ଜାତୀୟ

ସରକାରଙ୍କ ବଡ ଭେଟି, ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୬।୩: ବଡ ଭେଟି ଦେଲେ ସରକାର। କମିଲା ପେଟ୍ରୋଲ-ଡିଜେଲ ଦାମ। ପାଖାପଖି ୧୫ଟଙ୍କା କମିଲା ତୈଳ ଦର। କହିରଖୁଛୁ ଯେ, ଗୁରୁବାର କେନ୍ଦ୍ର ସରକାର ସାରା ଦେଶରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦରରେ ୨ଟଙ୍କା ହ୍ରାସ କରିଥିଲେ।...

ପ୍ରଚାର ସମୟରେ ସୀମା ଅତିକ୍ରମ କରନ୍ତୁ ନାହିଁ: ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନ ଆୟୋଗଙ୍କ କଡ଼ା ଆଦେଶ

ନୂଆଦିଲ୍ଲୀ,୧୬।୩: ଶନିବାର ଭାରତୀୟ ନିର୍ବାଚନ ଆୟୋଗ ଦେଶରେ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ସମେତ ଚାରୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏଥି ସହିତ ରାଜନୈତିକ ଦଳ ଗୁଡିକ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି...

ନିର୍ବାଚନ କମିଶନରଙ୍କ ବଡ ଘୋଷଣା, ପ୍ରାର୍ଥୀ ଦେଇ ପାରିବେ ନାହିଁ ଏହି ଦଳ

ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକସଭା ନିର୍ବାଚନ ନେଇ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି । ରାଜୀବ କୁମାରଙ୍କ ସୂଚନା ମୁତାବକ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ମେ ମାସ ୧୩ ତାରିଖରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ...

ଲୋକ ସଭା ସହ ୪ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଦେଶର ସମସ୍ତ ୫୪୩ ଟି ଆସନ ପାଇଁ ଭୋଟ ଦେବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଲୋକ ସଭା ନିର୍ବାଚନ ସହିତ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ...

ଘୋଷଣା ହେଲା ବହୁ ପ୍ରତିକ୍ଷିତ ଲୋକ ସଭା ନିର୍ବାଚନ ତାରିଖ, ୧୯ ଏପ୍ରିଲରେ ମତଦାନ, ୪ ଜୁନରେ ଫଳାଫଳ, ୭ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ,୧୬।୩: ନିର୍ବାଚନ ଆୟୋଗ ଶନିବାର ଅପରାହ୍ନ ପ୍ରାୟ ୩ ଟାରେ ଲୋକ ସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ସାତୋଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ରୁ ଆରମ୍ଭ ହେବ ଏବଂ...

ଆପରାଧିକ ମାମଲା ଥିଲେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ: ଇସି

ନୂଆଦିଲ୍ଲୀ,୧୬ା୩: ଶନିବାର ସାଧାରଣ ନିର୍ବାଚନ ୨୦୨୪ ନେଇ ପ୍ରେସ୍‌ମିଟ୍‌ ଆରମ୍ଭ ହୋଇଛି। ଆଉ କିଛି ସମୟ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା କରାଯିବ। ଏନେଇ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ସୂଚନା ଦେଉଛନ୍ତି। ସେ କହିଛନ୍ତି, କୌଣସି ପ୍ରାର୍ଥୀଙ୍କ...

ହେବନି ନିର୍ବାଚନ! ଯେତେବେଳେ ମୁଖ୍ୟ ନିର୍ବାଚନ କମିଶନରଙ୍କ କଥା ଶୁଣି ସ୍ତବ୍ଧ ହୋଇ ଯାଇଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୩: ଆଉ କିଛି ସମୟ ପରେ ଘୋଷଣା ହେବ ନିର୍ବାଚନ ତାରିଖ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ଯେଉଁଥିରେ ସେ ନିର୍ବାଚନ ତାରିଖ ଘୋଷଣା କରିବେ। ଜାଣି ଆଶ୍ଚର୍ଯ୍ୟ ହେବେ ଭାରତରେ ଜଣେ ମୁଖ୍ୟ...

ଲୋକ ସଭା ନିର୍ବାଚନରେ ୫୫ ଲକ୍ଷ ଇଭିଏମର ହେବ ବ୍ୟବହାର, ପ୍ରଥମଥର ୧.୮୨ କୋଟି ଭୋଟର କରିବେ ମତଦାନ

ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ସମ୍ପର୍କରେ ଦେଶର ନିର୍ବାଚନ ଆୟୋଗର ଏକ ଖବରଦାତା ସମ୍ମିଳନୀ ଚାଲିଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଲୋକ ସଭା ନିର୍ବାଚନରେ ୫୫ ଲକ୍ଷ ଇଭିଏମ ବ୍ୟବହାର...

ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟ ପ୍ରଦେଶରେ ଭାଜପାକୁ ଝଟ୍‌କା

ଭୋପାଳ,୧୬।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ଭାଜପାକୁ ଶକ୍ତ ଧକ୍କା ଲାଗିଛି। ରାଜ୍ୟ ସଭା ଏମପି ଅଜୟ ପ୍ରତାପ ସିଂ ଶନିବାର (୧୬ ମାର୍ଚ୍ଚ)ରେ ଦଳରୁ ଇସ୍ତଫା ଦେଇଛନ୍ତି। ଲୋକ ସଭା ଟିକେଟ ନ ପାଇ ସିଂ କ୍ରୋଧିତ...

ଲୋକ ସଭା ନିର୍ବାଚନ ପୂର୍ବରୁ ‘ମେରା ଭାରତ ମେରା ପରିବାର କ୍ୟାମ୍ପେନ’ ଆରମ୍ଭ କଲେ ମୋଦି, ଏକ୍ସରେ ଶେୟାର କଲେ ଭିଡିଓ

ନୂଆଦିଲ୍ଲୀ,୧୬।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ମେରା ଭାରତ, ମେରା ପରିବାର’ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ...

ଭାଜପାରେ ସାମିଲ ହେଲେ ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡଓ୍ବାଲ

ନୂଆଦିଲ୍ଲୀ,୧୬।୩: ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡଓ୍ବାଲ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ଶନିବାର ଅପରାହ୍ନରେ ଭାଜପା ଅଫିସରେ ପହଞ୍ଚି ସେ ଦଳରେ ସାମିଲ ହୋଇଛନ୍ତି। ଖୁବ୍‌ଶୀଘ୍ର ଦେଶରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେ ରାଜନୀତିରେ...

ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ, ନୀତିଶ-ଚିରାଗଙ୍କ ବିରୋଧରେ ନିର୍ବାଚନ ଲଢି ପାରିବନି ଭାଜପା

ନୂଆଦିଲ୍ଲୀ,୧୬।୩: ଆଉ କିଛି ସମୟର ଅପେକ୍ଷା ପରେ ଘୋଷଣା ହେବ ନିର୍ବାଚନ ତାରିଖ। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ତେବେ ଏହାରି ଭିତରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ବୟାନ ଚର୍ଚ୍ଚାରେ। ସେ ନିଜ ବୟାନରେ ଭାଜପାର ଦୂର୍ବଳତାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri