ଜାତୀୟ

ଖୁସିଖବର: ବଜେଟରେ ଜାଣନ୍ତୁ କେଉଁ ଜିନିଷ ହେଲା ଶସ୍ତା, ମହଙ୍ଗା, ସୁନାକୁ ନେଇ…

ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଏଥର ଯୁବ, ଶିକ୍ଷା, କୃଷି ଏବଂ ରୋଜଗାରର ଦକ୍ଷତା ବିକାଶ ଭଳି କ୍ଷେତ୍ରକୁ ବିଶେଷ ଧ୍ୟାନ ଦିଆଯାଇଛି। ବଜେଟରେ…

ବଜେଟ ୨୦୨୪: କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା

ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ହେଉଛି ସପ୍ତମ ବଜେଟ ଏବଂ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ। ମୋଦି…

ଯୁବବର୍ଗଙ୍କ ମୁହଁରେ ହସ ଫୁଟାଇଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ସର୍ବାଧିକ ଫୋକସ୍‌ ଯୁବବର୍ଗଙ୍କୁ ଦେଇଛନ୍ତି। ପ୍ରଥମ ଥର ଚାକିରି ପାଇଥିବା ଲୋକଙ୍କୁ ସରକାର ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୩୦୦ ଟଙ୍କା ଅତିରିକ୍ତ ପିଏଫ୍‌ ଦେବେ ବୋଲି ଘୋଷଣା କରିଛନ୍ତି। ଏହାସହ ସ୍ଥାନୀୟ…

ମାଗଣା ବିଜୁଳିକୁ ନେଇ ବଡ଼ ବୟାନ ଦେଲେ ଅର୍ଥମନ୍ତ୍ରୀ: କହିଲେ…

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଅଭିଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ ଆସିଛନ୍ତି। ଭାରତରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ହ୍ରାସ ପାଉଛି। ଭାରତର ଅର୍ଥନୀତି ଦ୍ରୁତ ଗତିରେ…

ଏହି ୨ ରାଜ୍ୟ ପାଇଁ ଅର୍ଥ ଅଜାଡିଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୭:ଚଳିତ ବର୍ଷ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କରିଛନ୍ତି। ବିହାରରେ ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ଅନୁଦାନ ମିଳିବ। ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ପୋଲାଭରମ ଆନ୍ଧ୍ରର ଜୀବନ ରେଖା।…

ବଜେଟ୍‌ରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୭: ଚଳିତ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମଧ୍ୟବର୍ତ୍ତୀ ବଜେଟରେ ଆମକୁ ୪ଟି ଭିନ୍ନ ଗୋଷ୍ଠୀ ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦେବା ଆବଶ୍ୟକ। କୃଷକମାନଙ୍କ ପାଇଁ ଆମେ…

ମିଳିଲାନି ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା, ନୀତୀଶଙ୍କ ଦ଼୍ବିତୀୟ ଦାବି ପୂରଣ କରିବେ କି ମୋଦି ?

ନୂଆଦିଲ୍ଲୀ, ୨୩।୭: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ଉପସ୍ଥାପନ ସଂସଦରେ ଆରମ୍ଭ ହୋଇଛି । ମୋଦି ସରକାର ସାଧାରଣ ଲୋକଙ୍କ ପାଇଁ ବଜେଟରେ ଯାହା ରଖିଛନ୍ତି ତାହା ଉପରେ ଦେଶର ନଜର ରହିଛି। ସେହିଭଳି ବିହାରର ନୀତୀଶ ସରକାର…

Budget 2024 Live Updates: ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ ଆସିଛନ୍ତି। ଭାରତରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ହ୍ରାସ ପାଉଛି। ଭାରତର ଅର୍ଥନୀତି ଦ୍ରୁତ ଗତିରେ…

ବଜେଟ୍‌ ପୂର୍ବରୁ ଅଖିଳେଶ୍‌ଙ୍କ ବିସ୍ଫୋରକ ବୟାନ, ୧୦ ବର୍ଷରେ…

ନୂଆଦିଲ୍ଲୀ, ୨୩।୭: ଦେଶରେ ସାଧାରଣ ନିର୍ବାଚନ ପରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ଼୍ବରେ ଏନ୍‌ଡିଏ ସରକାର ଗଠନ ହୋଇଛି । ଗତକାଲି ଅର୍ଥାତ ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଆଜି ଲୋକସଭାରେ ଅର୍ଥମନ୍ତ୍ରୀ…

ଏଥର ବଜେଟ୍‌ ପାଇଁ ଖାସ୍‌ ଶାଢି ପିନ୍ଧିଛନ୍ତି ନିର୍ମଳା ସୀତାରମଣ: ଜାଣନ୍ତୁ ସେହି ଶାଢି ରଙ୍ଗର ମହତ୍ତ୍ୱ

ନୂଆଦିଲ୍ଲୀ,୨୩।୭: ବଜେଟର ଠିକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଲୁକ୍‌ ଭାଇରାଲ୍‌ ହୋଇଛି। ତାଙ୍କର ସପ୍ତମ ବଜେଟ ପାଇଁ ଅର୍ଥମନ୍ତ୍ରୀ ଏକ ଧଳା ଏବଂ ଗୋଲାପୀ ରଙ୍ଗର ଶାଢି ପିନ୍ଧିଛନ୍ତି। ପ୍ରତ୍ୟେକ ଥର ପରି ସେ ନିଜର ବଜେଟ ୨୦୨୪ ଉପସ୍ଥାପନ…

ଅର୍ଥମନ୍ତ୍ରୀଙ୍କୁ ମିଠା ଦହି ଖୁଆଇଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୩।୭: ଆଜି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍‌। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଟିମ୍‌ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବଜେଟର ଏକ କପି ତାଙ୍କୁ ପ୍ରଦାନ କରିଥିଲେ। ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ…

ନୀତୀଶଙ୍କୁ ନ ଜଣାଇ ଚନ୍ଦ୍ରବାବୁଙ୍କୁ ବଡ଼ ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୨୩।୭: ସଂସଦର ମୌସୁମୀ ଅଧିବେଶନ ସୋମବାରରୁ ଆରମ୍ଭ ହୋଇଛି। ଆଜି ଅର୍ଥାତ୍‌ ୨୩ ଜୁଲାଇରେ ସଂସଦରେ ବଜେଟ ଉପସ୍ଥାପିତ ହେବ। ସମସ୍ତଙ୍କ ଆଖି ଏହି ବଜେଟ ଉପରେ ରହିଛି। ଆଶା କରାଯାଉଛି ଯେ ମୋଦି ସରକାର ଏଥର ବଜେଟରେ ଅନେକ ବଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri