ଜାତୀୟ

PM Kisan Yojana: ଚାଷୀଙ୍କ ସଞ୍ଚୟ ଖାତାଙ୍କୁ ୧୨ ହଜାର ଯିବା ନେଇ ସଂସଦରେ କ’ଣ କହିଲେ ସରକାର…

ନୂଆଦିଲ୍ଲୀ,୬।୨ : ପିଏମ-କିଷାନ ରାଶି ବାର୍ଷିକ ୬ ହଜାର ରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ କି? ସରକାର ଏହାର ଜବାବ ଦେଇଛନ୍ତି। କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ବର୍ତ୍ତମାନ ସରକାର ପିଏମ-କିସାନ ପରିମାଣକୁ ବାର୍ଷିକ ୬...

ନିଜ ବିଧାୟକଙ୍କ ଉପରେ କଂଗ୍ରେସର ନାହିଁ ବିଶ୍ୱାସ: ଭାଜପା ଆଣିଲା ଅଭିଯୋଗ…

ପ୍ରୟାଗରାଜ,୬।୨ : ବିହାର କଂଗ୍ରେସ ବିଧାୟକମାନେ ହାଇଦ୍ରାବାଦର ଏକ ଘରୋଇ ହୋଟେଲରେ ରହିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ଏମପି ଗିରିରାଜ ସିଂ କହିଛନ୍ତି ବିହାରରେ ସରକାର ଗଠନ କରାଯାଇଛି ଏବଂ ଏହାର ଶକ୍ତି ପରୀକ୍ଷା ଫେବୃଆରୀ ୧୨ରେ ହେବ।...

ନୀତୀଶଙ୍କ ଶକ୍ତି ପରୀକ୍ଷା ପୂର୍ବରୁ ସମ୍ରାଟ ଚୌଧୁରୀଙ୍କ ଅଭିଯୋଗ: ଘୋଡ଼ାବେପାର କରିବାକୁ ଚାହୁଁଛି କଂଗ୍ରେସ…

ପାଟନା,୬।୨ : ନୀତୀଶ କୁମାର ୧୨ ଫେବୃଆରୀରେ ବିହାର ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ । ତାଙ୍କ ସହ କେତେଜଣ ବିଧାୟକ ଅଛନ୍ତି ଏବଂ କେତେଜଣ ବିରୋଧ କରୁଛନ୍ତି ତାହା ସ୍ଥିର ହେବ। ବର୍ତ୍ତମାନ ସୁଦ୍ଧା ନୀତୀଶ କୁମାରଙ୍କୁ ସହଜରେ...

Places Of Worship Act: ପୂଜା ସ୍ଥଳ ଅଧିନିୟମକୁ ରଦ୍ଦ କରିବାକୁ ଦାବି କଲେ ଭାଜପା ଏମପି…

ନୂଆଦିଲ୍ଲୀ,୬।୨ : ପୂଜା ସ୍ଥଳ ଅଧିନିୟମ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି। ଜ୍ଞାନବାପି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଭାଜପା ଏମପି ହରନାଥ ସିଂ ଯାଦବ ଏହି ପୁରୁଣା ଆଇନକୁ...

ଲିଭ-ଇନ-ରିଲେସନସିପରେ ରହୁଥିଲେ ହୋଇପାରେ ଜେଲ୍‌: ନୂଆ ନିୟମ ବିଷୟରେ ଜାଣନ୍ତୁ

ଡେରାଡୁନ୍‌,୬।୨: ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ବିଲ୍‌ ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି। ଏହି ବିଲ ଆଇନରେ ପରିଣତ ହେଲେ ଆଗାମୀ ଦିନରେ ୟୁସିସି ଅଧୀନରେ ସମସ୍ତ ଧର୍ମର ନାଗରିକ ଗୋଟିଏ ନିୟମ...

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ପାଞ୍ଚରୁ ଛଅ ବର୍ଷ ମଧ୍ୟରେ…

ପାଣାଜୀ,୬।୨: ଆସନ୍ତା ପାଞ୍ଚରୁ ଛଅ ବର୍ଷ ମଧ୍ୟରେ ଭାରତରେ ଶକ୍ତି କ୍ଷେତ୍ରରେ ପ୍ରାୟ ୬୭ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜି ବିନିଯୋଗ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଙ୍ଗଳବାର ଗୋଆରେ ଭାରତ ଶକ୍ତି ସପ୍ତାହର ଦ୍ୱିତୀୟ ସଂସ୍କରଣକୁ...

କୁକୁର ପ୍ଲେଟରେ କଂଗ୍ରେସ ନେତାଙ୍କୁ ବିସ୍କୁଟ ଖୁଆଇଲେ ରାହୁଲ, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୬।୨: ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ଦଳର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସୋମବାର ବିଳମ୍ବିତ ରାତିରେ ସେ ‘ଭାରତ ଯୋଡ ନ୍ୟାୟ ଯାତ୍ରା’ର...

ବାଣ କାରଖାନାରେ ବିସ୍ଫୋରଣ: ୬ ମୃତ, ୪୦ରୁ ଅଧିକ ଆହତ

ଭୋପାଳ,୬।୨: ମଧ୍ୟପ୍ରଦେଶର ହରଦାଠାରେ ଥିବା ଏକ ବାଣ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ଜଣାପଡିଛି। ଏହି ବିସ୍ଫୋରଣରେ ସମଗ୍ର ସହର କମ୍ପିତ ହୋଇଛି।...

ଉତ୍ତରାଖଣ୍ଡ ପାଇଁ ଐତିହାସିକ ଦିନ, ୟୁସିସି ବିଲ ଉପସ୍ଥାପନ କଲେ ପୁଷ୍କର ସିଂ ଧାମି

ଡେରାଡୁନ,୬।୨: ମଙ୍ଗଳବାର ଫେବୃଆରୀ ୬ ହେଉଛି ଉତ୍ତରାଖଣ୍ଡ ପାଇଁ ଏକ ଐତିହାସିକ ଦିନ। ମଙ୍ଗଳବାର ରାଜ୍ୟ ବିଧାନସଭାରେ ୟୁନିଫର୍ମ ସିଭିଲ କୋଡ ବିଲ (ୟୁସିସି) ଆଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗୃହରେ ଏହି ବିଲ ଉପସ୍ଥାପନ କରିଥିଲେ।...

ଆଜି ଓଡ଼ିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୬।୨: ମଙ୍ଗଳବାର ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଏହି ଯାତ୍ରା ଓଡ଼ିଶାର ସୁନ୍ଦରଗଡ ଜିଲାର ଏକ ଛୋଟ ଶିଳ୍ପାଞ୍ଚଳ ବୀରମିତ୍ରପୁର ଦେଇ ଝାଡଖଣ୍ଡରୁ ରାଜ୍ୟକୁ ପ୍ରବେଶ କରିବ ବୋଲି...

ଖୁସି ଖବର: ବିହାରବାସୀଙ୍କୁ ୨-୨ଲକ୍ଷ ଟଙ୍କା ଦେଉଛନ୍ତି ନୀତୀଶ ସରକାର

ପାଟନା,୬।୨: ଜାତି ଭିତ୍ତିକ ଜନଗଣନା କିଛି ମାସ ପୂର୍ବରୁ ବିହାରରେ କରାଯାଇଥିଲା। ଏହି ଜନଗଣନା ସମୟରେ ୯୪ ଲକ୍ଷରୁ ଅଧିକ ଗରିବ ପରିବାର ଦେଖିବାକୁ ମିଳିଥିଲା। ଏବେ ବିହାର କ୍ଷୁଦ୍ର ଉଦ୍ୟୋଗୀ ଯୋଜନା ଅଧୀନରେ ଏଭଳି ଗରିବ ପରିବାରର ହିତାଧିକାରୀଙ୍କୁ...

ଏନଡିଏରେ ଯୋଗ ଦେବେ ଉଦ୍ଧବ!

ମୁମ୍ବାଇ,୬।୨: ବର୍ତ୍ତମାନ ଲୋକ ସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି। ଏଭଳି ସମୟରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେବାରେ ଲାଗିଛି। ଏହି ସମୟରେ, ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri