ଜାତୀୟ

୧୪ ହଜାର ଫୁଟ୍‌ ଉଚ୍ଚତାରେ ଯୋଗ କଲେ ଆଇଟିବିପି ଯବାନ

ନୂଆଦିଲ୍ଲୀ,୨୧।୬: ଆଜି ସମଗ୍ର ଦେଶରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏନେଇ ଦେଶ, ବିଦେଶ ଓ ରାଜ୍ୟସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହି ଅବସରରେ ଲେହର ପାଙ୍ଗଙ୍ଗ ଶୋ’ରେ ଆଇଟିବିପି ଯବାନମାନେ ଯୋଗ କରିଛନ୍ତି। ୧୪ ହଜାର ଫୁଟ୍‌…

କଶ୍ମୀର ମହିଳାଙ୍କ ସହ ସେଲ୍‌ଫି ନେଲେ ପ୍ରଧାନମନ୍ତ୍ରୀ ମୋଦି

ଶ୍ରୀନଗର,୨୧।୬: ଆଜି ସାରା ଦେଶରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀନଗରର ଶେର-ଇ-କଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଯୋଗ ଅଧିବେଶନର ନେତୃତ୍ୱ ନେଇଥିଲେ। ସେ ଯାଇ ଡାଲ ହ୍ରଦ କୂଳରେ ଯୋଗ…

ଆଜି ଜେଲ୍‌ରୁ ବାହାରିବେ କେଜ୍‌ରିଓ୍ବାଲ୍‌: ସ୍ବାମୀଙ୍କୁ ଆଣିବାକୁ ଯିବା ପୂର୍ବରୁ ଏସବୁ କାମ କରିବେ ସ୍ତ୍ରୀ

ନୂଆଦିଲ୍ଲୀ,୨୧।୬: ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗୁରୁବାର ରାଉସ୍‌ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡ ଜରିଆରେ ଜାମିନ ଦିଆଯାଇଛି। ସେ ଆଜି ତିହାର…

ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଯୋଗ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଏବଂ ଧ୍ୟାନର ଦେଶ କଶ୍ମୀରକୁ ଆସିବାର…

ରିଲ୍ସ ପାଇଁ ୧୦୦ ଫୁଟ ଉଚ୍ଚରୁ ଝୁଲିଲେ

ପୁଣେ, ୨୧।୬: ପୁଣେର ସ୍ବାମୀ ନାରାୟଣ ମନ୍ଦିର ନିକଟସ୍ଥ ଏକ ବହୁତଳ ବିଲ୍ଡିଂ ଛାତରୁ ଜଣେ ଯୁବତୀ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରୁଥିବାର ଭିଡିଓ ଗୁରୁବାର ସାମ୍‌ନାକୁ ଆସିଛି। ଯୁବତୀଜଣକ ସାଥୀ ଯୁବକଙ୍କ ହାତ ଧରି ୧୦୦ ଫୁଟ ଉଚ୍ଚରୁ ଝୁଲୁଥିବା ନଜର…

କର୍ଣ୍ଣାଟକରେ ରହୁଥିବା ସମସ୍ତେ କନ୍ନଡ ଶିଖିବା ଉଚିତ୍: ସିଦ୍ଧରମୈୟା

ନୂଆଦିଲ୍ଲୀ,୨୦।୬: କନ୍ନଡ ଭାଷା, ଜମି ଏବଂ ଜଳର ସୁରକ୍ଷା କରିବା ପ୍ରତ୍ୟେକ କର୍ଣ୍ଣାଟକ ଲୋକର ଦାୟିତ୍ୱ ବୋଲି ରାଜ୍ୟରେ କନ୍ନଡ ପରିବେଶ ସୃଷ୍ଟି କରିବାକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି। ସେ କହିଛନ୍ତି, “କନ୍ନଡ ପରିବେଶ ସୃଷ୍ଟି କରିବା ସମସ୍ତଙ୍କ…

କେଜରିଓ୍ବାଲ ଜେଲରୁ ବାହାରକୁ ଆସିବା ପୂର୍ବରୁ ଇଡି ଯିବ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୦।୬: ଅରବିନ୍ଦ କେଜରିୱାଲଙ୍କ ଜାମିନ ମାମଲାରେ ଟ୍ରାଏଲ କୋର୍ଟର ନିଷ୍ପତ୍ତି ବିରୋଧରେ ଶୁକ୍ରବାର ସକାଳେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବ। ବାସ୍ତବରେ ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଏକ୍ସାଇଜ ପଲିସି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ…

ମୋଦିଙ୍କ ରାଲିରେ ଚପଲ ମାଡକୁ ନେଇ କ’ଣ ପ୍ରତିକ୍ରିୟା ରଖିଲେ ରାହୁଲ

ନୂଆଦିଲ୍ଲୀ,୨୦।୬: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗୁରୁବାର (ଜୁନ ୨୦) ୟୁଜିସି-ନେଟ ଏବଂ ନିଟ-ୟୁଜି ପରୀକ୍ଷାରେ ପେପର ଲିକ ହେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଏହି ସମୟରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି…

ସଞ୍ଜୟ ରାଉତଙ୍କ ଦାବି, ଅଯୋଗ୍ୟ ଘୋଷିତ ହୋଇ ପାରନ୍ତି ଶାସକ ଦଳର ବିଧାୟକ

ନୂଆଦିଲ୍ଲୀ,୨୦।୬: ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଗୁରୁବାର କହିଛନ୍ତି ଯେ ତାଙ୍କ ଦଳ ଆଗାମୀ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନକୁ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଯିବେ। ସେ କହିଛନ୍ତି ଯେ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଥିବା ଶାସକ ଦଳର ବିଧାୟକମାନେ ଅଯୋଗ୍ୟ…

ବିହାରରେ ବନ୍ୟା, ଉଜୁଡିଲା ଫସଲ

ପାଟନା,୨୦।୬: ବିହାରର ଅନେକ ଜିଲା ପ୍ରବଳ ଗ୍ରୀଷ୍ମ ପ୍ରବହ ମଧ୍ୟରେ ଥିବାବେଳେ ସୁପୌଲର କୋସି ନଦୀ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କୋସି ନଦୀର ଜଳ ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଯେଉଁ କାରଣରୁ ବନ୍ଧ କଡରେ ଥିବା…

ପିଓକେରେ ଭାରତୀୟ ସେନା ପ୍ରବେଶ କଲେ ପାକିସ୍ତାନ କରିବ ନ୍ୟୁକ୍ଲିୟର ଆଟାକ: ସେନା ଏକ୍ସପର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୨୦।୬: ପରମାଣୁ ଅସ୍ତ୍ର ସମ୍ବନ୍ଧରେ ପାକିସ୍ତାନ ସର୍ବଦା ସକ୍ରିୟ ଥିଲା। ୧୯୯୮ରେ ପାକିସ୍ତାନ ଏହାର ପ୍ରଥମ ପରମାଣୁ ପରୀକ୍ଷଣ କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା। ସେବେଠାରୁ ପାକିସ୍ତାନ ୧୭୦ ପରମାଣୁ ବୋମା ତିଆରି କରିଛି । ପ୍ରଥମ ଥର ପାଇଁ ଏହା…

କେଜରିଓ୍ବାଲଙ୍କୁ ମିଳିଲା ଜାମିନ, ଇଡି କହିଲା ୪୮ ଘଣ୍ଟା ସମୟ ଦିଆଯାଉ

ନୂଆଦିଲ୍ଲୀ,୨୦।୬: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୁକ୍ରବାର (ଜୁନ ୨୧) ତିହାର ଜେଲରୁ ବାହାରିପାରନ୍ତି। ବାର୍‌ ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ, ଜାମିନ ବଣ୍ଡରେ ଦସ୍ତଖତ କରିବାକୁ ଇଡି କୋର୍ଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?