ଭାରତର ଏପରି ଗାଁ: ଯେଉଁଠି ପ୍ରତ୍ୟେକ ଘରେ ଅଛନ୍ତି ଜଣେ ‘ଯବାନ’
ନୂଆଦିଲ୍ଲୀ,୩ା୧୨: ଉତ୍ତର ପ୍ରଦେଶର ଗାଜିପୁର ଜିଲାରେ ଥିବା ଗହମରକୁ ଭାରତର ସର୍ବବୃହତ୍ “ସୈନିକ ଗ୍ରାମ” ଭାବେ ଜଣାଶୁଣା। ଏହି ଗ୍ରାମରେ ସେନାରେ କାର୍ଯ୍ୟ କରିସାରିଥିବା କିମ୍ବା ବର୍ତ୍ତମାନ କାର୍ଯ୍ୟ କରୁଥିବା ପାଞ୍ଚ ହଜାରରୁ ଅଧିକ ସଦସ୍ୟ ଅଛନ୍ତି। ଏହି ଗ୍ରାମର ପ୍ରାୟ…
ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା
ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍ ପିଛା ରେକର୍ଡ ସର୍ବନିମ୍ନ ୯୦.୧୩ରେ ପହଞ୍ଚିଛି। ଏହା ପୂର୍ବରୁ ମଙ୍ଗଳବାର ଏହି ମୂଲ୍ୟ ୮୯.୯୪୭୫…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଚା’ ବିକୁଥିବା AI ଭିଡିଓ ଉପରେ ଭାଜପା ଖପ୍ପା, କହିଲା, ଜନତା କେବେ ବି…
ନୂଆଦିଲ୍ଲୀ,୩ା୧୨: ଏକ ଭାଇରାଲ ଏଆଇ-ଜେନେରେଟେଡ ଭିଡିଓ କଂଗ୍ରେସ ଏବଂ ଭାଜପା ମଧ୍ୟରେ ନୂଆ ବିବାଦ ସୃଷ୍ଟି କରିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରେଡ୍-କାରପେଟରେ ଚା’ ବିକୁଥିବାର ଦେଖାଯାଇଛି। କଂଗ୍ରେସ ନେତା ରାଗିଣୀ ନାୟକ ଏହାକୁ ଇନ୍ଷ୍ଟାଗ୍ରାମରେ ଶେୟାର କରି…
ଲଗାତର ୨୦ଥର ପାଇଁ ଟସ୍ ହାରିଲା ଭାରତ: ଦକ୍ଷିଣ ଆଫ୍ରିକା ଦଳକୁ ଫେରିଲେ ବାଭୁମା
ରାୟପୁର,୩।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ରାୟପୁରରେ ଆରମ୍ଭ ହୋଇଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ଦିନିକିଆରେ ଲଗାତାର ୨୦ତମ ଟସ…
ରେଲେଓ଼୍ବ କଲା ବଡ଼ ଘୋଷଣା, ଏଣିକି ତତ୍କାଳ ଟିକେଟ୍…
ନୂଆଦିଲ୍ଲୀ,୩।୧୨: ଭାରତୀୟ ରେଳବାଇ ଟିକେଟିଂ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ ଏବଂ ସ୍ୱଚ୍ଛ କରିବା ପାଇଁ ନିରନ୍ତର ପରିବର୍ତ୍ତନ କରୁଛି। ଏବେ, ରେଳବାଇ ତତ୍କାଳ ଟିକେଟ ବୁକିଂରେ ଏକ ବଡ଼ ପଦକ୍ଷେପ ନେଉଛି, ଯାହା କେବଳ ଯାତ୍ରୀମାନଙ୍କ ପାଇଁ ଏକ ନୂତନ ପ୍ରକ୍ରିୟା…
ବାଂଲାଦେଶରୁ ଗର୍ଭବତୀ ମହିଳା ତାଙ୍କ ପିଲା ସହ ଭାରତ ଯାତ୍ରା କରିପାରିବେ, ମାନବିକତା ଦୃଷ୍ଟିରୁ ଅନୁମତି ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩।୧୨: ସୁପ୍ରିମକୋର୍ଟ ମାନବିକତା ଦୃଷ୍ଟିରୁ ବାଂଲାଦେଶର ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ଆଠ ବର୍ଷର ଝିଅକୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। ସୂଚନା ଅନୁଯାୟୀ, କିଛି ମାସ ପୂର୍ବରୁ ମହିଳାଙ୍କୁ ସୀମା ପାର କରି ବାଂଲାଦେଶକୁ ପଠାଇ ଦିଆଯାଇଥିଲା।…
ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଦିଲ୍ଲୀକୁ ବିମାନ ଚଳାଚଳ ପ୍ରଭାବିତ, ଫସି ରହିଛନ୍ତି ୧୦୦୦ ଯାତ୍ରୀ
ନୂଆଦିଲ୍ଲୀ,୩।୧୨: ମଙ୍ଗଳବାର ରାତି (ଡିସେମ୍ବର ୨, ୨୦୨୫) ଠାରୁ ହାଇଦ୍ରାବାଦର ଶମଶାବାଦ ବିମାନବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଚଳାଚଳରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଦିଲ୍ଲୀକୁ ଯାଉଥିବା ଅନେକ ବିମାନ ଏହାଦ୍ୱାରା ପ୍ରଭାବିତ ହୋଇଛି,…
ନବଜାତ ଶିଶୁକୁ ରାସ୍ତା ଉପରେ ପକାଇ ଦେଲେ ମାଆବାପା, ରାତି ସାରା ବୁଲା କୁକୁର କଲେ ଏମିତି ସମସ୍ତେ ଆଶ୍ଚର୍ଯ୍ୟ
କୋଲକାତା,୩।୧୨: ପଶ୍ଚିମବଙ୍ଗର ନାଦିଆ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କେହି ଜଣେ କମ୍ବଳରେ ଗୁଡ଼ାଇ ହୋଇଥିବା ଏକ ନବଜାତ ଶିଶୁକୁ ରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଶିଶୁଟି କିଛି ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା କୁହାଯାଉଛି। ଶିଶୁଟି ସାରା…
ଏନଡିଏରେ ମିଶିବେ କି ହେମନ୍ତ ସୋରେନ? ଛାଡିବେ ରାହୁଲଙ୍କ ହାତ! ରାଜନୀତିରେ ଚହଳ
ନୂଆଦିଲ୍ଲୀ,୩।୧୨: ଝାଡ଼ଖଣ୍ଡରେ ବଦଳିବ ରାଜନୈତିକ ସମୀକରଣ? ଇଣ୍ଡିଆ ମେଣ୍ଟ ଛାଡ଼ିବେ କି ମୁଖ୍ୟମନ୍ତ୍ରୀ ସୋରେନ! ଭାଜପାର ୨ ଡେପୁଟି ସିଏମ ନେଇ ଚାଲିଛି ଅଙ୍କକଷା । ବିହାର ପରାଜୟ ପରେ ବିରୋଧୀ ଶିବିର ଏକପ୍ରକାର ଅସ୍ଥିର ହୋଇପଡ଼ିଛି । ମେଣ୍ଟ ଭିତରେ…
ଭାରତକୁ ଧନୀ କରିବେ ପୁଟିନ୍! ଦେଲେ ଏମିତି ସଙ୍କେତ, ଶୁଣିଲେ ଏହି ଦେଶଗୁଡିକର ନିଦ ହଜିବ…
ନୂଆଦିଲ୍ଲୀ,୩।୧୨: ଭାରତ ଗସ୍ତରେ ଆସିବାକୁ ଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପୂର୍ବରୁ ସୂଚାଇ ସାରିଛନ୍ତି ଯେ ଭାରତ ସହିତ ବାଣିଜ୍ୟ ସମ୍ପର୍କ ହ୍ରାସ ପାଇବ ନାହିଁ। ତାଙ୍କର ବକ୍ତବ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ଦାବିକୁ ବିରୋଧ କରେ…
ମାତ୍ର ୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର: ସରକାରଙ୍କ ବଡ଼ ଘୋଷଣା
ଗୁଆହାଟୀ,୩।୧୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟର ଲକ୍ଷ ଲକ୍ଷ ପରିବାର ପାଇଁ ସିଲିଣ୍ଡର ପିଛା ୩୦୦ ଟଙ୍କାରେ ରୋଷେଇ ଗ୍ୟାସ ଖୁବଶୀଘ୍ର ବାସ୍ତବତାରେ ପରିଣତ ହେବ। ନିମ୍ନ ଆୟକାରୀ ପରିବାର…
ଟେଲିକମ୍ଭିତ୍ତିକ ସୁରକ୍ଷା ସତର୍କ ବ୍ୟବସ୍ଥା ଲାଗୁ କରିବ ଏନ୍ଏଚ୍ଏଆଇ
ନୂଆଦିଲ୍ଲୀ,୩ା୧୨: ଜାତୀୟ ରାଜପଥଗୁଡ଼ିକରେ ସୁରକ୍ଷା ବଢ଼ାଇବା ସହ ବାଧାହୀନ ଯାତାୟାତ ଅଭିଜ୍ଞତା ପ୍ରଦାନ ଲାଗି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଟେଲିକମ୍ ଭିତ୍ତିକ ସୁରକ୍ଷା ସତର୍କତା ସିଷ୍ଟମ୍ ଲାଗୁ କରିବାକୁ ଯାଉଛନ୍ତି। ଦେଶର ସମସ୍ତ ଜାତୀୟ ରାଜପଥ ନେଟ୍ଓ୍ବର୍କରେ ଏହି ବ୍ୟବସ୍ଥା…
Archives


