ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ସ୍ମାର୍ଟଫୋନ୍ ନିର୍ମାତାଙ୍କୁ ଏପରି ପ୍ରସ୍ତାବ ଦେଲେ ଭାରତ ସରକାର
ନୂଆଦିଲ୍ଲୀ,୧୧।୧: ଦେଶରେ ବଢୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ସ୍ମାର୍ଟଫୋନ୍ ସୁରକ୍ଷା ପାଇଁ ନୂଆ ନିୟମ ଆଣିବେ ଭାରତ ସରକାର। ଏହି ନିୟମ ଅନୁସାରେ ସ୍ମାର୍ଟଫୋନ ନିର୍ମାତାମାନଙ୍କୁ ସେମାନଙ୍କର ଅପରେଟିଂ ସିଷ୍ଟମର ‘ସୋର୍ସ କୋଡ୍’ ସରକାରୀ ଲ୍ୟାବ୍ରେ ଜମା କରିବାକୁ କୁହାଯାଇଛି।…
‘ଅନ୍ୱେଷା’ ସାଟେଲାଇଟ୍ ଉତ୍କ୍ଷେପଣ କରିବ ISRO: କେହି ଏଥିରୁ ଲୁଚିପାରିବେ ନାହିଁ
ନୂଆଦିଲ୍ଲୀ,୧୧ା୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଏହାର ଶକ୍ତିଶାଳୀ ରକେଟ୍ PSLV-C62 ଜରିଆରେ ‘ଅନ୍ୱେଷା’ ନାମକ ଏକ ଅତ୍ୟାଧୁନିକ ସାଟେଲାଇଟ୍ ଉତ୍କ୍ଷେପଣ କରିବାକୁ ଯାଉଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ପ୍ରସ୍ତୁତ ଏହି ସାଟେଲାଇଟ୍ ଭାରତର…
PM Kisan: ଚାଷୀଙ୍କ ଅପେକ୍ଷାର ଅନ୍ତ! ଏହି ଦିନ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା
ନୂଆଦିଲ୍ଲୀ,୧୧ା୧: ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ କିଷାନ ଯୋଜନା) କେବଳ ଏକ ସରକାରୀ ଯୋଜନା ନୁହେଁ ବରଂ ଆର୍ଥିକ ସହାୟତାର ଏକ ପ୍ରମୁଖ ଉତ୍ସ ପାଲଟିଛି। କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି…
ସରକାରୀ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଜାନୁଆରୀ ୩୧ ପୂର୍ବରୁ କରନ୍ତୁ ଏହି କାମ; ନଚେତ୍ ଆସିବନି ଦରମା…
ନୂଆଦିଲ୍ଲୀ,୧୧ା୧: ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଦାୟିତ୍ୱ ବୃଦ୍ଧି କରାଯାଇଛି। ଏବେ, ସମସ୍ତ ରାଜ୍ୟ କର୍ମଚାରୀଙ୍କୁ ଅନଲାଇନ୍ ମାନବ ସମ୍ବଳ ପୋର୍ଟାଲରେ ସେମାନଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ବିଷୟରେ ସୂଚନା ଦେବାକୁ ପଡିବ। ଏହି ବ୍ୟବସ୍ଥାରେ ୮,୦୦,୦୦୦ରୁ ଅଧିକ…
ରାତି ହେଲେ ମା’ବାପାଙ୍କୁ ନିଦ ଔଷଧ ଦେଇ ପ୍ରେମିକଙ୍କୁ ଭେଟିବାକୁ ଯାଉଥିଲେ…୮ମ ଶ୍ରେଣୀ ଛାତ୍ରୀଙ୍କ ଏମିତି…
ଲକ୍ଷ୍ନୌ,୧୧।୧: ପାଗଳ କଲା ପ୍ରେମ। ନାବାଳିକା ହେଲେ ହେଁ ହିତାହିତ ଜ୍ଞାନକୁ ଭୁଲିଗଲେ। ମା’ବାପାଙ୍କୁ ନିଦ ବଟିକା ଦେଇ ଶୁଆଇ ଦେଇ ପ୍ରେମିକଙ୍କୁ ଭେଟିବାକୁ ଚାଲିଯାଉଥିଲେ ସେ। ଏବେ ଉତ୍ତର ପ୍ରଦେଶର ଗୋରଖପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।…
ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୩ ବିଜେତା ପ୍ରଶାନ୍ତ ତମାଙ୍ଗଙ୍କ ପରଲୋକ, ୪୩ ବର୍ଷ ବୟସରେ…
ନୂଆଦିଲ୍ଲୀ,୧୧ା୧: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୩ର ଟାଇଟଲ୍ ଜିତିଥିବା ପ୍ରଖ୍ୟାତ ଗାୟକ ଏବଂ ଅଭିନେତା ପ୍ରଶାନ୍ତ ତମାଙ୍ଗଙ୍କ ଦେହାନ୍ତ ହୋଇଛି । ପ୍ରଶାନ୍ତ ତମାଙ୍ଗ ୨୦୦୭ ରେ ତାଙ୍କ ସୁରରେ…
ଶୌର୍ଯ୍ୟ ଯାତ୍ରାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ, ଜ୍ୟୋତିର୍ଲିଙ୍ଗରେ ଜଳାଭିଷେକ କରି…
ନୂଆଦିଲ୍ଲୀ,୧୧ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସୋମନାଥରେ ପହଞ୍ଚି ଶୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି। ସୋମନାଥ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ପ୍ରାଣବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏହି ଯାତ୍ରାର ଆୟୋଜନ…
‘ଅଯୋଧ୍ୟାରେ ମୁସଲମାନଙ୍କ ପ୍ରବେଶ ନିଷେଧ କରାଯିବା ଉଚିତ’, ରାମ ମନ୍ଦିରରେ ନମାଜ ପ୍ରସଙ୍ଗରେ ଏମିତି କହିଲେ ମହନ୍ତ ରାଜୁ ଦାସ
ନୂଆଦିଲ୍ଲୀ,୧୧।୧: ଅଯୋଧ୍ୟାର ରାମ ମନ୍ଦିରର ପ୍ରସ୍ଥାନ ଦ୍ୱାରରେ ନମାଜ ପାଠକୁ ନେଇ ବିବାଦ ତୀବ୍ର ହୋଇଛି। ହନୁମାନଗଡ଼ିର ମହନ୍ତ ରାଜୁ ଦାସ ଏହି ଘଟଣା ଉପରେ ଏକ କଡ଼ା ବିବୃତ୍ତି ଜାରି କରିଛନ୍ତି। ସେ ଏହି ଘଟଣାକୁ ଦୁଃଖଦ ଏବଂ ନିନ୍ଦନୀୟ…
ଅନଲାଇନରେ କାର୍ ଓ ବାଇକ୍ ଇ-ଚାଲାଣ ଭରୁଛନ୍ତି? ଜାଣନ୍ତୁ, ନଚେତ….
ନୂଆଦିଲ୍ଲୀ,୧୧।୧: ବର୍ତ୍ତମାନ ଅନଲାଇନ୍ ଯୁଗ । ସପିଂଠୁ ନେଇ ବିଲିଂ, ପ୍ରତ୍ୟେକ କାମ ଅନଲାଇନ୍ରେ ସୁବିଧାରେ ସରଳରେ ହୋଇଯାଇଛି। ହାତ ପାହାନ୍ତାରେ ସବୁ ଜିନିଷ ହୋଇଯାଉଛି। ସେହିପରି ବିଦ୍ୟୁତ୍ ବିଲ୍, ପାଣି ବିଲ୍ ଭଳି ବିଲ୍ ମଧ୍ୟ ଅନଲାଇନ୍ରେ ପୈଠ ହୋଇପାରୁଛି।…
ଭାରତର ପ୍ରଥମ ବଜେଟ୍, ଇଂରେଜ ଛାଡିଯାଇଥିଲେ ମାତ୍ର ଏତିକି ଟଙ୍କା!
ନୂଆଦିଲ୍ଲୀ,୧୧।୧: ଦେଶର ସାଧାରଣ ବଜେଟ ଫେବୃଆରୀ ୧, ୨୦୨୬ ରେ ସଂସଦରେ ଉପସ୍ଥାପିତ ହେବାକୁ ଯାଉଛି। ସବୁବେଳେ ପରି, ସାଧାରଣ ଲୋକଠାରୁ ଆରମ୍ଭ କରି ଶିଳ୍ପ ପର୍ଯ୍ୟନ୍ତ ସମସ୍ତେ ଅର୍ଥମନ୍ତ୍ରୀଙ୍କ ବଜେଟ ଉପରେ ନଜର ରଖିଛନ୍ତି। ସମସ୍ତଙ୍କ ମନରେ ପ୍ରଶ୍ନ ହେଉଛି…
ଥଣ୍ଡାରେ କମ୍ପୁଛି ଉତ୍ତର ଭାରତ, ପାରଦ ଛୁଇଁଲା ୧.୧ ଡିଗ୍ରୀ
ଚଣ୍ଡିଗଡ଼,୧୧।୧: ଉତ୍ତର ଭାରତର ପାହାଡିଆ ଏବଂ ସମତଳ ଅଞ୍ଚଳରେ ଶନିବାର ପ୍ରବଳ ଥଣ୍ଡା ଦିନ ଥିଲା, ଲୋକମାନେ ପ୍ରବଳ ଥଣ୍ଡାରେ ଥରୁଥିଲେ। ଗତ କିଛି ଦିନ ଧରି କଶ୍ମୀର ଉପତ୍ୟକାରେ ତାପମାତ୍ରା ଶୂନ୍ୟ ସୀମା ତଳେ ରହିଛି ଏବଂ ଦିଲ୍ଲୀ ଶୀତ…
ଅଯୋଧ୍ୟା ରାମ ମନ୍ଦିରରେ ପଶି ନମାଜ ପାଠ ପାଇଁ କରୁଥିଲେ ଉଦ୍ୟମ: ଆଉ ତା’ ପରେ…
ଅଯୋଧ୍ୟା,୧୦ା୧: ଅଯୋଧ୍ୟା ରାମମନ୍ଦିର ପରିସରରେ ପ୍ରବେଶ କରି ନମାଜ ପାଠ ଉଦ୍ୟମ କରୁଥିବା କଶ୍ମୀରର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ କଶ୍ମୀର ଶୋପିଆନ୍ ଜିଲାର ୫୫ ବର୍ଷୀୟ ଅହମଦ ଶେଖ୍ ବୋଲି ପୋଲିସ କହିଛି। ଅହମଦ କଡ଼ା…
Archives


