: ମାଡ଼ି ଆସୁଛି ବାତ୍ୟା। ସାମୁଦ୍ରିକ ବାତ୍ୟା ‘ଦିତ୍‌ୱାହ’ ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଏବେ ତାମିଲନାଡୁ ମୁହାଁ ହୋଇଛି। ନଭେମ୍ବର ୩୦ରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶୁକ୍ରବାର ସକାଳେ ‘ଦିତ୍‌ୱାହ’ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଥିଲା।…

ଜାଣନ୍ତିକି ଦେଶର ସବୁଠାରୁ ଗରିବ ବିଧାୟକ କିଏ? ପାଖରେ ନାହିଁ ୨ହଜାର ଟଙ୍କା

ନୂଆଦିଲ୍ଲୀ,୨୯।୧୧: ଭାରତର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪,୦୯୨ବିଧାୟକଙ୍କ ସମ୍ପତ୍ତିର ବିଶ୍ଳେଷଣ ପ୍ରକାଶ ପାଇଛି। ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ADR) ଦ୍ୱାରା ପ୍ରକାଶିତ ଏହି ରିପୋର୍ଟ ଭାରତୀୟ ରାଜନୀତିରେ ଗଭୀର ଆର୍ଥିକ ଅସମାନତାକୁ ପ୍ରକାଶ କରେ। ଅନେକ ବିଧାୟକଙ୍କ…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନାରାୟଣ ସାଇ ପୁଣି ଫସିଲେ

ଗାନ୍ଧିନଗର,୨୯।୧୧: ଗୁଜୁରାଟରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନାରାୟଣ ସାଇଙ୍କ ବିରୋଧରେ ଆଉ ଏକ ଏଫଆଇଆର ରୁଜୁ ହୋଇଛି। ଲାଜପୋର ଜେଲରେ ତାଙ୍କ କୋଠରୀରୁ ଏକ ମୋବାଇଲ ଫୋନ ଉଦ୍ଧାର କରାଯାଇଛି। ଜେଲ ପ୍ରଶାସନ ସଚିନ ପୋଲିସ ଷ୍ଟେଶନରେ ତାଙ୍କ…

ଆମ ମଧ୍ୟରେ କୌଣସି ମତଭେଦ ନାହିଁ…ଡିକେଙ୍କ ସହ ବ୍ରେକ୍‌ଫାଷ୍ଟ୍‌ ପରେ ତୁଟିଲା କଳି

ବେଙ୍ଗାଲୁରୁ,୨୯।୧୧: କର୍ନାଟକରେ ଶାସକ କଂଗ୍ରେସ ଦଳ ମଧ୍ୟରେ ସର୍ବୋଚ୍ଚ ସରକାରୀ ପଦବୀ ପାଇଁ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ସମାଧାନ ପାଇଁ କସରତ ଚାଲିଛି। ହାଇକମାଣ୍ଡଙ୍କ ସମ୍ମତି ପରେ, ରାଜ୍ୟର ଦୁଇ ପ୍ରମୁଖ ନେତା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆଜି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri