ଜାତୀୟ

ବାବା ସିଦ୍ଦିକିଙ୍କୁ ନେଇ ଏମିତି ଟୁଇଟ କଲେ KRK ବଢୁଛି ଉତ୍ତେଜନା

ମୁମ୍ବାଇ,୧୩।୧୦: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଅର୍ଥାତ୍‌ ଏନସିପି ଅଜିତ ପାୱାରଙ୍କ ଦଳର ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଲିଉଡରେ ଶୋକର ଲହରୀ ଖେଳିଯାଇଛି। ଅନେକ ବଲିଉଡ ସେଲିବ୍ରିଟି ବାବାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସିଦ୍ଦିକିଙ୍କ ମୃତ୍ୟୁ ଖବର…

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀକଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ମୁମ୍ବାଇ,୧୩।୧୦: ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ଏହି ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ଏହି ପୋଷ୍ଟରେ ସେ ଲେଖିଛନ୍ତି,…

କ’ଣ ସେହି 9.9 MM ପିସ୍ତଲ, ଯେଉଁଥିରେ ବାବା ସିଦ୍ଦିକିଙ୍କୁ କରାଯାଇଛି ଗୁଳି? ଗ୍ୟାଙ୍ଗ ଷ୍ଟରଙ୍କ…

ମୁମ୍ବାଇ,୧୩।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକଙ୍କ ହତ୍ୟାରେ ୯.୯ ଏମଏମ ପିସ୍ତଲ ବ୍ୟବହାର କରାଯାଇଥିଲା। ମୁମ୍ବାଇ ପୋଲିସର ସୂଚନାନୁସାରେ ଶୁଟରମାନେ ବାବା ସିଦ୍ଦିକିଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଦୁଇଟି ଗୁଳି ତାଙ୍କୁ ଛାତିରେ…

ପତନ ଆଡକୁ ଯାଉଛି ମହାରାଷ୍ଟ୍ରର ଆଇନ ବ୍ୟବସ୍ଥା: ରାହୁଲ

ନୂଆଦିଲ୍ଲୀ,୧୩।୧୦: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ରବିବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ମହାରାଷ୍ଟ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତି ଧ୍ୱଂସ ଆଡକୁ ଯାଉଥିବା କହିଛନ୍ତି। ସେ କହିଛନ୍ତି, ବାବା ସିଦ୍ଦିକିଙ୍କ…

ବାବା ସିଦ୍ଦିକିଙ୍କ ପୋଷ୍ଟ ମର୍ଟମ ପାଇଁ କାହିଁକି ମନା କଲେ ପୁଅ? କହିଲେ ଏମିତି କାରଣ

ମୁମ୍ବାଇ,୧୩।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନର କପୁର୍‌ ହସ୍ପିଟାଲକୁ ନିଆଯାଇଛି। ତେବେ ଘଟଣାର କାରଣ ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ତାଙ୍କ ପୁଅ ତଥା ବାନ୍ଦ୍ରା ପୂର୍ବ ବିଧାୟକ ଜିଶାନ ସିଦ୍ଦିକି ପୋଷ୍ଟମର୍ଟମକୁ…

ରୁଷିଆରେ ଏମବିବିଏସ୍‌ ଛାତ୍ରୀଙ୍କ ମୃତ୍ୟୁ, ମୃତଦେହ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ କଲେ ରାଜ୍ୟ ସରକାର

ଭୋପାଳ,୧୩।୧୦: ରୁଷିଆରେ ଏକ ସଡ଼କ ଦୁର୍ଘଟଣାରେ ମଧ୍ୟପ୍ରଦେଶର ଜଣେ ଏମବିବିଏସ ଛାତ୍ରଙ୍କ ମୃତ୍ୟୁ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପୀଡିତାଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି ଯେ ତାଙ୍କ ଝିଅର ମୃତଦେହ ଫେରାଇ ଦିଆଯିବ। ଶେଷ ରୀତିନୀତି ପାଇଁ ମୃତଦେହ ଫେରାଇ…

କଂଗ୍ରେସକୁ ନାଶ କରିବେ ଭୁପେନ୍ଦ୍ର ସିଂ ହୁଡା, କାହିଁକି ଏମିତି କହିଲେ ଗୁରନାମ

କୁରୁକ୍ଷେତ୍ର,୧୩।୧୦: ହରିୟାଣାରେ କଂଗ୍ରେସର ପରାଜୟ ପାଇଁ କୃଷକ ନେତା ତଥା ସଂଯୁକ୍ତ ସଂଘର୍ଷ ପାର୍ଟିର ସଭାପତି ଗୁରନାମ ସିଂ ଚଡୁନି ଭୁପେନ୍ଦ୍ର ସିଂ ହୁଡାଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ମଧ୍ୟ ଭୁପେନ୍ଦ୍ର ସିଂ ହୁଡା କଂଗ୍ରେସକୁ…

ବାବା ସିଦ୍ଦିକିଙ୍କୁ ମହଙ୍ଗା ପଡିଲା ସଲମାନଙ୍କ ନିକଟତର ହେବା? ଶୁଟର ଦେଲେ ଚମକାଇବା ଭଳି ତଥ୍ୟ

ମୁମ୍ବାଇ,୧୩।୧୦: ଶନିବାର ରାତିରେ ମୁମ୍ବାଇର ବାନ୍ଦ୍ରା ପୂର୍ବ ଅଞ୍ଚଳରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ତିନି ଜଣ ଗୁଳି କରି ହତ୍ୟା କରିଛନ୍ତି। ଦଶହରା ଦିନ ରାସ୍ତା ମଝିରେ ଘଟିଥିବା ଏହି ହତ୍ୟାକାଣ୍ଡ ଅନେକ ପ୍ରଶ୍ନ…

ଏକ ସମୟରେ ରାବଣପୋଡି ଉତ୍ସବରେ ସାମିଲ ହେଲେ ମୋଦି-ରାହୁଲ, ଫଟୋ ଭାଇରାଲ 

ନୂଆଦିଲ୍ଲୀ,୧୩।୧୦: ଦେଶବ୍ୟାପୀ ପବିତ୍ର ନବରାତ୍ରି ଉତ୍ସବ ଜାରି ରହିଛି। ଏ ନେଇ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। ଏହି ଅବସରରେ ଦିଲ୍ଲୀରେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି । ଏକା ସମୟରେ ରାବଣପୋଡି ଉତ୍ସବରେ ସାମିଲ ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ…

୪୬୨ କୋଟିର ସମ୍ପତ୍ତି, ଦାମୀ ହୀରା ଅଳଙ୍କାର, ଆଖି ଖୋସି ହୋଇଗଲା ପରି ବାବା ସିଦ୍ଦିକ୍‌ଙ୍କ ସମ୍ପତ୍ତି…

ମୁମ୍ବାଇ,୧୩।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ସିଦ୍ଦିକ୍‌ଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତିକ ରାଯାଇଥିଲେ ମଧ୍ୟ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ…

ବାବା ସିଦ୍ଦିକ୍‌ଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା: ସୁଟରମାନେ ଅଟୋରେ ଆସି…

ମୁମ୍ବାଇ,୧୩ା୧୦: ମୁମ୍ବାଇରେ ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକ୍‌ଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏହା ପରେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ…

ଗୁଳିମାଡରେ ଜୀବନ ହାରିଲେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକ

ମୁମ୍ବାଇ,୧୨।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ଅଜିତ ପାୱାର ଦଳର ସଦସ୍ୟ ବାବା ସିଦ୍ଦିକଙ୍କ ମୁମ୍ବାଇର ବାନ୍ଦ୍ରାଠାରେ ଗୁଳିମାଡ ପରେ ତାଙ୍କର ମୃତ୍ୟୁ ଘଟିଛି। ବାନ୍ଦ୍ରା ପୂର୍ବର ବିଧାୟକ ଥିବା ତାଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟରେ ଶନିବାର ରାତି ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?